Excuse Me Odisha

ଯାହା କହିବୁ ସତ କହିବୁ

ହୃଦଘାତ ଆସିବା ଦ୍ୱାରା ଯଥାଶୀଘ୍ର କରନ୍ତୁ ଏହି କାମ , ଏହାଦ୍ବାରା କାହାର ଜୀବନ ବଞ୍ଚି ଯାଇପାରେ

ସେୟାର୍ କରନ୍ତୁ

ବର୍ତ୍ତମାନର ମନୁଷ୍ୟ ରୋଗର ଶିକାର ହୋଇ ହୋଇ ଯାଉଛି। ପ୍ରତ୍ୟେକ ମଣିଷକୁ ମଧୁମେହ , ସୁଗାର , ଉଚ୍ଚ ରକ୍ତଚାପ , ଥାଇରଏଡ଼ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହୋଇ ଯାଇଥାଏ। କିନ୍ତୁ ହୃଦଘାତ ଏକ ବହୁତ ବିପଦଜ୍ଜନକ ରୋଗ ଅଟେ। କେବେ କେବେ ଶିରା ଏବଂ ଧମନୀରେ ବ୍ଲୋକେଜ ହୋଇଯାଏ , ଯେଉଁଥି ପାଇଁ ହୃଦଘାତର ସମସ୍ୟା ହୋଇଥାଏ। ହୃଦଘାତ ହେବା ଦ୍ୱାରା ମନୁଷ୍ୟର ମୃତ୍ୟୁ ମଧ୍ୟ ହୋଇପାରେ। କିନ୍ତୁ ହୃଦଘାତ ଆସିବାର ତୁରନ୍ତ ପରେ ଯଦି ମନୁଷ୍ୟକୁ ସଠିକ ଚିକିତ୍ସା ମିଳିଯାଏ , ତେବେ ତାଙ୍କ ଜୀବନ ବଞ୍ଚି ଯାଇପାରେ।

Google

ହୃଦଘାତ ଆସିବା ଦ୍ୱାରା କରନ୍ତୁ ଏହି କାମ:-

୧)

ଯଦି କୌଣସି ବ୍ୟକ୍ତିଙ୍କର ହୃଦଘାତ ହୋଇଥାଏ , ତେବେ ତାଙ୍କୁ ଖୋଲା ପବନରେ ରହିବାକୁ ଦେବା ଉଚିତ। ଯାହାଦ୍ୱାରା ତାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରିବ।

୨)

ହୃଦଘାତ ହେବା ଦ୍ୱାରା ଆପଣଙ୍କୁ ଏସ୍ସିରିନର ବ୍ୟବହାର କେବେ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ କରିବା ଉଚିତ ନୁହେଁ। କାରଣ ହୃଦଘାତ ପରେ ରକ୍ତଚାପର ପରିମାଣ କମ ହୋଇଥାଏ ଏବଂ ଏଭଳି ପରିସ୍ଥିତିରେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।

Google

୩)

ଯଦି କୌଣସି ବ୍ୟକ୍ତିଙ୍କୁ ହୃଦଘାତ ହୋଇଛି , ତେବେ ତାଙ୍କୁ ଓଲଟାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଯେ ତାଙ୍କ ମୁଣ୍ଡ ତଳକୁ ଏବଂ ଗୋଡ଼ ଉପରକୁ ରହିବା ଉଚିତ। ଏଭଳି କରିବା ଦ୍ୱାରା ଉପର ଅଂଶରେ ରକ୍ତ ପ୍ରବାହ ଅଧିକ ହେବ ଏବଂ ରକ୍ତ ପ୍ରବାହ ଯୋଗୁଁ ଧମନୀର ବ୍ଲୋକେଜ ଖୋଲିଯିବ।

୪)

ବ୍ୟକ୍ତିଙ୍କର ଛାତିକୁ ଦୁଇ ହାତ ରଖି ଚାପିବା ଉଚିତ। ଏହାଦ୍ବାରା ଧମନୀ ଉପରେ ଚାପ ପଡିବା ଦ୍ୱାରା ବ୍ଲୋକେଜ ଖୋଲି ଯାଇଥାଏ। ବ୍ୟକ୍ତିଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ତାଙ୍କୁ ଓଲଟାଇ ନେଇଯିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *