Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶନି ଦେବ ଏହି ୬ଟି ରାଶିର ଲୋକମାନଙ୍କ ସଙ୍କଟ ଦୂର କରିବେ ଆପଣ କାର୍ଯ୍ୟରେ ଉପଯୁକ୍ତ ଲାଭ ପାଇବେ ପରିଶ୍ରମ ସଫଳ ହେବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି କ୍ରମାଗତ ଭାବରେ ବଦଳିଥାଏ ଯେଉଁ କାରଣରୁ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଏକ ପରିବର୍ତ୍ତନ ଆସେ।  ବେଳେବେଳେ ବ୍ୟକ୍ତିର ଜୀବନ ହସିବାରେ ବିତିଥାଏ ଏବଂ ବେଳେବେଳେ ବ୍ୟକ୍ତିଙ୍କ ଜୀବନରେ ଅସୁବିଧା ଉପୁଜି ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନେ ବ୍ୟକ୍ତିଙ୍କ ରାଶିରେ ଗତି କରନ୍ତି ସେହି ଅନୁଯାୟୀ ଫଳାଫଳ ପ୍ରାପ୍ତ ହୋଇଥାଏ। ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ ଏବଂ ଏହା କ୍ରମାଗତ ଭାବରେ ଚାଲିଥାଏ। ଏହାକୁ ଅଟକାଇବା ସମ୍ଭବ ନୁହେଁ।

Google

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତେକ ରାଶିର ଜାତକ ଏପରି ଯେ ଭଗବାନ ଶନିଙ୍କର ସକରାତ୍ମକ ପ୍ରଭାବ ତାଙ୍କ ଉପରେ ରହିବ। ଏହି ରାଶିର ସମସ୍ତ ସଙ୍କଟ ଦୂର ହେବ ଏବଂ କଠିନ ପରିଶ୍ରମର ସଠିକ ଫଳାଫଳ ପାଇବାର ସମ୍ଭାବନା ଅଛି। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିର ଲୋକ କିଏ?

ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନଙ୍କର ଦୁଃଖ ଦୁର କରିବେ ଭଗବାନ ଶନିଦେବ।

ମିଥୁନ ରାଶି:-

ଭଗବାନ ଶନି ଦେବଙ୍କ ବିଶେଷ କୃପା ମିଥୁନ ରାଶିର ଲୋକଙ୍କ ଉପରେ ରହିବ। ଆପଣଙ୍କର ରାଶିରେ ଗ୍ରହମାନଙ୍କର ସ୍ଥିତି ଠିକ ଅଛି ଯେଉଁଥି ପାଇଁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ଦୃଢ ସମ୍ଭାବନା ଅଛି। ଆବଶ୍ୟକ କାର୍ଯ୍ୟ ଠିକ ସମୟରେ ଶେଷ ହେବ। ଭାଗ୍ୟର ସମ୍ପୂର୍ଣ ସହଯୋଗ ପାଇବେ। ସାମାଜିକ ଦାୟିତ୍ୱ ବୃଦ୍ଧି ପାଇବ। ପ୍ରଭାବଶାଳୀ ଲୋକମାନଙ୍କ ସହିତ ପରିଚୟ ବୃଦ୍ଧି ପାଇବ। ଯେଉଁମାନେ ଦୀର୍ଘ ସମୟ ଧରି ଚାକିରି ପାଇଁ ଚେଷ୍ଟା କରୁଛନ୍ତି ସେମାନେ ଏକ ଭଲ ଚାକିରି ପାଇବାର ସମ୍ଭାବନା ଅଛି। ବିବାହିତ ଜୀବନ ଭଲ ହେବ। ପ୍ରେମ ସମ୍ପର୍କ ମଜବୁତ ହେବ |

କର୍କଟ ରାଶି:-

କର୍କଟ ରାଶି ଥିବା ଲୋକମାନେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କର ଚିନ୍ତାଧାରା ସକରାତ୍ମକ ହେବ। ସାମାଜିକ କ୍ଷେତ୍ରରେ ଅଂଶଗ୍ରହଣ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ସଫଳତା ହାସଲ କରିବେ। ମାନସିକ ସ୍ତରରେ ଆପଣ ହାଲୁକା ଅନୁଭବ କରିବେ। ମାଙ୍କର ସ୍ୱାସ୍ଥ୍ୟରେ ଉନ୍ନତିଆସିବ। ଆପଣ ନିଜର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ କରିପାରିବେ। ଆପଣ ଆରମ୍ଭ କରିଥିବା ନୂତନ ଯୋଜନାଗୁଡିକ ସଫଳ ହେବ।ସନ୍ତାନଙ୍କଠାରୁ ସମସ୍ତ ଚିନ୍ତା ଦୂର ହେବ। ବ୍ୟବସାୟ ବିସ୍ତାର ହେବ ବୋଲି ଆଶା କରାଯାଉଛି। ପ୍ରାଇଭେଟ ଚାକିରିରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇପାରିବେ।

ସିଂହ ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନେ କ୍ୟାରିୟରରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇପାରିବେ। ସମାଜରେ ଆପଣଙ୍କର। ମାନ ସମ୍ମାନ ବୃଦ୍ଧି ପାଇବ। ମାର୍କେଟିଂ ସହିତ ଜଡିତ ବ୍ୟକ୍ତିମାନେ ବିପୁଳ ଲାଭ ପାଇବାର ସମ୍ଭାବନା ଅଛି। ଭଗବାନ ଶନି ଦେବଙ୍କ କୃପାରୁ ଆପଣ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଅଗ୍ରଗତି ପାଇବେ। ବଡ ଅଧିକାରୀମାନେ ଆପଣଙ୍କୁ ସହଯୋଗ କରିବେ। ପୁରୁଣା ସାଙ୍ଗମାନଙ୍କ ସାହାଯ୍ୟରେ କୌଣସି ଲାଭ ପାଇପାରିବ। ପ୍ରେମ ଜୀବନର ଅସୁବିଧା ସମାପ୍ତ ହେବ। ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସମୟ ଅତ୍ୟନ୍ତ ଉପଯୁକ୍ତ ହେବ।

କନ୍ୟା ରାଶି:-

ଏହି ରାଶିର ଲୋକମାନେ ସକାରାତ୍ମକ ସମୟ ପାଇବେ।ଭଗବାନ ଶନି ଦେବଙ୍କ କୃପାରୁ ଆପଣଙ୍କର ଖରାପ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ଠିକ ହେବ। ଜୀବନର ସମସ୍ତ ସଙ୍କଟ ଦୂର ହେବ। ଆପଣଙ୍କର ପୁରୁଣା ଋଣ ପରିଶୋଧ କରିବାରେ ଆପଣ ସଫଳ ହୋଇପାରିବେ। ଅଫିସ ପରିବେଶ ଆପଣଙ୍କ ସପକ୍ଷରେ ରହିବ। ବଡ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପୁରାତନ କାର୍ଯ୍ୟଗୁଡ଼ିକ ଲାଭବାନ ହୋଇପାରେ । ବ୍ୟବସାୟୀ ସହିତ ଜଡ଼ିତ ଲୋକମାନଙ୍କର ଲାଭଜନକ ସମାଧାନର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ। ଖାଇବା ପିଇବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆପଣ ଯେକୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।

ବିଛା ରାଶି:-

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଦେବଙ୍କର ବିଶେଷ କୃପାଦୃଷ୍ଟି ରହିବ। ଆପଣ ନିଜର ମନ ପସନ୍ଦର କାର୍ଯ୍ୟରେ ଇଛାକୃତ ଲାଭ ପାଇପାରିବେ। ଦୀର୍ଘ ଦିନରୁ ଅଟକି ହୋଇ ରହିଥିବା ଯୋଜନା ପ୍ରଗତି ଉପରେ ଆସିବ। ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ଦୂର ହେବ। ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଅଫିସ ପରିବେଶ ଆପଣଙ୍କ ସପକ୍ଷରେ ରହିବ। ଯଦି ଆପଣ ଭାଗିଦାରିରେ କାମ ଆରମ୍ଭ କରୁଛନ୍ତି ତ ଏଥିରୁ ଆପଣଙ୍କୁ ଲାଭ ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ ରହିବ। ସାମାଜିକ ଦାୟିତ୍ୱ ବଢ଼ିବ। କ୍ୟାରିୟର ଉପରେ ଆପଣଙ୍କର ପୁରା ଧ୍ୟାନ ରହିବ।

Google

କୁମ୍ଭ ରାଶି:-

ଏହି ରାଶିର ଲୋକମାନଙ୍କର ଭାଗ୍ୟ ଅଧିକ ରହିବ। ଭଗବାନ ଶନିଦେବଙ୍କ କୃପାରୁ ଆପଣ କାମ କାର୍ଯ୍ୟରେ ସବୁବେଳେ ପ୍ରଗତି ହାସଲ କରିବେ। ମାନସିକ ସମସ୍ୟା ଦୂର ହେବ। ଚାକିରି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଖରାପ ହୋଇଯାଇଥିବା କାର୍ଯ୍ୟ ସମ୍ପାଦନ ହୋଇଯିବ। ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇପାରିବେ। ପ୍ରେମ ଜୀବନ ଭଲ ରହିବ। ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଛି।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କର ସମୟ କେମିତି ରହିବ।

ମେଷ ରାଶି:-

ଏହି ରାଶିର ଲୋକମାନଙ୍କୁ କିଛି ନୂତନ ଦାୟିତ୍ୱ ମିଳିପାରେ, ଏଥିପାଇଁ ଆପଣ ମାନସିକ ସ୍ତରରେ ସବୁ ପ୍ରକାରର ଦାୟିତ୍ୱ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ। ମନରେ କୌଣସି ପୁରୁଣା କଥା ଅଧିକ ଚିନ୍ତିତ କରିପାରେ, ଯେଉଁ କାରଣରେ କାମରେ ଧ୍ୟାନ ଦେବା ଅଧିକ କଠିନ ହୋଇପଡିବ। ଅଫିସରେ କାହା ସହିତ ବାଦ ବିବାଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ନିଜର କ୍ରୋଧ ଏବଂ କଥା ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି। ଆପଣ ତତ୍ପର ହୋଇ କୌଣସି ପ୍ରକାରର ନିଷ୍ପତି ନିଅନ୍ତୁ ନାହିଁ ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ ମିଶ୍ରିତ ଫଳ ମିଳିବ।

ବୃଷ ରାଶି:-

ଏହି ରାଶିର ଲୋକ ମାନଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ନିଯୁକ୍ତି ଲୋକମାନେ ଏବେ ବର୍ତମାନ ଚାକିରି ଛାଡ଼ିବାର ନିଷ୍ପତି ନେଇ ପାରିବେ କିନ୍ତୁ କୌଣସି କଦମ ଉଠାଇବା ପୁର୍ବରୁ ବୁଝି ବିଚାରି କରିବାକୁ ହେବ। ଭବିଷ୍ୟର ସ୍ଥିତି ଠିକ କରିବା ପାଇଁ ଆପଣ ପୁରା ଚେଷ୍ଟା କରିବେ। ଘର ପରିବାରର ପରିବେଶ ଭଲ ରହିବ। ମାତା ପିତାଙ୍କର ଆଶୀର୍ବାଦ ପାଇବେ। ସାମାଜିକ ଦାୟିତ୍ୱ ବଢ଼ିପାରେ। ସାଙ୍ଗମାନଙ୍କ ସହିତ ମିଶି ଆପଣ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଧନ ସମ୍ବୋଦ୍ଧିତ ମାମଲାରେ ଆପଣଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି।

ତୁଳା ରାଶି:-

ଏହି ରାଶିର ଲୋକଙ୍କୁ ମାନସିକ ଚାପରେ ଗତି କରିବାକୁ ପଡ଼ିବ। ଆପଣଙ୍କର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଖରାପ ହୋଇପାରେ, ଯାହାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। କ୍ୟାରିୟର ଆଗକୁ ବଢିବାର ମାର୍ଗରେ ବହୁତ ସମସ୍ୟା ଉତ୍ପନ ହୋଇପାରେ, ସେଥିପାଇଁ ଆପଣ ପ୍ରତ୍ୟକ ସମସ୍ୟାକୁ ହିମତର ସହିତ ସାମ୍ନା କରନ୍ତୁ। ଆପଣ ନିଜର ହିମତ ମଜବୁତ ରଖନ୍ତୁ। ଟଙ୍କାର ହିସାବ କିତାବରେ କୌଣସି ପ୍ରକାରର ଅସାବଧାନତା କରନ୍ତୁ ନାହିଁ। କିଛି ଲୋକ ଆପଣଙ୍କର ଭଲ ସ୍ୱଭାବରେ ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି। ସରକାରୀ କାର୍ଯ୍ୟ ସମାପ୍ତ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ଧନୁ ରାଶି:-

ଏହି ରାଶି ଥିବା ଲୋକମାନଙ୍କୁ କୌଣସି ଚୁନତିର ସାମ୍ନା କରିବାକୁ ପଡିପାରେ। ଦାମ୍ପତ୍ୟ ଜୀବନରେ ସମ୍ପର୍କ ଖରାପ ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ଆପଣ ନିଜର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମାନସିକ ସ୍ତରରେ ଆପଣ ବହୁତ ଚିନ୍ତା ଅନୁଭବ କରିବେ। ଅଫିସରେ କଠିନ ପରିଶ୍ରମ ଏବଂ ଧର୍ଯ୍ୟର ସହିତ ସଫଳତା ଏବଂ ସମ୍ମାନ ପ୍ରାପ୍ତ କରିପାରିବେ। ଜୀବନଶୈଳୀରେ ପରିବର୍ତନ କରିବାର ସମ୍ଭାବନା ଅଛି।

ମକର ରାଶି:

ଏହି ରାଶିର ଲୋକମାନଙ୍କୁ ମିଶ୍ରିତ ଫଳ ମିଳିବ। ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୁରୁଣା ସୋମ୍ପକ ଲାଭଦାୟକ ସାବ୍ୟସ୍ତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଦେଖିବାକୁ ମିଳୁଛି। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ କିଛି ମାତ୍ରାରେ ଧ୍ୟାନ ଦେବା ଆବଶ୍ୟକ ଅଟେ କାରଣ ଆପଣଙ୍କ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଅଛି। ଆପଣ ଗାଡି ଚଲାଇବା ସମୟରେ ଅସାବଧାନତା କରନ୍ତୁ ନାହିଁ। ଗୁପ୍ତ ଶତୃ ମାନଙ୍କ ଉପରେ ନଜର ରଖନ୍ତୁ କାରଣ ଏମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି।

ମୀନ ରାଶି:-

ଏହି ରାଶିର ଲୋକମାନଙ୍କର ମନ ଧର୍ମ କର୍ମ କାର୍ଯ୍ୟରେ ଅଧିକ ଲାଗିବ। କିଛି ଅଭାବୀ ଲୋକଙ୍କୁ ସାହାର୍ଯ୍ୟ କରିପାରନ୍ତି। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟରେ ଚାପ ଅଧିକ ମିଳିପାରେ,ଯାହା ଉପରେ ଧ୍ୟାନ ଦେବା ଅଧିକ ଆବଶ୍ୟକ। ସାମାଜିକ ଦାୟିତ୍ୱ ବଢ଼ିବ। ମା ଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଲାଗି ରହିବ। ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କ ପାଇଁ ଏହି ପରାମର୍ଶ ଦିଆଯାଇଛି ଯେ ଆପଣ ନିଜ ବ୍ୟବସାୟରେ କୌଣସିବି ପ୍ରକାରର ପରିବର୍ତନ କରିବେ ନାହିଁ ଅନ୍ୟଥା କ୍ଷତି ଘଟିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *