Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୨୫)

ସେୟାର୍ କରନ୍ତୁ

ଅଶ୍ୱତ୍ଥ ବୃକ୍ଷ ମୂଳରେ ପ୍ରତ୍ୟେକ ଗୁରୁବାର ଦିନ ଜଳ ଦାନ କରନ୍ତୁ। କିଛି କଞ୍ଚା କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ। ଏବଂ ବୃକ୍ଷକୁ ଚାରିପଟେ ପରୀକ୍ଷଣ କରନ୍ତୁ। ଏମିତି କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଦ୍ୱୀପର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଲେ ଶୁଭ ହୋଇଥାଏ। ଦକ୍ଷିଣ କିମ୍ବା ପଶ୍ଚିମ ରହିଲେ ଅଶୁଭ ହୋଇଥାଏ।

ଯାତ୍ରା କରିବା ସମୟରେ ଯଦି ଯାତ୍ରା କରିବା ଲୋକ ଛିଙ୍କି ଦିଏ କିମ୍ବା ଝିଟିପିଟି ଟିକଟିକ ଶବ୍ଦ କରେ ବା ଝିଟିପିଟି ଆଗରେ ପଡ଼ିଯାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ।

Google

ଯଦି ଦାନ୍ତରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି ତେବେ ଅଳ୍ପ ସୋରିଷ ତେଲରେ ଲୁଣ ହଳଦୀ ମିଶାଇ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ ମାଲିସ କଲେ ଯନ୍ତ୍ରଣା କମି ଯାଇଥାଏ।

ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶଙ୍ଖ ଧ୍ଵନି କଲେ ଗୃହର ଅଶୁଭତ୍ୱ ଦୂର ହୋଇଥାଏ।

ଘରେ ପୁରୁଣା କ୍ୟାଲେଣ୍ଡାର ରଖନ୍ତୁ ନାହିଁ। କ୍ୟାଲେଣ୍ଡାରକୁ ଦକ୍ଷିଣ ସାଇଟ କାନ୍ଥରେ ଲଗାନ୍ତୁ ନାହିଁ।

ଅର୍ଥଭାବ ଦେଖା ଦେଲେ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ ଏବଂ ଶନିବାର ଦିନ ଗୁଡ଼, କଳାରାଶି କୁ କଳା କପଡ଼ାରେ ବାନ୍ଧି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ।

ଯଦି ଘରେ ସବୁବେଳେ ଅଶୁଭତ୍ୱ ଦେଖା ଦେଉଥାଏ, ରାତିରେ ଶୋଇବା ପୂର୍ବରୁ କିଛି ଲୁଣ ଘରର ଏକ କୋଣରେ ରଖନ୍ତୁ ଏବଂ ସକାଳେ ଅଧୁଆ ମୁହଁରେ ପାଣିରେ ପକାନ୍ତୁ।

Google

ତୁଳସୀ ଗଛ ଶୁଖି ଗଲେ ଅଶୁଭ ଲକ୍ଷଣ ହୋଇଥାଏ।ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ।

ବୁଧବାର ଦିନ କିନ୍ନରଙ୍କୁ,ଶନିବାର ଦିନ ଛୋଟା ବ୍ୟକ୍ତିଙ୍କୁ ,ରବିବାର ଦିନ ଅନ୍ଧ ବ୍ୟକ୍ତିଙ୍କୁ ଦାନ କଲେ ଶୁଭଫଳ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *