Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ରାଶିର ଲୋକଙ୍କର ଦୂର ହେବ ସଙ୍କଟ , ଭଗବାନ ହନୁମାନଙ୍କ କୃପାରୁ ଜୀବନକୁ ମିଳିବ ଉଚିତ ମାର୍ଗ , ମିଳିବ ଆର୍ଥିକ ଲାଭ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନର ପରିସ୍ଥିତିକୁ ନେଇ ଚିନ୍ତିତ ରହିଥାଏ। ବ୍ୟକ୍ଟ ର ଜୀବନ ଯେତେବେଳେ ସୁଖମୟ ରହିଥାଏ ,ସେତେବେଳେ ତାକୁ କୌଣସି କଥାର ଚିନ୍ତା ନଥାଏ। କିନ୍ତୁ ମନୁଷ୍ୟ ଜୀବନରେ ଯେତେବେଳେ ସମସ୍ୟା ଦେଖା ଦିଏ ସେ ବିଚଳିତ ହୋଇ ଉଠି ଥାଏ। ଜ୍ୟୋତିଷ ସୂଚନା ଅନୁସାରେ ମନୁଷ୍ୟ ଜୀବନରେ ଆସୁଥିବା ସମସ୍ୟାକୁ ଗ୍ରହ ମାନଙ୍କର ସ୍ଥିତିକୁ ଦର୍ଶା ଯାଇଛି। ଯଦି ବ୍ୟକ୍ତିର ରାଶିରେ ଗ୍ରହ ଚଳନ ଠିକ୍ ରହିଥାଏ ତାହେଲେ ବ୍ୟକ୍ତିକୁ ଶୁଭ ପରିଣାମ ମିଳିଥାଏ। କିନ୍ତୁ ଗ୍ରହ ଚଳନ ଠିକ୍ ନ ରହିଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଶୁଭ ସ୍ଥିତି ଯୋଗୁଁ କିଛି ରାଶିର ଲୋକଙ୍କ ଉପରେ ରାମଭକ୍ତ ଶ୍ରୀହନୁମାନଙ୍କ କୃପା ଦୃଷ୍ଟି ରହିବ।

Google

ଆସନ୍ତୁ ଜାଣିବା ଭଗବାନ ହନୁମାନଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ଜୀବନରେ ମିଳିବ

ବୃଷ ରାଶିର ଲୋକଙ୍କ ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ଦୃଷ୍ଟି ରହିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ନିଜକୁ ସକାରାତ୍ମକ ଅନୁଭବ କରିବେ। ପୁରୁଣା ନିବେଶରୁ ଲାଭ ମିଳିବ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ଚାକିରୀ କ୍ଷେତ୍ରରେ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବ୍ୟାପାରରେ ଲଗାତାର ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ। ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ।

କର୍କଟ ରାଶିର ଲୋକେ ଲାଭଦାୟକ ଯାତ୍ରାରେ ଯାଇ ପାରନ୍ତି। ଆପଣଙ୍କ ଦ୍ଵାରା କରିଥିବା ଯାତ୍ରା ସଫଳ ରହିବ। ବ୍ୟାପାରରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ପ୍ରେମ ସମ୍ବନ୍ଧ ସୁଦୃଢ ରହିବ। ହନୁମାନଙ୍କ କୃପାରୁ ଧନ ଉପାର୍ଜନ ର ଉତ୍ତମ ମାର୍ଗ ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ସବୁ ସଙ୍କଟ ଦୂର ହେବ। ବିରୋଧୀ ପରାସ୍ତ ହେବେ। ଆପଣଙ୍କ ଜୀବନରେ ସବୁ ସଙ୍କଟ ଦୂର ହେବ। ପିତାମାତାଙ୍କ ଆଶୀର୍ବାଦ ଏବଂ ସହଯୋଗ ପ୍ରାପ୍ତ ହେବ । ସାମାଜିକ କ୍ଷେତ୍ରରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ରହିବ। କାର୍ଯ୍ୟ କ୍ଷେତ୍ରରେ ଆପଣ ସଫଳତା ପାଇବେ।

କନ୍ୟା ରାଶିର ଲୋକଙ୍କୁ ସଫଳତା ମିଳିବ। ଭଗବାନ ହନୁମାନଙ୍କ ଆଶୀର୍ବାଦରୁ ବ୍ୟବସାୟରେ ଉନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାରରେ ନୂତନ ସଉଦା ଲାଭଦାୟକ ସିଦ୍ଧ ହେବ। ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ। ଆପଣ ନିଜର କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ପାରିବାରିକ ବାତାବରଣ ଧାର୍ମିକ ରହିବ। ସନ୍ତାନଙ୍କ ତରଫରୁ ଅଶାନ୍ତି ମିଳିପାରେ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ।

ଧନୁ ରାଶିର ଲୋକଙ୍କୁ ଲାଭର ଉତ୍ତମ ଅବସର ମିଳିବ। ହନୁମାନଙ୍କ ଆଶୀର୍ବାଦରୁ ପାରିବାରିକ ମାହୋଲ ସୁଖମୟ ରହିବ। ମାନସିକ ଚିନ୍ତା ଦୂର ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରଖିବେ।ନିବେଶ କରିବା ପାଇଁ ବିଚାର କରି ପାରନ୍ତି। ପ୍ରେମ ଜୀବନରେ ଭୁଲ ବୁଝାମଣା ଦୂର ହେବ। ପ୍ରେମୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। କାର୍ଯ୍ୟରେ ସଫଳତା ମିଳିବ

କୁମ୍ଭ ରାଶିର ଲୋକଙ୍କୁ ପୁରୁଣା ବେମାରୀରୁ ମୁକ୍ତି ମିଳିବ। ଚାକିରୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। ଆମଦାନୀରେ ବୃଦ୍ଧି ହେବ। ଘରୋଇ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ ହେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ପ୍ରେମ ଜୀବନରେ ସୁଧାର ଆସିପାରେ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସମୟ ।

ମେଷ ରାଶିର ଲୋକଙ୍କ ଜୀବନରେ ସୁଧାର ଆସିବ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚ ହୋଇପାରେ। ମାନସିକ ରୂପରେ ଚାପ ଅନୁଭବ କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବ୍ୟାପାର ମାମଲାରେ ଆପଣ କିଛି ଅଲଗା କରିବାକୁ ପ୍ରୟାସ କରିବେ। ଏହାର ପରିଣାମ ଆପଣଙ୍କୁ ଭବିଷ୍ୟତରେ ମିଳିବ। ଗୁପ୍ତ ଶତ୍ରୁଙ୍କ ଠାରୁ ସମ୍ଭାଳି ରହିବା ଆବଶ୍ୟକ।

Google

ମିଥୁନ ରାଶିର ଲୋକଙ୍କୁ କାର୍ଯ୍ୟ କ୍ଷେତ୍ରରେ ପୁରା ଧ୍ୟାନ ଦେବାକୁ ପଡିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ୱ ଆସିପାରେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶ୍ଵଶୁର ଘର ପକ୍ଷରୁ ଦୁଃଖଦ ସମାଚାର ମିଳିପାରେ। ପାରିବାରିକ ମାହୋଲ ସୁଖମୟ ରହିବ। ବ୍ୟାପାର ମାମଲାରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ, ନଚେତ ହାନୀ ହୋଇପାରେ।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ଦୁର୍ବଳ ରହିଛି। କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କୁ ଆଶାନୁରୂପ ଫଳ ପ୍ରାପ୍ତ ହେବ ନାହିଁ। ଶାରୀରିକ ଥକା ଅନୁଭବ କରିବେ। ମାନସିକ ଚାପ ଅନୁଭବ ହୋଇପାରେ। ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଶିକ୍ଷା କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ। ଅଧିକ ପରିଶ୍ରମ କରିବାକୁ ପଡିବ।

ତୁଳା ରାଶିର ଲୋକଙ୍କ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାକୁ ନେଇ ଚିନ୍ତିତ ରହି ପାରନ୍ତି। ପାରିବାରିକ ପରିସ୍ଥିତିକୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପାରିବାରିକ ମାମଲାରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆପଣ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ବାହନ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କୁ ନିଜ ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ବିବାଦ ହୋଇପାରେ। ପାରିବାରିକ ମାହୋଲ ଉପରେ ଧ୍ୟାନ ଦେବା ଆବଶ୍ୟକ। ନକାରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ। ସୁଖ ସୁବିଧାରେ ଅଧିକ ଖର୍ଚ୍ଚ ହୋଇପାରେ। ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପରିବାର ଲୋକେ ପୂଜା ପାଠ ରେ ଯୋଗ ଦେଇ ପାରନ୍ତି। କାର୍ଯ୍ୟ ମାମଲାରେ କରିଥିବା ପ୍ରୟାସ ସଫଳ ରହିବ।

ମକର ରାଶିର ଲୋକଙ୍କୁ କାର୍ଯ୍ୟ ମାମଲାରେ ଅଧିକ ବ୍ୟସ୍ତତା ରହିପାରେ। ପ୍ରାଇଭେଟ ଚାକିରୀ କରୁଥିବା ଲୋକେ ଚାକିରୀ ପରିବର୍ତ୍ତନ ହୋଇପାରେ। ଶାରୀରିକ ରୂପରେ ଦୁର୍ବଳତା ଆସିପାରେ। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ନିବେଶରୁ ଆପଣଙ୍କୁ ଉତ୍ତମ ଲାଭ ମିଳିପାରେ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ । ନିଜ ଯୋଜନାକୁ ଆପଣ ଫଳିଭୂତ କରିବା ପାଇଁ ପ୍ରୟାସ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସମ୍ଭାଳି ରହିବା ଆବଶ୍ୟକ। ପ୍ରେମ ଜୀବନ ଦୁର୍ବଳ ରହିପାରେ। ଭାଗ୍ୟ ଭରସାରେ ରୁହନ୍ତୁ ନାହିଁ। ନିଜ ପରିଶ୍ରମ ଉପରେ ଭରସା ରଖନ୍ତୁ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ଯେଉଁଥିପାଇଁ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ ପୁରୁଣା କଥାକୁ ନେଇ ବିବାଦ ହୋଇପାରେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *