Excuse Me Odisha

ଯାହା କହିବୁ ସତ କହିବୁ

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ପୁଣ୍ୟ ପ୍ରାପ୍ତି ହେବ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କି ୩୦ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣମୀ ଡଙ୍ଗା ଭସା ପର୍ବ ରହିଛି। ଏହି ବିଷୟରେ ଆପଣମାନେ ଅନେକ କିଛି ଜାଣିଥିବେ।

Google

ପ୍ରଥମେ ଜାଣି ରଖନ୍ତୁ କି ପୂର୍ଣ୍ଣିମା ହେଉଛି ମାଆ ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହିଦିନ ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ, ସୁଖର ଅଭାବ ହୋଇ ନଥାଏ। ଏଥିପାଇଁ ଆପଣ ଦେବୀ ଲକ୍ଷ୍ମୀଙ୍କ ଆରଧନା କରନ୍ତୁ। ଦିତୀୟ କଥା ଜାଣି ରଖନ୍ତୁ ଏହି ପୂର୍ଣ୍ଣିମା ଦିନ ପ୍ରାତଃ ୫ ରୁ ୧୦ ଟା ପର୍ଯ୍ୟନ୍ତ ଲକ୍ଷ୍ମୀ ଅଶ୍ୱତ୍ଥ ଗଛରେ ବାସ କରିବେ। ଏହିଦିନ ଯେଉଁ ବ୍ୟକ୍ତି ଜଳରେ କ୍ଷୀର ମିଶାଇ ଅଶ୍ୱତ୍ଥ ଗଛରେ ଚଢାଇଲେ ଦେବୀ ଲକ୍ଷ୍ମୀଙ୍କ କୃପା ବରଷି ଥାଏ। ତୃତୀୟ କଥା ଜାଣି ରଖନ୍ତୁ ପୂର୍ଣ୍ଣିମା ଦିନ ଅସହାୟ ଲୋକଙ୍କୁ ଚାଉଳ ଦାନ କଲେ ଚନ୍ଦ୍ର ଗ୍ରହ ଶୁଭ ଫଳ ପ୍ରଦାନ କରି ଥାଆନ୍ତି ଏବଂ ଏହିଦିନ ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀରରେ ମହୁ ବା ଗଙ୍ଗା ଜଳ ମିଶାଇ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତ ହେବ।

Google

ଚତୁର୍ଥ ରେ ହେଉଛି ପୂର୍ଣ୍ଣମୀ ଦିନ ସ୍ନାନ, ଦାନ , ବ୍ରତ କଲେ ଅସୀମ ପୁଣ୍ୟ ମିଳି ଥାଏ। କାର୍ତ୍ତିକ ମାସର ଏକ ଖାସ୍ ମହତ୍ୱ ରହିଥାଏ। ଏହା ତ୍ରିପୁରୀ ପୂର୍ଣ୍ଣିମା ଏବଂ ଗଙ୍ଗାସ୍ନାନ ବୋଲି କୁହାଯାଏ। କାରଣ ଏହିଦିନ ଭଗବାନ ଶିବ ତ୍ରିପୁରାଶୁର ନାମକ ରାକ୍ଷସକୁ ବଧ କରିଥିଲେ। ଏହିଦିନ ଭଗବାନ ଶିବଙ୍କୁ ଦର୍ଶନ ମାତ୍ରେକେ ସୁଖଲାଭ ମିଳିଥାଏ। ଏହାଛଡା ଭଗବାନ ବିଷ୍ଣୁ ସୃଷ୍ଟିର ରକ୍ଷା ନିମନ୍ତେ ମତ୍ସ୍ୟ ଅବତାର ଧାରଣ କରିଥିଲେ। ଏହିଦିନ ଭଗବାନ ବିଷ୍ଣୁ ଚାରି ମାସ ପର୍ଯ୍ୟନ୍ତ ଯୋଗ ନିଦ୍ରାରେ ଲୀନ ହୋଇ କାର୍ତ୍ତିକ ଏକାଦଶୀ ଦିନ ପୁଣିଥରେ ଉଠି ଥିଲେ। ପୂର୍ଣ୍ଣିମା ଠାରୁ ସଂସାର ପାଳନ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲେ। ଏହିଦିନ ତୁଳସୀଙ୍କ ବିବାହ ଶାଳଗ୍ରାମ ସହିତ ବିବାହ ହୋଇଥିଲା।ଏହିଦିନ ଅନେକ ବ୍ରତ କଲେ ଅନେକ ପୁଣ୍ୟ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *