Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (21 ରୁ 27 ଡିସେମ୍ବର ) : ଯିବା ସମୟରେ ବର୍ଷର ଶେଷ ସପ୍ତାହ ଦେଇକି ଯିବ ଏହି ୬ଟି ରାଶିକୁ ବଡ଼ ଖୁସି ଖବର, ପଢନ୍ତୁ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳ ରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୧ ଡିସେମ୍ବରରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ।

Google

ମେଷ ରାଶି –

ମେଷ ରାଶିର ଲୋକଙ୍କୁ ଦେବା ନେବା କାର୍ଯ୍ୟରେ ସାବଧାନ ରହିବା ଆବଶ୍ୟକ। କୌଣସି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଭାଇ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ଖର୍ଚ୍ଚ ଅଧିକ ହୋଇପାରେ। ଅଚାନକ ଧନଲାଭର ଯୋଗ ରହିଛି। କାର୍ଯ୍ୟରେ ପ୍ରଗତି ହେବ। ଛୋଟ ଛୋଟ ଯାତ୍ରା କରିବାକୁ ପଡିପାରେ ଏବଂ ନୂତନ ସମ୍ପର୍କ ସ୍ଥାପନ ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ବ୍ୟାପାରରେ ବଡ଼ ଅର୍ଡର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ,ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଭବିଷ୍ୟତ କୁ ଦେଖି କିଛି ଏଭଳି କାମ କରନ୍ତୁ, ଯେଉଁଥିରେ ଆପଣଙ୍କୁ ଆର୍ଥିକ ସହାୟତା ପ୍ରାପ୍ତ ହେବ। କାର୍ଯ୍ୟରେ ଆଶାନୁରୂପ ସଫଳତା ପାଇବେ। ପରିଶ୍ରମର ଫଳ ସାମାନ୍ୟ ରହିବ। ଅଫିସ ରେ ବରିଷ୍ଠ ଅଧିକାରୀ କ୍ରୋଧିତ ରହି ପାରନ୍ତି। ଖର୍ଚ୍ଚ ଅଧିକ ହୋଇପାରେ।

ପ୍ରେମ ମାମଲାରେ, ଏହି ସପ୍ତାହ ଆପଣ ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି।

କ୍ୟାରିୟର ମାମଲାରେ, ବ୍ୟାପାର ସମ୍ବନ୍ଧିତ ମାମଲାରେ ନୂଆ ଲୋକଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ଆରାମ କରିବା ଆବଶ୍ୟକ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କୁ ନୂଆ ନୂଆ କାର୍ଯ୍ୟର ଅନୁଭବ ପ୍ରାପ୍ତ ହେବ। ଚାକିରୀ ପେଶାରେ ଶୁଭ ସମାଚାର ମିଳିପାରେ। ପାରିବାରିକ କାର୍ଯ୍ୟରେ ବୃଦ୍ଧି ହେବ। ଅଧିକ ଧନ ଉପାର୍ଜନ କରିବା ପାଇଁ ନୂଆ ନୂଆ ସାଧନ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। କିଛି ଲୋକ ଆପଣଙ୍କ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି କରି ପାରନ୍ତି, ଏଥିପାଇଁ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

ପ୍ରେମ ମାମଲାରେ, ଆପଣ ସତ ପ୍ରେମୀ ମିଳିବାର ସମ୍ଭାବନା ରହିଛି।

କ୍ୟାରିୟର ମାମଲାରେ, ଶରୀରରେ ବଢୁଥିବା ଦୁର୍ବଳତା ଯୋଗୁଁ ବ୍ୟାକୁଳ ଅନୁଭବ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣଙ୍କ ସ୍ବାସ୍ଥ୍ୟ ସାମାନ୍ୟ ରହିବ।

କର୍କଟ ରାଶି –

ଆଧ୍ୟାତ୍ମିକତା ଏବଂ ଇଶ୍ୱରୀୟ ଶକ୍ତି ସହାୟକ ହେବେ। ପୁରୁଣା ଇନଭେଷ୍ଟମେଣ୍ଟ ରୁ ଫାଇଦା ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନରେ ବୃଦ୍ଧି ପାଇବ। କାର୍ଯ୍ୟ ମାମଲା ପାଇଁ ସପ୍ତାହ ଅତ୍ୟନ୍ତ ଅନୁକୂଳ ରହିଛି। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉପରେ ଅଧିକ ଦାୟିତ୍ୱ ଆସିପାରେ।

ପ୍ରେମ ମାମଲାରେ, ଏହି ସପ୍ତାହରେ ପ୍ରେମୀ ସାବଧାନ ରୁହନ୍ତୁ। ପ୍ରେମ ପ୍ରସ୍ତାବ ଅସଫଳ ହୋଇପାରେ।

କ୍ୟାରିୟର ମାମଲାରେ, କାର୍ଯ୍ୟରେ ପରିଶ୍ରମ ଅନୁସାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ପେଟ ସମ୍ବନ୍ଧିତ ଛୋଟ ସମସ୍ୟା ଦେଖା ଦେଇପାରେ।

Google

ସିଂହ ରାଶି –

ସିଂହ ରାଶିର ଛାତ୍ରଛାତ୍ରୀ ମାନେ ପିକନିକରେ ଯାଇ ପାରନ୍ତି। ସନ୍ତାନଙ୍କ ସହିତ ଜଡିତ ଚିନ୍ତା ଗ୍ରାସ କରି ପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ପରିବାର ସହିତ ଧାର୍ମିକ ଭ୍ରମଣରେ ଯାଇ ପାରନ୍ତି। କୌଣସି କାରଣ ବଶତଃ ଆପଣଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ପୁରୁଣା ସ୍ମୃତିକୁ ତାଜା କରିବେ ଏବଂ ଆପଣ ରୋମାଣ୍ଟିକ ମୁଡ଼ରେ ରହିବେ।

କ୍ୟାରିୟର ମାମଲାରେ, ସେୟାର ବଜାରରେ ନିବେଶ କରିବା ଶୁଭ ସାବ୍ୟସ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ପେଟ ସମ୍ବନ୍ଧିତ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଯାଇ ପାରନ୍ତି।

କନ୍ୟା ରାଶି –

ଅଫିସରେ କିଛି ସମସ୍ୟା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଧାର୍ମିକ ପ୍ରବୃତ୍ତି ରେ ବ୍ୟସ୍ତ ରହିବେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବା ପାଇଁ ଉତ୍ତମ ଅବସର ମିଳିପାରେ। ଆୟରେ ବୃଦ୍ଧି ହେବ। ଆୟରେ ବୃଦ୍ଧି ହେବ। ଖର୍ଚ୍ଚ ସ୍ୱଳ୍ପ ହୋଇପାରେ। ସୁଖ ସୁବିଧାରେ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି।

ପ୍ରେମ ମାମଲାରେ, ନିଜ ପ୍ରେମୀଙ୍କୁ ଆପଣ ଏକ ଅଲଗା ରୂପରେ ଦେଖିବେ।

କ୍ୟାରିୟର ମାମଲାରେ, କାର୍ଯ୍ୟ ସମ୍ବନ୍ଧିତ ଟାର୍ଗେଟକୁ ଆପଣ ସୁବିଧାରେ ପୂରଣ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଆଳସ୍ୟ ଏବଂ ଥକା କାରଣରୁ ଶାରୀରିକ ରୂପରେ ଅସୁସ୍ଥ ଅନୁଭବ କରି ପାରନ୍ତି।

ତୁଳା ରାଶି –

ଆପଣଙ୍କ ଦାୟିତ୍ବହୀନତା ହାନିକାରକ ସାବ୍ୟସ୍ତ ହୋଇପାରେ। ଖର୍ଚ୍ଚ ଅଧିକ ହୋଇପାରେ। କର୍ମନିଷ୍ଠ ହୋଇ କାର୍ଯ୍ୟ ସମ୍ପନ୍ନ କରିବାକୁ ପ୍ରୟାସ କରନ୍ତୁ। ଆପଣଙ୍କ ବ୍ୟବହାର ନ୍ୟାୟନୁକୁଳ ରହିବ। କାହାକୁ ଏଭଳି କିଛି କୁହନ୍ତୁ ନାହିଁ, ଯାହାଦ୍ବାରା ତାଙ୍କ ମନ ଦୁଃଖ ହେବ। ସମ୍ପର୍କୀୟ ଆପଣଙ୍କ ସହିତ ଶତ୍ରୁ ଭଳି ବ୍ୟବହାର କରି ପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ପ୍ରେମ ମାମଲାରେ, ଆପଣଙ୍କୁ ନିଜ ପସନ୍ଦ ଏବଂ ନାପସନ୍ଦ ପ୍ରେମୀଙ୍କ ଉପରେ ଥୋପିବା ଉଚିତ ନୁହେଁ।

କ୍ୟାରିୟର ମାମଲାରେ, ଚାକିରୀ ଖୋଜୁଥିବା ଲୋକଙ୍କୁ ଏହି ସପ୍ତାହ ରେ ଚାକିରୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ।,

ବିଛା ରାଶି –

ଏହି ସପ୍ତାହ ରେ କିଛି ଲୋକ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇ ପାରନ୍ତି। ବ୍ୟବସାୟ ରେ ବାଧା ଉତ୍ପନ୍ନ ହୋଇପାରେ। ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ କ୍ରୋଧ ପ୍ରଦର୍ଶନ କରି ପାରନ୍ତି, ଯାହାଦ୍ବାରା ଆପଣ ଦୁଃଖିତ ରହି ପାରନ୍ତି। ଅନ୍ୟମାନଙ୍କ ଭାବନାକୁ ଭଲ ଭାବରେ ବୁଝିବାକୁ ପ୍ରୟାସ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ । ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବ।

ପ୍ରେମ ମାମଲାରେ, ଆପଣଙ୍କ ପ୍ରେମ ସମ୍ବନ୍ଧ ନୂଆ ଅଟେ, ଏଥିପାଇଁ ଆପଣଙ୍କୁ ପ୍ରେମୀଙ୍କ ଉପରେ କ୍ରୋଧ ପ୍ରଦର୍ଶନ କରିବା ଉଚିତ ନୁହେଁ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ। କିନ୍ତୁ ତାଙ୍କଠାରୁ କମ ପରିଣାମ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି।

ଧନୁ ରାଶି –

ଏହି ସପ୍ତାହ କିଛି ରହସ୍ୟ କଥା ଆପଣଙ୍କ ସାମ୍ନା କୁ ଆସିପାରେ। କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହୋଇପାରେ। ବାହନ ସୁଖ ପ୍ରାପ୍ତ ହୋଇପାରେ। କାର୍ଯ୍ୟ ମାମଲାରେ ଏହି ସପ୍ତାହ ଅନୁକୂଳ ସାବ୍ୟସ୍ତ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। କୌଣସି କଥାକୁ ନେଇ ଆପଣଙ୍କୁ ଦୁଃଖ ହୋଇପାରେ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ ହେବ। ଆପଣଙ୍କ ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ।

ପ୍ରେମ ମାମଲାରେ, ପ୍ରେମ ସମ୍ବନ୍ଧରେ କୌଣସି ସମସ୍ୟା ଦେଖା ଦେବ ନାହିଁ। ଜୀବନସାଥୀଙ୍କ ସହିତ ମତଭେଦ ଦୂର ହେବ।

କ୍ୟାରିୟର ମାମଲାରେ, ନୂତନ ଚାକିରୀ ର ଅବସର ମିଳିପାରେ। ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ପ୍ରାପ୍ତ ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ସର୍ଦ୍ଦି କାଶ ଆଦି ହୋଇପାରେ, ଏଥିପାଇଁ ସତର୍କ ରୁହନ୍ତୁ।

Google

ମକର ରାଶି –

ଚାକିରୀ ଏବଂ ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପ୍ରୟାସ ଅନେକ ଲୋକଙ୍କୁ ପ୍ରଭାବିତ କରିବ। ବୁଝାମଣା ଦ୍ଵାରା ବିଗିଡି ଥିବା କାର୍ଯ୍ୟ ଦୂର ହେବ। ବ୍ୟାପାର ବ୍ୟବସାୟରେ କିଛି ନୂଆ ଯୋଜନା ପ୍ରସ୍ତୁତ କରି ପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମ ରେ ଆପଣଙ୍କୁ ଉଚିତ ଅବସର ମିଳିପାରେ।

ପ୍ରେମ ମାମଲାରେ, ଯଦି ଆପଣ ସିଙ୍ଗଲ ଅଛନ୍ତି, ତାହେଲେ ଏହି ସପ୍ତାହରେ ଆପଣଙ୍କୁ ରୋମାଣ୍ଟିକ ପାର୍ଟନର ମିଳିପାରେ।

କ୍ୟାରିୟର ମାମଲାରେ, ଆପଣଙ୍କୁ ଅନେକ ପ୍ରୋଜେକ୍ଟକୁ ନେଇ ସୁଖଦ ଖବର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥ ଅନୁଭବ କରି ପାରନ୍ତି, ଏଥିପାଇଁ ଧ୍ୟାନ ରଖନ୍ତୁ।

କୁମ୍ଭ ରାଶି –

କୁମ୍ଭ ରାଶିର ଲୋକଙ୍କୁ ବ୍ୟବସାୟ ରେ କଠିନ ପଦକ୍ଷେପ ନେବା ଉଚିତ ନୁହେଁ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ନିଜର ମାନସମ୍ମାନ ର ଚିନ୍ତା ରହିବ। କୌଣସି ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ସନ୍ତାନଙ୍କ ତରଫରୁ ଆପଣଙ୍କୁ କିଛି ସମସ୍ୟା ହୋଇପାରେ ।

ପ୍ରେମ ମାମଲାରେ , ଆପଣ ପ୍ରେମୀଙ୍କୁ କିଛି କହିବାକୁ ଚାହିଁ ପାରନ୍ତି, ଏଥିପାଇଁ ମନଖୋଲା ତାଙ୍କ ଆଗରେ ନିଜର କଥା ପ୍ରକାଶ କରନ୍ତୁ।

କ୍ୟାରିୟର ମାମଲାରେ, ଧନ ବୃଦ୍ଧି ହେବାର ଶୁଭ ସମୟ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ତେଲ ମସଲା ଯୁକ୍ତ ଖାଦ୍ୟ ସେବନ କରନ୍ତୁ ନାହିଁ।

ମୀନ ରାଶି –

ଆପଣଙ୍କୁ ସନ୍ତାନଙ୍କ ଠାରୁ ସହଯୋଗ ମିଳିପାରେ। ଜୀବନସାଥୀ ଙ୍କ ମଧ୍ୟମ ରେ ଆପଣଙ୍କୁ ସହଯୋଗ ମିଳିପାରେ। ଆର୍ଥିକ ସମସ୍ୟା ଦୂର ହେବ। ପରିବାରକୁ ଭରପୂର ସମୟ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ ଏବଂ ମାଆଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଗୁପ୍ତ ଯୋଜନା ସଫଳ ରହିବ। ପରିଶ୍ରମ ଅନୁସାରେ ଆଶାନୁରୂପ ସଫଳତା ମିଳିବ। ଆଲୋଚକ ଙ୍କ ଠାରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ପ୍ରେମ ମାମଲାରେ, ଆପଣଙ୍କୁ କାହା ତରଫରୁ ବିବାହର ପ୍ରୋପଜାଲ ଆସିପାରେ।

କ୍ୟାରିୟର ମାମଲାରେ, ଧନଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢିବା ପାଇଁ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି।ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଭୋଲେନାଥ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *