Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟପରାଗ ୨୦୨୦ : ସୂର୍ଯ୍ୟପରାଗ ସମୟରେ ବନିବାକୁ ଯାଉଛି ଗୁରୁ ଚଣ୍ଡାଳ ଯୋଗ, ୬ଟି ରାଶିର ଲୋକଙ୍କ ପାଇଁ ଆସୁଛି ବିପଦ।

ସେୟାର୍ କରନ୍ତୁ

୧୪ ଡିସେମ୍ବରକୁ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ ଏହି ବର୍ଷ ସୂର୍ଯ୍ୟପରାଗରେ ଏକ ଅଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ସୂର୍ଯ୍ୟପରାଗ ସମୟରେ ଏଥର ଗୁରୁ ଚଣ୍ଡାଳ ଯୋଗ ବନିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ, କର୍କଟ, ମିଥୁନ,କନ୍ୟା, ତୁଳା ଏବଂ ମକର ରାଶି ଉପରେ ଗୁରୁ ଚଣ୍ଡାଳ ଯୋଗର ସବୁଠାରୁ ଖରାପ ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ସବୁ ରାଶି ଉପରେ ଏହି ଅଶୁଭ ଯୋଗର ପ୍ରଭାବ କିପରି ରହିବ।

Google

ମେଷ ରାଶି –

ଏହି ସୂର୍ଯ୍ୟପରାଗ ଆପଣଙ୍କ ରାଶିରେ ଅଷ୍ଟମ ଭାବରେ ଘଟିତ ହେବ। ଆପଣଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇ ପାରେ। ବିରୋଧୀ ଆପଣଙ୍କ ପାଇଁ ଷଡ଼ଯନ୍ତ୍ର କରି ପାରନ୍ତି। ସାମାନ୍ୟ ଲାଭ ମିଳିବାର ସମ୍ଭାବନା ରହିଛି।

ବୃଷ ରାଶି –

ବୃଷ ରାଶି ଲୋକଙ୍କ ସପ୍ତମ ଭାବରେ ଆକାର ବିସ୍ତାର କରିବ ସୂର୍ଯ୍ୟପରାଗ। ପରାଗ ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ନିବେଶ କରିବାରୁ ବଞ୍ଚିତ ହୁଅନ୍ତୁ। ଗୁରୁ ଚଣ୍ଡାଳ ଯୋଗ ପାଇଁ ଆପଣଙ୍କୁ ଭୟ କରିବା ଆବଶ୍ୟକ ନୁହେଁ।

ମିଥୁନ ରାଶି –

ଆପଣଙ୍କ ରାଶିର ଷଷ୍ଠ ଭାବରେ ଏହି ସୂର୍ଯ୍ୟପରାଗ ଘଟିତ ହେବେ। ଶାରୀରିକ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ଖର୍ଚ୍ଚ ବଢିପାରେ। ଗୁପ୍ତ ଚିନ୍ତା ଆପଣଙ୍କୁ ଚିନ୍ତିତ କରାଇ ପାରନ୍ତି। ବିରୋଧୀ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ନିଜ ମନକଥା ନିଜ ମନରେ ରଖନ୍ତୁ।

କର୍କଟ ରାଶି –

ଆପଣଙ୍କ ରାଶିର ପଞ୍ଚମ ଭାବରେ ସୂର୍ଯ୍ୟପରାଗ ଘଟିତ ହେବା ଆପଣଙ୍କ ଖର୍ଚ୍ଚ ରେ ବୃଦ୍ଧି ହୋଇପାରେ। ଆମଦାନୀ ତଳକୁ ଖସି ପାରେ। ଗୁରୁ ଚଣ୍ଡାଳ ଯୋଗ ଯୋଗୁଁ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଆପଣଙ୍କ ପ୍ରେମ ସମ୍ବନ୍ଧ ରେ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଆପଣଙ୍କ ରାଶିରେ ଚତୁର୍ଥ ଭାବର ରାଶିରେ ଗ୍ରହଣ ଘଟିତ ହେବ। ଯେଉଁଥିପାଇଁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବ। ନୂତନ ବ୍ୟାପାର ଆରମ୍ଭ କରିବା ପାଇଁ ଅନୁକୂଳ ରହିଛି। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ ଏବଂ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି।

କନ୍ୟା ରାଶି –

ଆପଣଙ୍କ ରାଶିର ତୃତୀୟ ଭାବରେ ସୂର୍ଯ୍ୟପରାଗ ଯୋଗୁଁ କିଛି ସମସ୍ୟା ଦେଖା ଦେଇପାରେ। ଗୁରୁ ଚଣ୍ଡାଳ ଯୋଗ ପାଇଁ ଖର୍ଚ୍ଚ ବଢିପାରେ। ଆପଣଙ୍କ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆପଣଙ୍କ ସାହସ ଏବଂ ପରାକ୍ରମ ରେ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

ତୁଳା ରାଶି –

ତୁଳା ରାଶିର ଲୋକଙ୍କ ଦ୍ୱିତୀୟ ଭାବର ରାଶି ବିଛା ଅଟେ, ଯାହାଦ୍ବାରା ଏହି ସୂର୍ଯ୍ୟପରାଗ ଘଟିତ ହେବ। ପ୍ରଭାବ ହାଲକା ରହିବ। ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ। ଏହି ସମୟରେ ଧନ ନିବେଶ କରନ୍ତୁ ନାହିଁ। କାହାକୁ ଉଧାର ଦିଅନ୍ତୁ ନାହିଁ।

Google

ବିଛା ରାଶି –

ବିଛା ରାଶିର ଲୋକଙ୍କ ପାଇଁ ଏହି ପରାଗ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିବ। ଆପଣଙ୍କ ରାଶିରେ ଗ୍ରହଣ ଲାଗିବାକୁ ଯାଉଛି। ଏଥିପାଇଁ ଆପଣଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହି ସମୟରେ ଲାଗୁ ଥିବା ଗୁରୁ ଚଣ୍ଡାଳ ଯୋଗ ଦ୍ଵାରା ଆପଣଙ୍କୁ କୌଣସି ହାନୀ ହେବାର ସମ୍ଭାବନା ରହିଛି।

ଧନୁ ରାଶି –

ଆପଣଙ୍କ ରାଶିର ଦ୍ଵାଦଶ ଭାବରେ ଏହି ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହି ସମୟରେ ଲାଗିବାକୁ ଥିବା ଗୁରୁ ଚଣ୍ଡାଳ ଯୋଗ ପାଇଁ ଆପଣଙ୍କୁ ଭୟ କରିବା ଆବଶ୍ୟକ ନୁହେଁ। ଏହି ରାଶିର ଲୋକଙ୍କୁ ହାନୀ ହେବାର ସମ୍ଭାବନା ରହିଛି। ସୂର୍ଯ୍ୟପରାଗ ଯୋଗୁଁ ସମ୍ଭାଳି ରହିବା ଆବଶ୍ୟକ।

ମକର ରାଶି –

ଆପଣଙ୍କ ରାଶିର ଏକାଦଶ ଭାବରେ ସୂର୍ଯ୍ୟପରାଗ ରହିଥିବା କାରଣରୁ ପରାଗ ର ମଧ୍ୟମ ଫଳ ପ୍ରାପ୍ତ ହେବ। ନିବେଶ ସମୟରେ ଋଣ ନିଅନ୍ତୁ ନାହିଁ। ଉଚିତ ଢଙ୍ଗରେ ଚାଲିଥିବା କାର୍ଯ୍ୟ ବିଗିଡ଼ି ପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ଆପଣଙ୍କ ରାଶିର ଦଶମ ଭାବରେ ସୂର୍ଯ୍ୟପରାଗ ଆକାରରେ ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଚାପ ଅନୁଭବ କରିବେ। ଶାରୀରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରାଇ ପାରେ। ଅଯଥା ଭୟ ରହିପାରେ। ମାନସିକ ଚିନ୍ତାରୁ ବାହାରକୁ ବାହାରିବା ପାଇଁ ପ୍ରୟାସ କରନ୍ତୁ, ଆପଣଙ୍କୁ ସଫଳତା ମିଳିବ।

ମୀନ ରାଶି –

ଆପଣଙ୍କ ରାଶିରେ ନବମ ଭାବରେ ବିଛା ରାଶିରେ ସୂର୍ଯ୍ୟପରାଗ ଦ୍ଵାରା ମାନସମ୍ମାନ ରେ ହାନୀ ହୋଇପାରେ।  ବ୍ୟାପାର ରେ ସଫଳତା ମିଳିବ। ପାରିବାରିକ ସମସ୍ୟା ଦୂର ହେବ। ଗୁରୁ ଚଣ୍ଡାଳ ଯୋଗ ପାଇଁ କୌଣସି ହାନୀ ହେବାର ସମ୍ଭାବନା ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।  ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *