Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୭ ନଭେମ୍ବର ୨୦୨୦,ମଙ୍ଗଳବାର,ଆଜି ହେବ ବଡ଼ ଚମତ୍କାର,ଏହି ୬ଟି ରାଶିର ଲୋକଙ୍କ ଭାଗ୍ୟ ବଦଳାଇ ଦେବେ ଭଗବାନ ହନୁମାନ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୧୭ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୭ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଚାକିରୀ ଏବଂ ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ତାନଙ୍କ ପାଠପଢ଼ା ତଥା ସ୍ବାସ୍ଥ୍ୟ ଚିନ୍ତା ରହିପାରେ। କାରବାର ପାଇଁ ସମୟ ସାମାନ୍ୟ ରହିବ। ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ମାନସିକ ଚିନ୍ତା ଦୂର ହେବ।

ବୃଷ ରାଶି –

ଆଜି ବ୍ୟାପାର ତଥା ଆୟ ରେ ବୃଦ୍ଧି ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘର ବାହାରେ ସୁଖର ମାହୋଲ ରହିବ। ଆପଣ ସର୍ବଦା ଆନନ୍ଦିତ ରହିବେ। ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। କଥାବାର୍ତ୍ତା ସମୟରେ ସାବଧାନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ସୁଖଦ ସମାଚାର ମିଳିପାରେ।

ମିଥୁନ ରାଶି –

ଏହି ଦିନ ଆପଣ ନିଜକୁ କାର୍ଯ୍ୟସ୍ଥଳରେ ସାବ୍ୟସ୍ତ କରିବା ପାଇଁ ପ୍ରୟାସ କରିବେ। ବାହାର ଲୋକଙ୍କ ସହିତ ଅଧିକ ସଞ୍ଚାର ରହିବ। ବୌଦ୍ଧିକ କାର୍ଯ୍ୟରେ ରୁଚି ବଢିବ। ଛୋଟ ପ୍ରବାସ ର ସମ୍ଭାବନା ରହିଛି। ଆପଣ ଅଧିକ ପରିଶ୍ରମ କରି ପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ଦିନ ରହିଛି। ବନ୍ଧୁଙ୍କ ସହଯୋଗରେ କାରବାରରେ ବିସ୍ତାର ଆସିବ। ପରିଶ୍ରମ ଅଧିକ ରହିବ। ଆପଣଙ୍କ ବାଣୀ କଠୋର ହୋଇପାରେ।

Google

କର୍କଟ ରାଶି –

ଜୀବନସାଥୀ ଆପଣଙ୍କ ସମସ୍ୟା କମ୍ କରିବା ପାଇଁ ପ୍ରୟାସ କରି ପାରନ୍ତି। ବିଦ୍ୱାନ ବ୍ୟକ୍ତିର ମାର୍ଗଦର୍ଶନ ପ୍ରାପ୍ତ ହୋଇପାରେ। ପରିବାରରେ ସମସ୍ତଙ୍କୁ ସହଯୋଗ କରି ପାରନ୍ତି। ଆଘାତ ଲାଗିବାର ଆଶଙ୍କା ରହିଛି। ରାଜକୀୟ ସହଯୋଗ ପ୍ରାପ୍ତ ହେବ। ଚିନ୍ତା ଦୂର ହେବ। ବଡ଼ କାର୍ଯ୍ୟ ପାଇଁ ଦିନଟି ଶୁଭ ରହିଛି।

ସିଂହ ରାଶି –

ଆଜି ଆପଣଙ୍କୁ ବୌଦ୍ଧିକ ଚର୍ଚ୍ଚା ରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସମାଜରେ ସ୍ଥିତି ବଦଳିବ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣ ରୋମାଣ୍ଟିକ ମୁଡ଼ ରେ ରହିବ। ମହିଳା ମାନେ ଅଧିକ ଭାବୁକ ହୋଇ ପାରନ୍ତି।

କନ୍ୟା ରାଶି –

ବନ୍ଧୁଙ୍କ ତରଫରୁ ଲାଭ ମିଳିବ। ଆଜି ଆପଣ ଅଧିକ ଭାବୁକ ରହି ପାରନ୍ତି। ମାନସିକ ରୂପରେ ଆପଣ ଚିନ୍ତିତ ରହି ପାରନ୍ତି। ଲକ୍ଷ୍ୟ ପ୍ରାପ୍ତି ପାଇଁ ଆପଣଙ୍କୁ ଏକାଗ୍ର ରହିବାର ଆବଶ୍ୟକତା ରହିଛି। ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ସାନ ଭାଇ ଭଉଣୀ ଏବଂ ବନ୍ଧୁଙ୍କ ପାଇଁ ଟଙ୍କା ଖର୍ଚ୍ଚ ରହିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି –

ଏହି ସମୟ ବୈବାହିକ ଜୀବନ ପାଇଁ ସବୁଠାରୁ ଅଧିକ ସ୍ନେହପୂର୍ଣ ସମୟ ଅତିବାହିତ କରିବେ। ଶାରୀରିକ ରୂପରେ ଆଳସ୍ୟ ଅନୁଭବ କରି ପାରନ୍ତି। ବ୍ୟର୍ଥ ଖର୍ଚ୍ଚ ରୁ ଦୂରେଇ ରୁହନ୍ତୁ । ଘରେ ସୁଖଶାନ୍ତି ର ବାତାବରଣ ରହିବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ବ୍ୟବସାୟିକ ବିଚାରଧାରା ଆପଣଙ୍କ ପାଇଁ ଅନୁକୂଳ ରହିବ।

ବିଛା ରାଶି –

ଆଜି ବ୍ୟବସାୟ ରେ ବଡ଼ ମଉକା ମିଳିପାରେ। କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଘର ବାହାରେ ସୁଖମୟ ବାତାବରଣ ରହିବ। ଉତ୍ସାହ ଭରି ରହିବ। ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। ପାରିବାରିକ ଜୀବନରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ପୁରୁଣା ବେମାରୀ ଆପଣଙ୍କୁ ହଇରାଣ କରି ପାରେ। ବ୍ୟବସାୟ ସମ୍ବନ୍ଧିତ ନୂଆ ଅବସର ମିଳିପାରେ। କଳା ଏବଂ ସାହିତ୍ୟ କ୍ଷେତ୍ରରେ ପ୍ରତି ରୁଚି ବଢିବ।

ଧନୁ ରାଶି –

ଚାକିରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀ ଙ୍କ କୃପା ଦୃଷ୍ଟି ରୁ ଆପଣଙ୍କୁ ପଦୋନ୍ନତୀ ମିଳିପାରେ। ଚାକିରୀରେ କାର୍ଯ୍ୟଭାର ରହିବ। ପାର୍ଟନର ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଜୀବନସାଥୀ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନରେ ପ୍ରେମ ଏବଂ ରୋମାନ୍ସ ଭରି ରହିବ। ନୂଆ ବସ୍ତ୍ର ପାଇଁ ଆପଣଙ୍କର ଖର୍ଚ୍ଚ ହୋଇପାରେ।

Google

ମକର ରାଶି –

ଯଦି ଆପଣ ନିଜ ଜିନିଷ ପ୍ରତି ଧ୍ୟାନ ନରଖିବେ ତାହେଲେ ଆପଣଙ୍କୁ ହଜେଇବାର ସମ୍ଭାବନା ରହିଛି। ପାରିବାରିକ ସହଯୋଗ ପ୍ରାପ୍ତ ହେବ। ଆୟ ରେ ବୃଦ୍ଧି ହେବ। କୌଣସି ବିବାଦରେ ପଡନ୍ତୁ ନାହିଁ। ଭବନ ନିର୍ମାଣ ପାଇଁ ଆପଣଙ୍କ ପ୍ରୟାସ ସଫଳ ରହିବ। ଆର୍ଥିକ ମାମଲାକୁ ନେଇ ଆପଣଙ୍କ ଯାତ୍ରା ସଫଳ ରହିବ। ଆୟ ରେ ବୃଦ୍ଧି ହେବ। ବ୍ୟବସାୟ ଏବଂ ବ୍ୟାପାରରେ ଲାଭ ମିଳିବ। ଶତ୍ରୁ ସକ୍ରିୟ ରହିବେ।

କୁମ୍ଭ ରାଶି –

ଆଜି ବ୍ୟବସାୟ ରେ କୌଣସି ଭୁଲ ବୁଝାମଣା ଦେଖା ଦେଇପାରେ।ଚାକିରୀ କ୍ଷେତ୍ରରେ ସହକର୍ମୀ ସହଯୋଗ କରିବେ। ନିବେଶ ହେତୁ ଉଚିତ ସମୟ ପ୍ରତୀକ୍ଷା କରନ୍ତୁ। ଚାକିରୀ ପେଶାରେ ଲୋକଙ୍କୁ ନୂଆ ଚାକିରୀ ମିଳିପାରେ। ଶାରୀରିକ ମାମଲାରେ ଆପଣଙ୍କୁ ଦୁର୍ବଳ ଅନୁଭବ ହୋଇପାରେ। କାର୍ଯ୍ୟରେ ଉତ୍ସାହିତ ରହିବେ। ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରି ପାରନ୍ତି।

ମୀନ ରାଶି –

ଆଜି ଆପଣଙ୍କ କୌଣସି ପରିଚିତ ଙ୍କ ସହିତ ଜଡିତ ହେବାର ସମ୍ଭାବନା ରହିଛି, ଯାହା ଆପଣଙ୍କ ପାଇଁ ଫାଇଦା ମିଳିବ। ପ୍ରବାସ ରେ ଆନନ୍ଦ ମିଳିବ। ସନ୍ତାନ ପ୍ରତି ଆପଣ ସମାଧାନ ରୁହନ୍ତୁ। ମାନସିକ ଚିନ୍ତା ଦୂର ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ପ୍ରତି ଚିନ୍ତା ରହିବ। ବ୍ୟାପାର ବ୍ୟବସାୟ ରେ ଆଶାନୁରୂପ ଫଳ ପ୍ରଦାନ ହେବ। ନିଦ୍ରା ଅପୂର୍ଣ୍ଣ ରହିବାର ମାନସିକ ବ୍ୟଗ୍ରତା ରହିବ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *