Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୫ ନଭେମ୍ବର ୨୦୨୦, ବୁଧବାର: ଏହି ଏକାଦଶୀ ରାଶିଫଳରେ ଆଜି ଏହାସହିତ ବନିବାକୁ ଯାଉଛି ୩ ଟି ଅଦ୍ଭୁତ ଯୋଗ, ଭଗବାନ ବିଷ୍ଣୁ ପୂରଣ କରିବେ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଆଜି ଦେବଉଠନୀ ଏକାଦଶୀ ଅଟେ। ପୌରାଣିକ ଶାସ୍ତ୍ର ଅନୁସାରେ ଦେବଉଠନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁ  ଚାରି ମାସର ନିଦ୍ରାରେ ଜାଗ୍ରତ ହେବେ। ଏଥର ଏକାଦଶୀ ଦିନ ସିଦ୍ଧି , ମହାଲକ୍ଷ୍ମୀ ଏବଂ ରବି ଯୋଗ ସୃଷ୍ଟି ହେଉଛି। ଅନେକ ବର୍ଷ ପରେ ଏକାଦଶୀର ଏଭଳି ସଂଯୋଗ ସୃଷ୍ଟି ହେଉଛି । ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୫ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ସାହସୀ କାର୍ଯ୍ୟରୁ ବଞ୍ଚିତ ହୁଅନ୍ତୁ। କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରନ୍ତି। ଆପଣଙ୍କ ପ୍ରୟାସ ସଫଳ ରହିବ। ନୂତନ ସ୍ଥାନକୁ ଯାତ୍ରା କରି ପାରନ୍ତି। ଯଶ କୀର୍ତ୍ତି ପ୍ରାପ୍ତ ହେବ। ମିତ୍ରଙ୍କ ସହିତ ପ୍ରବାସ କରି ପାରନ୍ତି। ଆକସ୍ମିକ ଉପହାର ମିଳିପାରେ।

ବୃଷ ରାଶି –

ଆଜି ଆପଣ ନିଜର ଅଭିଳାଷା ପୂରଣ କରିବାରେ ସଫଳ ରହିବେ । ଯାତ୍ରା କରିବା ସମୟରେ ବାହନ ସାବଧାନ ହୋଇ ଚାଲନ୍ତୁ। କୌଣସି ଅନୁଭବୀଙ୍କ ଠାରୁ ପରାମର୍ଶ ନେଇ ପାରନ୍ତି। ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ ରହିଛି। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କୌଣସି ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ପୂଜାପାଠ ରେ ଧ୍ୟାନ ଦେବେ। ପାରିବାରିକ ମାମଲାରେ ସାବଧାନ ରୁହନ୍ତୁ। ବ୍ୟାପାରରେ ଅନୁକୂଳ ପରିସ୍ଥିତ ରହିବ।

ମିଥୁନ ରାଶି –

ଟଙ୍କା ପଇସା ମାମଲାରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ସାମାଜିକ ଏବଂ ପାରିବାରିକ ଜୀବନରେ ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଟଙ୍କାପଇସା ମାମଲାରେ ପ୍ରଗତି ହେବ। ପୁରୁଣା ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାର ମାମଲାରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। କାନୁନ ମାମଲାରେ ଆପଣଙ୍କୁ ସଫଳତା ମିଳିବ।

Google

କର୍କଟ ରାଶି –

ସନ୍ତାନଙ୍କ ସମସ୍ୟା ଆପଣଙ୍କୁ ଚିନ୍ତିତ କରି ପାରେ। ସମ୍ପର୍କୀୟଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କିଛି ବିବାଦ କୁ ବୁଝିବା ପାଇଁ ପ୍ରୟାସ କରିବା ଉଚିତ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଚାକିରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ବିବାଦ ହୋଇପାରେ। ଆଜି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି। ରୋଜଗାରର ଅବସର ପ୍ରାପ୍ତ ହେବ।

ସିଂହ ରାଶି –

ଆଜି ଆପଣଙ୍କ କାର୍ଯ୍ୟରେ ସଫଳତା ଆପଣଙ୍କ ଉତ୍ସାହରେ ବୃଦ୍ଧି କରାଇବ। ପାରିବାରିକ ମାହୋଲ ସୁଖମୟ ରହିବ। ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ଆପଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣଙ୍କୁ ଅଧିକ ଦାୟିତ୍ୱ ବହନ କରିବାକୁ ପଡ଼ିବ। ଆପଣଙ୍କର ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି।

କନ୍ୟା ରାଶି –

ଆଜି ଆପଣ ଶାରୀରିକ ରୂପରେ ଥକା ଏବଂ ବ୍ୟାକୁଳତା ଅନୁଭବ କରିବେ। ମାନସିକ ରୂପରେ ଆପଣ ଚିନ୍ତିତ ରହିବେ। ଆର୍ଥିକ ମାମଲାରେ ଫାଇଦା ମିଳିବ। ପ୍ରେମ ଜୀବନ ପାଇଁ ଦିନଟି ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ରହିବ।କାର୍ଯ୍ୟ ମାମଲାରେ ଯାତ୍ରା ଲାଭଦାୟକ ରହିବ।

ତୁଳା ରାଶି-

ଆଜି ଆପଣ ଅଧିକ ମଉଜ ମସ୍ତି ରେ ସମୟ ଅତିବାହିତ କରିବେ। ଆୟ ରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ଉପରେ କୌଣସି କ୍ରୋଧ ପ୍ରକାଶ କରି ପାରନ୍ତି। କୌଣସି କଥାକୁ ନେଇ ଆପଣ ବିବାଦ ହୋଇପାରେ। ମାତାପିତାଙ୍କ ସହଯୋଗରେ କାରବାରରେ ବୃଦ୍ଧି ହେବ। ଆପଣଙ୍କୁ ମନୋରଞ୍ଜନ କାର୍ଯ୍ୟରେ ଅବସର ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ କଠିନ ରହିପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ଜୀବନ ସୁଖମୟ ରହିବ। ପରିବାରରେ ବିବାଦ ହୋଇପାରେ। ଆପଣଙ୍କୁ ସତର୍କ ରହିବାର ସମ୍ଭାବନା ରହିଛି। ଆଶାନୁରୂପ ଫଳ ପ୍ରାପ୍ତ ହୋଇପାରେ। ବନ୍ଧୁଙ୍କ ସହିତ ଲମ୍ବା ଯାତ୍ରାରେ ଯାଇ ପାରନ୍ତି।

ଧନୁ ରାଶି –

ଧାର୍ମିକ କାର୍ଯ୍ୟରେ ଆପଣଙ୍କର ବୃଦ୍ଧି ହେବ। ପରିବାରର ବ୍ୟବହାର ଖରାପ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କୌଣସି ରୋମଞ୍ଚକ ଘଟଣା ହେବ ନାହିଁ। ପୂର୍ବରୁ କିଛି ଭୁଲ ବୁଝାମଣା ଯୋଗୁଁ ସମ୍ପର୍କରେ ବିବାଦ ଉତ୍ପନ୍ନ ହୋଇପାରେ। ଆପଣଙ୍କ ପ୍ରସ୍ତାବ ଏବଂ ବିଚାର ସକାରାତ୍ମକ ରହିବ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳିବ।

Google

ମକର ରାଶି –

ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଗକୁ ବଢିବା ପାଇଁ ପ୍ରୟାସ କରନ୍ତୁ।ପୁରୁଣା ଟଙ୍କା ଫେରସ୍ତ ମିଳିପାରେ। ଶିକ୍ଷା କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ପ୍ରତିଷ୍ଠିତ ଯୋଜନା ମିଳିପାରେ। ପ୍ରେମ ଜୀବନରେ ସମ୍ବନ୍ଧ ମଧୁର ରହିବ। ବୁଝି ବିଚାରି ନିଷ୍ପତ୍ତି କରନ୍ତୁ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି। ଅଫିସ କାର୍ଯ୍ୟ ଅଧିକ ରହିପାରେ। ସବୁ କାର୍ଯ୍ୟକୁ ତୁଲାଇବା ପାଇଁ ପ୍ରୟାସ କରି ପାରନ୍ତି। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ। କାରବାର ବୃଦ୍ଧି କରିବାରେ ଅନୁକୂଳ ସମୟ ରହିଛି। ଅଧୁରା କାର୍ଯ୍ୟ ସମ୍ପନ୍ନ ହେବ।

ମୀନ ରାଶି –

ଆଜି ଆପଣଙ୍କର ସଞ୍ଚିତ ଧାନରେ ବୃଦ୍ଧି ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ଦିନ ରହିଛି। ଅଫିସ କାର୍ଯ୍ୟ ଆପଣ ତୁଲାଇ ପାରନ୍ତି। ସାମାଜିକ ଏବଂ ପାରିବାରିକ ଜୀବନରେ ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମ ସମ୍ବନ୍ଧରେ ମାନସିକ ଚିନ୍ତା ରହିବ। ଆପଣ ଉତ୍ସାହିତ ଏବଂ ହସମୁଖ ରହିବେ। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *