Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । (ଭାଗ-୧୮)

ସେୟାର୍ କରନ୍ତୁ

ମଣିଷ ୪ଟି କଥା ଭୁଲିଯାଏ। ଛାତ୍ର: ପିଲା ଦିନେ ପାଠ ପଢ଼ାଉ ଥିବା ଗୁରୁଙ୍କୁ। ପୁରୁଷ: ସମ୍ଭୋଗ ପରେ ନାରୀଙ୍କୁ।ବ୍ୟକ୍ତି: ବିପଦରେ ସାହାର୍ଯ୍ୟ କରିଥିବା ବନ୍ଧୁଙ୍କୁ। ପୁତ୍ର: ବିବାହ ପରେ ନିଜର ପିତା ମାତାଙ୍କୁ। ପ୍ରକୃତରେ ଏସବୁ କଥା କେବେବି ଭୁଲିବା ଉଚିତ ନୁହଁ।

ଘର ଭିତରେ ଛୁଚୁନ୍ଦ୍ରା ଦେଖାଗଲେ କିମ୍ବା ଘର ପାଖରେ କୋଇଲି ରାବିଲେ ଶୁଭ ସମୟ ଆଗମନର ସୂଚନା ଦେଇଥାଏ।

ଘରେ ବୁଢିଆଣି ବସା ହେବାକୁ ଦିଅନ୍ତୁ ନାହିଁ।

ଅମାବାସ୍ୟା ଦିନ ଘର ସଫା କରି ଅଦରକାରୀ ଜିନିଷକୁ ଫୋପାଡିବା ଉଚିତ ହୋଇଥାଏ।

Google

ରାତିରେ ପେଚା ବୋବାଇବା, କୁକୁର କାନ୍ଦିବା, ଗାଈ ଲାଞ୍ଜ ଟେକି ବୋବାଇବା, ବିଲେଇ କଳହ କରିବା ଇତ୍ୟାଦି ଅଶୁଭ ସଙ୍କେତ ଅଟେ। ଏହି ସମୟରେ କେବଳ ମହାମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

କୌଣସି ପକ୍ଷୀ ରାତିରେ ଫଳଟିଏ ଅଧା ଖାଇ ଘରର ଛାତ କିମ୍ବା ଦୁଆର ମୁହଁରେ ପକାଇ ଯିବାରୁ ସକାଳେ ଦେଖିଲେ ସେହି ଦିନ ଶୁଭ ସୂଚନାର ସଙ୍କେତ ମିଳିଥାଏ।

ସୂର୍ଯ୍ୟ ଉଦୟ ସମୟରେ କୁଆ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ବସି ରାବିଲେ ଶୁଭ ସୂଚନା ମିଳିଥାଏ। ସୂର୍ଯ୍ୟ ଉଦୟ ସମୟରେ କୁଆ ଘରର ଉତର କିମ୍ବା ଦକ୍ଷିଣ ଦିଗରେ ବସି ରାବିଲେ ଅଶୁଭ ସୂଚନା ମିଳିଥାଏ।

ଜନ୍ମମାସ, ନକ୍ଷତ୍ରରେ ପୁଅ ଝିଅଙ୍କର ବିବାହ କରିବା ଉଚିତ ନୁହଁ।

Google

ମଙ୍ଗଳ ବାର ଦିନ ଟଙ୍କା କରଜ ନିଅନ୍ତୁ ନାହିଁ। କରଜ ଟଙ୍କା ସୁଝିଲେ ମଙ୍ଗଳ ହୋଇଥାଏ।

ସୂର୍ଯ୍ୟ ପୂଜା ସମୟରେ ବେଲ ପତ୍ର ଟଗର ଫୁଲ ବ୍ୟବହାର କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *