Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ଖାସ୍ ଜିନିଷ ନିଜ ପାଖରେ ରଖିବା ଦ୍ଵାରା ଚମକି ପାରେ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବୈଦିକ ଜ୍ୟୋତିଷ ଏକ ପ୍ରାଚୀନ ବିଦ୍ୟା ଅଟେ। ହଜାର ହଜାର ବର୍ଷ ପୂର୍ବେ ଆମ ମହାପୁରୁଷ ମାନେ ଗ୍ରହ ମାନଙ୍କର ଅଧ୍ୟୟନ କରି ଏହି ବିଷୟରେ ଲେଖିଥିଲେ। ଜ୍ୟୋତିଷ ଶାସ୍ତ୍ର ଆଧାରରେ ବ୍ୟକ୍ତିର ଜୀବନ ବିଷୟରେ ଅନେକ କିଛି ଜାଣିବାକୁ ମିଳିଥାଏ, ଯେପରି ରାଶି ଅନୁସାରେ କେଉଁ ରଙ୍ଗ ଏବଂ ନମ୍ବର ଶୁଭ ବା ଆସିବ ଅଟେ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାକୁ ପାଖରେ ରଖିବା ଦ୍ଵାରା ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ କଣ ଜିନିଷ ପାଖରେ ରଖିବା ଉଚିତ।

ମେଷ ରାଶି –

ଏହି ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି । ଏଥିପାଇଁ ଏହି ରାଶିର ଲୋକଙ୍କୁ ତମ୍ବାର ଏକ ଛୋଟ ଟୁକୁଡ଼ା ନିଜ ପାଖରେ ରଖିବା ଆବଶ୍ୟକ। ଏହା ଲାଭଦାୟକ ରହିବ।

Google

ମିଥୁନ ରାଶି –

ଏହି ରାଶିର ସ୍ଵାମୀ ବୁଧ ଅଟନ୍ତି। ଏହି ରାଶିର ଭାଗ୍ୟ ସୁଦୃଢ ରହିବା ପାଇଁ ସବୁଜ ରଙ୍ଗ ବିଶିଷ୍ଟ ଥିବା ମୋତିର ବ୍ରେସ୍ଲେଟ ହାତରେ ପିନ୍ଧିବା ଉଚିତ।

କର୍କଟ ରାଶି –

ଏହି ରାଶିର ସ୍ଵାମୀ ଚନ୍ଦ୍ର ଅଟନ୍ତି। ଭାଗ୍ୟ ସୁଦୃଢ କରିବା ପାଇଁ ଏହି ରାଶିର ଲୋକଙ୍କୁ ମୋତିର ମୁଦିର ମାଳା ଧାରଣ କରିବା ଆବଶ୍ୟକ।

ସିଂହ ରାଶି –

ଏହି ରାଶିର ସ୍ଵାମୀ ସୂର୍ଯ୍ୟଦେବ ଅଟନ୍ତି। ଭାଗ୍ୟ ସୁଦୃଢ ରଖିବା ପାଇଁ ଏହି ରାଶିର ଲୋକଙ୍କୁ ସୁନାର ମୁଦି ପିନ୍ଧିବା ଆବଶ୍ୟକ। ଯଦି ଏଭଳି ସମ୍ଭବ ନୁହେଁ ତାହେଲେ ସୁନାର ଏକ ଛୋଟ ଟୁକୁଡ଼ା ନିଜ ପର୍ଶରେ ରଖି ଦିଅନ୍ତୁ।

କନ୍ୟା ରାଶି –

ଏହି ରାଶିର ସ୍ଵାମୀ ବୁଧ ଅଟନ୍ତି । ଭାଗ୍ୟ ସୁଦୃଢ ରହିବା ପାଇଁ ଏହି ରାଶିର ଲୋକଙ୍କୁ ସବୁଜ ରଙ୍ଗର ରୁମାଲ ନିଜ ପାଖରେ ରଖିବା ଆବଶ୍ୟକ ଏବଂ ହରସୃଙ୍ଗାର ଇତର ଲଗାଇବା ଉଚିତ।

ତୁଳା ରାଶି –

ଏହି ରାଶିର ସ୍ଵାମୀ ଶୁକ୍ର ଅଟନ୍ତି। ଏହି ରାଶିର ଲୋକଙ୍କୁ କୌଣସି ଚମକିବା ଜିନିଷ ଯେପରି କାଚର ଛୋଟ ଟୁକୁଡ଼ା ନିଜ ପାଖରେ ରଖିବା ଆବଶ୍ୟକ।

Google

ବିଛା ରାଶି –

ଏହି ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି। ଭାଗ୍ୟ ସପକ୍ଷରେ ରହିବା ପାଇଁ ଏହି ରାଶିର ଲୋକଙ୍କୁ ମୁଙ୍ଗା ରତ୍ନର ମାଳା ବା ମୁଦି ପିନ୍ଧିବା ଆବଶ୍ୟକ।

ଧନୁ ରାଶି –

ଏହି ରାଶିର ସ୍ଵାମୀ ଗୁରୁ ଅଟନ୍ତି। ଭାଗ୍ୟ ସୁଦୃଢ ପାଇଁ ଏହି ରାଶିର ଲୋକଙ୍କୁ ହଳଦିଆ ରଙ୍ଗର ଫୁଲ ନିଜ ପାଖରେ ରଖିବା ଆବଶ୍ୟକ।

ମକର ରାଶି –

ଏହି ରାଶିର ସ୍ଵାମୀ ଶନି ଅଟନ୍ତି। ଭାଗ୍ୟ ସୁଦୃଢ କରିବା ପାଇଁ ଏହି ରାଶିର ଲୋକଙ୍କୁ ନୀଳ ରଙ୍ଗର ରୁମାଲ ବା ଫୁଲ ନିଜ ପାଖରେ ରଖିବା ଆବଶ୍ୟକ।

କୁମ୍ଭ ରାଶି –

ଏହି ରାଶିର ସ୍ଵାମୀ ଶନି ଅଟନ୍ତି। ଏହି ରାଶିର ଲୋକଙ୍କୁ ନୀଳ ରଙ୍ଗର ରତ୍ନ ବା ଚମକୁ ଥିବା ପଥର ଧାରଣ କରିବା ଆବଶ୍ୟକ।

ମୀନ ରାଶି –

ଏହି ରାଶିର ସ୍ଵାମୀ ଗୁରୁ ଅଟନ୍ତି। ଏହି ଗ୍ରହ ଆଧ୍ୟାତ୍ମ୍ୟ ର ପ୍ରତୀକ ଅଟେ। ଏଥିପାଇଁ ଭାଗ୍ୟ ସୁଦୃଢ ରଖିବା ପାଇଁ ଏହି ରାଶିର ଲୋକଙ୍କୁ ନିଜ ଗୁରୁଙ୍କ ଫଟୋ ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *