Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୬ ନଭେମ୍ବର ୨୦୨୦, ଗୁରୁବାର: ଆଜି ଏହି ଚାରୋଟି ରାଶିର ଲୋକଙ୍କୁ ହୋଇପାରେ ବିଶ୍ୱାସଘାତକ , ଦୁଷ୍ଟଜନ ପହଞ୍ଚାଇ ପାରନ୍ତି ହାନୀ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୨୬ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୬ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କର ଅନୈତିକ କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ। ବୈବାହିକ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ବହୁତ ଦିନରୁ ମନରେ ଲୁଚାଇ ରଖିଥିବା କଥା ଆପଣ ପ୍ରକାଶ କରି ପାରନ୍ତି। ବ୍ୟବସାୟିକ ଯାତ୍ରା ସଫଳ ରହିବ। ରୋଜଗାର ଖୋଜୁଥିବା ଲୋକଙ୍କୁ ଚାକିରୀ ମିଳିପାରେ। ଉପହାର ପ୍ରାପ୍ତ ହୋଇପାରେ। ମନୋରଞ୍ଜନ, ଆଭୂଷଣ ଉପରେ ଖର୍ଚ୍ଚ ହୋଇପାରେ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ବୃଷ ରାଶି –

ପ୍ରବାସ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କର ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। କଠିନ ପଦକ୍ଷେପ ନେବାରେ ଆପଣ ସାହସ ଦେଖାଇବେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ବିତ୍ତୀୟ ମାମଲାରେ ଆପଣଙ୍କୁ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। କାର୍ଯ୍ୟରେ ସର୍ବଦା ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆର୍ଥିକ ପକ୍ଷ ସୁଦୃଢ ହେବ।

ମିଥୁନ ରାଶି –

ଗୁପ୍ତ ଶତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ବ୍ୟବସାୟରେ ନୂତନ ଯୋଜନା ଲାଗୁ ହୋଇପାରେ, ଯାହାଦ୍ବାରା ଫାଇଦା ମିଳିବ। ପଡୋଶୀ ଆପଣଙ୍କର ଘରୋଇ କାର୍ଯ୍ୟ ସମ୍ପନ୍ନ କରିବାରେ ଆପଣଙ୍କୁ ସହଯୋଗ କରି ପାରନ୍ତି। ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ ଆପଣଙ୍କୁ କରିବାକୁ ପଡିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ।

Google

କର୍କଟ ରାଶି –

ଆଜି ଆପଣଙ୍କର ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଅଫିସରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ, ଏଥିପାଇଁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।ପାରିବାରିକ ଦାୟିତ୍ୱ ଆପଣ ତୁଲାଇବା ପାଇଁ ପ୍ରୟାସ କରିବେ। ବ୍ୟକ୍ତିଗତ ଜୀବନରେ ସୁଧାର ଆସିବ। ଅନ୍ୟମାନଙ୍କୁ ବଦଳେଇବା ପାଇଁ ପ୍ରୟାସ କରନ୍ତୁ। ଧନ, ଯଶରେ  ବୃଦ୍ଧି ହେବ। ଘରୋଇ ଜିନିଷପତ୍ର କିଣାକିଣି କରି ପାରନ୍ତି।

ସିଂହ ରାଶି –

ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ସାଧନର ନୂତନ ସ୍ରୋତ ତିଆରି ହେବ। ଶୁଭ ସମାଚାର ପ୍ରାପ୍ତ ହେବ।ଯାତ୍ରା ସୁଖଦ ଏବଂ ମନୋରଞ୍ଜନ ରହିବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। କୌଣସି କଠିନ ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଭାଇଭଉଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଅଯଥା ଚିନ୍ତା କରନ୍ତୁ ନାହିଁ। କୌଣସି ତୀର୍ଥ ଯାତ୍ରାରେ ଯାଇ ପାରନ୍ତି।

କନ୍ୟା ରାଶି –

ଆଜି ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ପ୍ରୟାସ ସଫଳ ରହିବ। ଆପଣଙ୍କ ପ୍ରତିଷ୍ଠା ଏବଂ ପରାକ୍ରମରେ ବୃଦ୍ଧି ହେବ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ପୂଜାପାଠରେ ମନ ଲାଗିବ। ବ୍ୟବସାୟିକ ଯାତ୍ରା ସଫଳ ରହିବ।

ତୁଳା ରାଶି –

ସନ୍ତାନଙ୍କ ଦାୟିତ୍ୱ ତୁଲାଇବାରେ ଆପଣ ସଫଳ ରହିବେ। ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ। କୌଣସି ପାର୍ଟିରେ ଯାଇ ପାରନ୍ତି। ଶତ୍ରୁ ସକ୍ରିୟ ରହିବେ। ଜୀବନରେ ଅଧିକ ବ୍ୟସ୍ତତା ଭରି ରହିବ। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। କୌଣସି ଶୁଭ କାର୍ଯ୍ୟ ହେବାର ସଂକେତ ରହିଛି। ବ୍ୟସ୍ତଭରା ଜୀବନକୁ ଆରାମ ଦେବା ପାଇଁ ସମୟ ଅନୁକୂଳ ରହିଛି। ଏହା ଆପଣଙ୍କ ପାଇଁ ହିତକର ଅଟେ।

ବିଛା ରାଶି –

ଶିକ୍ଷା କ୍ଷେତ୍ରରେ ଚାଲିଥିବା ପ୍ରତିଯୋଗିତାରେ ଆପଣଙ୍କ ପ୍ରୟାସ ସାର୍ଥକ ରହିବ। ଭୂମି ଭବନ ଇତ୍ୟାଦି  କିଣାକିଣି କରି ପାରନ୍ତି। ଅଚାନକ ଆପଣଙ୍କୁ  ଧନଲାଭ ହୋଇପାରେ। ଆପଣଙ୍କୁ ବିଶେଷ ପ୍ରୟାସ କରିବାକୁ ପଡିପାରେ। ରୋଜଗାରରେ ବୃଦ୍ଧି ହେବ। ସନ୍ତାନଙ୍କ ଭବିଷ୍ୟତ କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ରୋଜଗାରରେ ବୃଦ୍ଧି ହେବ।

ଧନୁ ରାଶି –

ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ଜଡିତ ରହି ପାରନ୍ତି। ବିବାଦ ଦ୍ଵାରା କ୍ଲେଶ ବଢ଼ି ପାରେ। ଗୁପ୍ତ ଶତ୍ରୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରିବେ। ଭାବନାରେ ରହି କୌଣସି ନିଷ୍ପତ୍ତି କରନ୍ତୁ ନାହିଁ। ବନ୍ଧୁଙ୍କ ସହିତ ମତଭେଦ ଦୂର କରନ୍ତୁ, ନଚେତ ଆପଣଙ୍କୁ କ୍ଷତି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଶାସନ ସତ୍ତାର ସହଯୋଗ ପ୍ରାପ୍ତ ହେବ।

Google

ମକର ରାଶି –

ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ଭରି ରହିବ। ଆପଣଙ୍କ ଜୀବନରେ ସ୍ଥିରତା ଆସିବ। ଭବିଷ୍ୟତ ପାଇଁ ଉତ୍ତମ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କୁ ସରକାରୀ କର୍ମଚାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ବ୍ୟବସାୟିକ ରୂପରେ ଚିନ୍ତିତ ରହିବେ। ଚାକିରୀ କ୍ଷେତ୍ରରେ କୌଣସି କଥାକୁ ନେଇ ଅଶାନ୍ତି ଲାଗି ରହିପାରେ।

କୁମ୍ଭ ରାଶି –

ଶିକ୍ଷା କ୍ଷେତ୍ରରେ ଆପଣ ଉଚିତ ପରିଣାମ ପ୍ରାପ୍ତ କରିବେ। ଘରୋଇ ମୋର୍ଚ୍ଚା ରେ ପରିବର୍ତ୍ତନ କରିବା ପାଇଁ ଆପଣ ପ୍ରୟାସ କରିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆଜି ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିବା ଯୋଗୁଁ ପିତାମାତା ପ୍ରସନ୍ନ ରହିବେ। ଅଧିକ ବ୍ୟସ୍ତତା ଯୋଗୁଁ କିଛି ସୁଖଦ ଅନୁଭୂତି ପାଇବେ

ମୀନ ରାଶି –

ଆପଣ ବିଚାର କରିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଆପଣଙ୍କୁ ନିଜର ପରିଶ୍ରମର ଉଚିତ ଫଳ ଆପଣଙ୍କୁ ମିଳିବ। କାନୁନ ମାମଲାରେ ଜଡ଼ିତ ଲୋକଙ୍କ ପାଇଁ ସମୟ କଠିନ ରହିଛି। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ଵାରା କାରବାରରେ ଲାଭ ମିଳିବ। ଘରର ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ତୁଲାଇବେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *