Excuse Me Odisha

ଯାହା କହିବୁ ସତ କହିବୁ

ରାହୁ-କେତୁ ୨୬ ନଭେମ୍ବର ଦିନ ପରିବର୍ତ୍ତନ କରିବେ ନିଜ ଚାଲ, ଏହି ରାଶିମାନଙ୍କ ଖୋଲି ଯିବ ଭାଗ୍ୟ

ସେୟାର୍ କରନ୍ତୁ

ଛାୟା ଏବଂ ଅଶୁଭ ଗ୍ରହ ବିବେଚନା କରାଯାଉଥିବା ରାହୁ ୨୬ ନଭେମ୍ବରରେ ଗମନାଗମନ କରିବାକୁ ଯାଉଛନ୍ତି। ରାହୁ ମିଥୁନରୁ ବାହାରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ରାହୁଙ୍କ ଏହି ରାଶିର ପରିବର୍ତ୍ତନ କିଛି ରାଶିର ଲୋକମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି ତ କେତେକ ରାଶିର ଲୋକମାନଙ୍କୁ ସତର୍କ ରହିବାକୁ ପଡିବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ରାଶିରେ ରାହୁଙ୍କ ସ୍ଥିତି ଖରାପ ଥିବ ତେବେ କୌଣସି କାମ ହୋଇନଥାଏ ଏବଂ ବ୍ୟକ୍ତିଙ୍କୁ ମାନସିକ ଏବଂ ଶାରୀରିକ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଅନ୍ୟପକ୍ଷରେ ଯଦି ରାହୁଙ୍କ ସ୍ଥିତି ଭଲ ଥାଏ ତେବେ ଲୋକମାନେ ଏଥିରୁ ହଠାତ ଲାଭ ପାଇଥାନ୍ତି। ତେବେ ଆସନ୍ତୁ ଜାଣିବା ରାହୁଙ୍କ ରାଶିର ପରିବର୍ତ୍ତନ ଆପଣଙ୍କ ରାଶି ପାଇଁ କିପରି ପ୍ରଭାବ ପକାଇବ।

Google

ମେଷ ରାଶି:-

ଏହି ପରିବର୍ତ୍ତନ ମେଷ ରାଶିର ଲୋକଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହେବ। ବାସ୍ତବରେ ଏହା ମେଷ ରାଶିର ଲୋକମାନଙ୍କର ସକରାତ୍ମକ ପରିବର୍ତ୍ତନ ଆଣିବ। ଯେଉଁଥି ପାଇଁ ସେମାନେ ଆଗକୁ ବଢ଼ିବେ।

ବୃଷ ରାଶି:-

ବୃଷ ରାଶି ଲୋକଙ୍କ ପାଇଁ ଏହା ଭଲ ନୁହେଁ। ବାସ୍ତବରେ ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିବ ଯେଉଁ କାରଣରୁ ଝଗଡା ଝାଟି ହେବ।

ମିଥୁନ ରାଶି:-

ମିଥୁନ ରାଶିର ଲୋକମାନଙ୍କର ମାନସିକ ସମସ୍ୟା ଉପୁଜି ପାରେ ସେମାନେ ସତର୍କ ରହିବା ଆବଶ୍ୟକ।

ସିଂହ ରାଶି:-

ଏହି ରାଶିର ଲୋକମାନଙ୍କୁ ଏହି ଫଳାଫଳ ଶୁଭ ହେବ। ସେମାନଙ୍କର ଆର୍ଥିକ ସମସ୍ୟାର ସମାଧାନ ହେବ ଏବଂ ସେମାନଙ୍କ ଜୀବନରେ ମଧ୍ୟ ଉନ୍ନତି ହେବ।

କର୍କଟ ରାଶି:-

ଏହି କର୍କଟ ରାଶିର ଲୋକମାନଙ୍କୁ ଏହି ପରିବର୍ତ୍ତନ ଅଧିକ ଲାଭଦାୟକ ଦେବ। ସେମାନଙ୍କୁ ଧନ ଲାଭ ହେବାର ଆଶା କରାଯାଉଛି।

Google

କନ୍ୟା ରାଶି:-

ଏହି ରାଶିଥିବା ଲୋକମାନେ ଚାକିରିରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏମାନଙ୍କୁ ସମ୍ପୂର୍ଣ୍ଣ ସତର୍କତାର ସହିତ କାମ କରିବା ଉଚିତ।

ତୁଳା ରାଶି:-

ଏହି ସମୟ ତୁଳା ରାଶିର ଲୋକଙ୍କ ପାଇଁ ଟିକିଏ କଷ୍ଟସାଧ୍ୟ ରହିବ। ଆବଶ୍ୟକତା ଅଛି ଯେ ଏହି ଲୋକମାନେ ନିଜ ଉପରେ ସଂଯମତା ବଜାୟ ରଖିବେ।

ବିଛା ରାଶି:-

ଏହି ରାଶିର ଲୋକମାନେ ନିଜର ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ ନଚେତ ସେମାନେ ଡିପ୍ରେସନର ଶିକାର ହୋଇପାରନ୍ତି।

ଧନୁ ରାଶି:-

ଧନୁ ରାଶିର ଲୋକମାନେ ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି। ଏହି କ୍ଷେତ୍ରରେ କାର୍ଯ୍ୟକୁ ଯତ୍ନର ସହିତ କରନ୍ତୁ ନଚେତ କ୍ଷତି ହୋଇପାରେ।

ମକର ରାଶି:-

ମକର ରାଶିର ଲୋକମାନଙ୍କର ବରୋଧୀ ଭାରି ରହିବେ କିନ୍ତୁ ସମୟ ସହିତ ସବୁକିଛି ଠିକ ହୋଇଯିବ।

କୁମ୍ଭ ରାଶି:-

କୁମ୍ଭର ରାଶିର ଲୋକମାନେ ତାଙ୍କ ପିଲାମାନଙ୍କର ବିଶେଷ ଯତ୍ନ ନେବା ଉଚିତ। କେବଳ ଏତିକି ନୁହେଁ ପରିବାରରେ ମତାନ୍ତ ହେବାର ଯୋଗ ଅଛି। ଏହି କ୍ଷେତ୍ରରେ ଆପଣ ସାବଧାନ ରହିବା ଉଚିତ।

ମୀନ ରାଶି:-

ଏହି ରାଶି ଥିବା ଲୋକମାନେ ତାଙ୍କ ନିଜ ପରିବାର ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ ନଚେତ ସମସ୍ୟା ବଢ଼ିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *