Excuse Me Odisha

ଯାହା କହିବୁ ସତ କହିବୁ

ହିନ୍ଦୁ ଧର୍ମରେ ୪ ପ୍ରକାରର ମହିଳାଙ୍କୁ ଯେଉଁ ବ୍ୟକ୍ତି ଅପମାନିତ କରେ, ସେ ଜୀବନରେ କେବେ ଖୁସି ହୋଇପାରିବ ନାହିଁ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମର ଇତିହାସ ଶତାବ୍ଦୀ ଧରି ଚାଲିଆସୁଛି। ଏଠାକାର ଭୂମିକୁ ସାଧୁ, ସନ୍ଥ, ଋଷି ମୁନିଙ୍କ ଭୂମି ଭାବରେ ପରିଗଣିତ ହୁଏ। ପ୍ରାଚୀନ କାଳରେ ସମସ୍ତ ଲୋକ ଯେଉଁମାନେ ତପସ୍ୱୀ ଏବଂ ମହାନ ଜ୍ଞାନି ଥିଲେ ସେମାନେ ନିଜ ଇଚ୍ଛାର ଶକ୍ତି ଦ୍ୱାରା ସମସ୍ତ ଜ୍ଞାନ ହାସଲ କରିଥିଲେ। ସେମାନେ ଶାସ୍ତ୍ରଗୁଡ଼ିକୁ ଭଲ ଭାବରେ ଜାଣନ୍ତି ଆମେ କହିପାରିବା ଯେ ପ୍ରାଚୀନ କାଳର ସାଧୁମାନେ ଆଜିଠାରୁ ହଜାରେ ଗୁଣ ଆଗରେ ଥିଲେ। ତେଣୁ ସେମାନଙ୍କୁ ସର୍ବଜ୍ଞ ବୋଲି କୁହାଯାଏ।

Google

ପ୍ରାଚୀନ କାଳରୁ ସନାତନ ଧର୍ମ ମହିଳାମାନଙ୍କୁ ସମ୍ମାନିତ କରିଆସୁଛନ୍ତି। ଯାହାର ପ୍ରମାଣ ପୁରାଣ ଗ୍ରନ୍ଥରେ ମଧ୍ୟ ମିଳିଥାଏ। ଶାସ୍ତ୍ର ଅନୁଯାୟୀ ଏପରି ମହିଳାଙ୍କୁ ଅପମାନ କରୁଥିବା ଲୋକମାନେ କଦାପି ସୁଖମୟ ଜୀବନ ବିତାଇ ପାରିବେ ନାହିଁ।

ଭାଇଙ୍କ ପତ୍ନୀ:-

ଶାସ୍ତ୍ର ଅନୁଯାୟୀ ବଡ ଭାଇର ପତ୍ନୀଙ୍କୁ ମା ଙ୍କର ମାନ୍ୟତା ଦିଆଯାଏ। ଯିଏ ସେମାନଙ୍କ ସହ ଅସଦାଚରଣ କରେ ସେ ପଶୁଠାରୁ କମ ନୁହେଁ। ସାନଭାଇର ପତ୍ନୀ ଝିଅ ସହିତ ସମାନ। ଯିଏ ସେମାନଙ୍କ ପତନ କରିଥାଏ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଥାଏ। ଏବଂ ଏହି କଥା ସନାନ୍ତନ ସତ୍ୟ ଅଟେ।

ଭଉଣୀ: –

ଏହି ଦୁନିଆରେ ମା ପରେ ଯଦି କେହି ବ୍ୟକ୍ତିର ଭଲ ଚିନ୍ତା କରିପାରନ୍ତି ତେବେ ସେ ହେଉଛନ୍ତି ତାଙ୍କ ଭଉଣୀ। ଯଦି ଜଣେ ବ୍ୟକ୍ତି ନିଜ ଭଉଣୀକୁ ଅସମ୍ମାନ କରନ୍ତି କିମ୍ବା ସେମାନଙ୍କ ଭାବନାକୁ ଆଘାତ କରନ୍ତି ତେବେ ଇଚ୍ଛା କରି ମଧ୍ୟ ସେ ଖୁସି ହୋଇପାରିବେ ନାହିଁ।

Google

ମା:-

ଦୁନିଆରେ ଆଖି ଖୋଲିବା ପରେ ବ୍ୟକ୍ତିକୁ ଦୁନିଆର ଦର୍ଶନ କରାଇବା ମା ଙ୍କୁ କେବେବି ଆଘାତ ଦେବା ଉଚିତ ନୁହେଁ। ଯିଏ ନିଜ ମାଙ୍କୁ ସୁଖ ଦେବା ପରିବର୍ତ୍ତେ ଦୁଃଖ ଦିଏ, ସେ ଜୀବନର ଶୀର୍ଷକୁ ଯିବା ପରେ ମଧ୍ୟ ସୁଖମୟ ଜୀବନ ବିତାଇ ପାରେ ନାହିଁ। ଏହା ସନାନ୍ତନ ସତ୍ୟ ଅଟେ।

ଧର୍ମ ପତ୍ନୀ:-

ଜୀବନର ପ୍ରତ୍ୟେକ ମୋଡ଼ରେ ବ୍ୟକ୍ତିଙ୍କ ସହିତ ପାଦରେ ପାଦ ମିଶେଇ ଚାଲୁଥିବା ତାଙ୍କ ପତ୍ନୀ ସାକ୍ଷତ ମାଲକ୍ଷ୍ମୀଙ୍କ ସ୍ଵରୂପ ଅଟନ୍ତି। ଅଧର୍ମି ବ୍ୟକ୍ତି ନିଜ ପତ୍ନୀଙ୍କ ବିଶ୍ୱାସ ସହିତ ଖେଳି ଥାଏ ସେ ଜୀବନରେ ସବୁକିଛି ପ୍ରାପ୍ତ କରିବା ପରେ ମଧ୍ୟ ଅସମ୍ପୂର୍ଣ୍ଣ ରହିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ଜୟ ଜଗନ୍ନାଥ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *