Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୫ଟି ରାଶି ଉପରେ ବର୍ଷିବ ଭଗବାନ ମହାଦେବଙ୍କ ଅସୀମ କୃପା , ସମ୍ପୂର୍ଣ୍ଣ ହେବ ଅଧୁରା ଇଛା।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ରାଶିଫଳ ଦ୍ଵାରା ଭବିଷ୍ୟତ ରେ ହେବାକୁ ଥିବା ଘଟଣା ବିଷୟରେ ପୂର୍ବାନୁମାନ ଲଗେଇ ପାରିବେ। ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥିବ ଯେ ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ନକ୍ଷତ୍ର କଣ କହୁଛନ୍ତି ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହର ରାଶିଫଳ କହିବାକୁ ଯାଉଛୁ । ଏହି ସପ୍ତାହରେ ଆମ ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଘଟଣା ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରାଯିବ। ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୩୦ ନଭେମ୍ବର ରୁ ୬ ଡିସେମ୍ବର ପର୍ଯ୍ୟନ୍ତ।

Google

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କୁ ଅନେକ ଉପଲବ୍ଧି ପ୍ରାପ୍ତ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢିବ। ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ନୂଆ ଲକ୍ଷ୍ୟକୁ ନିର୍ଦ୍ଧାରିତ କରିବା ପାଇଁ ସପ୍ତାହ ଶୁଭ ରହିବ। କୌଣସି କାର୍ଯ୍ୟ ପାଇଁ ଆପଣଙ୍କ ମନରେ ନୂତନ ବିଚାର ଆସିବ। କାର୍ଯ୍ୟ ଅଧିକ ରହିବା କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଦିନଟି ଦୁର୍ବଳ ରହିବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଉତ୍ତମ ଚାକିରୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଚାକିରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଆପଣଙ୍କୁ ପଦୋନ୍ନତୀ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।କାର୍ଯ୍ୟ କ୍ଷେତ୍ରରେ  ଉତ୍ତମ ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ଛାତ୍ରମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମୁଣ୍ଡ ବ୍ୟଥା ସମସ୍ୟା ଦେଖା ଦେଇପାରେ।

କର୍କଟ ରାଶି –

ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଆର୍ଥିକ ସ୍ଥିତି ଦୁର୍ବଳ ରହି ପାରେ। ଆମଦାନୀ ସ୍ୱଳ୍ପ ରହି ପାରେ। ପାରିବାରିକ ଜୀବନ ସୁଖମୟ ରହିବ। ଭାଗ୍ୟ ସୁଦୃଢ ରହିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଭାଗ୍ୟ ପ୍ରବଳ ହେବାଦ୍ବାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।

ପ୍ରେମ ମାମଲାରେ, ଏହି ସପ୍ତାହରେ ଆରମ୍ଭ ହୋଇଥିବା ସମ୍ପର୍କ ଲମ୍ବା ସମୟ ଧରି ଚାଲିବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ପେଟ ବ୍ୟଥା ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ପରିବାରକୁ ସମୟ ଦେଇ ପାରିବେ ନାହିଁ। ବ୍ୟର୍ଥ ବିବାଦ ରେ ପଡନ୍ତୁ ନାହିଁ। ବ୍ୟାପାର କରୁଥିବା ଲୋକଙ୍କୁ ସଫଳତା ମିଳିବ। ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆପଣଙ୍କର ଖର୍ଚ୍ଚ ବଢିପାରେ। ଏହି ସପ୍ତାହରେ ଆପଣଙ୍କୁ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡ଼ିବ।

ପ୍ରେମ ମାମଲାରେ , ପ୍ରେମ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଭୁଲ ବୁଝାମଣା ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ କ୍ୟାରିୟର ପାଇଁ ଉତ୍ତମ ଦିଗ ପ୍ରାପ୍ତ ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଉନ୍ନତି ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ।

Google

ସିଂହ ରାଶି –

ବରିଷ୍ଠ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ଜଡିତ ରହି ପାରନ୍ତି, ଏହା ଭବିଷ୍ୟତ ପାଇଁ ଫାଇଦା ସାବ୍ୟସ୍ତ ହେବ। ବ୍ୟାପାରରେ ଆପଣଙ୍କୁ ଅଚାନକ ଲାଭ ହେବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଅଫିସରେ ସବୁ ମାମଲାର ସମାଧାନ ହେବ।

ପ୍ରେମ ମାମଲାରେ, ଆପଣଙ୍କୁ କୌଣସି ଖାସ୍ ବ୍ୟକ୍ତି ମିଳି ପାରନ୍ତି।

କ୍ୟାରିୟର ମାମଲାରେ, କାରବାରରେ ଉତ୍ତମ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ସନ୍ତୋଷ ଜନକ ପ୍ରଦର୍ଶନ କରିବେ।

ସ୍ବାସ୍ଥ୍ୟ ମାମଲାରେ, ବୃଦ୍ଧ ଲୋକଙ୍କ ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥାନ୍ତା।

କନ୍ୟା ରାଶି –

ଏହି ସପ୍ତାହରେ ଆପଣ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବିତ୍ତୀୟ ସ୍ଥିତିରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇ ପାରେ। ବ୍ୟବସାୟରେ ଆପଣ ନିବେଶ କରି ପାରନ୍ତି। ବ୍ୟର୍ଥ ମାନସିକ ଚିନ୍ତା ହୋଇପାରେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ପ୍ରେମ ମାମଲାରେ, ଆପଣଙ୍କୁ ପ୍ରେମ ଜୀବନରେ ଉଚିତ ପରିଣାମ ମିଳିବ। ସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ସାମାନ୍ୟ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସର୍ଦ୍ଦି କାଶ ହେବାର ସମ୍ଭାବନା ରହିଛି।

ତୁଳା ରାଶି –

ଏହି ସପ୍ତାହରେ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟକୁ ନେଇ ଜୀବନସାଥୀଙ୍କ ସହିତ ବିଚାର ବିମର୍ଶ କରିବେ। କାର୍ଯ୍ୟ ମାମଲାରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ବ୍ୟବସାୟରେ ବିସ୍ତାର ସମ୍ଭବ ଅଟେ। ବ୍ୟବସାୟ ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ସମ୍ପର୍କ ରେ କିଛି ସମୟ ଦେବାକୁ ପଡିପାରେ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କୁ ରୋଜଗାର ପ୍ରାପ୍ତି ହେବ। 

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।

ବିଛା ରାଶି –

ଏହି ସମୟରେ ଆପଣଙ୍କୁ କାହା ଉପରେ ଭରସା ରଖିବା ଉଚିତ ନୁହେଁ। ଅଚାନକ ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ହାନୀ ହୋଇପାରେ। ଆର୍ଥିକ ପକ୍ଷ ସୁଦୃଢ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ।  ସପ୍ତାହର ଶେଷରେ ଆପଣ ବୁଝି ବିଚାରି ନିଷ୍ପତ୍ତି ନେବ।

ପ୍ରେମ ମାମଲାରେ, ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରନ୍ତୁ, ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ।

କ୍ୟାରିୟର ମାମଲାରେ, କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ଅଧିକ ବ୍ୟସ୍ତ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କୁ ବିତ୍ତୀୟ ଲାଭ ମିଳିବ। ପରିବାରରେ ସୁଖର ବାତାବରଣ ରହିବ। ବେତନଭୋଗୀ ଲୋକଙ୍କୁ ଅଧିକ ଲାଭ ମିଳିବ। କିଛି ପରୋପକାରୀ ଗତିବିଧି ଉପରେ ଆପଣ ଖର୍ଚ୍ଚ କରି ପାରନ୍ତି। ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ଆପଣଙ୍କର ସମ୍ମାନ ବୃଦ୍ଧି ହେବ।

ପ୍ରେମ ମାମଲାରେ , ପାର୍ଟନରଙ୍କୁ ବୁଝି ବିଚାରି କୁହନ୍ତୁ, ଛୋଟ ଛୋଟ କଥାକୁ ନେଇ ବିବାଦ କରନ୍ତୁ ନାହିଁ।

କ୍ୟାରିୟର ମାମଲାରେ, ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସୁଖଦ ସମାଚାର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମାମୁଲୀ ବେମାରୀ ଦେଖା ଦେଇପାରେ।

Google

ମକର ରାଶି –

ଏହି ରାଶିର ଲୋକଙ୍କ ପାଇଁ ସପ୍ତାହ ଟି ଅନୁକୂଳ ରହିବ। ଆପଣ ନିଜ କାର୍ଯ୍ୟରେ ଅନେକ ଆନନ୍ଦ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମିଡ଼ିଆ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କୌଣସି ସମସ୍ୟା ଦେଖା ଦେବ ନାହିଁ।

କ୍ୟାରିୟର ମାମଲାରେ, ଅଫିସ କାର୍ଯ୍ୟରେ ଆପଣଙ୍କୁ ପ୍ରଶଂସା ମିଳିବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି।

କୁମ୍ଭ ରାଶି –

ଏହି ସପ୍ତାହ ରେ ଆପଣ ବ୍ୟସ୍ତ ରହିବେ। ଭାଗ୍ୟ ପ୍ରବଳ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କୌଣସି କଥାକୁ ନେଇ ଆପଣ ଉତ୍ସାହିତ ରହିବେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଚାପ ଅନୁଭବ କରିବେ। ସବୁ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସକ୍ଷମ ହେବେ। ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ମାନସିକ ରୂପରେ ଆପଣଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ ।

ପ୍ରେମ ମାମଲାରେ, ଆପଣଙ୍କୁ ନିଜ ପାର୍ଟନରଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଉତ୍ତମ ସମୟ ମିଳିବ। ପ୍ରେମୀ ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି।

କ୍ୟାରିୟର ମାମଲାରେ, ବ୍ୟାପାରରେ ଚାକିରୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ମୀନ ରାଶି –

ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ମାମଲାରେ ସାବଧାନ ରହିବାର ଆବଶ୍ୟକତା ରହିଛି। ନୂଆ ଲୋକଙ୍କ ସହିତ ଜଡିତ ରହିବେ। ଆପଣ କାର୍ଯ୍ୟ ଅନୁସାରେ ଆଗକୁ ବଢିପାରେ। ନିଷ୍ପତ୍ତି ନେବାର କ୍ଷମତା କମି ପାରେ। ଆପଣ ମାମଦିକ ରୂପରେ ବ୍ୟାକୁଳତା ଏବଂ ଚିନ୍ତିତ ରହି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଅନୁକୂଳ ରହିବ। ପାର୍ଟନରଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

କ୍ୟାରିୟର ମାମଲାରେ, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ ଏବଂ ସଫଳତା ମିଳିବ।

ପ୍ରେମ ଜୀବନରେ, ସ୍ବାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ। କିଛି ସମସ୍ୟା ଦେଖା ଦେଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶିବ ଶଙ୍କର ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *