Excuse Me Odisha

ଯାହା କହିବୁ ସତ କହିବୁ

“S”ନାମର ବ୍ୟକ୍ତିଙ୍କ ରାଶିଫଳ , ଜାଣନ୍ତୁ ୨୦୨୧ ବର୍ଷ S ନାମର ଲୋକଙ୍କ ପାଇଁ କିପରି କଟିବ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୧ ରେ “S” ନାମ ଥିବା ବ୍ୟକ୍ତିଙ୍କ ରାଶିଫଳ କିପରି ରହିବ। ତେବେ ଆସନ୍ତୁ ଜାଣିବା।

୨୦୨୧ ରେ  “S” ନାମ ଥିବା ବ୍ୟକ୍ତିଙ୍କ କିପରି ମିଳିବ ଖୁସିର ଖବର “S” ନାମ ଥିବା ବ୍ୟକ୍ତ ନିଶ୍ଚିତ ଜାଣିରଖନ୍ତୁ। କିପରି କାଟିବ ତାଙ୍କର ୨୦୨୧। ଜ୍ୟୋତିଷଙ୍କ କହିବା ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ପ୍ରଥମ ଅକ୍ଷରରୁ ତାଙ୍କର ଭବିଷ୍ୟତ ଜାଣି ହୁଏ। ଏହି ବ୍ୟକ୍ତି ମାନଙ୍କର ନାମର କୁଶ ଭାବ ସମ୍ପର୍କରେ ମଧ୍ୟ ଜାଣିହୁଏ। “S” ଅକ୍ଷର ଆରମ୍ଭ ହୋଇଥିବା ନାମର ବ୍ୟକ୍ତିଙ୍କ ଭବିଷ୍ୟତ ବିଷୟରେ ଜାଣିବା। ଏହି ବ୍ୟକ୍ତିଙ୍କର ୨୦୨୧ର ରାଶିଫଳ କିପରି ରହିବ। ଜାଣିବା “S” ଅକ୍ଷର ବ୍ୟକ୍ତିଙ୍କ ଶିକ୍ଷା, କ୍ୟାରିୟର, love life, ଆର୍ଥିକ ସ୍ଥିତି କିପରି ରହିବ ୨୦୨୧ରେ। “S” ଅକ୍ଷର ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ ସମ୍ବନ୍ଧରେ ଏମାନେ ଅନେକ ପରିଶ୍ରମୀ ହୋଇଥାନ୍ତି। ଏମାନେ ନିଜର ସବୁ କାମକୁ ଏକ ଅଲଗା ତରିକାରେ କରିଥାନ୍ତି। ଏମାନେ ସବୁ କଥାକୁ ସ୍ପଷ୍ଟ ଭାବେ କହିଥାନ୍ତି। ଯେଉଁଥି ପାଇଁ ଏମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏମାନଙ୍କୁ ଯେଉଁଠିବି ଜ୍ଞାନ ମିଳିଥାଏ, ସେମାନେ ଏହାକୁ ହାସଲ କରିବାରେ ଲାଗି ପଡ଼ନ୍ତି। ଏମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି। କିନ୍ତୁ ଏମାନେ କାହା ସହିତ କିଛି ସେୟାର କରିବାକୁ ଚାହାନ୍ତି ନାହିଁ। ଅସୁବିଧା ବେଳେ ଏମାନେ କାହାରିକୁ କିଛି ନକହି ନିଜ ଲୋକଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏମାନେ ମନରୁ ବହୁତ ଭଲ। ଏମାନେ ପ୍ରେମରେ ଅଳ୍ପ ଗମ୍ଭୀର ହୋଇଥାନ୍ତି। ଏମାନେ ଯାହାକୁ ପ୍ରେମ କରନ୍ତି ସେମାନଙ୍କ ସହିତ ସମୟ ଅତିବାହିତ କରିଥାନ୍ତି। ସେଥିପାଇଁ ଏମାନଙ୍କୁ ସବୁବେଳେ ସତ ପ୍ରେମ ମିଳିଥାଏ।

Google

ଏମାନଙ୍କଏ ଶିକ୍ଷା ବିଷୟରେ ଆସନ୍ତୁ ଜାଣିବା। “S” ଅକ୍ଷର ନାମଧାରୀ ବ୍ୟକ୍ତିଙ୍କୁ ୨୦୨୧ ରେ କିପରି ମିଳିବ ଶିକ୍ଷାର ଅଗ୍ରଗତି? ଶିକ୍ଷାରେ ବହୁତ ଅଗ୍ରଗତି ମିଳିବ। ବିଶେଷ କରି ବର୍ଷର ମଧ୍ୟ ଭାଗରେ ଉତ୍ତମ ଫଳ ମିଳିବ। ଏହା ପାଇଁ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ। ପ୍ରତିଯୋଗିତା ମଧ୍ୟ ସଫଳ ହେବ। ଉଚ୍ଚ ଶିକ୍ଷା ପାଇଁ ଅନୁକୂଳ ସମୟ ଅଟେ। ପରିଶ୍ରମ ଅନୁସାରେ ଫଳ ମିଳିବ। ଏହି ସମୟ ଏମାନଙ୍କ ପାଇଁ ଶୁଭ ରହିଛି। ଏହି ନାମ ଥିବା ବ୍ୟକ୍ତି ବ୍ୟବସାୟରେ ମଧ୍ୟ ୨୦୨୧ରେ ଉନ୍ନତି କରିବେ। ଏହି ୨୦୨୧ ଆରମ୍ଭରୁ ଆପଣଙ୍କୁ ପୂର୍ଣ ସମର୍ଥନ କରିବ। ଆପଣଙ୍କୁ ଅଧିକ ପଢିବାର ମଧ୍ୟ ସାଥ ଦେବ ୨୦୨୧। ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ସମୟ ପୁର୍ବରୁ ଆପଣଙ୍କୁ ସବୁ କାମ ସାରିଦେବା ପାଇଁ ପଡ଼ିବ ଏବଂ ସ୍ଥାନାନ୍ତର ଯୋଗ ମଧ୍ୟ ରହିଛି। ବ୍ୟବସାୟ କରିବା ପୁର୍ବରୁ ଯେମିତି ଭାବି ଚିନ୍ତି ଆଗକୁ ବଢ଼ାନ୍ତୁ।

“S” ଅକ୍ଷର ନାମ ଥୁବା ବ୍ୟକ୍ତିଙ୍କର ପ୍ରେମ ବିବାହରେ ୨୦୨୧ କେମିତି ରହିବ।ଆସନ୍ତୁ ଜାଣିବା।

ପ୍ରେମ ବିବାହରେ “S” ଅକ୍ଷର ଥିବା ବ୍ୟକ୍ତିଙ୍କର ୨୦୨୧ଟି ଭଲ ରହିବ। ପ୍ରେମ ପାଇଁ ଅନୁକୂଳ ସମୟ ଅଟେ। କାମ ମଧ୍ୟରେ ଆପଣ ଆପଣଙ୍କ ପ୍ରେମୀଙ୍କୁ ସମୟ ଦେଇପାରିବେ। ଏବଂ ତାଙ୍କୁ ଖୁସି କରିପାରିବେ। ପ୍ରେମକୁ ମଧ୍ୟ ବିବାହରେ ପରିଣତ କରିପାରିବେ। ଆପଣ ଦାମ୍ପତ୍ୟ ଜୀବନରେ ଖୁସିର କାଟିବା ପାଇଁ ସକ୍ଷମ ହେବେ। ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ମିଳିବ। ମାନ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

Google

୨୦୨୧ ରେ “S” ଅକ୍ଷର ନାମ ଥିବା ବ୍ୟକ୍ତିଙ୍କର ପାରିବାରିକ କିପରି ରହିବ?

ପାରିବାରିକ ସୋମ୍ଵଧ ଉତ୍ତମ ରହିବ। କାମର ବ୍ୟସ୍ତତା ଭିତରେ ମଧ୍ୟ ନିଜର ପରିବାର ଲୋକଙ୍କୁ ବହୁତ ସମୟ ଦେଇପାରନ୍ତି। କୌଣସି କାର୍ଯ୍ୟରେ ଆପଣଙ୍କୁ ପରିବାର ଠାରୁ ଦୂରକୁ ଯିବା ପଡ଼ିଲେ ସକାରାତ୍ମକ ଭାବ ପାଇଁ କୌଣସି ଅସୁବିଧା ହେବ ନାହିଁ। ଆପଣ ପରିବାରର ଦାୟିତ୍ୱ ନିର୍ବାହ କରିବେ। କର୍ତବ୍ୟ ଦୃଷ୍ଟିରୁ ମଧ୍ୟ ଆପଣଙ୍କୁ ଧନ ଖର୍ଚ୍ଚ କରିବାକୁ ପଡିପାରେ। ବଡ଼ ଭାଇ ଭଉଣୀଙ୍କ ପାଖରୁ ସହଯୋଗ ମିଳିବ। ବାପା ମାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଏହା ପରିବାର ପାଇଁ ଶୁଭ ଅଟେ। ୨୦୨୧ ରେ ଏହି ନାମ ଥିବା ବ୍ୟକ୍ତିଙ୍କୁ ଧନ ଲାଭର ଯୋଗ ମଧ୍ୟ ରହିଛି। ଆପଣଙ୍କ ପାଇଁ ଏହି ୨୦୨୧ ବର୍ଷଟି ଭଲ ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଯଦି ଆପଣଙ୍କ ନାମ S ରୁ ଆରମ୍ଭ ତେବେ କମେଣ୍ଟ କରି ଆମକୁ ଜଣାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *