Excuse Me Odisha

ଯାହା କହିବୁ ସତ କହିବୁ

ଶିବ ପାର୍ବତୀଙ୍କ କୃପାରୁ ଏହି ୮ ଟି ରାଶିର ଲୋକଙ୍କର ସମାପ୍ତ ହେବ ଦୁଃଖ, ଭାଗ୍ୟ ସପକ୍ଷରେ ରହିବ। ଧନବର୍ଷା ହୋଇପାରେ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ପ୍ରସନ୍ନ ରହିବାକୁ ଚାହିଁ ଥାଏ। କିନ୍ତୁ ମନୁଷ୍ୟ ଜୀବନରେ ସର୍ବଦା ଖୁସିରେ ଭରପୂର ରହିବ ତାହା ସମ୍ଭବ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବ ୧୨ ଟି ରାଶି ଉପରେ ପଡିଥାଏ। ଯଦି କୌଣସି ରାଶିର ଗ୍ରହର ସ୍ଥିତି ଠିକ୍ ରହିଥାଏ, ତାହେଲେ ବ୍ୟକ୍ତିର ଜୀବନ ସୁଖମୟ ରହିବ। ଗ୍ରହର ସ୍ଥିତି ଠିକ୍ ନ ରହିଲେ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ। ଏହା ନିରନ୍ତର ଚାଲି ରହିଥାଏ। ଏହାକୁ ରୋକି ପାରିବା ସମ୍ଭବ ନୁହେଁ।

ଜ୍ୟୋତିଷ ଗଣନା ଅନୁସାରେ ଗ୍ରହ ନକ୍ଷତ୍ରର ଶୁଭ ସ୍ଥିତି ଯୋଗୁଁ କିଛି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ କୃପା ଦୃଷ୍ଟି ରହିବ। ଏହି ରାଶିର ଲୋକଙ୍କର ଜୀବନରେ ସମସ୍ୟା ସମାପ୍ତ ହେବ। ଧନ ପ୍ରାପ୍ତି ହେବାର ଯୋଗ ରହିଛି। ସେହି ଭାଗ୍ୟବାନ ରାଶିର କେଉଁ ଗୁଡ଼ିକ ଆସନ୍ତୁ ଜାଣିବା।

Google

ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ରହିବ ଶିବ ପାର୍ବତୀ ଙ୍କ ଆଶୀର୍ବାଦ।

ମେଷ ରାଶିର ଲୋକଙ୍କୁ କାର୍ଯ୍ୟରେ ଆଗକୁ ବଢିବା ପାଇଁ ସଫଳତା ମିଳିବ। ଶିବ ପାର୍ବତୀଙ୍କ କୃପାରୁ ଅଚାନକ ଧନଲାଭ ହୋଇପାରେ। ପ୍ରେମ ଜୀବନ ରୋମାଣ୍ଟିକ ରହିବ। ଆପଣ ନିଜର ପୁରୁଣା ଯୋଜନାକୁ ଅନ୍ତିମ ରୂପ ଦେଇ ପାରନ୍ତି । ଘର ପରିବାରର ମାହୋଲ ସୁଖମୟ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଧର୍ମକର୍ମ ରେ ରୁଚି ରଖିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ ରାଶିର ଲୋକଙ୍କୁ ଭାଗ୍ୟର ସହଯୋଗରେ ସବୁ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ମନ ଲାଗିବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ସୁଖଦ ସମାଚାର ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କର ପ୍ରେମ ବିବାହ ହୋଇପାରେ। ରୋଜଗାର ନଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ବହୁତ ରହିଛି।

ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରଖିବେ। ପରିବାର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ  ସାମିଲ ହୋଇ ପାରନ୍ତି। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ। ଆପଣ ନିଜ ଶତ୍ରୁକୁ ପରାସ୍ତ କରିବେ। ଘରୋଇ ଆବଶ୍ୟକତା କୁ ଆପଣ ପୂରଣ କରି ପାରନ୍ତି। ଆପଣଙ୍କୁ କୌଣସି ଲାଭଦାୟକ ଯାତ୍ରାରେ ଯିବାକୁ ପଡ଼ିପାରେ। ସନ୍ତାନଙ୍କ ତରଫରୁ ଚିନ୍ତା ଦୂର ହେବ। ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ।

ତୁଳା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ ଲାଭଦାୟକ ସାବ୍ୟସ୍ତ ହେବ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସବୁ ସମସ୍ୟା ଦୂର ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଅଚାନକ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। କାର୍ଯ୍ୟ ମାମଲାରେ କରିଥିବା ଯୋଜନା ଲାଭଦାୟକ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ। ଶିବ ପାର୍ବତୀଙ୍କ କୃପାରୁ ଆପଣଙ୍କୁ ସୁଖଦ ସମାଚାର ମିଳିବ।

ବିଛା ରାଶିର ଲୋକଙ୍କୁ ପରିବାର ସହିତ ଜଡ଼ିତ ଲୋକଙ୍କୁ ଖୁସି ଖବର ମିଳିପାରେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ଅଚାନକ ଆପଣଙ୍କୁ ମହତ୍ୱପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ନେବାକୁ ପଡିପାରେ। ଆପଣଙ୍କ ଦ୍ଵାରା ନିଆ ଯାଇଥିବା ନିଷ୍ପତ୍ତି କାରିଗର ସାବ୍ୟସ୍ତ ହେବ। ପ୍ରେମ ଜୀବନରେ ଉଚିତ ପରିଣାମ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ଚାଲିଥିବା ମତଭେଦ ଦୂର ହେବ। ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନୂଆ ବାହନ କିଣାକିଣି କରି ପାରନ୍ତି।

ମକର ରାଶିର ଲୋକଙ୍କ ଉପରେ ଶିବ ପାର୍ବତୀଙ୍କ ବିଶେଷ କୃପା ଦୃଷ୍ଟି ରହିବ। ଆପଣ ନିଜର ମଧୁରବାଣୀ ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ। ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। ଅଚାନକ ଧନଲାଭ ହୋଇପାରେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପୁରୁଣା ନିବେଶରେ ଆପଣଙ୍କୁ ଲାଭ ମିଳିବ। ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ରେ ମନ ଲାଗିବ। ଆପଣଙ୍କ ଚିନ୍ତାଧାରା ସକାରାତ୍ମକ ରହିବ।

କୁମ୍ଭ ରାଶିର ଲୋକଙ୍କୁ ସମ୍ପତ୍ତି ମାମଲାରେ ଲାଭ ମିଳିବ। ବାହନ କିଣି ପାରନ୍ତି। ଆର୍ଥିକ ଲାଭ ମିଳିବ। ସଫଳତାର ମାର୍ଗ ପ୍ରଶସ୍ତ ହେବ।ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଜୀବନରେ ସୁଖର ଅନୁଭୂତି ହେବ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ଘରୋଇ ଆବଶ୍ୟକତା ପୂରଣ କରିବେ। କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।

Google

ମୀନ ରାଶିର ଲୋକଙ୍କ ଭାଗ୍ୟ ସୁଦୃଢ ରହିବ। କାର୍ଯ୍ୟରେ ଲଗାତାର ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ। ବରିଷ୍ଠ ଅଧିକାରୀଙ୍କ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟାପାର ମାମଲା ପାଇଁ ଦିନଟି ଅନୁକୂଳ ରହିଛି। ଆପଣ ନିଜର ବ୍ୟାପାରକୁ ଆଗକୁ ବଢେଇବା ପାଇଁ ପ୍ରୟାସ କରି ପାରନ୍ତି। ସନ୍ତାନଙ୍କ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ। ଶ୍ଵଶୁର ଘର ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପୂଜାପାଠରେ ଅଧିକ ଧ୍ୟାନ ଦେଇ ପାରନ୍ତି।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସମୟ।

କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିଛି। ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ଶୀଘ୍ରତା କରିବା ଉଚିତ ନୁହେଁ। ଯଦି ଆପଣ ବୁଝାମଣା କରି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଏହା ଉତ୍ତମ ଅଟେ। ନିଜ ବିଚାରକୁ ସକାରାତ୍ମକ ରଖିବା ପାଇଁ ପ୍ରୟାସ କରନ୍ତୁ। ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ଆପଣଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼ିବ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। କାନୁନ ମାମଲାରେ ଦୂରେଇ ରହିବା ଆବଶ୍ୟକ।

ସିଂହ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିପାରେ।ବ୍ୟବସାୟରେ ଲାଭ ମିଳିବ। ଆପଣଙ୍କ ମନ ପ୍ରସନ୍ନ ରହିବ। ଘର ପରିବାରକୁ ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କ ଆମଦାନୀ ରେ ବୃଦ୍ଧି ହେବ।  ପ୍ରେମ ଜୀବନ ସାମାନ୍ୟ ରହିବ। ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଘରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସମ୍ପତ୍ତି ମାମଲାରେ ବୁଝାମଣା ରହିବ। ଜୀବନସାଥୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ।

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ଖର୍ଚ୍ଚ ସ୍ୱଳ୍ପ ରହିବ। ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। କିଛି ଲୋକ ପୁଞ୍ଜି ନିବେଶ କରିବା ପାଇଁ ବିଚାର କରି ପାରନ୍ତି। ଚାକିରୀ କ୍ଷେତ୍ରରେ କିଛି ଲୋକ ଆପଣଙ୍କୁ ସହଯୋଗ କରି ପାରନ୍ତି। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଅବିବାହିତ ଲୋକଙ୍କର ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ

ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଆପଣଙ୍କ ଯାତ୍ରା ସଫଳ ରହିବ। ବାହାର ଖାଦ୍ୟ ସେବନ କରି ପାରନ୍ତି। ପ୍ରାଇଭେଟ ଚାକିରୀ କରୁଥିବା ଲୋକଙ୍କୁ ସମ୍ଭାଳି ରହିବା ଆବଶ୍ୟକ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ହାସଲ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *