Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଝିଅମାନଙ୍କ ପ୍ରେମରେ ଖୁବଶୀଘ୍ର ପଡିଯାଆନ୍ତି ପୁଅ ମାନେ , ସାରା ଜୀବନ ସାଥିରେ ବିତାଇଥାନ୍ତି

ସେୟାର୍ କରନ୍ତୁ

ପ୍ରତ୍ୟେକ ଝିଅ ନିଜ ପାଇଁ ଏଭଳି ଏକ ଜୀବନସାଥୀଙ୍କର ସନ୍ଧାନ କରିଥାନ୍ତି , ଯିଏ କେବଳ ଭଲ ପାଇବେ ନାହିଁ ବରଂ ତାଙ୍କୁ ଭରସା ମଧ୍ୟ କରିବେ। ପ୍ରତ୍ୟେକ ଅସୁବିଧା ସମୟରେ ତାଙ୍କର ଜୀବନସାଥୀ ତାଙ୍କ ସହ ଛିଡା ହୋଇରହିବେ। ଏଭଳି କିଛି ପୁଅ ମାନଙ୍କ ସହ ମଧ୍ୟ ହୋଇଥାଏ। ବାସ୍ତବରେ ପୁଅମାନେ ମଧ୍ୟ ନିଜ ପାଇଁ ଏଭଳି ଏକ ଜୀବନସାଥୀର ସନ୍ଧାନ କରିଥାନ୍ତି , ଯିଏ ତାଙ୍କ ଉପରେ ଭରସା କରୁଥିବ। କେବଳ ଏତିକି ନୁହେଁ , ପ୍ରତ୍ୟେକ ପରିସ୍ଥିତିରେ ତାଙ୍କ ସାଥିରେ ରହୁଥିବ ଏବଂ ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥିବ।

ଯେକୌଣସି ପୁଅ ଯେତେବେଳେ ନିଜ ପାଇଁ ନିଜ ଜୀବନସାଥୀ ଖୋଜିଥାନ୍ତି , ସେତେବେଳେ ତାଙ୍କୁ ଏଭଳି ଏକ ଝିଅର ସନ୍ଧାନ ରହିଥାଏ , ଯିଏ ସଚ୍ଚୋଟ ଏବଂ ରୋମାଣ୍ଟିକ ହୋଇଥିବେ। ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ସ୍ୱଭାବରେ ଅତ୍ୟନ୍ତ ଯତ୍ନଶୀଳ , ସଚ୍ଚୋଟ ଏବଂ ରୋମାଣ୍ଟିକ ହୋଇଥାନ୍ତି। କେବଳ ଏତିକି ନୁହେଁ , ସେହି ଝିଅ ମାନଙ୍କ ଉପରେ ପୁଅ ମାନଙ୍କର ହୃଦୟ ଖୁବଶୀଘ୍ର ଲାଗି ଯାଇଥାଏ। ତେବେ ଆସନ୍ତୁ ଏହି ତାଲିକାରେ କେଉଁ କେଉଁ ରାଶିର ଝିଅମାନେ ଅନ୍ତର୍ଭୁକ୍ତ ଅଛନ୍ତି ଜାଣିବା।

ବୃଷ ରାଶିର ଝିଅ ମାନେ:-

ବୃଷ ରାଶିର ଝିଅମାନଙ୍କ ବିଷୟରେ କୁହାଯାଏ ଯେ , ଏହି ଝିଅମାନେ ମନମର୍ଜି ହୋଇଥାନ୍ତି , ଯେଉଁମାନେ ନିଜ ଜୀବନକୁ ନିଜ ଅନୁଯାୟୀ ବଞ୍ଚିଥାନ୍ତି। କେବଳ ଏତିକି ନୁହେଁ , ଏହି ଝିଅମାନେ ଏଭଳି ଏକ ଜୀବନସାଥୀର ସନ୍ଧାନ ରହିଥାଏ , ଯେଉଁମାନେ ତାଙ୍କ ସହିତ ବହୁତ ସମୟ ଅତିବାହିତ କରିବେ। ଏହାର ସ୍ପଷ୍ଟ ଅର୍ଥ ଏହା ଯେ ଏହି ଝିଅମାନେ ଅତ୍ୟନ୍ତ ହସମୁଖ ସ୍ୱଭାବର ହୋଇଥାନ୍ତି , ଯେଉଁ କାରଣରୁ ପୁଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ସିଂହ ରାଶିର ଝିଅ ମାନେ:-

ସିଂହ ରାଶିର ଝିଅ ମାନେ ସ୍ୱଭାବରେ ଅତ୍ୟନ୍ତ ଚଞ୍ଚଳ ହୋଇଥାନ୍ତି। ଏମାନେ ସବୁବେଳେ ମଜାମସ୍ତି କରିଥାନ୍ତି। ଏହି କାରଣରୁ ଏହି ରାଶିର ଝିଅମାନେ ନିଜ ପାଇଁ ମିଳାମିଶା ଏବଂ କୌତୁହଳ ସ୍ୱଭାବର ଜୀବନସାଥୀର ସନ୍ଧାନ କରିଥାନ୍ତି , ଯାହାଫଳରେ ସେମାନେ ନିଜ ଅନୁଯାୟୀ ଜୀବନ ବଞ୍ଚିପାରିବେ। କେବଳ ଏତିକି ନୁହେଁ , ଏହି ରାଶିର ଝିଅମାନେ ନିଜ ଜୀବନସାଥୀଙ୍କର ବହୁତ ଯତ୍ନ ନେଇଥାନ୍ତି। ଏହାସହ ଏମାନେ ନିଜ ସମ୍ପର୍କକୁ ସଚ୍ଚୋଟତାର ସହ ପାଳନ କରିଥାନ୍ତି , ଯେଉଁଥିପାଇଁ ପୁଅମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ବିଛା ରାଶିର ଝିଅ ମାନେ:-

ବିଛା ରାଶିର ଝିଅମାନେ ପ୍ରେମ ମାମଲାରେ ବହୁତ ଆଜ୍ଞାଧୀନ ହୋଇଥାନ୍ତି। କେବଳ ଏତିକି ନୁହେଁ , ଏମାନଙ୍କୁ ନିଜ ଜୀବନସାଥୀଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଭଲ ଲାଗିଥାଏ। ଏହା ସହିତ ନିଜ ଜୀବନସାଥୀଙ୍କର ଆଉ କାହା ସହିତ କଥାବାର୍ତ୍ତା କରିବା ଏମାନଙ୍କୁ ଭଲ ଲାଗିନଥାଏ , ଯେଉଁଥିପାଇଁ ଏମାନଙ୍କ ମଧ୍ୟରେ ଅନେକଥର ଝଗଡା ମଧ୍ୟ ହୋଇଥାଏ। ତେବେ ଏମାନଙ୍କର ଏହି ଗୁଣ ପୁଅ ମାନଙ୍କୁ ବହୁତ ଆକର୍ଷିତ କରିଥାଏ। ଏହାର ସ୍ପଷ୍ଟ ଅର୍ଥ ଏହା ଯେ ପ୍ରେମରେ ଏହି ଝିଅମାନେ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ମକର ରାଶିର ଝିଅ ମାନେ:-

Google

ମକର ରାଶିର ଝିଅମାନେ ଖୋଲା ବିଚାରର ହୋଇଥାନ୍ତି। ଏହାସହିତ ସ୍ୱଭାବରେ ଜିଦିଆ ହୋଇଥାନ୍ତି। ଜିଦିଆ ହୋଇଥିବା କାରଣରୁ ଏମାନଙ୍କ ଜୀବନସାଥୀ ଏମାନଙ୍କ କଥାକୁ ସହଜରେ ମାନି ଯାଆନ୍ତି। ଜିଦିଆ ହେବା ସହିତ ଏହି ରାଶିର ଝିଅମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି , ଯେଉଁ କାରଣରୁ ପୁଅ ମାନେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। କେବଳ ଏତିକି ନୁହେଁ , ଏହି ରାଶିର ଝିଅମାନେ ନିଜ ଜୀବନସାଥୀଙ୍କର ବହୁତ ଧ୍ୟାନ ରଖିଥାନ୍ତି।

ମୀନ ରାଶିର ଝିଅ ମାନେ:-

ମୀନ ରାଶିର ଝିଅ ମାନେ ପ୍ରେମ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କେବଳ ଏତିକି ନୁହେଁ , ଏମାନଙ୍କ ଜୀବନସାଥୀ ଏମାନଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ବାସ୍ତବରେ ଏହି ରାଶିର ଝିଅମାନେ ଯେଉଁ ମାନଙ୍କ ସହ ଥରେ ସମ୍ପର୍କ ଯୋଡ଼ିଥାନ୍ତି , ତାଙ୍କ ସହ ଜୀବନସାରା ବିତାଇଥାନ୍ତି। ଏମାନଙ୍କର ଏହି ବିଶେଷତ୍ୱ ଝିଅ ମାନଙ୍କର ମନ ମୋହି ନେଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *