Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( 7 ରୁ 13 ଡିସେମ୍ବର ) : ଏହି ସପ୍ତାହ ୭ଟି ରାଶିର ଲୋକଙ୍କୁ ହେବ ଧନଲାଭ, ଧନଲକ୍ଷ୍ମୀ ହେଉଛନ୍ତି ପ୍ରସନ୍ନ ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳ ରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୭ ଡିସେମ୍ବର ରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ।

Google

ମେଷ ରାଶି –

ଏହି ରାଶିର ଲୋକଙ୍କୁ ସଚେତନ ରହିବା ଆବଶ୍ୟକ। ବ୍ୟାପାର ରେ ବୃଦ୍ଧି ହେବାର ସମ୍ଭାବନା ରହିଛି। କୌଣସି ବିଶେଷ ସଫଳତା ମିଳିବାର ସମ୍ଭାବନା ରହିଛି। ଏହି କାରଣରୁ ଆପଣଙ୍କୁ ଅନେକ ଉପଲବ୍ଧି ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ମାହୋଲ ସୁଖମୟ ରହିବ।

ପ୍ରେମ ମାମଲାରେ, କାର୍ଯ୍ୟ ଅଧିକ ରହିଥିବା ହେତୁ ପ୍ରେମୀଙ୍କ ସହିତ ଦେଖାସାକ୍ଷାତ ହୋଇ ନପାରେ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ ଆଶାନୁରୂପ ସଫଳତା ମିଳିବ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ନିଜ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ ରାଶି –

ଚାକିରୀ କରୁଥିବା ଲୋକଙ୍କୁ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ନୂତନ ଅବସର ମିଳିପାରେ। ନିଜ କର୍ମ ଯୋଗୁଁ ଆପଣ ମାନସମ୍ମାନ ପ୍ରାପ୍ତ କରିବେ। ଆପଣଙ୍କ ଯଶ କୀର୍ତ୍ତି ରେ ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବାପ ଘରୁ ସୁଖଦ ସମାଚାର ମିଳିପାରେ। ଧାର୍ମିକ ମାମଲାରେ ଆପଣ ରୁଚି ରଖିବେ।

ପ୍ରେମ ମାମଲାରେ, ଜୀବନସାଥୀ ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, ଅଫିସ ରେ କୌଣସି ନୂଆ ଦାୟିତ୍ୱ ମିଳିପାରେ। ଲୋକେ ଆପଣଙ୍କ କଥାକୁ ନେଇ ପ୍ରଭାବିତ ହୋଇ ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇ ପାରେ।

ମିଥୁନ ରାଶି –

ଏହି ସପ୍ତାହ ରେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିବ। ମାନସିକ ରୂପରେ ଆପଣ ପ୍ରସନ୍ନ ଅନୁଭବ କରିବେ। ବିପରୀତ ଲିଙ୍ଗୀୟ ବ୍ୟକ୍ତିଙ୍କ ପ୍ରତି ମିଳାମିଶା ଏବଂ ଆକର୍ଷଣ ରହିବ। ଭାଗିଦାରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟିକ ବାର୍ତ୍ତା ରେ ସାବଧାନ ରହିବା ଆବଶ୍ୟକ। ଅନୈତିକ କାର୍ଯ୍ୟରେ ଏବଂ ସରକାରୀ ବିରୋଧୀ ପ୍ରବୃତ୍ତି ଠାରୁ ଦୂରେଇ ରୁହନ୍ତୁ।

ପ୍ରେମ ମାମଲାରେ, ସମ୍ପର୍କ ମଧ୍ୟରେ ନିକଟତା ବୃଦ୍ଧି ହେବ।

କ୍ୟାରିୟର ମାମଲାରେ, ବ୍ୟବସାୟରେ ଲାଭ ମିଳିବ। ପାଠପଢ଼ା ରେ ପ୍ରଦର୍ଶନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ରକ୍ତ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

କର୍କଟ ରାଶି –

ନିଜ ମନରୁ ନକାରାତ୍ମକ ବିଚାରକୁ ଦୂରେଇ ଦିଅନ୍ତୁ। ନିଜ ବ୍ୟବହାର ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବିବାଦ ରେ ସାମିଲ ହୁଅନ୍ତୁ ନାହିଁ। ପ୍ରତିଷ୍ପର୍ଧା ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଆପଣଙ୍କୁ କେହି ପ୍ରେମ ପ୍ରସ୍ତାବ ଦେଇ ପାରନ୍ତି। ଉତ୍ତର ଦେବାରେ ଶୀଘ୍ରତା କରନ୍ତୁ ନାହିଁ।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ ରୋଜଗାର ମିଳିପାରେ। ଚାକିରୀରେ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କ ଶରୀରର ଲୋକଙ୍କୁ ଅଙ୍ଗ ଦରଜ ହୋଇପାରେ।

Google

ସିଂହ ରାଶି –

କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଯଦି ପାରୁଛନ୍ତି ନିଜ ଶରୀରକୁ ଆରାମ ଦିଅନ୍ତୁ। ଆର୍ଥିକ ପକ୍ଷ ସୁଦୃଢ ରହିବ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ। ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ଆପଣଙ୍କର ଯଶ , କୀର୍ତ୍ତି ସ୍ଥାପନ ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଧୋକା ମିଳିପାରେ।

କ୍ୟାରିୟର ମାମଲାରେ, ବ୍ୟବସାୟକୁ ବଢେଇବା ପାଇଁ ନୂତନ ଯୋଜନା ବନେଇ ପାରନ୍ତି। ଅଫିସରେ ବହୁତ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଆଳସ୍ୟ ଅନୁଭବ କରି ପାରନ୍ତି। ଆଖିରେ ଜ୍ଵଳନ ହୋଇପାରେ।

କନ୍ୟା ରାଶି –

ମିଛ ପ୍ରତିଶ୍ରୁତି ଦେବା ଦ୍ଵାରା ଆପଣଙ୍କ ସମ୍ମାନ ହାନୀ ହୋଇପାରେ। ଦୀର୍ଘକାଳୀନ ଯୋଜନାକୁ ନେଇ ଆପଣ ନିରାଶା ଅନୁଭବ କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଖର୍ଚ୍ଚ ଅଧିକ ହୋଇପାରେ। ପାରିବାରିକ ସମ୍ପର୍କରେ ମଧୁରତା ଆସିବ। ସନ୍ତାନଙ୍କୁ ନେଇ ଚିନ୍ତିତ ରହି ପାରନ୍ତି।

ପ୍ରେମ ମାମଲାରେ, ସପ୍ତାହଟି ସୁଖମୟ ରହିବ। ପ୍ରେମୀ ଆପଣଙ୍କୁ ଉପହାର ଦେଇ ପାରନ୍ତି।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ ରୋଜଗାର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଖେଳକୁଦ ରେ ଆଘାତ ଲାଗି ପାରେ। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ତୁଳା ରାଶି –

ଛାତ୍ର ମାନଙ୍କର ପାଠପଢା ପ୍ରତି ରୁଚି ବଢିବ। ଅସହାୟ ଲୋକଙ୍କୁ ସହଯୋଗ କରିବେ। ଅଚାନକ ଧନଲାଭ ହୋଇପାରେ। ଯେଉଁ ଢଙ୍ଗରେ ଆପଣ କାର୍ଯ୍ୟ କରିବା ପାଇଁ ବିଚାର କରୁଛନ୍ତି, ସେହି ଢଙ୍ଗରେ ଆପଣ କାର୍ଯ୍ୟ କରିବାରେ ସଫଳ ରହିବେ। ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ହେବ। ଆପଣଙ୍କ ମଜାଳିଆ ସ୍ଵଭାବ ରେ ଲୋକେ ପ୍ରସନ୍ନ ହେବେ। ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଆପଣଙ୍କ ବୈବାହିକ ଜୀବନ ଉପରେ ଆଶଙ୍କା ର ବାଦଲ ଛାଇ ଯିବ।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ସମ୍ବନ୍ଧ ସୁଦୃଢ ରହିବ। ରଚନାତ୍ମକ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଥକା ଅନୁଭବ କରିବେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

ବିଛା ରାଶି –

ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ଭ୍ରମଣରେ ଯାଇ ପାରନ୍ତି। ସରକାରୀ ବିରୋଧୀ ପ୍ରବୃତ୍ତି କାରଣରୁ ସମସ୍ୟା ଦେଖା ଦେଇପାରେ। ବିନମ୍ର ରୁହନ୍ତୁ, ଯାହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ଧାର୍ମିକ ଦୃଷ୍ଟିରୁ ସମୟ ଅନୁକୂଳ ରହିଛି।

ପ୍ରେମ ମାମଲାରେ,ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ବ୍ୟବସାୟକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ମାମଲାରେ ସମସ୍ୟା ଦେଖା ଦେଇ ପାରନ୍ତି।

Google

ଧନୁ ରାଶି –

ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପରିବାରର ବାତାବରଣ ସୁଖମୟ ରହିବ। ଏହି ସପ୍ତାହରେ ଆପଣଙ୍କର ବଡ଼ ସ୍ଵପ୍ନ ସାକାର ହୋଇପାରେ। ନିଜ ଉତ୍ସାହ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ସାଜସଜ୍ଜା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ। ବିଚାର କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ।

ପ୍ରେମ ମାମଲାରେ, ଏହି ସପ୍ତାହ ରେ ଆପଣଙ୍କୁ ପ୍ରେମରେ ଅସଫଳତା ପ୍ରାପ୍ତ ହେବ।

କ୍ୟାରିୟର ମାମଲାରେ, ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ କରିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ମାମଲାରେ ଧ୍ୟାନ ରଖନ୍ତୁ।

ମକର ରାଶି –

ଏହି ସପ୍ତାହରେ ଆପଣଙ୍କର ଆୟ ରେ ବୃଦ୍ଧି ହେବ। ଏହି ସପ୍ତାହରେ ସାମାଜିକ ଗତିବିଧି ରେ ବୃଦ୍ଧି ହେବ। ନିଜର ରହସ୍ୟ ଉଜାଗର ହୋଇପାରେ। ଚାକିରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କୃପା ଦୃଷ୍ଟି ଯୋଗୁଁ ଆପଣଙ୍କୁ ପଦୋନ୍ନତୀ ମିଳିବ। ରଚନାତ୍ମକ କ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ବିରୋଧୀଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ନାହିଁ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ।

କ୍ୟାରିୟର ମାମଲାରେ, ବ୍ୟବସାୟ ରେ ଲାଭ ମିଳିବ। ଅଫିସ କାର୍ଯ୍ୟରେ ସମସ୍ତେ ଆପଣଙ୍କୁ ପସନ୍ଦ କରିବେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ଏହି ସପ୍ତାହରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଘର ଲୋକଙ୍କ ସହିତ ମିଶି ମନୋରଞ୍ଜନ ସମୟ ଅତିବାହିତ କରି ପାରନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ,ନଚେତ ହାନିକାରକ ସାବ୍ୟସ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଆପଣ ନୂଆ ସଂକଳ୍ପ ନେଇ ପାରନ୍ତି।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ନୂଆ ବ୍ୟବସାୟ ଅତଭ କରି ପାରନ୍ତି। ପାର୍ଟ ଟାଇମ ଜବ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ମାନସିକ ଚିନ୍ତା ବଢିପାରେ। ସ୍ବାସ୍ଥ୍ୟ ଖରାପ ହୋଇପାରେ।

ମୀନ ରାଶି –

କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଅଧିକ ଉତ୍ସାହିତ ହେବା ଉଚିତ ନୁହେଁ, ଏହା ହାନିକାରକ ସାବ୍ୟସ୍ତ ହୋଇପାରେ। ଉଧାର ଦେଇଥିବା ଧନ ଫେରସ୍ତ ମିଳିବ। ପାଠପଢ଼ା ପାଇଁ ସମୟ ଅନୁକୂଳ ରହିଛି। ମାତାଙ୍କ ସ୍ୱାସ୍ଥ୍ୟର ଚିନ୍ତା ରହିବ। ସମ୍ପତ୍ତି ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ପ୍ରେମ ମାମଲାରେ, ଏହି ସପ୍ତାହ ଆପଣଙ୍କ ପ୍ରେମ ଜୀବନ ପାଇଁ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ଆଶାନୁରୂପ ଚାକିରୀ ପାଇବା ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶିବ ଶଙ୍କର ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *