Excuse Me Odisha

ଯାହା କହିବୁ ସତ କହିବୁ

ରାଶିରୁ ଜାଣନ୍ତୁ କେମିତି ହେବ ଆପଣଙ୍କର ହେବାକୁ ଥିବା ସ୍ୱାମୀ,ଆପଣ ଶଶୁର ଘରେ ସୁଖରେ ରହିବେ ନାଁ ଦୁଃଖରେ ରହିବେ ଜାଣନ୍ତୁ ।

ସେୟାର୍ କରନ୍ତୁ

ବାହାଘର ପରେ ସର୍ବଦା ଝିଅ ମନରେ ଏହି ପ୍ରଶ୍ନ ଉଠି ଥାଏ କି ତାଙ୍କର ବୈବାହିକ ଜୀବନ କେମିତି ରହିବ? ଏହି କଥା ଝିଅର କୁଣ୍ଡଳିରେ ଉପସ୍ଥିତ ସପ୍ତମ ଘରର ଆଧାର ଉପରେ ଜାଣି ହେବ।

ମେଷ ରାଶି:-

କୁଣ୍ଡଳିରେ ସପ୍ତମ ଘରେ ମେଷ ରାଶି ଥିଲେ ଝିଅଙ୍କର ସ୍ୱାମୀ ଜମି, ଘର ଏବଂ ଅନେକ ସମ୍ପତ୍ତିର ମାଲିକ ହୋଇଥାନ୍ତି। ଝିଅ ଏକ ସୁଖୀ ଏବଂ ସମୃଦ୍ଧିଶାଳୀ ବୈବାହିକ ଜୀବନ ବ୍ୟତିତ କରିଥାଏ।

ବୃଷ:-

ଯେଉଁ ଝିଅଙ୍କ କୁଣ୍ଡଳିରେ ସପ୍ତମ ଘରେ ବୃଷ ରାଶି ଥିବ ତ ତେବେ ତାଙ୍କୁ ସୁନ୍ଦର ଏବଂ ଗୁଣବାନ ସ୍ୱାମୀ ମିଳିଥାଏ। ତାଙ୍କର ଜୀବନସାଥୀଙ୍କ କଥା ବହୁତ ମଧୁର ହୋଇଥାଏ ଏବଂ ସେ ତାଙ୍କର ପତ୍ନୀଙ୍କର ସବୁ କଥା ମାନିଥାଆନ୍ତି।

ମିଥୁନ ରାଶି:-

କୁଣ୍ଡଳିରେ ସପ୍ତମ ଘରେ ମିଥୁନ ରାଶି ଥିବ ତ ତେବେ ଝିଅଟିକୁ ଉଚ୍ଚ ଚିନ୍ତା ଧାରା ଏବଂ ଖୋଲା ହୃଦୟ ବାଲା ସ୍ୱାମୀ ମିଳିଥାଏ। ସେ ଏକ ବୁଦ୍ଧିମାନ ବିଜନେସମେନ ମଧ୍ୟ ହୋଇଥାଏ।

Google

କର୍କଟ ରାଶି:-

ଯଦି କୁଣ୍ଡଳିରେ ସପ୍ତମ ଘର କର୍କଟ ରାଶି ଥିବ ତେବେ ଝିଅଟିକୁ ଏକ ସୁନ୍ଦର ସ୍ୱାମୀ ମିଳିଥାଏ। ତାଙ୍କର ସ୍ୱାମୀଙ୍କ ଘର ଏବଂ ସମାଜରେ ବହୁତ ମାନ ସମ୍ମାନ ଥାଏ।

ସିଂହ ରାଶି:-

ଯେତେବେଳେ କୁଣ୍ଡଳିରେ ସପ୍ତମ ଘରେ ସିଂହ ରାଶି ଥିବ ତ ଆପଣ ଜଣେ ସଚ୍ଚୋଟ ସ୍ୱାମୀ ପାଇବେ। ତଥାପି ସେ ନିଜ ପତ୍ନୀଙ୍କ ପାଖରୁ ନିଜ କଥାଙ୍କୁ ନେଇ କଥା ମନେଇ ନେଇ ପାରନ୍ତି।

Google

କନ୍ୟା ରାଶି:-

ଯଦି ଝିଅର କୁଣ୍ଡଳିରେ ସପ୍ତମ ଘରେ କନ୍ୟା ରାଶି ଥିବ ତ ତେବେ ତାଙ୍କୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ବାଲା ସ୍ୱାମୀ ମିଳିଥାଏ। ତାଙ୍କର ଅନେକ ଭଲ ଗୁଣ ଥାଏ। ଝିଅଟି ଏକ ସୁଖଦ ଦାମ୍ପତ୍ୟ ଜୀବନ ବିତାଇଥାଏ।

ତୁଳା ରାଶି :-

କୁଣ୍ଡଳିରେ ସପ୍ତମ ଘରେ ଆପଣଙ୍କର ତୁଳା ରାଶି ଅଛି ତ ତେବେ ଆପଣଙ୍କୁ ଜଣେ ଶିକ୍ଷିତ ଏବଂ ସୁନ୍ଦର ସ୍ୱାମୀ ମିଳିବ। ସେ ଜୀବନର ପ୍ରତ୍ୟେକ ଦୁଃଖ ଏବଂ ସୁଖରେ ପତ୍ନୀଙ୍କର ସାଥିରେ ଥାନ୍ତି।

ବିଛା ରାଶି:-

କୁଣ୍ଡଳିରେ ସପ୍ତମ ଘରେ ବିଛା ରାଶି ଥିବା ଯୋଗୁ ପରିଶ୍ରମୀ ସ୍ୱାମୀ ମିଳିଥାଏ। ସେ ନିଜ ପତ୍ନୀଙ୍କୁ ସବୁବେଳେ ଖୁସିରେ ରଖିଥାଆନ୍ତି।

ଧନୁ ରାଶି:-

ଯଦି ଝିଅର କୁଣ୍ଡଳିରେ ସପ୍ତମ ଘରେ ଧନୀ ରାଶି ବାଲା ଥିବ ତ ତେବେ ତାଙ୍କୁ ଗର୍ବିତ ସ୍ୱାମୀ ମିଳିଥାଏ । ଏହିପରି ଝିଅମାନଙ୍କର ବୈବାହିକ ଜୀବନ ସ୍ୱାଭାବିକ ହୋଇଥାଏ।

Google

ମକର ରାଶି:-

କୁଣ୍ଡଳିରେ ସପ୍ତମ ଘରେ ମକର ରାଶିର ସ୍ଥିତି ରହିବ ତ ତେବେ ଝିଅଙ୍କୁ ଧାର୍ମିକ ଚିନ୍ତାଧାରା ଥିବା ବାଲା ସ୍ୱାମୀ ମିଳିଥାଏ। ସେ ଐଶ୍ୱରୀୟ ଶକ୍ତି ଉପରେ ଅଧିକ ବିଶ୍ୱାସ କରନ୍ତି।

କୁମ୍ଭ ରାଶି:-

କୁଣ୍ଡଳିରେ ସପ୍ତମ ଘରେ କୁମ୍ଭ ରାଶି ଥିଲେ ଝିଅଙ୍କୁ ବିଶ୍ୱସ୍ତ ଏବଂ ସଭ୍ୟ ଜୀବନ ସାଥୀ ମିଳିଥାଏ। ତାଙ୍କର ଦାମ୍ପତ୍ୟ ଜୀବନରେ ମଧୁର ଏବଂ ସୁଖ ସୁଖସୁବିଧାରେ ପରିପୂର୍ଣ୍ଣ ହୋଇଥାଏ।

ମୀନ ରାଶି:-

ଯଦି କୌଣସି ମହିଳାଙ୍କ କୁଣ୍ଡଳିରେ ସପ୍ତମ ଘରେ ମୀନ ରାଶି ଥିବ ତ ତେବେ ସେ ଜଣେ ଭଲ ଏବଂ ଧାର୍ମିକ ସ୍ୱାମୀ ପାଇଥାନ୍ତି। ତାଙ୍କ ସ୍ୱାମୀଙ୍କର ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇଥାଏ। ସେ ନିଜ କ୍ୟାରିୟରରେ ଅଗ୍ରଗତି କରନ୍ତି। ଝିଅଙ୍କୁ ପରିବାରରେ ମାନ ସମ୍ମାନ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କର କୃପା ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *