Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୨ ଡିସେମ୍ବର ୨୦୨୦, ଶନିବାର : ଆଜି ସତର୍କ ରୁହନ୍ତୁ ଏହି ଚାରିଟି ରାଶିର ଜାତକ, ଶନିଙ୍କ କୋପ କରିପାରେ ହଇରାଣ।

ସେୟାର୍ କରନ୍ତୁ

 

ଆମେ ଆପଣଙ୍କୁ ଶନିବାର ୧୨ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୨ ଡିସେମ୍ବର ୨୦୨୦।

ମେଷ ରାଶି –

ପାରିବାରିକ ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟାର ଚିନ୍ତା ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପୁରୁଣା ରୋଗକୁ ନେଇ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ଧାର୍ମିକ ଗତିବିଧି ଉପରେ ଆପଣ ସମୟର ଆନନ୍ଦ ନେବେ। ବ୍ୟାପାରରେ ବାଧା ଦୂର ହେବ।

ବୃଷ ରାଶି –

ଆଜି ଆପଣ ଅନ୍ୟମାନଙ୍କ ଭଲ କରିବା ଚକ୍କର ରେ ନିଜର ହାନୀ କରି ପାରନ୍ତି। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କର ପାରିବାରିକ ଏବଂ ବୈବାହିକ ଜୀବନ ସାମଞ୍ଜସ୍ୟରେ ଭରି ରହିବ। ପରିବାର ଏବଂ ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଭୟ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରନ୍ତି। ଅଚାନକ ଆପଣଙ୍କୁ ଧନଲାଭ ସମ୍ଭାବନା ରହିଛି।

ମିଥୁନ ରାଶି –

ଆପଣ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ। ପିତାମାତାଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ବ୍ୟବସାୟ ପାଇଁ ଉତ୍ତମ ଅବସର ମିଳିପାରେ। ଆର୍ଥିକ ପକ୍ଷ ଆପଣଙ୍କ ସପକ୍ଷରେ ରହିବ। ପରିବାର ସହିତ ଆପଣ ମନୋରଞ୍ଜନ କାର୍ଯ୍ୟରେ ସମୟ ଦେବେ। ଖୁବ୍ ଶୀଘ୍ର କାହାକୁ ବିଶ୍ୱାସ କରନ୍ତୁ ନାହିଁ।

Google

କର୍କଟ ରାଶି –

ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। କାର୍ଯ୍ୟ ମାମଲାକୁ ନେଇ ଆପଣ ଉତ୍ସାହୀ ରହିବେ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆର୍ଥିକ ମାମଲା ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ କ୍ଷେତ୍ରରେ ଲାଭ ମିଳିବ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ସୁଖଦ ସମାଚାର ମିଳିପାରେ।

ସିଂହ ରାଶି –

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କୁ ଲାଭର ଅବସର ମିଳିପାରେ। ସକାଳୁ ଉଠି ବ୍ୟାୟାମ କରି ପାରନ୍ତି, ଯାହାଦ୍ବାରା ଆପଣ ହାଲକା ଅନୁଭବ କରିବେ। ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ ନୂଆ ଲୋକଙ୍କ ଠାରୁ ଫାଇଦା ମିଳିବ। ବିରୋଧୀ ହଇରାଣ କରି ପାରନ୍ତି।

କନ୍ୟା ରାଶି –

ଆପଣଙ୍କ ପରିଶ୍ରମ ଦ୍ଵାରା ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ଆଜି ଉପଲବ୍ଧି ମିଳିପାରେ। ଆଜି ଅଧିକ ଖର୍ଚ୍ଚ ଆପଣଙ୍କର ଜରୁରୀ କାର୍ଯ୍ୟରେ ବାଧା ଉତ୍ପନ୍ନ କରି ପାରେ। ପିତାଙ୍କ କାରଣରୁ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କୁ ଧନଲାଭ ମିଳିବାର ସମ୍ଭାବନା ରହିଛି। ସନ୍ତାନ ଏବଂ ପତ୍ନୀଙ୍କ ତରଫରୁ ଲାଭ ମିଳିବ।

ତୁଳା ରାଶି –

ବ୍ୟବସାୟିକ ଗତିବିଧି ରେ ଆପଣ ବ୍ୟସ୍ତ ରହିବେ। ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମର ଉଚିତ ଫଳ ଆପଣଙ୍କୁ ପ୍ରାପ୍ତ ହେବ। ସମସ୍ୟା ଦୂର ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ। ବିରୋଧୀ ସକ୍ରିୟ ରହିବେ।

ବିଛା ରାଶି –

କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ସାବ୍ୟସ୍ତ ହେବ। ସକାଳୁ ଆପଣଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ସଞ୍ଚାର ହେବ। ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ। ବ୍ୟବସାୟିକ ଏବଂ ଚାକିରୀ ରେ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ। ବ୍ୟବସାୟ ରେ ଲାଭ ମିଳିବ।

ଧନୁ ରାଶି –

ଆଜି ଆପଣ ପରାକ୍ରମ ରେ ବିଜୟୀ ହେବେ। ଭାଗ୍ୟ ପ୍ରବଳ ରହିବ, ଯାହାଦ୍ବାରା ଆପଣଙ୍କର ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନିଜ ସ୍ଵଭାବ ରେ ପରିବର୍ତ୍ତନ କରିବା ଆବଶ୍ୟକ। ପଡୋଶୀ ଆପଣଙ୍କୁ ସହଯୋଗ କରି ପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରଭାବଶାଳୀ ଲୋକଙ୍କ ଜୀବନ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ପରିବର୍ତ୍ତନ ହେବ।

Google

ମକର ରାଶି –

ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ। ଯେଉଁ ଲୋକଙ୍କ ସହିତ ଦେଖାସାକ୍ଷାତ ହେଉଥିବ , ସେମାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ରହିଛି। ସେୟାର ମାମଲାରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ମାନସମ୍ମାନରେ ବୃଦ୍ଧି ହେବ ଏବଂ ଉନ୍ନତି ମାର୍ଗ ପ୍ରଶସ୍ତ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ ।

କୁମ୍ଭ ରାଶି –

ଆଜି ଆପଣଙ୍କ ପ୍ରଦର୍ଶନ ସୁଦୃଢ ରହିବ। ଆର୍ଥିକ ସ୍ତରରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖମୟ ରହିବ। ବିମାରୀରେ କୌଣସି ଔଷଧ କାମ କରିବ ନାହିଁ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସେମାନଙ୍କ ସ୍ବାସ୍ଥ୍ୟ ସୁଦୃଢ ରହିବ।

ମୀନ ରାଶି –

ଆଜି ଆପଣଙ୍କୁ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଉତ୍ତମ ଅବସର ମିଳିବ । ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଯାତ୍ରାରେ ବାଧା ଉତ୍ପନ୍ନ ହୋଇପାରେ। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ପାଦରେ ଆଘାତ ହୋଇପାରେ। ଶାରୀରିକ କ୍ଷମତାରେ ଅଧିକ କାର୍ଯ୍ୟ କରିବାକୁ ପଡିପାରେ। କାନୁନ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *