Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୫ ଡିସେମ୍ବର ୨୦୨୦, ଶନିବାର: ଚାରିଟି ରାଶିର ଲୋକଙ୍କ ପାଇଁ ଦିନଟି ଉତ୍ତମ ରହିବ ଆଜିର ଦିନ, ଜାଣନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୫ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୫ ଡିସେମ୍ବର ୨୦୨୦।

ମେଷ ରାଶି –

ଆଜି ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର କାର୍ଯ୍ୟକୁ ନେଇ ଉଦାସ ରହି ପାରନ୍ତି। ସମ୍ପର୍କୀୟଙ୍କ ସହିତ ଚାଲିଥିବା ସମସ୍ୟା ଦୂର ହେବ। କାର୍ଯ୍ୟ ସ୍ଥଳରେ ଅଧିକ କାର୍ଯ୍ୟ ଚାପ ରହିପାରେ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରିବେ, ଯାହାଦ୍ବାରା ଆପଣଙ୍କର ସମ୍ପର୍କ ସୁଦୃଢ଼ ରହିବ।

ବୃଷ ରାଶି –

ଆଜି ଆପଣଙ୍କୁ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମାନସିକ ବ୍ୟାକୁଳତା ଅନୁଭବ ହୋଇପାରେ। ଓରେବ ପ୍ରସଙ୍ଗ ରେ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ସନ୍ତାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଭାଇବନ୍ଧୁଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

ମିଥୁନ ରାଶି –

ଗୃହସ୍ଥ ଜୀବନ ସୁଖଶାନ୍ତି ରେ ଭରି ଯିବ। ପାରିବାରିକ ସ୍ତରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଘରର ବାତାବରଣ ସୁଖମୟ ରହିବ। ଚାକିରୀ ଏବଂ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ। ବନ୍ଧୁଙ୍କ ସହିତ ମନୋରଞ୍ଜନ ରେ ସମୟ ଦେବେ। ଧର୍ମ କର୍ମ ପ୍ରତି ଆସ୍ଥା ବଢିବ।

Google

କର୍କଟ ରାଶି –

ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ।  କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ବଢିପାରେ। ପିତାମାତାଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଆପଣ ଅଧିକ ସକାରାତ୍ମକ ଅନୁଭବ କରିବେ। ନିଜର କ୍ଷମତା ଆଧାରରେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ। ପ୍ରେମୀଙ୍କୁ ଆପଣ ବିଶେଷ ଅନୁଭବ କରାଇବେ।

ସିଂହ ରାଶି –

ଆପଣ ପଡୋଶୀ ଏବଂ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରିବେ। ଶୀଘ୍ରତା ରେ ଆପଣଙ୍କୁ ଭାରୀ କ୍ଷତି ମିଳିବାର ସମ୍ଭାବନା ରହିଛି। ବୈବାହିକ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ସହିତ ପ୍ରେମ ବୃଦ୍ଧି ହେବ। ଛାତ୍ରଛାତ୍ରୀ ମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବାହାରକୁ ଯାଆନ୍ତୁ, ଲୋକେ ଆପଣଙ୍କୁ ଦେଖି ପ୍ରସନ୍ନ ରହିବେ। ଘରର ବାତାବରଣ ସୁଖମୟ ରହିବ।

କନ୍ୟା ରାଶି –

ଆଜି ଆପଣଙ୍କର ସଫଳତାର ମାର୍ଗ ପ୍ରଶସ୍ତ ହେବ। ବରିଷ୍ଠ ଅଧିକାରୀଙ୍କ ସହିତ ଉତ୍ତମ ସାମଞ୍ଜସ୍ୟ ବନେଇ ରଖନ୍ତୁ। ଆମଦାନୀ ରେ ବୃଦ୍ଧି ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ପ୍ରେମ ପ୍ରସଙ୍ଗ ରେ ସଫଳତା ମିଳିବ। ଜୀବନସାଥୀ ଆପଣଙ୍କୁ ସମର୍ଥନ କରିବେ। ଯାତ୍ରାର ଯୋଗ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଯାତ୍ରା କରିବାକୁ ପଡ଼ିବ।

ତୁଳା ରାଶି –

ଆଜି ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରୀ ପେଶାରେ ଥିବା ଲୋକ ଲମ୍ବା ସମୟରୁ ଅଟକି ରହିଥିବା କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ପରିସ୍ଥିତି ଅନୁସାରେ ସୋନା ନିଜକୁ ତାଳମେଳ ବନେଇ ରଖିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ସହିତ ମାନସମ୍ମାନ ପ୍ରାପ୍ତ ହେବ।

ବିଛା ରାଶି –

ଯଦି ଆପଣ କୌଣସି କାମ ଆରମ୍ଭ କରିବାକୁ ଇଛା କରୁଛନ୍ତି, ତାହେଲେ ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ଘରୋଇ ଶିକ୍ଷା ସୁବିଧା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅନ୍ୟ ମାନଙ୍କ ଆଗରେ ନିଜର ବ୍ୟବହାର ପ୍ରତି ଧ୍ୟାନ ରଖନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ବିବାହ ଖର୍ଚ୍ଚ ଉଠେଇବା ପାଇଁ ପଡିପାରେ।

ଧନୁ ରାଶି –

ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ, ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ। ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ।ଜୀବନସାଥୀଙ୍କ ସହିତ କିଛି ମତଭେଦ ହୋଇପାରେ। ଛୋଟ ଛୋଟ କଥାରେ ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ଘରେ କୌଣସି ବଡ଼ ବିବାଦ ହୋଇପାରେ।

Google

ମକର ରାଶି –

ଆଜି ଆପଣ ନିବେଶ କରନ୍ତୁ ନାହିଁ। ପାରିବାରିକ ଜୀବନ ସୁଖମୟ ରହିବ। ଅଧିକ ସଫଳତା ମିଳିବା ପାଇଁ ଆପଣ ପ୍ରୟାସ କରି ପାରନ୍ତି। ଶୀଘ୍ରତା କରନ୍ତୁ ନାହିଁ, ଉତ୍ତମ ଅବସର ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ କିଛି ସମସ୍ୟା ଦେଖା ଦେଇପାରେ। ସଫଳତାର ଉତ୍ତମ ଅବସର ପ୍ରାପ୍ତ ହେବ। ଲୋକେ ଆପଣଙ୍କ ବ୍ୟବହାର ଦେଖି ଆଦରି ନେବେ।

କୁମ୍ଭ ରାଶି –

ଆଜି ଆପଣ କୌଣସି ସାମାଜିକ ସମାରୋହ ରେ ଯାଇ ପାରନ୍ତି। ବହୁତ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ପିତାମାତାଙ୍କ ଠାରୁ ପ୍ରେମ ଏବଂ ଆଶୀର୍ବାଦ ପ୍ରାପ୍ତ ହେବ। ଜୀବନସାଥୀଙ୍କ ଆବଶ୍ୟକତା ଉପରେ ଖାସ୍ ଧ୍ୟାନ ରଖିବା ଆବଶ୍ୟକ। ଉତ୍ତମ ଭୋଜନ ର ଆନନ୍ଦ ନେବେ। ଦୈନିକ ଜୀବନ ସୁଖମୟ ରହିବ।

ମୀନ ରାଶି –

ଶିକ୍ଷଣୀୟ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଭୁଲକୁ ସ୍ବୀକାର କରିବାକୁ ପ୍ରୟାସ କରନ୍ତୁ। ଜୀବନରେ ଆପଣ ଆଗକୁ ବଢିବା ପାଇଁ ପ୍ରୟାସ କରିବେ। ପ୍ରେମୀ ଯୁଗଳ ଙ୍କୁ ସମ୍ଭାଳି ରହିବା ଆବଶ୍ୟକ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *