Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୦ ନଭେମ୍ବର ୨୦୨୦, ସୋମବାର: ଆଜି ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ, ଏହି ୪ଟି ରାଶିର ଲୋକଙ୍କ ପାଇଁ ରହିବ ଶୁଭ , ପଢନ୍ତୁ ରାଶିଫଳ।

ସେୟାର୍ କରନ୍ତୁ

ଆଜି ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି, ଏହି ଚନ୍ଦ୍ରଗ୍ରହଣ ଏହିବର୍ଷ ର ଶେଷ ଚନ୍ଦ୍ରଗ୍ରହଣ ଅଟେ। ଆମେ ଆପଣଙ୍କୁ ସୋମବାର ୩୦ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୦ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣ କୌଣସି କଥାକୁ ନେଇ ଅଧିକ ଉତ୍ସାହିତ ରହିବେ। ବ୍ୟକ୍ତିଗତ କଥାକୁ ଉଜାଗର କରନ୍ତୁ ନାହିଁ। ସନ୍ତାନଙ୍କ ଦାୟିତ୍ୱ ଆପଣ ପୂରଣ କରିବେ। ଆପଣଙ୍କ ଅଭିଳାଷା ରେ ବୃଦ୍ଧି ହେବ। ବ୍ୟର୍ଥ ଚିନ୍ତା କରି ପାରନ୍ତି। ଖର୍ଚ୍ଚ ବଢିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପ୍ରେମୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଛୋଟ ଭାଇଭଉଣୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କିଛି ଏଭଳି କରନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କର ମନ ନାହିଁ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରେମ ମାମଲା ପାଇଁ ଦିନଟି ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରେ। ମଧୁର ବ୍ୟବହାର ଦ୍ଵାରା ଆପଣ ଲୋକଙ୍କ ହୃଦୟେ ଜିତି ନେବେ। ପ୍ରେମ ମାମଲାରେ ଆଜିର ଦିନଟି ହାଲକା ରହି ପାରେ।

ମିଥୁନ ରାଶି –

ଆଜି ଆପଣଙ୍କୁ ପୁରୁଣା ଋଣ ରୁ ମୁକ୍ତି ମିଳିବ। ଆର୍ଥିକ ପକ୍ଷ ସୁଦୃଢ ରହିବ। ଗୃହ ଉପଯୋଗୀ ବସ୍ତୁ ରେ ବୃଦ୍ଧି ହେବ। ଆପଣଙ୍କ ମନ ସକାରାତ୍ମକ ଦିଗରେ ଆଗକୁ ବଢିବେ। ପାରିବାରିକ ସଦସ୍ୟଙ୍କ କାରଣରୁ ଆପଣଙ୍କୁ ସମସ୍ୟା ହୋଇପାରେ। ଧର୍ଯ୍ୟ ରଖନ୍ତୁ ଏବଂ ଅନ୍ୟମାନଙ୍କ କଥା ବୁଝିବାକୁ ପ୍ରୟାସ କରନ୍ତୁ ଯାହାଦ୍ବାରା ଭୁଲ ବୁଝାମଣା ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ଜମିବାଡ଼ି ମାମଲାରୁ ଦୂରେଇ ରହିବା ଆବଶ୍ୟକ। ଦିନର ଆରମ୍ଭ ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ପାଇଁ ଆଜିର ଦିନଟି ସକାରାତ୍ମକ ରହିବ। ସାଥୀଙ୍କ ସହିତ କୌଣସି ଜିଦି କରନ୍ତୁ ନାହିଁ। ପାଠପଢ଼ାରେ ଉତ୍ତମ ପ୍ରଦର୍ଶନ କରିବେ। ଅବିବାହିତ ଲୋକଙ୍କୁ ଉତ୍ତମ ପ୍ରସ୍ତାବ ମିଳିବ। ସନ୍ତାନଙ୍କ ପ୍ରତି ଆପଣ ଚିନ୍ତା ରହିବ।

ସିଂହ ରାଶି –

ଆଜି ପାରିବାରିକ ଏବଂ ବ୍ୟବସାୟିକ କାର୍ଯ୍ୟରେ ଉତ୍ତମ ଅବସର ମିଳିବ। କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଆର୍ଥିକ ମାମଲାରେ ସ୍ଥିତିରେ ସୁଧାର ଆସିବ। ପୁରୁଣା ସମୟରୁ କରିଥିବା ନିବେଶରେ ଲାଭ ମିଳିବ। ଆପଣ ନିଜର ପରାକ୍ରମ ବଳରେ ସବୁ କାର୍ଯ୍ୟ ରେ ସଫଳତା ଅର୍ଜନ କରିବେ। ଯାତ୍ରା ମଙ୍ଗଳମୟ ରହିବ।

କନ୍ୟା ରାଶି –

ଆଜି ସାହିତ୍ୟ ଏବଂ ଅନ୍ୟ ଶୃଜନାତ୍ମକ କଲା ପ୍ରତି ଆପଣଙ୍କର ଆକର୍ଷଣ ରହିବ । ଆର୍ଥିକ ସମୃଦ୍ଧିର ମାର୍ଗ ଖୋଲିବ। ପରିବାର ସଦସ୍ୟଙ୍କ ସହିତ ମନୋରଞ୍ଜନର ସମୟ ଅତିବାହିତ କରିବେ। ଛାତ୍ର ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଅଚାନକ ଫାଇଦା ମିଳିପାରେ। କିଛି ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

ତୁଳା ରାଶି –

ଆଜି ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ।ପିତାମାତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଚାକିରୀ ପେଶାରେ ଥିବା ଲୋକଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ଧର୍ଯ୍ୟର ସହିତ ନିଜ କାର୍ଯ୍ୟ ସମ୍ପନ୍ନ କରନ୍ତୁ। ସଫଳତାର ମାର୍ଗ ଆପଣଙ୍କ ପାଇଁ ଖୋଲିଯିବ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଶ୍ଵଶୁର ଘର ପକ୍ଷରୁ କୌଣସି କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି।

ବିଛା ରାଶି –

ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣ କୌଣସି ପର୍ଯ୍ୟଟନସ୍ଥଳୀରେ ଯିବାର ଆୟୋଜନ କରି ପାରନ୍ତି। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପାଇଁ ଆପଣଙ୍କୁ ଉତ୍ଥାନ ଅବସର ପ୍ରାପ୍ତ ହେବ। ସନ୍ତାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହିତ ସମୟ ଅତିବାହିତ କରି ଆପଣଙ୍କ ମନ ଆନନ୍ଦିତ ରହିବ।

ଧନୁ ରାଶି –

ଆଜି ଆପଣଙ୍କୁ ନିଜର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। କାର୍ଯ୍ୟସ୍ଥଳରେ କୌଣସି ବ୍ୟକ୍ତିଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ। ପାରିବାରିକ ସ୍ତରରେ ଆପଣଙ୍କର ଇଛା ପୂରଣ ହୋଇପାରେ। ଧାର୍ମିକ ଚର୍ଚ୍ଚାରେ ଆପଣ ଭାଗୀଦାର ରହି ପାରନ୍ତି। ଆପଣଙ୍କ କାର୍ଯ୍ୟ ପୂରଣ ହୋଇପାରେ। ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଖର୍ଚ୍ଚ ହୋଇପାରେ।

Google

ମକର ରାଶି –

ଆଜି ଏକ ଉଦାର ପ୍ରସ୍ତାବ ଉପରେ ଆପଣଙ୍କୁ ସାବଧାନ ହୋଇ ବିଚାର କରିବା ଆବଶ୍ୟକ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଅନୁକୂଳ ନାହିଁ। କାରବାର ରେ ନୂତନ ସମ୍ବନ୍ଧ ଦ୍ଵାରା ଫାଇଦା ମିଳିପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ପ୍ରାପ୍ତ ହେବ। ନିୟମିତ ବ୍ୟାୟାମ ଦ୍ଵାରା ଆପଣ ନିଜର ଓଜନକୁ ସନ୍ତୁଳନରେ ରଖି ପାରିବେ।

କୁମ୍ଭ ରାଶି –

ଆଜି ଆପଣଙ୍କର ସଫଳତାର ମାର୍ଗ ପ୍ରଶସ୍ତ ହେବ। ଋଣ ପରିଶୋଧ କରିବେ। କାର୍ଯ୍ୟରେ ଆପଣଙ୍କ ଦୃଷ୍ଟିକୋଣ ଆପଣଙ୍କୁ ଜଟିଳତାରୁ ରକ୍ଷା କରି ପାରେ। କୌଣସି ପରୀକ୍ଷାରେ ସଫଳତା ପ୍ରାପ୍ତ ହୋଇପାରେ। କୌଣସି ବ୍ୟକ୍ତି ଆପଣଙ୍କୁ ଯାତ୍ରାରେ ଯିବା ପାଇଁ ଆମନ୍ତ୍ରିତ କରି ପାରେ । ଆଜି ଧନଲାଭ ହେବାର ସମ୍ଭାବନା ରହିଛି। ମାନସିକ ଚିନ୍ତାରେ ବୃଦ୍ଧି ହୋଇପାରେ।

ମୀନ ରାଶି –

ଆଜି ଆପଣ ଋଣ ପରିଶୋଧ କରିବାରେ ସଫଳ ରହିବେ। ନିଜ ସମ୍ପର୍କରେ ଯଥାର୍ଥବାଦୀ ହେବାପାଇଁ ପ୍ରୟାସ କରନ୍ତୁ । ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନକୁ ଆଗମନ କରି ପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ଆପଣଙ୍କୁ ଉପହାର ଏବଂ ଧନ ପ୍ରାପ୍ତି ହୋଇପାରେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନ ପାଇଁ ସମୟ ଅନୁକୂଳ ରହିଛି।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *