Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୪ ନଭେମ୍ବର ୨୦୨୦,ଶନିବାର,ଦୀପାବଳି ଉପରେ ବନୁଛି ସର୍ବାର୍ଥସିଦ୍ଧି ଯୋଗ, ୫ ରାଶିର ଲୋକଙ୍କ ଘରେ ହେବ ଧନ ବର୍ଷା।

ସେୟାର୍ କରନ୍ତୁ

ଆଜି ଦୀପାବଳିର ପର୍ବ ଅଟେ। ଏହିଦିନ ଦେବୀ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ଵ ରହିଛି। ଆପଣଙ୍କୁ କହି ରଖୁଛୁ କି ଏହି ଦୀପାବଳି ଦିନ ଶନି ସ୍ଵାତୀ ଯୋଗରୁ ସର୍ବାର୍ଥ ସିଦ୍ଧି ଯୋଗ ବନୁଛି। ଆମେ ଆପଣଙ୍କୁ ଶନିବାର ୧୪ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୪ ନଭେମ୍ବର ୨୦୨୦।

ମେଷ ରାଶି –

ଭୌତିକ ସାଧନା ତଥା ବସ୍ତ୍ର ଇତ୍ୟାଦି କିଣାକିଣି କରି ପାରନ୍ତି। ଆଜି ଆପଣ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ସମ୍ପତ୍ତି ମାମଲାରେ ନିବେଶ କରି ପାରନ୍ତି। ସମ୍ପତ୍ତି ମାମଲାରେ ଆପଣଙ୍କୁ ପରାମର୍ଶ ମିଳିପାରେ। ପ୍ରଣୟ ସମ୍ବନ୍ଧରେ ସଫଳତା ମିଳିବ। କାର୍ଯ୍ୟରେ ଆପଣଙ୍କର ମନ ଲାଗିବ ନାହିଁ। ବ୍ୟବସାୟିକ ରୂପରେ ପ୍ରତିଷ୍ଠା ଲାଭ କରିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।

ବୃଷ ରାଶି –

ଆପଣ କିଛି ନୂଆ କରିବାକୁ ଈଛା କରିବେ। କାର୍ଯ୍ୟ ପ୍ରତି ଆପଣଙ୍କର ଆକର୍ଷଣ ବଢିବ। ଆଧ୍ୟାତ୍ମିକ କ୍ଷେତ୍ରକୁ ଆପଣଙ୍କର ଦୁର୍ବଳତା ବଢିବ। ଉପହାର ପ୍ରାପ୍ତ ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କ ସ୍ୱଭାବରେ ଲୋକେ ପ୍ରସନ୍ନ ରହିବେ। ଆପଣଙ୍କର ନୂଆ ବନ୍ଧୁ ହୋଇ ପାରନ୍ତି। ନିଜର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆପଣଙ୍କୁ ପ୍ରୟାସ କରିବାକୁ ହେବ। ପାର୍ଟନରଙ୍କୁ କିଛି କହିବା ଆଗରୁ ଭଲଭାବରେ ବିଚାର କରନ୍ତୁ।

ମିଥୁନ ରାଶି –

ଆଜି ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ ଏବଂ ଆପଣ ସମୟକୁ ଉପଭୋଗ କରିବେ। ନିଜ ସମ୍ପର୍କୀୟଙ୍କ ସପକ୍ଷରେ ଆପଣ ରହିବେ ଏବଂ ସମ୍ପର୍କୀୟଙ୍କୁ ଆପଣଙ୍କର ଆବଶ୍ୟକତା ହେବ। କାର୍ଯ୍ୟରେ ଆପଣଙ୍କ ଆତ୍ମବିଶ୍ବାସ ପ୍ରଭାବିତ ହୋଇପାରେ, ଯାହାଦ୍ବାରା ନକାରାତ୍ମକ ପ୍ରଭାବ ପଡି ପାରେ। ମହିଳା ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

କର୍କଟ ରାଶି –

ଦୀପାବଳି ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ବିରୋଧୀ ଙ୍କ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି। ଯାତ୍ରା ସମୟରେ ନିଜର ଜିନିଷପତ୍ରକୁ ଧ୍ୟାନ ରଖନ୍ତୁ। ପାଠପଢ଼ାରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ।

ସିଂହ ରାଶି –

ଆଜି ଆପଣ ଥଣ୍ଡା ମସ୍ତିଷ୍କରେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରନ୍ତୁ। କାର୍ଯ୍ୟ ଏବଂ ଦାୟିତ୍ୱ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ତରଫରୁ ଆପଣଙ୍କୁ ବଡ଼ ଖୁସି ଖବର ମିଳିପାରେ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମାନସିକ ଶାନ୍ତି ରହିବ। ବ୍ୟର୍ଥ ବିବାଦରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ।

କନ୍ୟା ରାଶି –

ଏହି ଦୀପାବଳିରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଆଜି କୌଣସି ଯାତ୍ରାରେ ଯିବାର ସମ୍ଭାବନା ରହିଛି କିନ୍ତୁ ରଦ୍ଧ କରିବାକୁ ପ୍ରୟାସ କରନ୍ତୁ। କାରବାର ସମ୍ବନ୍ଧିତ ବହୁତ ବଡ଼ ଖୁସି ଖବର ମିଳିପାରେ। ବ୍ୟବସାୟ ମାମଲାରେ ଆପଣଙ୍କୁ ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ସଫଳତାର ମାର୍ଗ ପ୍ରଶସ୍ତ ହେବ।

ତୁଳା ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ନିଜ ପ୍ରେମ ପ୍ରାପ୍ତ ହେବ। ସମ୍ପତ୍ତି ମାମଲାରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ସମାଜରେ କାହାର ସହଯୋଗ ଦ୍ୱାରା ଆଗକୁ ବଢିବେ। ଆପଣ ସୁସ୍ଥ ରହିବେ, ଏଥିପାଇଁ ସତର୍କ ରହିବ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।ଆପଣ ସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଜୀବନରେ ଆସିଥିବା ସବୁ କଷ୍ଟ ଦୁର ହୋଇଯିବ।

ବିଛା ରାଶି –

ଏହି ଏହି ରାଶିର ଲୋକଙ୍କୁ ଉତ୍ତମ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଦୃଢ଼ ସଂକଳ୍ପ ନେଇ ତିଷ୍ଠି ରହିବାର ଆବଶ୍ୟକତା ରହିଛି। ଅଚାନକ ବିତ୍ତିୟ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ରହିବ। ସଡ଼କ ମାର୍ଗରେ କରିଥିବା ଯାତ୍ରା ସଫଳ ରହିପାରିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଦାମ୍ପତ୍ୟ ଜୀବନରେ ପରସ୍ପର ପ୍ରତି ସମ୍ମାନ ରହିବ।

ଧନୁ ରାଶି –

ପରିବାରରୁ ଦୂରେଇ ରହୁଥିବା ଲୋକଙ୍କ ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କର ଦୈନିକ କାର୍ଯ୍ୟରେ କିଛି ସମସ୍ୟା ଦେଖା ଦେଇପାରେ। ଯଦି ଆପଣ ନିଜର ସବୁ ଦାୟିତ୍ୱକୁ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ ତାହେଲେ ଆପଣଙ୍କ ପାଇଁ ଜୀବନ ସୁଖମୟ ରହିବ। ସମ୍ପତ୍ତି ସମ୍ବନ୍ଧିତ ମାମଲାରେ କେହି ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ପାର୍ଟନରଙ୍କ ସହିତ ଆପଣ ଉତ୍ତମ ବ୍ୟବସାୟ କରିବେ।

Google

ମକର ରାଶି –

ଚାକିରୀ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ। ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣ ନିଜର ପାରିବାରିକ ଏବଂ ବୈବାହିକ ଜୀବନରେ ତାଳମେଳ ବନେଇ ରଖିବେ। ଆପଣଙ୍କ କାର୍ଯ୍ୟରେ ବରିଷ୍ଠ ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟ ସମ୍ବନ୍ଧିତ ଆପଣଙ୍କର ନିଷ୍ପତ୍ତି ବଦଳି ପାରେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କୁମ୍ଭ ରାଶି –

ଦୀପାବଳିରେ ଘର ପରିବାରରେ ଆନନ୍ଦର ମାହୋଲ ରହିବ। ଅନୈତିକ କାର୍ଯ୍ୟରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ବ୍ୟସ୍ତତା ଅନୁଭବ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ, ନଚେତ ପେଟ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହିତ ସାଧାରଣ ମତଭେଦ ହୋଇପାରେ। ଟଙ୍କାପଇସା ମାମଲାରେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଅଫିସ କାର୍ଯ୍ୟରେ ଆପଣଙ୍କ ସପକ୍ଷରେ ସ୍ଥିତି ରହିବ।

ମୀନ ରାଶି –

ଜମିବାଡ଼ି ବା ବ୍ୟବସାୟରେ ନିବେଶ କରି ପାରନ୍ତି।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଆପଣଙ୍କ ଉପରେ ପ୍ରସନ୍ନ ରହି ପାରନ୍ତି। ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। ପରିବାର ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ବିସ୍ତାର ହେବ । ବ୍ୟାପାର ମାମଲାରେ ଆପଣଙ୍କୁ ବଡ଼ ଫାଇଦା ହେବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଶିକ୍ଷକଙ୍କ ତରଫରୁ ସହଯୋଗ ମିଳିବ।

ବନ୍ଧୁଗଣ ଆଜି ପ୍ରଭୁ ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ଶନି ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *