Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୭ ନଭେମ୍ବର ୨୦୨୦, ଶୁକ୍ରବାର: ଆଜି ଏହି ପାଞ୍ଚଟି ରାଶିର ଜାତକ ରହିବେ ଭାଗ୍ୟଶାଳୀ , ବନିବାକୁ ଯାଉଛି ଶୁଭ ଯୋଗ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୨୭ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୭ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ସବୁକିଛି ଆପଣଙ୍କ ଇଛା ଅନୁସାରେ ହେବ। ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ବ୍ୟୟ ଅଧିକ ହୋଇପାରେ। ଆୟରେ ବୃଦ୍ଧି ହେବ। କାର୍ଯ୍ୟ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ। ପରିବାରର ମାହୋଲ ସୁଖମୟ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

ବୃଷ ରାଶି –

ଏହିଦିନ ଆପଣଙ୍କ ପରିବାର ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ବ୍ୟବସାୟିକ ଯାତ୍ରା ସଫଳ ରହିବ। ଆୟ ରେ ବୃଦ୍ଧି ହେବ। କୌଣସି ପୁରୁଣା ସମସ୍ୟାର ସମାଧାନ ବାହାରିବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ପ୍ରେମ ପ୍ରସଙ୍ଗ ପାଇଁ ଅନୁକୂଳ ସମୟ ରହିଛି। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ।

ମିଥୁନ ରାଶି –

ଏହି ସମୟ ଆପଣଙ୍କ ପାଇଁ କଠିନ ରହିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ନୂତନ ଅନୁବନ୍ଧ ସୃଷ୍ଟି ହେବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ।ଦାମ୍ପତ୍ୟ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଖର୍ଚ୍ଚ ବଢିପାରେ। ଆପଣ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ଛୋଟ ଛୋଟ କଥା ଉପରେ ଆପଣଙ୍କୁ ଅଧିକ କହିବା ଉଚିତ ନୁହେଁ। ବିବାଦରୁ ବଞ୍ଚିତ ହୁଅନ୍ତୁ। ଆପଣଙ୍କ ସ୍ୱାଭିମାନକୁ ଆଘାତ ଲାଗିପାରେ।

Google

କର୍କଟ ରାଶି –

ଆଜି ଘର ବାହାରେ ସନ୍ତୋଷ ରହିବ। ପୂଜାପାଠରେ ମନ ଲାଗିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। ଆପଣ ଏହାର ଭରପୂର ବ୍ୟବହାର କରନ୍ତୁ। ଦାମ୍ପତ୍ୟ ଜୀବନରେ ସ୍ଥିତି ସୁଦୃଢ ରହିବ। ଖର୍ଚ୍ଚ ଅଚାନକ ବଢିପାରେ। କିଛି ଲୋକେ ନୂଆ ପ୍ରୋଜେକ୍ଟରେ କାମ କରି ପାରନ୍ତି। ବିତ୍ତୀୟ ଲାଭ ମିଳିବ। ପ୍ରେମ ଜୀବନ ସୁଖମୟ ରହିବ।

ସିଂହ ରାଶି –

ଆଜି ଚୋରି , ବିବାଦ ଆଦି ହାନୀ ସମ୍ଭବ ଅଟେ। ଆପଣଙ୍କୁ ପୂର୍ବ ଅନୁଭବରୁ ଦୂରେଇ ରହିବା ଆବଶ୍ୟକ। କୌଣସି ଯାତ୍ରାରୁ ବଞ୍ଚିତ ହେବା ଉଚିତ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହି ନପାରେ, ଏଥିପାଇଁ ଆପଣଙ୍କୁ ସଫଳତା ମିଳିବ ନାହିଁ। ପରିବାରରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। ପରିବାରରେ ସାନ ପିଲାଙ୍କ ପାଖରୁ ଫାଇଦା ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି।

କନ୍ୟା ରାଶି –

ଘରୁ ବାହାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ମିଳିବ।ଯାତ୍ରା ସଫଳ ରହିବ। ସମ୍ପତ୍ତି କାର୍ଯ୍ୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀଙ୍କ ତରଫରୁ ସ୍ନେହ ପ୍ରାପ୍ତ ହେବ। ପ୍ରେମ ଜୀବନରେ କିଛି ନିରାଶା ଅନୁଭବ ହୋଇପାରେ। ଆଜି ଆପଣ ଅଧିକ ସମ୍ବେଦନଶୀଳ ଏବଂ ଭାବୁକ ଅନୁଭବ କରିବେ।

ତୁଳା ରାଶି –

ଆର୍ଥିକ ସମସ୍ୟାରୁ ବଞ୍ଚିତ ହେବା ପାଇଁ ଆପଣଙ୍କୁ ବଜେଟକୁ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଆପଣଙ୍କ ପସନ୍ଦ ଥିବା ବିଷୟରେ ଉଚିତ ପରିଣାମ ହାସଲ କରିବେ। ଆପଣ ଅନ୍ୟମାନଙ୍କ ଉପରେ କାର୍ଯ୍ୟ ଭାର ଲଦି ଦିଅନ୍ତୁ ନାହିଁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟକ୍ତିଗତ ସହାୟକ ହୋଇପାରେ। ବନ୍ଧୁଙ୍କ  ସହିତ ମଉଜ ମସ୍ତି କରିବେ।

ବିଛା ରାଶି –

ଆଜି ଆପଣଙ୍କ ସ୍ନେହର ବନ୍ଧନ କୁ ସୁଦୃଢ କରିବା ପାଇଁ ପରସ୍ପରକୁ ସମ୍ମାନ କରନ୍ତୁ ଏବଂ ଦୃଢ଼ ବିଶ୍ୱାସ ରଖନ୍ତୁ। କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ସ୍ଥାୟୀ ସମ୍ପତ୍ତି ମାମଲାରେ ସଫଳତା ମିଳିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ଧନୁ ରାଶି –

ଆଜି ଆପଣ ବ୍ୟବସ୍ଥିତ ରୂପରେ ଆର୍ଥିକ ଯୋଜନା ପ୍ରସ୍ତୁତ କରିବେ। ସୁଖ ସାଧନ ରେ ବୃଦ୍ଧି ହେବ ଏବଂ ବ୍ୟବସାୟରେ ବୃଦ୍ଧି ହେବ। ମନରେ ଧାର୍ମିକ ବିଚାର ଆସିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜମା ପୁଞ୍ଜିରେ ବୃଦ୍ଧି ହେବ। ପୁରୁଣା ଯୋଜନାକୁ ଆପଣ ସମ୍ପନ୍ନ କରିବା ପାଇଁ ପ୍ରୟାସ କରି ପାରନ୍ତି।

Google

ମକର ରାଶି –

ଆଜି ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ମାମଲାରେ ସମୟ ସାମାନ୍ୟ ରହିବ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟ ସମ୍ପନ୍ନ ହେବାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କୁ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବ୍ୟାପାର ଏବଂ ବ୍ୟବସାୟ କରୁଥିବା ଲୋକଙ୍କୁ ସଫଳତା ମିଳିବ। ଯେଉଁ ମାନେ ନିଜର ଦାୟିତ୍ୱକୁ ଅଣଦେଖା କରନ୍ତି, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

କୁମ୍ଭ ରାଶି –

ଆଜି ଦିନସାରା ଆନନ୍ଦ ଆପଣଙ୍କ ମନ ଭିତରେ ରହିବ। ପିତା ଏବଂ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଆଜି ବରିଷ୍ଠ ଲୋକଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। କାର୍ଯ୍ୟ ବ୍ୟାପାରରେ ବୁଝି ବିଚାରି କାର୍ଯ୍ୟ କରନ୍ତୁ। ମନରୁ ନକାରାତ୍ମକ ବିଚାର ଦୂରେଇ ରଖନ୍ତୁ। କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। କାର୍ଯ୍ୟ ଚାପ ରୁ ମୁକ୍ତି ପାଇବେ।

ମୀନ ରାଶି –

ବ୍ୟବସାୟିକ କାର୍ଯ୍ୟ ପାଇଁ ଉତ୍ସାହୀ ରହିବେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ ସ୍ଥଳକୁ ଯାତ୍ରା କରିବା ପାଇଁ ଅବସର ମିଳିବ। ଆଜି ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ସନ୍ଧ୍ୟା ସମୟରେ ଘରକୁ ଅତିଥି ଆସି ପାରନ୍ତି। ଘରର ସଦସ୍ୟ ପ୍ରସନ୍ନ ରହିବେ। ସହରରୁ ବାହାରକୁ ଯିବାକୁ ପଡିପାରେ। କୌଣସି କଥାକୁ ନେଇ ବିବାଦ ଉତ୍ପନ୍ନ ହୋଇପାରେ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *