Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଶଙ୍ଖ ବଜାଇବା ଦ୍ଵାରା ହୋଇଥାଏ ମାଆ ଲକ୍ଷ୍ମୀଙ୍କ କୃପା, ଜାଣନ୍ତୁ ଶଙ୍ଖ ସହିତ ଜଡ଼ିତ ଚମତ୍କାରୀ ଉପାୟ।

ସେୟାର୍ କରନ୍ତୁ

ଶଙ୍ଖକୁ ବହୁତ ଶୁଭ ମାନା ଯାଇଛି। ଘରେ ଶଙ୍ଖକୁ ରଖିବା ଦ୍ଵାରା ଅନେକ ଲାଭ ମିଳିଥାଏ । ମାନ୍ୟତା ରହିଛି କି ଯେଉଁ ଘରେ ଶଙ୍ଖ ରହିଥାଏ, ସେଠାରେ ମାଆ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏଥିପାଇଁ ପୂଜା ଘରେ ଆପଣଙ୍କୁ ଶଙ୍ଖ ରଖିବା ଆବଶ୍ୟକ। ଘରେ ଶଙ୍ଖ ରଖିବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ। ପରିବାର ଲୋକଙ୍କ ମଧ୍ୟରେ ଉଚିତ ତାଳମେଳ ରହିଥାଏ। ଆଜି ଆମେ ଆପଣଙ୍କୁ ଶଙ୍ଖ ସହିତ ଜଡିତ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ।

ଶଙ୍ଖ ସହିତ ଜଡ଼ିତ ଚମତ୍କାର ଉପାୟ –

୧/

ଯେଉଁ ଲୋକଙ୍କ ଘରେ ନକାରାତ୍ମକ ଉର୍ଜାର ବାସ ହେଉଛି , ସେହି ଲୋକଙ୍କୁ ସର୍ବଦା ଶଙ୍ଖରେ ଗାଈର କ୍ଷୀର ରଖି ଏହାର ସିଞ୍ଚନ କରିବା ଆବଶ୍ୟକ। ଏହା କରିବା ଦ୍ଵାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

Google

୨/

ପୂଜା କରିବା ପରେ ଶଙ୍ଖକୁ ନିଶ୍ଚିତ ରୂପରେ ବଜାନ୍ତୁ। ଶଙ୍ଖ ବଜାଇବା ଦ୍ଵାରା ଘରର ବାତାବରଣ ଶୁଦ୍ଧ ଏବଂ ପବିତ୍ର ହୋଇ ଯାଇଥାଏ।

୩/

ମଙ୍ଗଳବାର ଦିନ ସୁନ୍ଦର କାଣ୍ଡ ପଢ଼ିବା ପରେ ଶଙ୍ଖକୁ ନିଶ୍ଚିତ ବଜାନ୍ତୁ। ଏଭଳି କରିବା ଦ୍ଵାରା ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ ଏବଂ ହନୁମାନ ଆପଣଙ୍କୁ ସର୍ବଦା ରକ୍ଷା କରିଥାନ୍ତି।

୪/

ଗୋଟେ ଶଙ୍ଖ ଭିତରେ ଚାଉଳ ଭରି ଦିଅନ୍ତୁ। ଏବଂ ଏହି ଶଙ୍ଖକୁ କପଡାରେ ଗୋଡ଼ାଇ ଘରର ଧନଭଣ୍ଡାରରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଘରେ କେବେବି ଦାନାର ଅଭାବ ରହିବ ନାହିଁ।

୫/

ବୁଧବାର ଦିନ ଶଙ୍ଖ ଦ୍ଵାରା ଶାଳଗ୍ରାମକୁ ଅଭିଷେକ କରିବା ଦ୍ୱାରା ବୁଧ ଗ୍ରହର ସ୍ଥିତି ଠିକ୍ ରହିଥାଏ।

୬/

ଶଙ୍ଖରେ ଜଳ ଢ଼ାଳି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ଏବଂ ପୁରୁଣା ରୋଗ ଦୂର ହୋଇଥାଏ।

ସ୍ବାସ୍ଥ୍ୟ ସହିତ ଜଡ଼ିତ ଶଙ୍ଖର ଫାଇଦା –

ଶଙ୍ଖର ଫାଇଦା ସ୍ବାସ୍ଥ୍ୟ ସହିତ ମଧ୍ୟ ଜଡ଼ିତ ରହିଛି। ଶଙ୍ଖ ବଜାଇବା ଦ୍ଵାରା ଖାଗୋଳୀୟ ଉର୍ଜା ଉତ୍ସର୍ଜନ ହୋଇଥାଏ। ଯାହା ବାୟୁରେ ଥିବା ଜୀବାଣୁ ମାନଙ୍କୁ ମାରି ଦେଇଥାଏ।

Google

ଶଙ୍ଖରେ ପାଣି ରଖି ପିଇବା ଦ୍ଵାରା ଶରୀରରେ କ୍ୟାଲସିୟମର ମାତ୍ରା କମ୍ ହୋଇ ନଥାଏ। ଶଙ୍ଖରେ କ୍ୟାଲସିୟମର ମାତ୍ର ଅଧିକ ରହିଥାଏ। ଏଥିପାଇଁ ରାତିରେ ଶଙ୍ଖରେ ପାଣି ଭରି ଦିଅନ୍ତୁ ଏବଂ ସକାଳେ ଏହାକୁ ସେବନ କରନ୍ତୁ।

ଶଙ୍ଖ ବଜାଇବା ଦ୍ଵାରା ହୃଦଘାତ, ରକ୍ତଚାପ ବେମାରୀରୁ ଲାଭ ମିଳିଥାଏ। ଏହାସହିତ ଶଙ୍ଖ ବଜାଇବା ଦ୍ଵାରା ମସ୍ତିଷ୍କ ମଧ୍ୟ ସୁଦୃଢ ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *