Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୩ ଡିସେମ୍ବର ୨୦୨୦, ରବିବାର : କୁମ୍ଭ ରାଶିର ଲୋକଙ୍କ ପାଇଁ ସୁଖ ନେଇ ଆସିବ ରବିବାର ଦିନ, ଜାଣନ୍ତୁ ଅନ୍ୟମାନଙ୍କ ଅବସ୍ଥା ।

ସେୟାର୍ କରନ୍ତୁ

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଏବଂ ରବିବାର ଦିନ ଅଟେ। ଚତୁର୍ଦ୍ଦଶୀ ତିଥି ରାତି ୧୨ ଟା ବାଜି ୪୫ ମିନିଟ ପର୍ଯ୍ୟନ୍ତ ରହିବ। ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମାର୍ଗ ଶୀର୍ଷ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଏବଂ ରବିବାର ଦିନ ଅଟେ। ଚତୁର୍ଦ୍ଦଶୀ ତିଥି ରାତି ୧୨ ଟା ବାଜି ୪୫ ମିନିଟ ପର୍ଯ୍ୟନ୍ତ ରହିବ। ମାସ ଶିବରାତ୍ରି ବ୍ରତ ଅଟେ। ସାରା ଦିନ ସାରା ରାତି ପାରି ହୋଇ କାଲି ଭୋର ୪ ଟା ବାଜି ୩୦ ମିନିଟ ପର୍ଯ୍ୟନ୍ତ ଧୃତି ଯୋଗ ରହିବ। ଏହାସହିତ ଡେରି ରାତି ପର୍ଯ୍ୟନ୍ତ ୧ ବାଜି ୪୦ ମିନିଟ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ର ରହିବ। ଦ୍ବିପ୍ରହର ୨ ଟା ବାଜି ୧୯ ମିନିଟ ପର୍ଯ୍ୟନ୍ତ ସ୍ୱର୍ଗଲୋକର ଭଦ୍ରା ରହିବ। ଆଚାର୍ଯ୍ୟ ହିନ୍ଦୁ ପ୍ରକାଶଙ୍କ ଠାରୁ ରାଶି ଅନୁସାରେ କିପରି ରହିବ ଆପଣଙ୍କ ଦିନ।

ମେଷ ରାଶି –

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଉଚିତ ସମୟ ମଧ୍ୟରେ ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ବ୍ୟବସାୟ ରେ ସଫଳତା ମିଳିବ। ନିଜ କଥାକୁ ଅନ୍ୟ ମାନଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପତ୍ରକାର କ୍ଷେତ୍ରରେ ଥିବା ଲୋକଙ୍କୁ କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଆର୍ଥିକ ମାମଲାରେ ବାଧା ଉତ୍ପନ୍ନ ହୋଇପାରେ।

ବୃଷ ରାଶି –

କୌଣସି କଥାକୁ ନେଇ ମନରେ ସମସ୍ୟା ଦେଖା ଦେଇପାରେ। ଅନେକ କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ମିଳିପାରେ। ଛାତ୍ର ମାନଙ୍କୁ ଅନୁଭବୀ ଲୋକଙ୍କ ଠାରୁ କ୍ୟାରିୟର ମାମଲାରେ ପରାମର୍ଶ ମିଳିପାରେ। ଆପଣଙ୍କୁ କୌଣସି ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢାଇବା ପାଇଁ ପ୍ରୟାସ କରି ପାରନ୍ତି, ଯାହାଦ୍ବାରା ଆପଣଙ୍କ ଭବିଷ୍ୟତ ପ୍ରଭାବଶାଳୀ ରହିପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେଇ ପାରେ। ବିବାହର ଯୋଗ ରହିଛି।

ମିଥୁନ ରାଶି –

ଆପଣଙ୍କ ଆତ୍ମବିଶ୍ବାସ ର ସ୍ତର ବୃଦ୍ଧି ହେବ। ଅଚାନକ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଛାତ୍ର ମାନଙ୍କର ପ୍ରତିଷ୍ଠା ରେ ବୃଦ୍ଧି ହୋଇପାରେ। ଇଂଜିନିୟର ମାନଙ୍କୁ କୌଣସି ବଡ଼ କମ୍ପାନୀରେ ଚାକିରୀ ମିଳିପାରେ। କମ୍ପାନୀରେ ଅଧିକ ଉପାର୍ଜନ କରିବା ପାଇଁ ଅବସର ମିଳିପାରେ। ଶତ୍ରୁ ଏବଂ ରୋଗ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରନ୍ତି।

Google

କର୍କଟ ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସୌନ୍ଦର୍ଯ୍ୟ ପ୍ରସାଧନ ଉଦ୍ୟୋଗ ରେ ଆପଣ ନିବେଶ କରି ପାରନ୍ତି, ଆପଣଙ୍କୁ ଫାଇଦା ମିଳିବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଆପଣଙ୍କର ସକାରାତ୍ମକ  ବିଚାରରେ ପରିବର୍ତ୍ତନ ଆଣିବା ଜରୁରୀ ଅଟେ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ଉପରେ କ୍ରୋଧ ପ୍ରଦର୍ଶନ କରି ପାରନ୍ତି।

ସିଂହ ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରବାର ରେ ଆସୁଥିବା ସମସ୍ୟାରୁ ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ, ଯାହାଦ୍ଵାରା ଆପଣଙ୍କୁ ଫାଇଦା ମିଳିବ। କୌଣସି ସମାରୋହ ରେ ସମ୍ପର୍କୀୟଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆଜି ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ। ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କନ୍ୟା ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ବ୍ୟବସାୟ ପାଇଁ ନୂଆ ଯୋଜନା କରିବାକୁ ପଡ଼ିବ। ବ୍ୟକ୍ତିଗତ ସାଜସଜ୍ଜାରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟ ରେ ଲାଭ ମିଳିବାର ସମ୍ଭାବନା ରହିଛି। ଆୟ ରେ ବୃଦ୍ଧି ହେବ। ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ। ଚାକିରୀ ବଦଳିବା ପାଇଁ ପ୍ରୟାସ କରି ପାରନ୍ତି। ଆପଣଙ୍କୁ କିଛି ଚାକିରୀର ପ୍ରସ୍ତାବ ମିଳିପାରେ। କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି।

ତୁଳା ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରୀ କ୍ଷେତ୍ରରେ ଲୋକଙ୍କୁ ବିରୋଧୀଙ୍କ ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ବ୍ୟବହାରିକ ପ୍ରବୃତ୍ତିରେ ଆପଣଙ୍କୁ ସୁଖ ପ୍ରାପ୍ତ ହେବ। ଆପଣଙ୍କୁ ସଫଳତା ମିଳିବ।

ବିଛା ରାଶି –

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି । କ୍ୟାରିୟର ମାମଲାରେ  ଉନ୍ନତି ପାଇଁ ଆପଣଙ୍କୁ ନୂତନ ପରାମର୍ଶ ମିଳିପାରେ। କିଛି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣ କିଛି ନୂଆ ନିଷ୍ପତ୍ତି ନେଇ ପାରନ୍ତି। ଯେଉଁ ଲୋକେ ରାଜନୀତି ରେ ଜଡ଼ିତ ରହିଛନ୍ତି, ସେମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଉତ୍ତମ ଅବସର ମିଳିପାରେ ଏବଂ ମାନସମ୍ମାନରେ ବୃଦ୍ଧି ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ ।

ଧନୁ ରାଶି –

ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଅଫିସ ରେ ଆପଣ କୌଣସି ସୁଖଦ ଖବର ପାଇ ପାରନ୍ତି। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କୌଣସି ଜରୁରୀ କାର୍ଯ୍ୟରେ ଆପଣ ଅନୁମାନ କରି ପାରନ୍ତି। ଘରୋଇ ଖର୍ଚ୍ଚ ବଢିପାରେ, କିନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହିବ। କାନୁନ ମାମଲାରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟରେ ସ୍ଥିରତା ଆସିବ।

Google

ମକର ରାଶି –

ଆପଣଙ୍କୁ ନିଜ ବ୍ୟବହାର ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ବନ୍ଧୁଙ୍କ ସହିତ ମନୋରଞ୍ଜନ ରେ ସମୟ ଅତିବାହିତ କରିବେ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ଏହି ସମୟର ଆପଣ ଭରପୂର ଆନନ୍ଦ ନେବେ। ମହିଳା ମାନଙ୍କର ଅଧିକାଂଶ ସମୟ କିଣାକିଣିରେ ଅତିବାହିତ ହେବ। ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

କୁମ୍ଭ ରାଶି –

ଦିନଟି ଆପଣଙ୍କ ପାଇଁ ସୁଖରେ ଅତିବାହିତ ହେବ। ଧର୍ଯ୍ୟ ରଖନ୍ତୁ , ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଅଫିସରେ ଆପଣଙ୍କର ସ୍ଥାନ ପରିବର୍ତ୍ତନ ହୋଇପାରେ। ଛାତ୍ରଛାତ୍ରୀ ମାନଙ୍କୁ ସୁଖଦ ସମାଚାର ମିଳିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆପଣ ଅଧିକ ପରିଶ୍ରମ କରି ପାରନ୍ତି।

ମୀନ ରାଶି –

ଆପଣ ନିଜ ଲକ୍ଷ୍ୟ ପ୍ରତି ଗମ୍ଭୀର ରହିବେ। ସୁଖଦ ପରିଣାମ ପ୍ରାପ୍ତ ହେବ।  ଆପଣ କୌଣସି ଯୋଜନା ଲାଗୁ କରି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଆପଣ ଉଚିତ ପରିଣାମ ପ୍ରାପ୍ତ କରିବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଯାହାଦ୍ବାରା ଆପଣଙ୍କ ସମ୍ପର୍କ ସୁଦୃଢ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *