Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୪ ନଭେମ୍ବର ୨୦୨୦, ମଙ୍ଗଳବାର: ହନୁମାନଙ୍କ କୃପାରୁ ଆଜି ଏହି ୭ଟି ରାଶିର ଲୋକଙ୍କ ଜୀବନରେ ଆସିବ ସୁଖ ସମୃଦ୍ଧି, ପଢନ୍ତୁ ଆଜିର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୨୪ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୪ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କ ମନ କାର୍ଯ୍ୟରେ ଲାଗିବ ନାହିଁ। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିବ। ବେତନ ପ୍ରାପ୍ତ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନିଶ୍ଚିନ୍ତ ହୋଇ ଆପଣ ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ। ପ୍ରେମୀଙ୍କ ସହିତ ରୋମାଣ୍ଟିକ ଦେଖାସାକ୍ଷାତ ହୋଇପାରେ। ବୁଝି ବିଚାରି ନିବେଶ କରିବା ଉଚିତ।

ବୃଷ ରାଶି –

ଆର୍ଥିକ ଯୋଜନାରେ କରିଥିବା ନିବେଶ ଲାଭଦାୟକ ରହିବ। ପ୍ରେମ ଜୀବନରେ ସମସ୍ୟା ରହିଥିବା ସତ୍ତ୍ବେ ଶୁଭ ସମାଚାର ପ୍ରାପ୍ତ ହେବ। ମାର୍ଗଦର୍ଶନ କରିବା ପାଇଁ କିଛି ଲୋକେ ଆପଣଙ୍କ ସମ୍ମୁଖକୁ ଆସି ପାରନ୍ତି। ଆପଣ ସୁସ୍ଥ ଏବଂ ସର୍ବଦା ପ୍ରସନ୍ନ ରହିବେ। ଆପଣଙ୍କ ଆୟରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରର ବାତାବରଣ ସୁଖମୟ ରହିବ। ଅଧିକାରୀ ଆପଣଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।

ମିଥୁନ ରାଶି –

ଏଭଳି କାର୍ଯ୍ୟରେ ଆପଣ ସମ୍ମିଳିତ ହେବେ, ଯେଉଁଥିରେ ଯୁବଗୋଷ୍ଠୀ ରହିଛନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ । ବେତନଭୋଗୀ ମାନଙ୍କୁ ସିଦ୍ଧି ମିଳିବାର ସମ୍ଭାବନା ରହିଛି। ଲୋକେ ଆପଣଙ୍କ ବିଷୟରେ ସକାରାତ୍ମକ ଦୃଷ୍ଟିକୋଣ ରଖିବେ। ଜୀବନରେ ସମସ୍ୟା ଉତ୍ପନ୍ନ ହେବ। ସମ୍ପର୍କୀୟଙ୍କ ସହଯୋଗ ଦ୍ଵାରା କାରବାରରେ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ଉତ୍ତମ ତାଳମେଳ ରହିବ। ବୃଦ୍ଧ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।

Google

କର୍କଟ ରାଶି –

ଅବିବାହିତ ଲୋକଙ୍କର ବିବାହ ଧାର୍ଯ୍ୟ ହୋଇପାରେ। ପୁରୁଣା କାର୍ଯ୍ୟ ସମ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ବିବାଦ ହୋଇପାରେ। ଆଜିର ଦିନଟି ସୁଖରେ ଅନୁଭୂତ ହେବ। ଆପଣ ଦିନସାରା ବ୍ୟସ୍ତ ରହି ପାରନ୍ତି। ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ରହିଛି। ସ୍ବାସ୍ଥ୍ୟ ଦୁର୍ବଳ ରହିବ। ଭାଗ୍ୟ ସୁଦୃଢ ରହିବ। ଆୟରେ ବୃଦ୍ଧି ହେବ। ଅଚାନକ କୌଣସି ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବ୍ୟବସାୟରେ ଆପଣଙ୍କୁ ଫାଇଦା ମିଳିବ।

ସିଂହ ରାଶି –

ଆଜି ଆପଣଙ୍କୁ ସଚ୍ଚୋଟ ପ୍ରେମ ଅନୁଭବ କରି ପାରନ୍ତି। କାର୍ଯ୍ୟ ମାମଲାରେ ଉତ୍ତମ ସମ୍ବନ୍ଧ ବନିବ। ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। ଅଚାନକ ଅଯଥା ଖର୍ଚ୍ଚ ହୋଇପାରେ। ଶୀଘ୍ରତା ରେ ନିଆ ଯାଇଥିବା ନିଷ୍ପତ୍ତି ହାନିକାରକ ସାବ୍ୟସ୍ତ ହୋଇପାରେ। ଆବଶ୍ୟକ କାର୍ଯ୍ୟରେ ଆପଣ ମନୋନିବେଶ କରିବେ ଏବଂ ଆପଣଙ୍କୁ ଧନଲାଭ ହେବ।

କନ୍ୟା ରାଶି –

ଆଜି ଟଙ୍କାପଇସା ହିସାବ ସମୟରେ ସାବଧାନ ରହିବା ଆବଶ୍ୟକ। ପରିବାରରେ କିଛି ଲୋକ ଆପଣଙ୍କୁ ବିରୋଧ କରି ପାରନ୍ତି। କାର୍ଯ୍ୟସ୍ଥଳରେ ଲୋକେ ଆପଣଙ୍କ ମାର୍ଗଦର୍ଶନ ବନିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କାର୍ଯ୍ୟ ମାମଲାରେ ସମସ୍ୟା ଦେଖା ଦେଇପାରେ। ପ୍ରେମ ସମ୍ବନ୍ଧରେ ପୁଣିଥରେ ସୁଧାର ଆସିବ। ଦାମ୍ପତ୍ୟ ସୁଖରେ ବୃଦ୍ଧି ହେବ। ଅଫିସ କାର୍ଯ୍ୟରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ।

ତୁଳା ରାଶି –

ଆଜି ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। ସମ୍ପର୍କୀୟଙ୍କ ସହିତ ଆନନ୍ଦର ସହିତ ସମୟ ଅତିବାହିତ କରିବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କର ଇଛା ଅନୁସାରେ କୌଣସି ପ୍ରୋଜେକ୍ଟ ଆରମ୍ଭ ହୋଇପାରେ। ସିଖିକ ଏବଂ ବୌଦ୍ଧିକ କାର୍ଯ୍ୟରେ ଆପଣ ମନୋନିବେଶ କରିବେ ଏବଂ ସୁଖଦ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟରେ ବିରୋଧୀଙ୍କୁ ଆପଣ ପରାସ୍ତ କରିବେ। କୌଣସି କାରଣ ବଶତଃ ସହର ବାହାରକୁ ଯାତ୍ରା କରି ପାରନ୍ତି।

ବିଛା ରାଶି –

ଆଜି ବିରୋଧୀଙ୍କୁ ଆପଣ ପରାସ୍ତ କରିବେ। ଆଧ୍ୟାତ୍ମିକ ପ୍ରତି ଆପଣଙ୍କର ରୁଚି ବଢିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ବିବାଦ ହୋଇପାରେ। ଅଫିସ ରେ ବିପରୀତ ଲିଙ୍ଗ ଲୋକଙ୍କ ଆଡ଼କୁ ଆକର୍ଷଣ ବଢିବ। ପରିବାର ଲୋକଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। ମିଡ଼ିଆ ସହିତ ଜଡ଼ିତ ଲୋକଙ୍କୁ ଲାଭ ମିଳିବ।

ଧନୁ ରାଶି –

ଆଜି ଆପଣ ଅନ୍ୟମାନଙ୍କ କଥା ଶୁଣିବେ ଏବଂ ଧ୍ୟାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। ପୁରୁଣା କିଛି ବିବାଦ ସମାପ୍ତ ହୋଇପାରେ। ଅନ୍ୟ ମାନଙ୍କ ବିଚାରଧାରା ବୁଝିବାକୁ ପ୍ରୟାସ କରନ୍ତୁ। ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ । ପାର୍ଟନରଙ୍କ ସହିତ ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ

Google

ମକର ରାଶି –

ଆଜି ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ପଡ଼ିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବ୍ୟାପାରରେ ଲାଭଦାୟକ ସମ୍ପର୍କ ହେବ। ମନୋରଞ୍ଜନ ପାଇଁ ଦିନଟି ଅନୁକୂଳ ରହିଛି। ସେୟାର ବଜାରରେ ନିବେଶ କରନ୍ତୁ। ସର୍ବଦା ନିଜ ଦାୟିତ୍ଵକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ।

କୁମ୍ଭ ରାଶି –

ଆଜି କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣ ସଠିକ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ। ବଡ଼ ବିବାଦ ରେ ପଡ଼ିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବନ୍ଧୁଙ୍କ ତରଫରୁ ସବୁ କ୍ଷେତ୍ରରେ ସହଯୋଗ ମିଳିବ। କିଣାକିଣି ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ମିଠା ଖାଦ୍ୟପେୟରେ ରୁଚି ବଢ଼ିବ। ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିଶ୍ରମ ଏବଂ ପ୍ରୟାସ କରି ଚାଲନ୍ତୁ।

ମୀନ ରାଶି –

ଆଜି ଆପଣ ଚିନ୍ତିତ ରହି ପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ବନ୍ଧୁବାନ୍ଧବଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ପରିଶ୍ରମର ଫଳ ଉତ୍ତମ ସାବ୍ୟସ୍ତ ହେବ। କୌଣସି ବଡ଼ ଫାଇଦା ମିଲିପାରେ । ଆଶାନୁରୂପ ଫାଇଦା ମିଳିପାରେ। ଆପଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଅବସର ମିଳିପାରେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *