Excuse Me Odisha

ଯାହା କହିବୁ ସତ କହିବୁ

ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଶୁଭ ହୋଇଥାଏ । ଏହି ଛୋଟ ଭୁଲ ଦୁର୍ଭାଗ୍ୟର କାରଣ ହୋଇଥାଏ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ କି ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଶୁଭ ହୋଇଥାଏ। ନଚେତ ଆପଣଙ୍କର ଏହି ଛୋଟ ଭୁଲ ଦୁର୍ଭାଗ୍ୟର କାରଣ ହୋଇପାରେ। ଆସନ୍ତୁ ଜାଣିବା।

Google

ବନ୍ଧୁଗଣ ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଶୁଭ ହୋଇଥାଏ। ଏହି ଛୋଟ ଭୁଲ ଦୁର୍ଭାଗ୍ୟର ମୂଳ କାରଣ ହୋଇପାରେ। ହିନ୍ଦୁଧର୍ମର ପୂଜାପାଠର ବିଶେଷ ମହତ୍ୱ ରହିଛି। ମାନ୍ୟତା ରହିଛି ପୂଜାପାଠ କରିବା ଦ୍ୱାରା ମନ ଶାନ୍ତ ରହିଥାଏ। ଏହା ସହିତ ଶରୀରରେ ମଧ୍ୟ ସକାରତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ଅନେକ ଲୋକମାନେ ମଧ୍ୟ ଘରର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରିଥାନ୍ତି। କିଛି ଲୋକମାନେ ମଧ୍ୟ ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି। ପ୍ରାୟତଃ ଘରେ ପୂଜା କରିବା ତୁଳନାରେ ମନ୍ଦିର ଯିବା ଲୋକମାନଙ୍କର ସଂଖ୍ୟା ଅଧିକ ହୋଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇଦେବୁ ଯେ ଠାକୁର ପୂଜା କରିବା ସମୟରେ କେଉଁ ଦିଗକୁ ମୁହଁ କରି ପୂଜା କରିବା ଶୁଭ ହୋଇଥାଏ।

Google

ପଣ୍ଡିତ ମାନଙ୍କ ମତ ଅନୁଯାୟୀ ଅଧିକାଂଶ ଲୋକମାନେ ଘରେ ପୂଜା ନିୟମ ଭୁଲ ଉପାୟରେ କରିଥାନ୍ତି। ଅନେକ ଲୋକମାନେ ପୂଜା କରିବା ସମୟରେ ନିଜ ମୁହଁ ପୂର୍ବ ଦିଗକୁ କରି ଭଗବାନଙ୍କ ମୁହଁ ପଶ୍ଚିମ ଦିଗକୁ କରି ଦେଇଥାନ୍ତି। କିନ୍ତୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି ଭଗବାନଙ୍କର କୌଣସି ବି ପ୍ରତିମା ସର୍ବଦା ସୂର୍ଯ୍ୟ ଦେବଙ୍କର ଠାରୁ ଶକ୍ତି ନେଇଥାନ୍ତି। ଏହିପରି ଯଦି ସୂର୍ଯ୍ୟ କିରଣ ଭଗବାନଙ୍କ ମନ୍ଦିରରେ ପଡି ନଥାଏ ତେବେ ସେହି ମନ୍ଦିର ବେକାର ହୋଇଥାଏ। ଏହା ବ୍ୟତୀତ ଭଗବାନଙ୍କ ଶକ୍ତି ମଧ୍ୟ କମ ହୋଇଯାଇଥାଏ। ଆମ ଭାରତ ବର୍ଷରେ ସମଗ୍ର ମନ୍ଦିରର ମୁଖ ପୂର୍ବ ଦିଗକୁ ରହିଛି। ଏହି ମନ୍ଦିର ଗୁଡିକ ମଧ୍ୟ ବାସ୍ତୁ ଶାସ୍ତ୍ର ହିସାବରେ ନିର୍ମାଣ କରାଯାଇଛି। କାରଣ ସୂର୍ଯ୍ୟ ଉଦୟ ପରେ ପରେ ହିଁ ସୂର୍ଯ୍ୟଙ୍କର କିରଣ ଯେପରି ଭଗବାନଙ୍କ ମୂର୍ତ୍ତି ଉପରେ ପଡି ପାରିବ। ଏହା ମଧ୍ୟ ଆପଣ ମାନେ ଆପଣ ମାନଙ୍କ ଗ୍ରାମରେ ଥିବା ମନ୍ଦିର ମାନଙ୍କରେ ଦେଖିବାକୁ ପାଇପାରିବେ।ଘର ମଧ୍ୟରେ ତ ସୂର୍ଯ୍ୟ କିରଣ ଆସିବା ସମ୍ଭବ ହୋଇନଥାଏ। କିନ୍ତୁ ଆପଣ ମାନେ ପୂଜା କରିବା ସ୍ଥାନରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ କରି ସ୍ଥାପନ କରନ୍ତୁ। ଏହି କାରଣରୁ ଘରେ ପୂଜା କରିବା ସମୟରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ଏବଂ ଆପଣଙ୍କ ମୁହଁ ପଶ୍ଚିମ ଦିଗକୁ ରଖନ୍ତୁ। ସେହିପରି ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା ସାମ୍ନାରେ ଛିଡା ହୋଇ ପୂଜା ଆଳତୀ କରନ୍ତୁ ନାହିଁ। ଏପରି କରିବା ଅଶୁଭ ହୋଇଥାଏ। ଭଗବାନଙ୍କୁ ଆଳତୀ କରିବା ସମୟରେ ଭଗବାନଙ୍କ ମୁହଁ ପୂର୍ବ ଦିଗକୁ ରଖନ୍ତୁ ଏବଂ ଆପଣଙ୍କ ଉତ୍ତର ଦିଗକୁ ମୁହଁ କରି ଆଳତୀ କରନ୍ତୁ। ଏପରି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ପୂଜା କରିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ମାନଙ୍କୁ ଶୁଭ ଫଳ ମିଳିଥାଏ। ନଚେତ ଏହା ଦୁର୍ଭାଗ୍ୟର କାରଣ ମଧ୍ୟ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ନିଶ୍ଚିତ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *