Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୨ ନଭେମ୍ବର ୨୦୨୦, ରବିବାର: ରବିବାରକୁ ଏହି ୫ଟି ରାଶିର ଲୋକେ ରୁହନ୍ତୁ ସାବଧାନ, ସହିବାକୁ ପଡିପାରେ ବଡ଼ କ୍ଷତି ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୨୨ ନଭେମ୍ବରର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୨ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅବସର ମିଳିପାରେ। ଆର୍ଥିକ ଲାଭ ମିଳିପାରେ। ମିତ୍ରଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାର ତରଫରୁ ସୁଖଦ ସମାଚାର ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଧର୍ଯ୍ୟ ଏବଂ ସକାରାତ୍ମକ ବିଚାର ଆପଣଙ୍କୁ ଆଗକୁ ବଢିବା ପାଇଁ ସାହାଯ୍ୟ କରିବ। କାର୍ଯ୍ୟରେ ଆପଣଙ୍କୁ ଆଗକୁ ବଢିବା ପାଇଁ ସହଯୋଗ ପ୍ରାପ୍ତ ହେବ। ସମ୍ପତ୍ତିରେ ନିବେଶ କରିବା ପାଇଁ ସବୁଠାରୁ ଅନୁକୂଳ ସମୟ ରହିଛି। ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

ବୃଷ ରାଶି –

ସମ୍ପର୍କରେ ମଧୁରତା ଆସିବ। ସନ୍ତାନଙ୍କ ପାଇଁ ଦିନଟି ଖାସ୍ ରହିପାରେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଅନୁକୂଳ ରହିବ। ପରିବାରରେ ଆପଣଙ୍କୁ ଧନଲାଭ ହୋଇପାରେ। ଆଜି ଆପଣଙ୍କୁ ସାମାଜିକ କ୍ଷେତ୍ରରେ ସମ୍ମାନିତ କରା ଯାଇପାରେ। ଶିକ୍ଷା କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ନିଜ ପାଇଁ ସମୟ ବାହାର କରିବାକୁ ପଡ଼ିବ।

ମିଥୁନ ରାଶି –

ଆଜି ଆପଣଙ୍କୁ କୌଣସି ବିରୋଧୀ ଆପଣଙ୍କ ବିରୁଦ୍ଧରେ ଯାଇ ପାରନ୍ତି। କାର୍ଯ୍ୟ ମାମଲାରେ ଚାକିରୀ ରେ ଉଚିତ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆଜି ଆପଣଙ୍କ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବ୍ୟକ୍ତିଗତ ଜୀବନରେ ସଫଳତା ମିଳିପାରେ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟରେ ନୂତନ ସଉଦା କରିବେ।

Google

କର୍କଟ ରାଶି –

ଦାୟିତ୍ୱ ନିର୍ବାହ କରିବେ। ପରିଶ୍ରମ ଅଧିକ କରିବାକୁ ପଡ଼ିବ। କାର୍ଯ୍ୟରେ ଉତ୍ସାହ ରହିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନରେ ସାଥୀଙ୍କ ତରଫରୁ ଉପହାର ମିଳିପାରେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ପ୍ରଶଂସା ମିଳିପାରେ। ଅବିବାହିତ ଲୋକଙ୍କ ପାଇଁ ନୂଆ ପ୍ରସ୍ତାବ ଆସିପାରେ।

ସିଂହ ରାଶି –

ଜୀବନସାଥୀଙ୍କ ପରାମର୍ଶ ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ, ଯାହାଦ୍ବାରା ଆପଣଙ୍କୁ କାର୍ଯ୍ୟରେ ସୁବିଧା ହେବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ମାମଲାରେ ସଫଳତା ମିଳିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପ୍ରେମ ଜୀବନ ସୁଖମୟ ରହିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବିବାହିତ ଜୀବନ ସୁଖମୟ ରହିବ। ଆପଣ ଜୀବନସାଥୀଙ୍କୁ ବୁଝିବେ। ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଆପଣଙ୍କୁ ନିଜ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ତୁଳା ରାଶି –

ଅସାମାନ୍ୟ ପ୍ରକ୍ରିୟା ଥିବା ବ୍ୟକ୍ତି ଅନ୍ୟମାନଙ୍କୁ ପ୍ରଭାବିତ କରି ପାରନ୍ତି । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ, ନଚେତ ହାନୀ ହୋଇପାରେ। ଧନ ଫେରସ୍ତ ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ପରାମର୍ଶ ମିଳିପାରେ। ଜୀବନସାଥୀଙ୍କ ତରଫରୁ କିଛି ଖାସ୍ ସହଯୋଗ ପ୍ରାପ୍ତ ହେବ। ଋଣ ନିଅନ୍ତୁ ନାହିଁ। ସନ୍ତାନଙ୍କ ଖରାପ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇ ପାରେ।

ବିଛା ରାଶି –

ଆଜି କାର୍ଯ୍ୟରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ। ଆପଣଙ୍କର ସବୁ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହେବ।ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ସହଯୋଗୀଙ୍କ ସହିତ ସମ୍ବେଦନଶୀଳ ରହିବାକୁ ପ୍ରୟାସ କରନ୍ତୁ। ଦାୟିତ୍ୱ ସମ୍ଭାଳିବାରେ ଆପଣଙ୍କୁ ସଫଳତା ମିଳିପାରେ। ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ।

ଧନୁ ରାଶି –

ଆଜି ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ଉଚିତ ପରିଣାମ ପ୍ରାପ୍ତ ହେବ। ପ୍ରବାସକୁ ଯିବାରୁ ବଞ୍ଚିତ ହୁଅନ୍ତୁ। ଅଯଥା କଥାରେ ବିଶ୍ବାସ କରନ୍ତୁ ନାହିଁ। ଆପଣଙ୍କ ସ୍ୱର ରେ  କ୍ରୋଧ ରହିପାରେ। ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଅନ୍ୟମାନଙ୍କ ବିବାଦରେ ପଡନ୍ତୁ ନାହିଁ। ବ୍ୟାପାର କରୁଥିବା ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ।

Google

ମକର ରାଶି –

ଏହି ରାଶିର ଲୋକଙ୍କୁ ବାହନ ଚଳାଚଳ ସମୟରେ ସାବଧାନ ରହିବା ଆବଶ୍ୟକ। ଧନ ପ୍ରାପ୍ତି ପାଇଁ ଉତ୍ତମ ଅବସର ମିଳିପାରେ। ଧନ ନିବେଶ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ରହିଛି। ଆଜି ହୃଦୟ ଖୋଲି ନିବେଶ କରିବେ। ସାଥିଙ୍କ ଧ୍ୟାନ ରଖିବାକୁ ପଡ଼ିବ। ପ୍ରୟାସରେ ସଫଳତା ମିଳିବ।

କୁମ୍ଭ ରାଶି –

ବିଦେଶୀ କାରବାରରେ ସଫଳତା ମିଳିବ। ଅବିବାହିତ ଲୋକଙ୍କର ବିବାହ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ସମସ୍ୟା ଦେଖା ଦେଇପାରେ। ଭଗବାନଙ୍କ ପ୍ରତି ଆସ୍ଥା ବଢିବ। ସମ୍ପର୍କୀୟଙ୍କ ସହିତ ମିଶି ଭୁଲ ବୁଝାମଣା ଦୂର କରିବେ।

ମୀନ ରାଶି –

ଆଜି ଆପଣଙ୍କୁ ଆର୍ଥିକ ସ୍ତରରେ ସାବଧାନ ରହିବାର ଆବଶ୍ୟକତା ରହିଛି , ନଚେତ ହାନୀ ହୋଇପାରେ। ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆୟ ସମ୍ପତ୍ତି ପାଇଁ ଅନୁକୂଳ ଦିନ ରହିଛି। ପ୍ରେମୀଙ୍କ ମଧ୍ୟରେ କିଛି ଭାବନା ସକାରାତ୍ମକ ରହିପାରେ।  କାର୍ଯ୍ୟ ବ୍ୟାପାରରେ ଲାଭ ମିଳିବ। ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିବ। କାର୍ଯ୍ୟ ପ୍ରତି ଆପଣ ସଚ୍ଚୋଟ ରହିବେ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *