Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରର ବିଛା ରାଶିରେ ହେଉଛି ଗୋଚର, ଏହି ୬ଟି ରାଶିକୁ ମିଳିବ ଶୁଭ ପରିଣାମ, ଜୀବନରେ ଆସିବ ଅନେକ ଖୁସି ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ଚଳନ ପ୍ରତ୍ୟେକ ମନୁଷ୍ୟ ଜୀବନକୁ ପ୍ରଭାବିତ କରିବ। ଆପଣଙ୍କୁ କହି ରଖୁଛୁ କି କୌଣସି ଗ୍ରହ ଶୁଭ ବା ଅଶୁଭ ହୋଇ ନଥାଏ, ଏହାର ପ୍ରଭାବକୁ ଶୁଭ ବା ଅଶୁଭ ମାନା ଯାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ ୧୧ ଡିସେମ୍ବରକୁ ଶୁକ୍ର ଗ୍ରହ ମଙ୍ଗଳର ରାଶି ବିଛାରେ ଗୋଚର କରିବାକୁ ଯାଉଛନ୍ତି। ବିଜ୍ଞାନ ଦୃଷ୍ଟିରୁ ଶୁକ୍ର ଗ୍ରହ ସବୁଠାରୁ ଅଧିକ ଚମକୁଥିବା ତାରା ମାନା ଯାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ କହିବାକୁ ଗଲେ ଶୁଭ ଦଶା ଯୋଗୁଁ ବ୍ୟକ୍ତିର ଭାଗ୍ୟ ବଦଳି ଥାଏ। ଶୁକ୍ରର ରାଶି ପରିବର୍ତ୍ତନ ଯୋଗୁଁ କେଉଁ ରାଶିର ଲୋକଙ୍କୁ ମିଳିବ ଶୁଭ ପରିଣାମ, ଆସନ୍ତୁ ଜାଣିବା ସେହି ବିଷୟରେ।

ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ରହିବ ଶୁଭ

ମକର ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଅଷ୍ଟମ ଭାବରେ ହେବାକୁ ଯାଉଛି। ପ୍ରେମ ଜୀବନ ସୁଖମୟ ରହିବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ହସଖୁସିରେ ଅତିବାହିତ ହେବ। ଆପଣଙ୍କ ଆମଦାନୀ ରେ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ମିଶି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଖାସ୍ ଲାଭ ମିଳିବାର ସମ୍ଭାବନା ରହିଛି। ନୂଆ ଜମିବାଡ଼ି କିଣାକିଣି କରି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

Google

କର୍କଟ ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଅତ୍ୟନ୍ତ ଖାସ୍ ରହିବ। ଏହି ରାଶିର କୁଣ୍ଡଳୀରେ ଚତୁର୍ଥ ଭାବକୁ ସ୍ଵାମୀ ମାନା ଯାଉଛି। ଆପଣଙ୍କ ଜୀବନରେ ସୁଖଶାନ୍ତି ଭରି ଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିଷ୍ପତ୍ତି ଲାଭଦାୟକ ସିଦ୍ଧ ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପ୍ରେମ ମାମଲାରେ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ।

କନ୍ୟା ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଉତ୍ତମ ସାବ୍ୟସ୍ତ ହେବ। ଆପଣଙ୍କ କୁଣ୍ଡଳୀରେ ଦିତୀୟ ଏବଂ ନବମ ଭାବରେ ଏହା ସ୍ଵାମୀ ଅଟନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଦାୟରା ବୃଦ୍ଧି ହେବ। ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ରହିଛି। ସାନ ଭାଇ ଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେଵ। କୌଣସି ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମର ସଠିକ ଫଳ ଆପଣଙ୍କୁ ମିଳିବ। ଲମ୍ବା ସମୟରୁ ଅଟକି ରହିଥିବା ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି।

ତୁଳା ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଶୁକ୍ର ଆପଣଙ୍କ ରାଶିର ସ୍ଵାମୀ ମାନା ଯାଇଛି। ଆପଣଙ୍କ ରାଶିରେ ଶୁକ୍ର ଗୋଚର ଦିତୀୟ ଭାବରେ ହେଉଛି। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କର ଅଧୁରା ଇଛା ପୂରଣ ହେବ। ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। ବ୍ୟାପାରରେ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି।

ମକର ରାଶିର ଲୋକଙ୍କର ଶୁକ୍ର ଗ୍ରହର ଗୋଚର ଏକାଦଶ ଭାବରେ ଅବସ୍ଥାନ କରିବ। ଏହି ରାଶିର ଲୋକଙ୍କ କୁଣ୍ଡଳୀ ରେ ପଞ୍ଚମ ଏବଂ ଦଶମ ଭାବର ସ୍ଵାମୀ ଶୁକ୍ର ମାନା ଯାଇଛି। ଜୀବନର ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ନିବେଶରେ ଆପଣଙ୍କୁ ଉତ୍ତମ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ସୁଧାର ଆସିବ।

ମୀନ ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଲାଭଦାୟକ ସିଦ୍ଧ ହେବ। ବଡ଼ ମାତ୍ରାରେ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ବ୍ୟକ୍ତିଗତ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ପିତାମାତାଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଚାନକ ଆର୍ଥିକ ଲାଭ ମିଳିବ। ମାନସିକ ଶାନ୍ତି ପ୍ରାପ୍ତି ହେବ। ଭାଇଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟାପାରରେ ଲାଭ ମିଳିପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା –

Google

ବୃଷ ରାଶିର ଲୋକଙ୍କ ଜୀବନରେ ବହୁତ ସମସ୍ୟା ଦେଖା ଦେଇପାରେ। ଭାଇଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟାପାର କରୁଥିବା ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଆପଣଙ୍କର ଧନ ହାନୀ ହେବାର ସମ୍ଭାବନା ରହିଛି। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଲମ୍ବା ଦୂର ଯାତ୍ରାରେ ଯାଇ ପାରନ୍ତି। କୌଣସି ନିବେଶ କରିବା ପାଇଁ ଯୋଜନା କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ।

ସିଂହ ରାଶିର ଲୋକଙ୍କୁ ଚାକିରୀ କ୍ଷେତ୍ରରେ ସମ୍ଭାଳି ରହିବା ଆବଶ୍ୟକ। ବଡ଼ ଅଧିକାରୀ ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବାହନ ଚଳାଚଳ ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଘର ପରିବାରର ମାହୋଲ ସୁଖମୟ ରହିବ। ସମାଜରେ କିଛି ଅସହାୟ ଲୋକଙ୍କୁ ସହଯୋଗ କରିବେ। ଧର୍ମ କର୍ମ ପ୍ରତି ରୁଚି ବଢିବ।

ବିଛା ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କୁ ଆମଦାନୀ ଅନୁସାରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅଯଥା ଖର୍ଚ୍ଚ ଯୋଗୁଁ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟାପାରରେ କିଛି ନୂଆ ବୁଝାମଣା କରି ପାରନ୍ତି।

ଧନୁ ରାଶିର ଲୋକଙ୍କୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଜୀବନସାଥୀଙ୍କ ଭାବନାକୁ ଆପଣ ବୁଝିବାକୁ ପ୍ରୟାସ କରିବେ। ବ୍ୟାପାର ରେ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରୀ ପେଶାରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ଏହି ରାଶିର ଲୋକଙ୍କୁ ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ବିବାଦରେ ପଡି ପାରନ୍ତି। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆମଦାନୀରେ ବୃଦ୍ଧି ହେବ। ଘରୋଇ ସୁଖ ସାଧନରେ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସମ୍ଭାଳି ଚାଲିବ। ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ବିଗିଡି ପାରେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ। ଗାଡି ଚଳାଚଳ ମାମଲାରେ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। କାହାକୁ ଉଧାର ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ। ପ୍ରଭୁଙ୍କ କୃପା ଲାଭ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *