Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୮ ନଭେମ୍ବର ୨୦୨୦, ଶନିବାର: ଶନିଦେବଙ୍କ କୃପାରୁ ଆଜି ଦୂର ହେବ ୩ଟି ରାଶିର କଷ୍ଟ ଏବଂ ବଦଳିବ ଭାଗ୍ୟ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୨୮ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୮ ନଭେମ୍ବର ୨୦୨୦।

ମେଷ ରାଶି –

ପାଠପଢ଼ା ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ପରିବାରର ଆବଶ୍ୟକତା ଉପରେ ଆପଣ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ଶୀଘ୍ରତା ରେ ନେଇଥିବା ନିଷ୍ପତି ହାନିକାରକ ସାବ୍ୟସ୍ତ ହୋଇପାରେ। ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କୌଣସି ପ୍ରତିଯୋଗିତାରେ ପ୍ରତିସ୍ପର୍ଦ୍ଧାରେ ଆପଣ ବିଜୟ ଲାଭ କରି ପାରନ୍ତି।

ବୃଷ ରାଶି –

ସରକାରୀ ଚାକିରୀ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଖାସ୍ ଲୋକଙ୍କ ଠାରୁ ସହଯୋଗ ମିଳିବ। ଆଜି କରିଥିବା ନିବେଶ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବ।

ମିଥୁନ ରାଶି –

ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ମିଳିବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ସମାଜରେ ମାନସମ୍ମାନ ପାଇବେ। କ୍ୟାରିୟରରେ ନୂତନ ଦିଗ ପ୍ରାପ୍ତ କରିବେ। ପିତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ, ତାଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।  ଯାତ୍ରା କରୁଥିବା ସମୟରେ ବାହନ ଚଳାଚଳରେ ସାବଧାନ ରୁହନ୍ତୁ।

Google

କର୍କଟ ରାଶି –

ଅଜଣା ଲୋକଙ୍କ ଉପରେ ଅଧିକ ଭରସା ରଖନ୍ତୁ ନାହିଁ। ସ୍ବାସ୍ଥ୍ୟ କୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଆପଣଙ୍କ ପାଇଁ କାରିଗର ସାବ୍ୟସ୍ତ ହେବ। କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ସମ୍ଭାଳିବା ପାଇଁ ଆପଣ ସକ୍ଷମ ରହିବେ। କୌଣସି ପ୍ରେମ ସମ୍ବନ୍ଧ ର ଆରମ୍ଭ ହୋଇପାରେ। ବନ୍ଧୁଙ୍କ ସହିତ ବାହାରକୁ ଭ୍ରମଣରେ ଯାଇ ପାରନ୍ତି। କାରବାରରେ ଲାଭ ପ୍ରାପ୍ତ ହେବ। ମାନସିକ ରୂପରେ ସନ୍ତୁଳନ ବନେଇ ରଖନ୍ତୁ।

ସିଂହ ରାଶି –

ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହେବ। ଜୀବନସାଥୀ ଘର କାର୍ଯ୍ୟରେ ସହଯୋଗ କରିବେ। ମହତ୍ୱପୂର୍ଣ୍ଣ ଜାଗାକୁ ଯାଇ ପାରନ୍ତି । ବ୍ୟକ୍ତିଗତ ପ୍ରଗତିରେ ସଫଳତା ମିଳିବ ଏବଂ ଆପଣ ନୂତନ କିର୍ତ୍ତିମାନ ସ୍ଥାପନ କରିବେ। ପ୍ରେମ ସମ୍ବନ୍ଧରେ ସଚ୍ଚୋଟ ରୁହନ୍ତୁ। ଆପଣ ସମାଜ ସେବା କରିବେ।

କନ୍ୟା ରାଶି –

ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଆପଣ ନିଜର ସ୍ଵଭାବକୁ ପରିବର୍ତ୍ତନ କରିବାରେ ସଫଳ ରହିବେ । ଛୋଟ ପରିବର୍ତ୍ତନ ଆପଣଙ୍କ ସମ୍ପର୍କକୁ ସୁଦୃଢ କରାଇବ। ବ୍ୟକ୍ତିଗତ ଏବଂ ବ୍ୟବସାୟିକ ସ୍ତରରେ ଦିନଟି ଅନୁକୂଳ ରହିଛି। ଆପଣଙ୍କୁ ବୁଝି ବିଚାରି ନିଷ୍ପତ୍ତି ନେବା ଉଚିତ। ଅନୈତିକ ସମ୍ବନ୍ଧରୁ ଦୂରେଇ ରୁହନ୍ତୁ

ତୁଳା ରାଶି –

କାରବାର ପାଇଁ ଦିନଟି ଅନୁକୂଳ ରହିଛି। ଅସାମଞ୍ଜସ୍ୟ ସ୍ଥିତି ଯୋଗୁଁ ଆପଣ ଅଳ୍ପ ପରିଶ୍ରମ କରିବେ । ସମ୍ପତି ସମ୍ବନ୍ଧିତ ସଉଦାରୁ ଫାଇଦା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ। ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ, ଏଭଳି କରିବା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହେବ।

ବିଛା ରାଶି –

ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଆପଣଙ୍କ ରଚନାତ୍ମକ ଦେଖି ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ଖୁବ୍ ଶୀଘ୍ର ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଆର୍ଥିକ ରୂପରେ ଆପଣଙ୍କୁ ଫାଇଦା ମିଳିବ। ସାନ ଭାଇ ଭଉଣୀଙ୍କ ସହିତ ବିବାଦ ହୋଇପାରେ। ପାରିବାରିକ ମାହୋଲା ଅଶାନ୍ତି ରହି ପାରେ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଏବଂ ସବୁ ଭୁଲ ବୁଝାମଣାକୁ ଦୂରେଇ ଦେବେ।

ଧନୁ ରାଶି –

ଆଜି ଆପଣ ନିଜ ଭିତରେ ଥିବା ପ୍ରତିଭାର ପୂର୍ଣ୍ଣ ଲାଭ ନେବେ। ଆର୍ଥିକ ମୋର୍ଚ୍ଚାରେ ଦେବା ନେବା ସମୟରେ ଧ୍ୟାନ ରଖନ୍ତୁ। ଗୃହ ଉପଯୋଗୀ ବସ୍ତୁ ଅଧିକ ହୋଇପାରେ। ପାରିବାରିକ ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ତୁଲାଇବେ। ବ୍ୟାପାରରେ ବୃଦ୍ଧି ହେବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ପକ୍ଷ ସୁଦୃଢ ରହିବ।

Google

ମକର ରାଶି –

ଆର୍ଥିକ ସ୍ତର ପାଇଁ ଦିନଟି ଅନୁକୂଳ ରହିଛି। ପରିସ୍ଥିତିକୁ ସନ୍ତୁଳନ ରଖିବା ପାଇଁ ପାଇଁ ସକ୍ଷମ ରହିବେ। ଆର୍ଥିକ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ। ଆପଣଙ୍କର ଉଚିତ ଆର୍ଥିକ ଯୋଜନା ପାଇଁ ଆପଣଙ୍କୁ ସଫଳତା ମିଳିବ। ସନ୍ତାନଙ୍କ ପାଇଁ ନିବେଶ କରି ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବସାୟରେ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ଆଜି ଲମ୍ବା ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଜୀବନସାଥୀଙ୍କ ବିଚାର ସହିତ ଆପଣ ସହମତି ପ୍ରଦାନ କରିବେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରିବେ। ପରିବାର ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଆପଣଙ୍କର ସମ୍ପର୍କରେ ପ୍ରଭାବ ପକାଉଥିବା ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ। ଏଭଳି ଲୋକଙ୍କ ସହିତ ଜଡିତ ହେବା ଦ୍ଵାରା ଆପଣଙ୍କ ପ୍ରତିଷ୍ଠାରେ ଆଘାତ ଆସିପାରେ।

ମୀନ ରାଶି –

ପ୍ରେମୀଙ୍କ କଥା ଆପଣଙ୍କ ହୃଦୟକୁ ତରଳାଇ ଦେଇପାରେ। କୌଣସି ନୂଆ ପ୍ରୋଜେକ୍ଟ ରେ କାମ କରିବା ପାଇଁ ଆପଣଙ୍କୁ ଉତ୍ତମ ଅବସର ମିଳିପାରେ। ବ୍ୟବସାୟିକ ଯୋଜନା ଫଳିଭୂତ ହେବ। ଆପଣ ନିଜର ସ୍ଵପ୍ନ କୁ ପୂରଣ କରିବା ପାଇଁ ପ୍ରୟାସ କରି ପାରନ୍ତି । ଅନ୍ୟ ମାନଙ୍କ ସହଯୋଗ ଦ୍ଵାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ପଡୋଶୀଙ୍କ ପାଇଁ ଚିନ୍ତିତ ରହି ପାରନ୍ତି।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *