Excuse Me Odisha

ଯାହା କହିବୁ ସତ କହିବୁ

ଏହି ୬ ଟି ରାଶିର ଲୋକଙ୍କୁ ମିଳିବ ଅପାର ଖୁସି , ମାଆ ସନ୍ତୋଷୀଙ୍କ କୃପାରୁ ଆର୍ଥିକ ଲାଭର ଯୋଗ ରହିଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଗ୍ରହ ନକ୍ଷତ୍ର ଲଗାତାର ବଦଳୁଥିବା ଚଳନର ପ୍ରଭାବ ପଡିଥାଏ। ଯଦି ବ୍ୟକ୍ତିର ରାଶିରେ ଗ୍ରହର ଚଳନ ଠିକ ରହିଛି , ତାହେଲେ ବ୍ୟକ୍ତିକୁ ସୁଖଦ ପରିଣାମ ପ୍ରାପ୍ତ ହେବ। କିନ୍ତୁ ଗ୍ରହର ଚଳନ ଠିକ୍ ନରହିବା କାରଣରୁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା ସମ୍ଭବ ନୁହେଁ। ଜ୍ୟୋତିଷ ଗଣନା ଅନୁସାରେ କିଛି ରାଶିର କୁଣ୍ଡଳୀରେ ଗ୍ରହ ନକ୍ଷତ୍ରର ଶୁଭ ପ୍ରଭାବ ରହିବ। ଏହି ରାଶିର ଲୋକଙ୍କୁ ମାଆ ସନ୍ତୋଷୀଙ୍କ ଆଶୀର୍ବାଦରୁ ପ୍ରବଳ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜୀବନରେ ଖୁସି ଭରପୂର ରହିବ। ଆସନ୍ତୁ ଜାଣିବା ସେହି ବିଷୟରେ ।

Google

ଆସନ୍ତୁ ଜାଣିବା ମାଆ ସନ୍ତୋଷୀଙ୍କ କୃପାରୁ କେଉଁ ରାଶିକୁ ମିଳିବ ସଫଳତା ।

ମେଷ ରାଶିର ଲୋକଙ୍କୁ ଘରେ କୌଣସି ବଡ଼ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ମାଆ ସନ୍ତୋଷୀଙ୍କ ଆଶୀର୍ବାଦରେ କାର୍ଯ୍ୟରେ ସଫଳତା ମିଳିବ। ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାର ଲୋକଙ୍କ ସହଯୋଗ ଦ୍ଵାରା ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ। ଆର୍ଥିକ ରୂପରେ ସୁଦୃଢ ରହିବ। ଦାମ୍ପତ୍ୟ ଜୀବନରେ ଚିନ୍ତା ଦୂର ହେବ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ମିଥୁନ ରାଶିର ଲୋକଙ୍କ ପାଇଁ  ସମୟ ବଢିଆ ରହିଛି। ଆପଣଙ୍କ ଆୟରେ ବୃଦ୍ଧି ହେବ। ମାଆ ସନ୍ତୋଷୀଙ୍କ କୃପାରୁ ପ୍ରେମ ଜୀବନରେ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। କାର୍ଯ୍ୟ ମାମଲାରେ କଠିନ ପରିସ୍ଥିତି ସହିତ ସାମ୍ନା କରିବେ। କାର୍ଯ୍ୟ ମାମଲାରେ ପରିବର୍ତ୍ତନର ପ୍ରୟାସ ସଫଳ ରହିବ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିପାରେ।

ତୁଳା ରାଶିର ଲୋକଙ୍କ ଉପରେ ମାଆ ସନ୍ତୋଷୀଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଆପଣଙ୍କ ଜୀବନରେ ଖୁସିରେ ଭରି ଉଠିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।  ପ୍ରେମ ଜୀବନ ସୁଖମୟ ରହିବ। ବିଦ୍ୟାର୍ଥୀ ମାନଙ୍କର ପାଠପଢ଼ାରେ ମନ ଲାଗିବ। ପ୍ରେମ ଜୀବନ ପାର୍ଟନରଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।ପ୍ରେମ ମାମଲାରେ ଆପଣ ଭାଗ୍ୟବାନ ସାବ୍ୟସ୍ତ ହେବେ। କାର୍ଯ୍ୟ ମାମଲାରେ ଅନୁଭବୀ ଲୋକଙ୍କ ମାର୍ଗ ଦର୍ଶନ ମିଳିବ। ଆମଦାନୀରେ ବୃଦ୍ଧି ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ। ସାମାଜିକ କାର୍ଯ୍ୟରେ ମାନସମ୍ମାନ ପ୍ରାପ୍ତ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମାମଲାରୁ ମୁକ୍ତି ମିଳିବ। ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ।

ମକର ରାଶିର ଲୋକଙ୍କ ଉପରେ ମାଆ ସନ୍ତୋଷୀଙ୍କ କୃପାରୁ କାର୍ଯ୍ୟ ମାମଲାରେ ଲଗାତାର ସଫଳତା ମିଳିବ। ସମାଜରେ ଆପଣଙ୍କର ଏକ ପରିଚୟ ସୃଷ୍ଟି ହେବ। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ବହୁତ ରହିଛି। ପାରିବାରିକ ଜୀବନ ସୁଖମୟ ରହିବ। ମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ମାନସିକ ଚିନ୍ତା ଦୂର ହେବ । ସମ୍ପତି କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ ରାଶିର ଲୋକଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। କୌଣସି ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ଭାଇ ଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆପଣ ବିରୋଧୀଙ୍କୁ ପରାସ୍ତ କରିବେ। ବିଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଫାଇଦା ମିଳିବ। ଆପଣଙ୍କର ବିଚାର କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀରେ ଚାପ ଅଧିକ ରହିପାରେ। ଆପଣଙ୍କର ଅଧୁରା ଇଛା ପୂରଣ ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ଅବସ୍ଥା ।

ବୃଷ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଲାଭଦାୟକ ରହିବ। ମାନସିକ ରୂପରେ ଚାପ ଅନୁଭବ କରିବେ। ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ  ରହିବ। ଶ୍ଵଶୁର ଘର ଲୋକଙ୍କ ସହିତ ମତଭେଦ ହୋଇପାରେ। କ୍ରୋଧ ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରୀ କ୍ଷେତ୍ରରେ ଗୁପ୍ର ଶତ୍ରୁ ଆପଣଙ୍କ କାର୍ଯ୍ୟ ବିଗାଡ଼ିବା ପାଇଁ ପ୍ରୟାସ କରି ପାରନ୍ତି। ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି। ପୁଞ୍ଜି ନିବେଶ ସମୟରେ କ୍ଷତି ହୋଇପାରେ। ବୁଝି ବିଚାରି ନିବେଶ କରନ୍ତୁ ନରନ୍ତୁ।

Google

କର୍କଟ ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିଛି।କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ସମ୍ପତ୍ତି ମାମଲାରେ କୌଣସି ଅବହେଳା କରନ୍ତୁ ନାହିଁ। ପରିବାର ସଦସ୍ୟଙ୍କ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସିଂହ ରାଶିର ଲୋକଙ୍କୁ ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ବଡ଼ ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ପ୍ରେମ ଜୀବନରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଅନ୍ୟ ମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ସମାଜରେ କିଛି ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ଦୁର୍ବଳ ରହିଛି। ମନରେ କୌଣସି କଥାକୁ ନେଇ ବ୍ୟାକୁଳତା ଅନୁଭବ ହୋଇପାରେ। ମାନସିକ ଚିନ୍ତା ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟକୁ ଚିନ୍ତିତ ରହିପାରେ। କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିବ। ଅଧିନସ୍ଥ କର୍ମଚାରୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆପଣଙ୍କ ଆତ୍ମବିଶ୍ବାସ କମି ପାରେ। ପିତାମାତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ ନକାରାତ୍ମକ ଗତିବିଧି ଉପରେ ନିୟନ୍ତ୍ରଣ ରଖନ୍ତୁ। ଟଙ୍କାପଇସା ମାମଲାରେ ସତର୍କ ରହିବା ଆବଶ୍ୟକ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ କଠିନ ସମୟର ସାମ୍ନା କରିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ଭାବନାକୁ ବୁଝିବାକୁ ପ୍ରୟାସ କରନ୍ତୁ । ବ୍ୟକ୍ତିଗତ ପ୍ରୟାସ ରେ ସଫଳତା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ସନ୍ତୋଷି ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *