Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟଙ୍କ କୃପାରୁ ଏହି ପାଞ୍ଚଟି ରାଶିର ଲୋକଙ୍କ ଜୀବନରେ ଆସିବ ସକାରାତ୍ମକ ପରିବର୍ତ୍ତନ, ମିଳିବ ଭାଗ୍ୟର ସହଯୋଗ ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ବଦଳୁଥିବା ସ୍ଥିତି ଅନୁସାରେ ମନୁଷ୍ୟ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। କେତେବେଳେ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ , ତ ଆଉକେବେ ବ୍ୟକ୍ତିର ଜୀବନରେ କଠିନ ସମସ୍ୟା ଆସିଥାଏ। ଜ୍ୟୋତିଷ ଗଣନା ଅନୁସାରେ ବ୍ୟକ୍ତିର ରାଶିରେ ଯେଉଁଭଳି ଗ୍ରହ ନକ୍ଷତ୍ରର ସ୍ଥିତି ରହିଥାଏ, ସେହିଭଳି ବ୍ୟକ୍ତିକୁ ଜୀବନରେ ଉଚିତ ପରିଣାମ ପ୍ରାପ୍ତ ହୋଇଥାଏ। ଆପଣଙ୍କୁ କହି ରଖୁଛୁ କି ସୂର୍ଯ୍ୟଙ୍କୁ ସବୁ ଗ୍ରହର ରାଜା ମାନା ଯାଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀ ରେ ସୂର୍ଯ୍ୟ ଗ୍ରହର ପ୍ରଭାବ ଶୁଭ ରହିଥାଏ, ତାହେଲେ ଜୀବନରେ ଲଗାତାର ସଫଳତା ମିଳିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ। ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର ଲୋକଙ୍କ ଉପରେ ସୂର୍ଯ୍ୟ ରହିବ। ଏହି ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପଡ଼ିବ। ସବୁ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଏହି ଭାଗ୍ୟଶାଳୀ ରାଶିର କେଉଁ ଲୋକ ରହିଛନ୍ତି ? ଚାଲନ୍ତୁ ଜାଣିବା ସେହି ବିଷୟରେ ଆସନ୍ତୁ ଜାଣିବା ?

Google

ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ଜୀବନ ରହିବ ସୁଖମୟ ।

ମେଷ ରାଶିର ଲୋକଙ୍କ ଉପରେ ସୂର୍ଯ୍ୟର ପ୍ରଭାବରେ ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ଆପଣ ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟାପାର କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଆମଦାନୀରେ ବୃଦ୍ଧି ହୋଇପାରେ। ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ କରିଥିବା ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଧର୍ମ କର୍ମ ପ୍ରତି ରୁଚି ବଢିବ। ସମ୍ପତ୍ତି ମାମଲାରେ ଆପଣଙ୍କୁ ଲାଭ ମିଳିବ।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସୁଦୃଢ ରହିବ। ସୂର୍ଯ୍ୟର ଶୁଭ ପ୍ରଭାବ ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। ଆପଣଙ୍କର ସବୁ ଯୋଜନା ଯୋଜନା ସଫଳ ହେବ। ଆପଣଙ୍କ ବିଚାର ବିକଶିତ ହେବ। ଆପଣ ସାହସର ସହିତ ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ବ୍ୟାପାର ରେ ଭାରୀ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ନିବେଶ ରେ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟରେ ସୁଧାର ଆସିବ।

ତୁଳା ରାଶିର ଲୋକଙ୍କ ଉପରେ ସୂର୍ଯ୍ୟ ଦେବତାଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଆପଣଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କୁ ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିବ। ପ୍ରେମ ଜୀବନ ସୁଖମୟ ରହିବ। ରୋମାନ୍ସର ଅବସର ମିଳିପାରେ। ପିତାମାତାଙ୍କ ସହିତ କୌଣସି ତୀର୍ଥ ଯାତ୍ରାରେ ଯାଇ ପାରନ୍ତି। କାରବାରରେ ଜଡିତ ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

ମକର ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କିଛି ନୂଆ ବିଷୟ ଉପରେ ଆପଣ ଚର୍ଚ୍ଚା କରି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କର ପ୍ରେମ ବିବାହ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବ୍ୟବସାୟରେ ଲଗାତାର ସଫଳତା ପ୍ରାପ୍ତ ହେବ।

କୁମ୍ଭ ରାଶିର ଲୋକଙ୍କ ଜୀବନରେ ସମସ୍ୟା ଦୂର ହେବ। ଅଫିସ କାର୍ଯ୍ୟରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ମାନସିକ ରୂପରେ ଆପଣ ହାଲକା ଅନୁଭବ କରିବେ। ଆୟ ରେ ଜବରଦସ୍ତ ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଫାଇଦା ମିଳିପାରେ। ଅବିବାହିତ ଲୋକଙ୍କର ବିବାହର ପ୍ରସ୍ତାବ ଆସିପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ଫାଇଦା ମିଳିବ। ପ୍ରେମ ଜୀବନ ସୁଖମୟ ରହିବ। ବ୍ୟବସାୟ ରେ ଲଗାତାର ସଫଳତା ମିଳିବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସମୟ।

Google

ବୃଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କୁ ନିଜ ପରିବାର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପରିବାରର କୌଣସି ସଦସ୍ୟଙ୍କ ସହିତ ଭୁଲ ବୁଝାମଣା ହୋଇପାରେ। ଆପଣଙ୍କ ଆୟ ରେ ବୃଦ୍ଧି ହେବ, କିନ୍ତୁ ଖର୍ଚ୍ଚ ବଢିପାରେ। ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ମାନସିକ ରୂପରେ ଚିନ୍ତିତ ଅନୁଭବ କରି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ନିଜ ଉପରେ ଅଧିକ ଭରସା ରଖିବା ଆବଶ୍ୟକ।

ମିଥୁନ ରାଶିର ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ଅଚାନକ କୌଣସି ଯାତ୍ରା ରେ ଯାଇ ପାରନ୍ତି। କିଛି ଜରୁରୀ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଭାଗ୍ୟ ଦୁର୍ବଳ ରହି ପାରେ। କୌଣସି କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଭାଗ୍ୟ ଦୁର୍ବଳ ରହିପାରେ। ଜୀବନସାଥୀଙ୍କୁ ବୁଝିବାକୁ ପ୍ରୟାସ କରି ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ବଢିପାରେ। ଜୀବନସାଥୀଙ୍କୁ ବୁଝିବାକୁ ପ୍ରୟାସ କରିବେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ।ବନ୍ଧୁଙ୍କ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସମ୍ମିଳିତ ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ନୂଆ ପରିଚୟ ସୃଷ୍ଟି ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଭବିଷ୍ୟତରେ ଉଚିତ ପରିଣାମ ପ୍ରାପ୍ତ କରିବେ। ଅଜଣା ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

କନ୍ୟା ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ମାନସିକ ଚିନ୍ତା ବଢିବ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆର୍ଥିକ ବୋଝ ରହିପାରେ। ପାରିବାରିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କ ପ୍ରୟାସ ସାର୍ଥକ ରହିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବିଛା ରାଶିର ଲୋକଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିବ। ଚାକିରୀ କରୁଥିବା ଲୋକଙ୍କୁ ଅଚାନକ ବଦଳି ହେବାକୁ ପଡ଼ିପାରେ। ଯେଉଁଥି ପାଇଁ ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ। କୌଣସି କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ, ନଚେତ ହାନୀ ହେବାର ସମ୍ଭାବନା ରହିଛି। କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଦୁର୍ବଳ ରହିଛି। କୌଣସି ପୁରୁଣା କଥାକୁ ନେଇ ଚିନ୍ତାଗ୍ରସ୍ତ ରହି ପାରନ୍ତି। ଅଯଥା ଚିନ୍ତିତ ରହି ପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନରେ ରୋମାନ୍ସ ଭରି ରହିବ। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ସମ୍ଭାଳି ରହିବା ଆବଶ୍ୟକ, ନଚେତ ହାନୀ ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖମୟ ରହିବ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣ ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ।ଦାମ୍ପତ୍ୟ ଜୀବନ ଦୁର୍ବଳ ରହିପାରେ। ଜୀବନସାଥୀ ଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ପ୍ରେମୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ସୂର୍ଯ୍ୟ ଦେବ ” ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *