Excuse Me Odisha

ଯାହା କହିବୁ ସତ କହିବୁ

ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଏହି ଦିଗରେ ଲଗେଇଲେ ଆପଣ ମାଲାମାଲ୍ ହୋଇ ଯିବେ । ଜାଣନ୍ତୁ ବିସ୍ତୃତ ଭାବରେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଏହି ଦିଗରେ ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଲଗାଇଲେ ଆପଣ ମାଲାମାଲ ହୋଇଯିବେ।

ବନ୍ଧୁଗଣ ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଘରର ଏହି ଦିଗରେ ଲଗାଇଲେ ଆପଣ ହୋଇଯିବେ ମାଲାମାଲ। ଭାରତୀୟ ବାସ୍ତୁ ଶାସ୍ତ୍ରରେ ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଏକ ବୋଲି ମାନିଥାନ୍ତି। ଦୁଇଟି ଯାକ ଏହି ସମୟ ଗଣନାରେ ଲାଗିଥାଏ।ସେଥିପାଇଁ ତାକୁ ଘରର ସବୁ ଜାଗାରେ ଟଙ୍ଗା ଯାଇନଥାଏ। ଘର ଏବଂ ଅଫିସରେ ଯଦି ଠିକ ଜାଗାରେ ଘଣ୍ଟା ଏବଂ କ୍ୟାଲେଣ୍ଡାରକୁ ରଖାଯାଏ ତାହେଲେ ଏହାର ବହୁତ ଭଲ ପରିଣାମ ଆପଣଙ୍କୁ ମିଳିଥାଏ। ଯଦି ବାସ୍ତୁ ନିୟମ ଅନୁସାରେ ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଲଗାଯାଏ ତାହେଲେ ଏହାର ଖରାପ ପ୍ରଭାବ ପଡ଼ିନଥାଏ। ଯଦି ଆପଣ ଘଣ୍ଟା ତଥା କ୍ୟାଲେଣ୍ଡରକୁ ଏହି ନିୟମ ଅନୁସାରେ ଘରେ କିମ୍ବା ଅଫିସରେ ଲଗାଉଛନ୍ତି ତେବେ ଏହାର ଶୁଭ ଫଳ ମିଳିଥାଏ। ଯଦି ଏହା ପାଳନ କରାଯାଏ ତେବେ ଘରେ ରହୁଥିବା ସଦସ୍ୟ ମାନଙ୍କର ଭାଗ୍ୟ ବଦଳିଯାଇଥାଏ। ସେହି ଘରେ ଧନର ଅଭାବ ଦେଖାଯାଏ ନାହିଁ। ଆସନ୍ତୁ ଜାଣିବା ଏମିତି କଣ ସେହି ଜିନିଷ ଯାହା ଉପରେ ସବୁବେଳେ ଆମକୁ ଧ୍ୟାନ ଦେବା ଉଚିତ।

Google

ଘଣ୍ଟା ଏବଂ କ୍ୟାଲେଣ୍ଡରର ଦିଗ:-

ଘଣ୍ଟା ଏବଂ କ୍ୟାଲେଣ୍ଡାରକୁ ସବୁବେଳେ ଉତର-ପୂର୍ବ କାନ୍ଥରେ ଲଗାଇବା ଦରକାର। ଏବଂ କେବେବି ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ। କାରଣ ଦକ୍ଷିଣ ଦିଗ ହେଉଛି ଭଗବାନ ଯମରାଜଙ୍କର ଦିଗ ବୋଲି କୁହାଯାଏ। ଭଗବାନ ଯମରାଜଙ୍କୁ ହିନ୍ଦୁ ଶାସ୍ତ୍ରରେ ମୃତ୍ୟୁର ସଂକେତ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗ ସମୟରେ ବତାଉଥିବା ଜିନିଷ ପାଇଁ ଅଶୁଭ ଅଟେ। ଝରକା ଏବଂ କବାଟ ପାଖରେ ମଧ୍ୟ ଲଗାନ୍ତୁ ନାହିଁ। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କବାଟ ପଛରେ କିମ୍ବା ଝରକା ପଛରେ ଘଣ୍ଟାକୁ ଲଗାଇଥାନ୍ତି। ଏହା କରିବା ଦ୍ବାରା ସେହି ପରିବାରର ସଦସ୍ୟଙ୍କ ଉପରେ ବହୁତ ଖରାପ ପ୍ରଭାବ ଦେଖାଯାଏ। ଘଣ୍ଟା ଏବଂ କ୍ୟାଲେଣ୍ଡାରକୁ କବାଟ ପାଖରେ କିମ୍ବା ଝରକା ପାଖରେ ଲଗାଇବା ଉଚିତ ନୁହେଁ।

Google

ଘଣ୍ଟାକୁ ମୁଣ୍ଡ ଠାରୁ ଦୂରେଇ ରଖନ୍ତୁ। କିଛି ଲୋକ ରାତିରେ ଶୋଇବା ବେଳେ ଘଡିକୁ ମୁଣ୍ଡର ପାଖରେ ରଖିଥାନ୍ତି। ଘଡି ରଖି ଶୋଇଲେ ବହୁତ ରିକ୍ସ ଥାଏ। କାରଣ ବହୁତ ରାତିରେ ଘଣ୍ଟାର ଟିକ ଟିକ ଆବାଜରେ ନିଦର ବାଧା ଆସିଥାଏ। ଏହା ସହିତ ଘଣ୍ଟା electronic ବସ୍ତୁ ହୋଇଥିବାରୁ ସେଥିରୁ electrical Spanishtic ବାହାରିଥାଏ। ଏହା ମସ୍ତିଷ୍କ ଏବଂ ହୃଦୟ  ଚାରିପାଖରେ ଭୟ ସୃଷ୍ଟି କରିଥାଏ। ଏହାର ପ୍ରଭାବରେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଘଣ୍ଟା ସମୟ ଠାରୁ ଯେମିତି ପଛରେ ନଚଢେ ଏହା ସବୁ ଧ୍ୟାନ ରଖିବା ଉଚିତ। ଆପଣଙ୍କୁ ଧ୍ୟାନ ରଖିବା ଉଚିତ ଯେ ଘଣ୍ଟା ଯେମିତି ସମୟ ଠାରୁ ପଛରେ ନଚାଲେ। ଆପଣ ନିଜ ଘଣ୍ଟାର ସମୟକୁ ୫ ରୁ ୧୦ ମିନିଟ ଆଗୁଆ ରଖିବେ। ଏହା ଆପଣଙ୍କ ପାଇଁ ଭଲ ରହିବ। କରଣ ସମୟ ସହିତ ଚାଲିବାରେ ହିଁ ଆପଣଙ୍କର ଭଲ। ଏଥିରେ ବିକାଶର ରହସ୍ୟ ଲୁଚି ରହିଛି। ଭାଙ୍ଗି ଯାଇଥିବା ଘଣ୍ଟା କିମ୍ବା ଫଟା ଚିରା କ୍ୟାଲେଣ୍ଡାର କେବେବି ଘରେ ରଖନ୍ତୁ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ ଘଣ୍ଟା ଆସୁଥିବା ପଇସାକୁ ରଖିଥାଏ। ଚିତ୍ର ପାଖରେ ଘଣ୍ଟା କିମ୍ବା କ୍ୟାଲେଣ୍ଡାରକୁ ଲଗାନ୍ତୁ ନାହିଁ। ସାମ୍ନା କାନ୍ଥରେ ଘଣ୍ଟା ଲଗାଇଲେ ଏହା ଘରେ ଶାନ୍ତି ବଢ଼ାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *