Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ଡିସେମ୍ବର ୨୦୨୦, ଶୁକ୍ରବାର: ଆଜି ମେଷ ଏବଂ ସିଂହ ରାଶି ସମେତ ଏହି ୨ଟି ରାଶିର ଲୋକଙ୍କୁ ହେବ ଧନଲାଭ, ପଢନ୍ତୁ ନିଜର ରାଶିଫଳ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୪ ଡିସେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୪ ଡିସେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆଜି ଅଚାନକ ଧନଲାଭ ସମ୍ଭାବନା ରହିଛି। ଉତ୍ତମ ଜୀବନଶୈଳୀ ପାଇଁ ଖର୍ଚ୍ଚ ହୋଇପାରେ

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।  ଆର୍ଥିକ ମାମଲା ପାଇଁ ଦିନଟି ଅନୁକୂଳ ରହିଛି। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଛାତ୍ର ମାନଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ପିତାମାତାଙ୍କ ସହଯୋଗରେ ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଭାଇ ଏବଂ ପରିବାର ଲୋକଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ। ସମ୍ପର୍କୀୟଙ୍କ ସହିତ ମଉଜ ମସ୍ତି କରି ପାରନ୍ତି।

ମିଥୁନ ରାଶି –

ଆଜି ଆପଣଙ୍କୁ ଟଙ୍କାପଇସା ମାମଲାକୁ ନେଇ ସାବଧାନ ରହିବା ଆବଶ୍ୟକ। ପରିବାର ଲୋକଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣରେ ସହଯୋଗ ପ୍ରାପ୍ତ କରିବେ। କିଛି ଲୋକଙ୍କ ସହିତ ବ୍ୟବସାୟିକ ସମ୍ବନ୍ଧ ସୃଷ୍ଟି ହୋଇପାରେ। ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଉଚ୍ଚ ଅଧିକାରୀଙ୍କ ଠାରୁ ଲାଭ ମିଳିବ। ବ୍ୟବସାୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

Google

କର୍କଟ ରାଶି –

ଆଜି ଆପଣଙ୍କୁ ବ୍ୟବସାୟ ରେ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ବଢିପାରେ। ଅଚାନକ ଘରକୁ ଅତିଥି ଆସି ପାରନ୍ତି। ଯାହାଦ୍ବାରା ଆପଣଙ୍କ ଯୋଜନା ବିଗିଡି ପାରେ। ଆଜି ଆପଣ ଅଧିକ ସକାରାତ୍ମକ ରହିବେ। ନିଜର କ୍ଷମତା ଆଧାରରେ ଆପଣ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ କିଛି ମତଭେଦ ହୋଇପାରେ। ଅପରିଚିତ ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ।

ସିଂହ ରାଶି –

କାରବାର ସମ୍ବନ୍ଧିତ ଆୟୋଜନ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶକୁ ଆପଣ ଧ୍ୟାନ ଦେବେ। ଶୀଘ୍ରତା କରନ୍ତୁ ନାହିଁ, ନଚେତ ହାନୀ ହୋଇପାରେ। ସନ୍ତାନଙ୍କ ସହିତ ମତଭେଦ କରନ୍ତୁ ନାହିଁ। ବିଦ୍ୟାର୍ଥୀ ମାନଙ୍କୁ ଆଜି କିଛି କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ।

କନ୍ୟା ରାଶି –

ପୁରୁଣା ନିବେଶ ରେ ଅଧିକ ଲାଭ ମିଳିପାରେ। କାର୍ଯ୍ୟ ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହିତ ସାମଞ୍ଜସ୍ୟ ରଖନ୍ତୁ। ଅତୀତ ରେ ଜଡ଼ିତ କୌଣସି ବ୍ୟକ୍ତି ଆପଣଙ୍କ ଜୀବନ ସହିତ ଯୋଡି ପାରେ। ପରିବାରର ପରାମର୍ଶ ଆପଣଙ୍କ ମାନସିକ କମ୍ କରିବାରେ ସହାୟକ ହେବ। ଅଫିସରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରି ଆପଣ ପ୍ରସନ୍ନ ରହିବେ।

ତୁଳା ରାଶି –

ଆଜି ସନ୍ତାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଅଧିକ ଚାପ ଅନୁଭବ କରି ପାରନ୍ତି। ଖର୍ଚ୍ଚ କମ କରିବା ପାଇଁ ପ୍ରୟାସ କରନ୍ତୁ। ବୈବାହିକ ଜୀବନରେ କିଛି ବାଧିତ ହୋଇପାରେ। କୌଣସି ଯୋଜନାରେ ହାତ ଲଗେଇବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ସବୁ ପ୍ରକାରର କାର୍ଯ୍ୟର ସମସ୍ୟା ସମାପ୍ତ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବିଛା ରାଶି –

ଆଜି ଆପଣଙ୍କ ମଧ୍ୟରେ ଏକାଗ୍ରତାର ଅଭାବ ରହିପାରେ ଏବଂ ମାନସିକ ଚାପ ଅନୁଭବ କରି ପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କୁ ନେଇ ଜୀବନସାଥୀଙ୍କ ସହିତ ଦେଖାସାକ୍ଷାତ କରାଇ ପାରନ୍ତି। ପରିଶ୍ରମ ତୁଳନାରେ ପରିଣାମ ସନ୍ତୋଷଜନକ ରହିବ ନାହିଁ। କାର୍ଯ୍ୟ ସମୟରେ ସମ୍ଭାଳି କାର୍ଯ୍ୟ କରନ୍ତୁ।

ଧନୁ ରାଶି –

ପ୍ରେମୀଙ୍କ ସହିତ ସବୁ ମତଭେଦ ଦୂର ହେବ। ଆପଣ ନିଜର ବ୍ୟକ୍ତିତ୍ଵକୁ ଆକର୍ଷଣୀୟ କରିବେ। ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ, ଯାହାଦ୍ବାରା ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ବାହନ ପ୍ରୟୋଗ ସମୟରେ ସାବଧାନ ରହିବା ଆବଶ୍ୟକ। ସରକାରୀ ଲାଭ ମିଳିବାର ସମ୍ଭାବନା ରହିଛି।

Google

ମକର ରାଶି –

ଦୈନିକ କାର୍ଯ୍ୟ ବ୍ୟସ୍ତତା ରେ ଅତିବାହିତ ହୋଇଥିବା ଯୋଗୁଁ ଆପଣ ଶାରୀରିକ ଥକା ଅନୁଭବ କରି ପାରନ୍ତି। ପରୀକ୍ଷା ଏବଂ ସାକ୍ଷାତକାର ରେ ସଫଳତା ମିଳିବ। ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ରହିଛି।ମନୋରଞ୍ଜନରେ ଅଧିକ ଖର୍ଚ୍ଚ ନହେବା ପାଇଁ ଧ୍ୟାନ ରଖନ୍ତୁ। ସହକର୍ମୀଙ୍କ ସହିତ କାର୍ଯ୍ୟ ମାମଲାରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବାର ସମ୍ଭାବନା ରହିଛି। ବ୍ୟବସାୟ ଠିକ୍ ଠାକ୍ ଚାଲିବ। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

କୁମ୍ଭ ରାଶି –

ଆଜି ସାଥିଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆପଣ ନିଜକୁ ସକାରାତ୍ମକ ଅନୁଭବ କରି ପାରନ୍ତି। ଆର୍ଥିକ ରୂପରେ ଆପଣଙ୍କୁ ସଫଳତା ମିଳିବ। ନିବେଶ ଏବଂ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ନିଜର କ୍ଷମତା ଅନୁସାରେ ଆପଣ ସବୁ କାର୍ଯ୍ୟ ସମ୍ପନ୍ନ କରିବେ

ମୀନ ରାଶି –

ଅନ୍ୟ ମାନଙ୍କୁ ସହଯୋଗ କରିବା ପାଇଁ ସମୟ ଅନୁକୂଳ ରହିଛି। ସହକର୍ମୀଙ୍କୁ ଆଶାନୁରୂପ ସହଯୋଗ ମିଳି ପାରିବ ନାହିଁ। ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ଅଧିକ ଚିନ୍ତିତ ରହି ପାରନ୍ତି। ବ୍ୟବସାୟିକ ଯାତ୍ରା ସଫଳ ରହିବ। ଆପଣଙ୍କ ଇଛା ଶକ୍ତିରେ ବିକାଶ ହେବ। ଅନ୍ୟ ମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *