Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚାରିଟି ରାଶିଙ୍କ ଭାଗ୍ୟଶାଳୀ ଦିନର ହେବ ଆରମ୍ଭ , ମାଆ ସନ୍ତୋଷୀଙ୍କ ଆଶୀର୍ବାଦରେ ଜୀବନ ହେବ ସୁଖମୟ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟର ଜୀବନରେ ଗ୍ରହ ନକ୍ଷତ୍ରର ସ୍ଥିତି ଯୋଗୁଁ ଗଭୀର ପ୍ରଭାବ ପଡିଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହର ସ୍ଥିତି ଠିକ୍ ରହିଥାଏ ତାହେଲେ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ଗ୍ରହ ମାନଙ୍କ ସ୍ଥିତି ଠିକ୍ ନହେବା କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଶୁଭ ଚଳନ ଯୋଗୁଁ କିଛି ରାଶିର ଲୋକଙ୍କର ଶୁଭ ଦିନ ଆରମ୍ଭ ହେବ। ମାଆ ସନ୍ତୋଷୀଙ୍କ କୃପା ଏହି ରାଶିର ଲୋକଙ୍କ ଜୀବନରେ ସୁଖ ଭରି ଦେବ। ଆସନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶି ବିଷୟରେ।

Google

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ମାଆ ସନ୍ତୋଷୀଙ୍କ ଆଶୀର୍ବାଦ।

କର୍କଟ ରାଶିର ଲୋକଙ୍କ ଉପରେ ମାଆ ସନ୍ତୋଷୀଙ୍କ ବିଶେଷ ଆଶୀର୍ବାଦ ରହିବ। ଘର ପରିବାରରେ ସୁଖ ସୁବିଧା ବୃଦ୍ଧି ହେବ। ଆୟରେ ଜବରଦସ୍ତ ବୃଦ୍ଧି ହେବ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ବଡ଼ ଅଧିକାରୀ ଆପଣଙ୍କ କାର୍ଯ୍ୟ ରେ ପ୍ରଶଂସା କରିବେ। ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବାହନ ସୁଖ ପ୍ରାପ୍ତ ହୋଇପାରେ। ଆପଣଙ୍କ ବିରୋଧୀ ପରାସ୍ତ ହେବେ।

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବିଚାର କରିଥିବା ସବୁ କାର୍ଯ୍ୟ ଆପଣ ପୂରଣ କରିବେ। ନୂତନ ଯୋଜନାରେ ଆପଣ ନିବେଶ କରି ପାରନ୍ତି। ଯାହାଦ୍ବାରା ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ମାଆ ସନ୍ତୋଷୀଙ୍କ ଆଶୀର୍ବାଦରେ ବ୍ୟବସାୟରେ ଲାଭ ମିଳିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ।

ମକର ରାଶିର ଲୋକଙ୍କର ପାରିବାରିକ ମାହୋଲ ସୁଖମୟ ରହିବ । ସରକାରୀ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ସମ୍ପତ୍ତି କିଣିବା ପାଇଁ ମନରେ ବିଚାର ଆସିପାରେ। ମାଆ ସନ୍ତୋଷୀଙ୍କ କୃପାରୁ ଅନେକ ସୁଖ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ବହୁତ ବଢିଆ ରହିବ। ଆପଣ କିଛି ନୂଆ କରିବା ପାଇଁ ଆରମ୍ଭ କରି ପାରନ୍ତି, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ। ପୁରୁଣା ଯୋଜନାରୁ ଲାଭ ମିଳିବ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ମିଳିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ପରିବାରରେ ମାନସମ୍ମାନ ପ୍ରାପ୍ତ ହେବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ବାର୍ତ୍ତାଳାପ କରି ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ। ଚାକିରୀ କ୍ଷେତ୍ରରେ ଚାଲିଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ବିସ୍ତାର ହେବାର ସମ୍ଭାବନା ରହିଛି।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ସର୍ବଦା ନିଜ କାର୍ଯ୍ୟରେ ଧ୍ୟାନ ଦେବା ପାଇଁ ପ୍ରୟାସ କରନ୍ତୁ। ଅଧିକ ଲାଭ ପାଇବା ଆଶାରେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ଅଜଣା ଲୋକଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ପାରିବାରିକ ମାହୋଲ ସୁଖମୟ ରହିବ। ଉତ୍ତମ ଭୋଜନର ଆନନ୍ଦ ନେଇ ପାରନ୍ତି। କୌଣସି ଯାତ୍ରା ସମୟରେ ବାହନ ଚଳାଚଳରେ ସତର୍କ ରୁହନ୍ତୁ।

Google

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କ ବ୍ୟକ୍ତିତ୍ଵ ଆକର୍ଷଣୀୟ ରହିବ। ଘରୋଇ ଖର୍ଚ୍ଚକୁ ନେଇ ଆପଣ ଚିନ୍ତିତ ରହିବେ। ଆପଣଙ୍କୁ ଆର୍ଥିକ ବଜେଟକୁ ନେଇ ଚାଲିବା ଆବଶ୍ୟକ। ଚାକିରୀ କ୍ଷେତ୍ରରେ ଅଧିକ ବ୍ୟସ୍ତତା ରହିବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସର୍ବଦା ସହଯୋଗ ପ୍ରାପ୍ତ ହେବ। ଘରେ ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଯାହାକୁ ନେଇ ଆପଣ ଚିନ୍ତିତ ରହିବେ।

ମିଥୁନ ରାଶିର ଲୋକଙ୍କୁ ଅଧିକ ସାବଧାନ ହୋଇ କାମ କରିବାକୁ ପଡ଼ିବ। ଆପଣଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବାହାର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ। ଆପଣ କିଛି ନୂଆ କରିବା ପାଇଁ ମନ ବଳାଇ ପାରନ୍ତି, କିନ୍ତୁ ଏହାପୂର୍ବରୁ ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ। ସାମାଜିକ ଦାୟରା ବୃଦ୍ଧି ହେବ। ବିବାହିତ ଲୋକେ ଜୀବନସାଥୀଙ୍କୁ ନେଇ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ସିଂହ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ମାନସିକ ଚିନ୍ତା ରହିବ। ମାତାଙ୍କ ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କଠିନ ହୋଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଭାଗ୍ୟ ଉପରେ ଭରସା ନକରି ନିଜ କର୍ମ ପ୍ରତି ଭରସା ରଖନ୍ତୁ। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଘର ପରିବାରର ଆବଶ୍ୟକତାକୁ ଧ୍ୟାନ ଦେବେ। ପାରିବାରିକ ଦାୟିତ୍ୱ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ କିଛି ମତଭେଦ ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କ ଦ୍ଵାରା କରିଥିବା ପ୍ରୟାସ ସଫଳ ରହିବ। ଚାକିରୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ। ସାନ ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ରେ ସୁଧାର ଆସିବ। ଆପଣ ପ୍ରେମୀଙ୍କ ଭାବନାକୁ ବୁଝିବା ପାଇଁ ପ୍ରୟାସ କରିବେ। ଆପଣଙ୍କ ସ୍ୱଭାବରେ ଅଚାନକ ପରିବର୍ତ୍ତନ ଆସିପାରେ। ଦାମ୍ପତ୍ୟ ଜୀବନରେ ରୋମାନ୍ସର ଅବସର ମିଳିପାରେ। ଲମ୍ବା ସମୟରୁ ଚାକିରୀ ପାଇଁ ଭଟକୁ ଥିବା ଲୋକଙ୍କୁ ଚାକିରୀର ଅବସର ମିଳିପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କିଛି ମତଭେଦ ସୃଷ୍ଟି ହୋଇ ପାରେ। ପ୍ରେମ ଜୀବନକୁ ସୁଦୃଢ କରିବା ପାଇଁ ପ୍ରୟାସ କରିବେ। ପ୍ରେମୀଙ୍କ ତରଫରୁ ବଢିଆ ଉପହାର ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶିର ଲୋକେ ଲାଭଦାୟକ ଯାତ୍ରା କରିବେ। ଅଚାନକ ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ମାନସିକ ଚିନ୍ତା ବଢିପାରେ। ପରିବାର ଲୋକେ ଆପଣଙ୍କ ସହିତ ଉତ୍ତମ ବ୍ୟବହାର କରିବେ। ଜୀବନସାଥୀଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପ୍ରେମ ଜୀବନରେ ପ୍ରେମୀଙ୍କୁ ନିଜ ବ୍ୟବହାର ଦ୍ଵାରା ହୃଦୟ ଜିଣି ନେବେ। ଆପଣଙ୍କୁ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବା ପାଇଁ ଅବସର ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ସନ୍ତୋଷି ” ଲେଖି ଦିଅନ୍ତୁ। ମାତାଙ୍କ କୃପା ହେଲେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *