Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ୫ଟି ବାୟାଗୀତ , ଓଡ଼ିଆ ସାଧୁବାଣୀ, ଆଜି ହିଁ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ମନେରଖିବେ ଆପଣ ମାନେ ଖାଇବା ପାଇଁ ଯେତେବେଳେ ଯିବେ ଆସନ ପାଖରେ ଛିଡା ହୋଇ ଆସନକୁ ଟିକେ ପାଦରେ ଟାଣି ଦିଅନ୍ତି। ଭୁଲରେ ମଧ୍ୟ ସେମିତି କରିବେ ନାହିଁ। ଆସନକୁ ପାଦରେ ଟାଣିବେ ନାହିଁ ଏବଂ ଚିରା ଫଟା ଆସନରେ ବସିବେ ନାହିଁ।

ସତସଙ୍ଗରେ ଯେଉଁଠି ବସିଥିବେ କିମ୍ବା ଠାକୁର ପୂଜା କରିବା ସମୟରେ ଯେଉଁ ଆସନରେ ବସିଥିବେ ସତସଙ୍ଗରେ ଉଠିବା ପରେ ଏବଂ ଠାକୁର ପୂଜା ସାରି ଉଠିବା ପରେ ସେ ଆସନକୁ ଝାଡିବେ ନାହିଁ। ଏମିତି କଲେ ଆପଣଙ୍କର ଅମଙ୍ଗଳ ଏବଂ ପରିବାରର ଅମଙ୍ଗଳ ହୋଇଥାଏ।

Google

ଆପଣ ମାନେ ଘରୁ ବାହାରିକି ବିଦେଶ ଯାଆନ୍ତୁ କିମ୍ବା କୌଣସି ଭଲ କାମରେ ଯାଆନ୍ତୁ, ପରୀକ୍ଷା ଦେବା ପାଇଁ ଯାଇଥାନ୍ତୁ ଯୁଆଡେ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଛନ୍ତି, ଘରୁ ବାହାରିବା ସମୟରେ ଝାଡୁ, ଛାଞ୍ଚୁଣୀକୁ ମୁଣ୍ଡିଆ ମାରି ଯାଆନ୍ତୁ। ଏବଂ ଘରୁ ବାହାରିକି ଯାଉଛନ୍ତି ଯେତେବେଳେ ଜଣେ ବ୍ରାହ୍ମଣକୁ ଦେଖିଲେ ନିଶ୍ଚିତ ମୁଣ୍ଡିଆ ମାରନ୍ତୁ। ବହୁତ ମଙ୍ଗଳ ହେବ। ଆପଣ ଯେଉଁ କାମ କରୁଛନ୍ତି ସେ କାମ ନିଶ୍ଚିତ ଭାବରେ ସଫଳ ହେବ। ଆପଣ ମାନେ ଏହା ପାଳନ କଲେ ଆପଣଙ୍କ ପାଇଁ ମଙ୍ଗଳମୟ ହେବ।

ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି, ଘରୁ ବାହାରିଲା ସମୟରେ ଆପଣଙ୍କ ସ୍ତ୍ରୀ ଯଦି ଜାଣିକି ଆପଣଙ୍କୁ ଟଙ୍କା କିମ୍ବା ପଇସା ଦିଅନ୍ତି ତ ମାଗିବେ ନାହିଁ ଆପଣ ଯଦି ଯାଚିକି ଆପଣଙ୍କୁ ଟଙ୍କା କିମ୍ବା ପଇସା ଦିଅନ୍ତି ତାହେଲେ ବହୁତ ମଙ୍ଗଳ ହୋଇଥାଏ ଆପଣଙ୍କର ଆଉ ସ୍ତ୍ରୀ ମୁହଁରୁ ହସ ଦେଖିକି ଗଲେ ଆପଣଙ୍କର ଅନେକ ମଙ୍ଗଳ ହୁଏ। କିନ୍ତୁ ମନେରଖିବେ ଘରୁ ବାହାରିବା ସମୟରେ ସ୍ତ୍ରୀ ସହିତ ଝଗଡ଼ା କରି ବାହାରନ୍ତୁ ନାହିଁ, କୌଣସି କାମ ଆପଣଙ୍କର ଠିକରେ ହେବ ନାହିଁ। ନମାଗି ଟଙ୍କା ପଇସା ସ୍ତ୍ରୀ ଯଦି ତା ଖୁସିରେ ଆପଣଙ୍କୁ ଦିଏ, ଏଇଟା ରଖିଥାଅ କୁହେ, ଅନେକ ମଙ୍ଗଳ ଆସିବ ଆପଣଙ୍କ ଜୀବନରେ।

ପିଲାମାନେ କ୍ଷୀର ପିଇବା ସମୟରେ ଯଦି ବାନ୍ତି କରନ୍ତି ତେବେ ଗୋଟିଏ କଂସା ଥାଳି ଆଣି ଗୋଟେ ଚାମୁଚରେ ସେ କଂସା ଥାଳିକୁ ବାଡ଼ାନ୍ତୁ ଏବଂ ବାଡେଇବା ବେଳେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। କଂସା ଥାଳିରେ ଚାମୁଚକୁ ବାଡ଼ାନ୍ତୁ, ବାଡେଇ ବାଡେଇ ଗାୟତ୍ରୀ ମନ୍ତ୍ର ପଢ଼ନ୍ତୁ। ସାତ ଥର ଗାୟତ୍ରୀ ମନ୍ତ୍ର ପଢି ସାରିବା ପରେ ଆଉ ବାନ୍ତି ନଥିବ ପିଲାର। ପରୀକ୍ଷା କରନ୍ତୁ ଏ ମନ୍ତ୍ରର ମହତ୍ତ୍ୱ କେତେ।

Google

ପଡ଼ିଶାରେ ଯେତେ ଲୋକ ଅଛନ୍ତି ୧୦୦ ରୁ ୯୦ ଲୋକଙ୍କୁ ବର୍ତ୍ତମାନ ଏବେ ଡାଇବେଟିସ ରୋଗ। ମନେରଖିବେ ଗୋଟିଏ ଭଲ ଉପାୟ। ରାତିରେ ଶୋଇବା ବେଳେ ଧଳା ଅରଖ ଫୁଲ ପତ୍ର, ଧଳା ଅରଖ ଶ୍ୱେତ, ଅରଖ ଯାହାକୁ କୁହନ୍ତି। ପତ୍ର ଗୋଟିଏ ଆଣିବେ ତାକୁ ଧୋଇ ଦେବେ ପତ୍ରର ଓଲଟା ପଟ ନିଜ ଦୁଇ ପାଦରେ ଥୋଇ ଦେବେ। ସୁତା ଦ୍ୱାରା ପତ୍ରକୁ ଦୁଇଟିକୁ ବାନ୍ଧି ଦେବେ। ସକାଳୁ ଉଠି ସେ ସୁତାକୁ ଖୋଲି ସେ ପତ୍ର ଯୋଡିକୁ ଫୋପାଡ଼ି ଦେବେ। ଆଠ ଦିନ କରନ୍ତୁ। ଦେଖିବେ ଆପଣଙ୍କର ସୁଗାର କେତେ ମାତ୍ରରେ ରହୁଛି। ଆପଣ ପରୀକ୍ଷା କରି ଦେଖନ୍ତୁ। ଏବଂ ଶରୀରର ଆରଗ୍ୟ ହୋଇ ଆପଣଙ୍କର ମଙ୍ଗଳ ମଧ୍ୟ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *