Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀହରିଙ୍କ କୃପାରୁ ଏହି ୫ଟି ରାଶିର ଲୋକଙ୍କ ଦୁର୍ଭାଗ୍ୟ ହେବ ଦୂର,ଆର୍ଥିକ କ୍ଷେତ୍ରରେ ମିଳିବ ଲଗାତାର ଉନ୍ନତି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଯୋଗୁଁ ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। କେବେ ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ଭରି ରହିଥାଏ, ତ ଆଉ କେବେ ବ୍ୟକ୍ତି ଜୀବନରେ ସମସ୍ୟା ଉତ୍ପନ୍ନ ହୋଇଥାଏ। ଜ୍ୟୋତିଷ ଗଣନା ଅନୁସାରେ ଯଦି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ସ୍ଥିତି ଠିକ୍ ରହିଥାଏ, ତାହେଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। କିନ୍ତୁ ସ୍ଥିତି ଠିକ୍ ନରହିଲେ ଜୀବନରେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

Google

ଜ୍ୟୋତିଷ ଗଣନା ଅନୁସାରେ ଏହି ରାଶିର କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ଶୁଭ ସ୍ଥିତି ରହିବ। ଏହି ରାଶିର ଲୋକଙ୍କୁ ଶ୍ରୀହରିଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଲଗାତାର ସଫଳତା ମିଳିବାର ଶୁଭ ସଙ୍କେତ ଦେଖା ଯାଉଛି। ଭାଗ୍ୟ ସପକ୍ଷରେ ରହିବ।

ଆସନ୍ତୁ ଜାଣିବା ଶ୍ରୀ ହରିଙ୍କ କୃପାରୁ କେଉଁ ରାଶିର ଲୋକଙ୍କର ଦୁର୍ଭାଗ୍ୟ ହେବ ଦୂର।

ମେଷ ରାଶିର ଲୋକଙ୍କ ପାଇଁ ସମୟ ଉତ୍ତମ ରହିଛି। ମାନସିକ ରୂପରେ ନିଜକୁ ସୁଦୃଢ ରଖିବେ। ଶ୍ରୀ ହରିଙ୍କ କୃପାରୁ ଆପଣଙ୍କୁ ଆଶାନୁରୂପ ଫାଇଦା ପ୍ରାପ୍ତ ହେବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଚାକିରୀ କ୍ଷେତ୍ରରେ ଲୋକେ ଆପଣଙ୍କୁ ପ୍ରୋତ୍ସାହିତ କରି ପାରନ୍ତି। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ ଧନ ପ୍ରାପ୍ତି ହୋଇପାରେ।

ମିଥୁନ ରାଶିର ଲୋକଙ୍କୁ ଶ୍ରୀ ହରିଙ୍କ କୃପାରୁ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ଆୟ ରେ ଜବରଦସ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ଆପଣ ଭାଗ ନେଇ ପାରନ୍ତି। ପ୍ରଭାବଶାଳୀ ଲୋକଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିପାରେ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଖାଦ୍ୟପେୟ ଉପରେ ରୁଚି ରଖିବେ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ।

ବିଛା ରାଶିର ଲୋକଙ୍କ ଉପରେ ଶ୍ରୀ ହରିଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଆପଣ ସବୁ ପ୍ରକାରର ଦାୟିତ୍ୱ କୁ ଉଚିତ ଢଙ୍ଗରେ ତୁଲାଇବେ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ବାରା ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସଫଳ ରହିବ। ଆପଣ ବିରୋଧୀଙ୍କୁ ପରାସ୍ତ କରିବେ। ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ। ଅଚାନକ ସଫଳତାର ମାର୍ଗ ହାସଲ କରିବେ।

କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ଭାଗ୍ୟଶାଳୀ ରହିବ। ଶ୍ରୀ ହରିଙ୍କ କୃପାରୁ ଆମଦାନୀର ସ୍ରୋତ ହାସଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। ଖାସ୍ ଲୋକଙ୍କ ସହିତ ପରିଚୟ ହୋଇପାରେ। ଘର ପରିବାରରେ କୌଣସି ସଦସ୍ୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ପ୍ରେମ ଜୀବନ ସୁଖମୟ ରହିବ। ଆପଣଙ୍କୁ ନିଜ ନୂଆ ଯୋଜନା ଉପରେ ଲାଭ ମିଳିବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟରେ ସଫଳତା ହାସଲ କରିବେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ଚାଲିଥିବା ସମସ୍ୟା ଦୂର ହେବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି। ଆପଣ କୌଣସି ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ଦ୍ଵାରା ନେଇଥିବା ନିଷ୍ପତ୍ତି କାରିଗର ସାବ୍ୟସ୍ତ ହେବ। ମାନସିକ ରୂପରେ ଆପଣ ହାଲକା ଅନୁଭବ କରିବେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

ବୃଷ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। କାର୍ଯ୍ୟକୁ ନେଇ ଅଧିକ ବ୍ୟସ୍ତ ରହିବେ। ଘରୋଇ ଆବଶ୍ୟକତାକୁ ଆପଣ ବୁଝିବା ପାଇଁ ପ୍ରୟାସ କରିବେ। ମନୋରଞ୍ଜନ ସାଧନ ରେ ଅଧିକ ଖର୍ଚ୍ଚ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ପ୍ରେମୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରି ପାରନ୍ତି। ଘରେ ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ଯେଉଁ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

Google

କର୍କଟ ରାଶିର ଲୋକଙ୍କୁ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜ ଉପରେ ଦୃଢ଼ ଭରସା ରଖିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଅନେକ ବାଧାର ସାମ୍ନା କରିବାକୁ ପଡିପାରେ। ଗୁପ୍ତ ଶତ୍ରୁ ସକ୍ରିୟ ରହିବେ ଏବଂ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ଦାମ୍ପତ୍ୟ ଜୀବନ ଦୁର୍ବଳ ରହିପାରେ। ପ୍ରେମ ଜୀବନରେ ରୋମାନ୍ସର ଅବସର ମିଳିପାରେ।

ସିଂହ ରାଶିର ଲୋକଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। କୌଣସି ଲମ୍ବା ଯାତ୍ରାରେ ଯାଇ ପାରନ୍ତି। ମାତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଯେଉଁଥିପାଇଁ ଆପଣ ଅଧିକ ଚିନ୍ତିତ ରହିବେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। କାର୍ଯ୍ୟରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବିବାହିତ ଲୋକଙ୍କୁ ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ।

କନ୍ୟା ରାଶିର ଲୋକଙ୍କୁ ପାରିବାରିକ ଆବଶ୍ୟକତା ଉପରେ ଧ୍ୟାନ ଦେବା ଆବଶ୍ୟକ। ଅଚାନକ ଘରୋଇ ଖର୍ଚ୍ଚ ବଢିପାରେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ସମସ୍ୟା ଦୂର ହେବ। ବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଭାବନାତ୍ମକରେ ଭରି ରହିବ। ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଅଚାନକ କିଛି ନୂଆ ଦାୟିତ୍ୱ ମିଳିପାରେ। ଏହି ଦାୟିତ୍ୱକୁ ତୁଲାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଚାକିରୀ କ୍ଷେତ୍ରରେ ଅଧିକ ବ୍ୟସ୍ତତା ରହିପାରେ। ଅଧିନସ୍ଥ କର୍ମଚାରୀ ଆପଣଙ୍କ ସହଯୋଗ କରିବେ। ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ପରିବାରର ସାନ ସଦସ୍ୟଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କ ମନରେ ଅନେକ ବିଚାର ଆସିପାରେ। ଆପଣ ଅଧିକ ଭାବୁକ ହୋଇ ପାରନ୍ତି। କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଧର୍ମ କର୍ମ ପ୍ରତି ରୁଚି ରଖିବେ। ପରିବାର ଲୋକଙ୍କ ସହିତ ଧାର୍ମିକ ସ୍ଥଳରେ ଯାତ୍ରା କରି ପାରନ୍ତି। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ।

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।ସ୍ୱଳ୍ପ ଖର୍ଚ୍ଚ  ହୋଇପାରେ । ପରିବାରରେ ମାନସମ୍ମାନ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାହାରେ ଖାଦ୍ୟ ସେବନ କରନ୍ତୁ ନାହିଁ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ଜରୁରୀ କାର୍ଯ୍ୟ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *