Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ : ଡିସେମ୍ବରରେ ୫ଟି ରାଶିର ଜୀବନରେ ଆସିବ ସଫଳତା , ସୁଖୀ ହୋଇଯିବ ଜୀବନ , ପଢନ୍ତୁ ନିଜର ରାଶିଫଳ ।

ସେୟାର୍ କରନ୍ତୁ

ଏହିବର୍ଷ ନିଜର ଅନ୍ତିମ ଦିନରେ ପହଞ୍ଚି ଯାଇଛି। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି କି ଆସୁଥିବା ମାସ ଆପଣଙ୍କ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଡିସେମ୍ବର ମାସର ରାଶିଫଳ କହିବାକୁ ଯାଉଛୁ। ଏହି ମାସିକ ରାଶିଫଳରେ ଆପଣ ନିଜ ରାଶି ଅନୁସାରେ ଜାଣି ପାରିବେ ଏହି ମାସରେ ଆପଣଙ୍କ ପ୍ରେମ , କ୍ୟାରିୟର ତଥା ସ୍ବାସ୍ଥ୍ୟ ସମ୍ବନ୍ଧିତ କିପରି ରହିବ। ଏହି ମାସିକ ରାଶିଫଳରେ ଆପଣଙ୍କୁ ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯିବ। ତେବେ ପଢନ୍ତୁ ରାଶିଫଳ ଡିସେମ୍ବର ୨୦୨୦ ।

ମେଷ ରାଶି –

ଏହି ମାସରେ ଆପଣ ଅନେକ ସଫଳତା ହାସଲ କରିବେ। ବରିଷ୍ଠ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।କାନୁନ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଜୀବନରେ ଅନେକ କଠିନ ପରିସ୍ଥିତି ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାର ମଧ୍ୟରେ ପ୍ରେମ ବୃଦ୍ଧି ହେବ। କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ।

ପ୍ରେମ ମାମଲାରେ,ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ।

କ୍ୟାରିୟର ମାମଲାରେ, କାର୍ଯ୍ୟ ରେ ଅଧିକ ବୋଝ ରହିବ। କାର୍ଯ୍ୟ ମାମଲାରେ ଅଧିକାରୀ ପ୍ରସନ୍ନ ରହିବେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ କ୍ଷେତ୍ରରେ ଅବହେଳା କରନ୍ତୁ ନାହିଁ।

Google

ବୃଷ ରାଶି –

ଆୟ ବୃଦ୍ଧି କରିବାରେ ଆପଣ ସଫଳ ରହିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟରେ ବୃଦ୍ଧି ହେବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଶାସନ ସତ୍ତାର ସହଯୋଗ ପ୍ରାପ୍ତ ହେବ। ନୂଆ ସମ୍ପତ୍ତି କିଣାକିଣି କରି ପାରନ୍ତି। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ। ନିଜ ପ୍ରେମର ସ୍ବୀକାର କରିବେ।

କ୍ୟାରିୟର ମାମଲାରେ, ଏହି ମାସରେ ନିବେଶ କରିବା ଲାଭଦାୟକ ରହିବ। ନିବେଶ ସମୟରେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ମାସର ଆରମ୍ଭରେ ଶାରୀରିକ ସମସ୍ୟା ଦେଖା ଦେଇପାରେ।

ମିଥୁନ ରାଶି –

ସାମାଜିକ କାର୍ଯ୍ୟରେ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ଦ୍ରୁତ ବୁଦ୍ଧି ଆପଣଙ୍କ କାମରେ ଆସିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ବ୍ୟାପାରରେ ଅଧିକ ଲାଭ ମିଳିବ।

ପ୍ରେମ ମାମଲାରେ, ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ଭରସା କରିବେ ନାହିଁ,ତାହେଲେ ସମ୍ପର୍କ ଖରାପ ହୋଇପାରେ

କ୍ୟାରିୟର ମାମଲାରେ, ବ୍ୟାପାରରେ ପ୍ରଗତି ହେବ। ବିଦ୍ୟାର୍ଥୀଙ୍କ ପରିଶ୍ରମ ସାର୍ଥକ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

କର୍କଟ ରାଶି –

ଶତ୍ରୁ ମଧ୍ୟ ଆପଣଙ୍କ ବନ୍ଧୁ ହୋଇ ଯିବେ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ବ୍ୟବସାୟରେ କିଛି ପରିବର୍ତ୍ତନ ହୋଇପାରେ। ଆପଣ ନୂଆ ବିଚାରରେ ପରିପୂର୍ଣ ରହିବେ। ଆପଣଙ୍କର ବଢ଼ିଥିବା ମନୋବଳ କୌଣସି ଜରୁରୀ କାର୍ଯ୍ୟରେ ସଫଳତା ପ୍ରଦାନ କରିବ।

ପ୍ରେମ ମାମଲାରେ, ସମ୍ପର୍କ ରେ ଥିବା ଲୋକଙ୍କ ପାଇଁ  ଅନୁକୂଳ ସମୟ ରହିଛି ଏବଂ ଦୁଇଜଣଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ।

କ୍ୟାରିୟର ମାମଲାରେ, ଉତ୍ତମ ଚାକିରୀର ଅବସର ମିଳିପାରେ। ବିଦେଶରେ ଜଡ଼ିତ କାର୍ଯ୍ୟରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ସମସ୍ୟା ଦେଖା ଦେବ ନାହିଁ।

ସିଂହ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଅଧିକ ଖର୍ଚ୍ଚ ହୋଇପାରେ। ଆପଣଙ୍କ ଆୟରେ ବୃଦ୍ଧି ହୋଇପାରେ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କାରବାରରେ ବୃଦ୍ଧି ହେବ। କଠିନ ପରିଶ୍ରମ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଦୁର୍ବଳ ରହିବ। ଲଢେଇ ଝଗଡ଼ାରୁ ବଞ୍ଚିତ ହୁଅନ୍ତୁ ନାହିଁ।

କ୍ୟାରିୟର ମାମଲାରେ, କାରବାରରେ ବ୍ୟସ୍ତତା ରହିବ। ଅଧିକାରୀ ଆପଣଙ୍କ କଥାକୁ ଧ୍ୟାନ ଦେବେ।

ସ୍ବାସ୍ଥ୍ୟ ମାମଲାରେ, ପୁରୁଣା ବେମାରୀ ଥିବା ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ।

କନ୍ୟା ରାଶି –

କାର୍ଯ୍ୟ ମାମଲାରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପରିବାରର ମାହୋଲ ସୁଖମୟ ରହିବ। ଭବିଷ୍ୟତ ପାଇଁ ଆପଣ ଯୋଜନା କରି ପାରନ୍ତି। କାର୍ଯ୍ୟ ମାମଲାରେ ଆପଣଙ୍କୁ ସମସ୍ୟା ଦେଖା ଦେଇପାରେ। ପରିବାରର ମାହୋଲ ସୁଖମୟ ରହିବ।

ପ୍ରେମ ମାମଲାରେ, ଏହି ମାସରେ ପ୍ରେମ ସମ୍ବନ୍ଧ ସୁଖମୟ ରହିବ। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ।

କ୍ୟାରିୟର ମାମଲାରେ, ଏହି ମାସରେ କ୍ୟାରିୟରରେ ଆଗକୁ ବଢିବା ପାଇଁ ମାର୍ଗ ଖୋଲିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ମାସରେ ସ୍ବାସ୍ଥ୍ୟ ବିଗିଡି ଯିବାର ସମ୍ଭାବନା ରହିଛି, ସାବଧାନ ରୁହନ୍ତୁ।

ତୁଳା ରାଶି –

ଏହି ମାସରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆପଣ ନିଜର ରଚନାତ୍ମକ ପ୍ରତିଭା ଉଚିତ ଢଙ୍ଗରେ ଉପସ୍ଥାପନ କରିବେ।

ପ୍ରେମ ମାମଲାରେ, ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ରହିଲେ, ଭୟ କରନ୍ତୁ ନାହିଁ।

କ୍ୟାରିୟର ମାମଲାରେ, ଚାକିରୀର ନୂତନ ଅବସର ପ୍ରାପ୍ତ ହେବ। ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ଆଖି ସମସ୍ୟା ଦେଖା ଦେଇପାରେ।

Google

ବିଛା ରାଶି –

ପୂର୍ବରୁ ଯୋଜନା କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ବଡ଼ ଖୁସି ଖବର ମିଳିପାରେ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଆପଣ ନିଜର ପାର୍ଟନରଙ୍କୁ ବୁଝିବା ପାଇଁ ପ୍ରୟାସ କରିବେ। ନିଜ କର୍ମ ପ୍ରତି ବିଶ୍ୱାସ ରଖନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କୁ ସଫଳତା ମିଳିବ। ସୁଖଦ ସମାଚାର ମିଳିପାରେ।

ପ୍ରେମ ମାମଲାରେ, ପାର୍ଟନର ଙ୍କ ସହିତ କୌଣସି ପ୍ରକାରର ବିବାଦ କରନ୍ତୁ ନାହିଁ। ପାର୍ଟନରଙ୍କୁ ସମୟ ଦିଅନ୍ତୁ।

କ୍ୟାରିୟର ମାମଲାରେ, କାର୍ଯ୍ୟସ୍ଥଳରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି।

ଧନୁ ରାଶି –

ଏହି ମାସରେ କାରବାରରେ ବୃଦ୍ଧି ହେବ। ବରିଷ୍ଠ ଲୋକଙ୍କ ସହିତ ଉତ୍ତମ ତାଳମେଳ ରହିବ। ବାଣୀରେ ମଧୁରତା ଦେଖା ଦେବ। ଷଡ଼ଯନ୍ତ୍ରର ଶିକାର ହେବା ପୂର୍ବରୁ ସାବଧାନ ରୁହନ୍ତୁ। ବୁଝି ବିଚାରି କାର୍ଯ୍ୟ କରନ୍ତୁ। ଅଧିକ କଥାବାର୍ତ୍ତା  କରନ୍ତୁ ନାହିଁ। ସହକର୍ମୀଙ୍କ ବିରୁଦ୍ଧରେ ଯାଆନ୍ତୁ ନାହିଁ।

ପ୍ରେମ ମାମଲାରେ, ନିଜ ସମ୍ପର୍କରେ ଅହଙ୍କାରକୁ ଆଣିବାକୁ ଦିଅନ୍ତୁ ନାହିଁ,ନଚେତ ସମ୍ପର୍କ ବିଗିଡି ପାରେ।

କ୍ୟାରିୟର ମାମଲାରେ, ଆପଣଙ୍କର ଆୟରେ ବୃଦ୍ଧି ହେବ। କଳା ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମାନସିକ ଚିନ୍ତା ରହିବ ଏବଂ ଶାରୀରିକ ଦୁର୍ବଳତା ଦେଖା ଦେଇପାରେ।

ମକର ରାଶି –

ଏହି ରାଶିର ଲୋକଙ୍କୁ ସମୟ ନଷ୍ଟ କରିବା ଉଚିତ ନୁହେଁ। କୌଣସି ବଢିଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିରାଜମାନ କରିବେ। ପ୍ରେମ ଜୀବନ ସୁଖମୟ ରହିବ। କାର୍ଯ୍ୟରେ ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ହେବ। ନିବେଶ ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ବିତ୍ତୀୟ ଯୋଜନା ଲାଭକାରୀ ହେବ।

ପ୍ରେମ ମାମଲାରେ, ପାର୍ଟନରଙ୍କୁ ବନ୍ଧୁମାନେ ବୁଝିବେ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ନିୟମିତ ବ୍ୟାୟାମ କରନ୍ତୁ।

କୁମ୍ଭ ରାଶି –

ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଜୀବିକା କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଉତ୍ସାହ ପୂର୍ବକ କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବ। କାର୍ଯ୍ୟରେ ଆପଣଙ୍କୁ କିଛି ସମସ୍ୟା ଦେଖା ଦେଇପାରେ। ଆବଶ୍ୟକତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ,କିନ୍ତୁ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ପାରିବାରିକ ଶାନ୍ତି ପ୍ରାପ୍ତ ହେବ। ବିରୋଧୀ ପରାସ୍ତ ହେବେ।

ପ୍ରେମ ମାମଲାରେ, ଏହି ସପ୍ତାହରେ ପ୍ରେମୀ ଯୁଗଳ ପରସ୍ପରକୁ ବୁଝିବାକୁ ପ୍ରୟାସ କରିବେ।

କ୍ୟାରିୟର ମାମଲାରେ, ବ୍ୟାପାର କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ବେମାରୀରୁ ମୁକ୍ତି ମିଳିବ।

ମୀନ ରାଶି –

ଏହି ରାଶିର ଲୋକଙ୍କୁ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ କିଛି ନିଷ୍ପତ୍ତି ବଦଳିବା ପାଇଁ ପଡ଼ିବ। ଆପଣଙ୍କ ମାନସମ୍ମାନରେ ବୃଦ୍ଧି ହେବ। ବଡ଼ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟରେ ସକାରାତ୍ମକ ଦୃଷ୍ଟିକୋଣ ରହିବ। ବ୍ୟବସାୟରେ ପାର୍ଟନରଙ୍କ ସହିତ ତାଳମେଳ ରହିବ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ଆମଦାନୀରେ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଲାଭ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶିବ ଶଙ୍କର ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *