Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୧ ନଭେମ୍ବର ୨୦୨୦,ବୁଧବାର,ଆଜିର ଦିନଟି ଏହି ୭ ଟି ରାଶିର ଲୋକଙ୍କ ପରାକ୍ରମ ରେ ବନିବ ପ୍ରମାଣ, ସବୁ ଇଛା ପୁରାଣ ହେବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୧୧ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୧ ନଭେମ୍ବର ୨୦୨୦।

ମେଷ ରାଶି –

ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କ ସଫଳତା ରେ ଆସୁଥିବା ବାଧା ଦୂର ହେବ। କିଛି ଲୋକେ ଆପଣଙ୍କୁ ବିରୋଧ କରି ପାରନ୍ତି। କଳ୍ପନା ରେ ବଞ୍ଚିବା ଛାଡ଼ି ଭୌତିକ ଦୁନିଆ ସହିତ ଚାଲନ୍ତୁ। ଆପଣଙ୍କ ମନରେ ଅନେକ ନୂଆ ନୂଆ ବିଚାର ଆସିବ। ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ବୃଷ ରାଶି –

ଆଜି ଆପଣ ଘରୋଇ ବିବାଦ ରେ ପଡି ପାରନ୍ତି। ଘରେ ଅଶାନ୍ତି ବାତାବରଣ ରହିପାରେ। ବଡ଼ ଦାୟିତ୍ୱ ପୂରଣ କରିବେ। ଅନେକ ପ୍ରକାରର ଦାୟିତ୍ୱ ଆପଣ ତୁଲାଇ ପାରନ୍ତି। ବ୍ୟାପାରରେ ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ଚାକିରୀ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଅନାଥ ଆଶ୍ରମ ଯାଇ ପିଲାମାନଙ୍କୁ କିଛି ଉପହାର ଦେଇ ପାରନ୍ତି।

ମିଥୁନ ରାଶି –

ଆଜି ଆପଣଙ୍କର ଜମିବାଡ଼ି ମାମଲାର ସମାଧାନ ହୋଇପାରେ। କାର୍ଯ୍ୟ ମାମଲାରେ ନଗର ସ୍ଥାନକୁ ଯାଇ ପାରନ୍ତି। ଭୌତିକ ପରିବେଶ ରେ ତାଳମେଳ ବନେଇ ରଖନ୍ତୁ। ଆପଣଙ୍କ ରୋଜଗାର କୁ ନେଇ ଚିନ୍ତିତ ରହି ପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଅଧ୍ୟାପନ କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଲାଭ ମିଳିବ। ଆପଣ ନିଜର ଜୀବନଶୈଳୀ କୁ ପରିବର୍ତ୍ତନ କରି ପାରନ୍ତି ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ସୁଖ ପ୍ରାପ୍ତ ହେବ। ପୁରୁଣା ବିଶେଷ ଦିନ ସମାପ୍ତ ହେବ। କାହା ଉପରେ ଅଧିକ ଭରସା ରଖନ୍ତୁ ନାହିଁ। ଆକସ୍ମିକ ରୂପରେ ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ପାର୍ଟନର ଙ୍କ ସହିତ ମତଭେଦ ହୋଇପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବୃଦ୍ଧ ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ସିଂହ ରାଶି –

ଆଜି ମାଙ୍ଗଳିକ ପ୍ରସଙ୍ଗ ରେ ଆୟୋଜିତ କରାଯିବ। ପରିବାରରେ ସୁଖଶାନ୍ତି ର ମାହୋଲ ରହିବ। ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ରୋଜଗାରରେ କିଛି ଆକସ୍ମିକ ସଫଳତା ମିଳିପାରେ। ପାରିବାରିକ ଦାୟିତ୍ୱ ତୁଲାଇ ପାରନ୍ତି। ଅଫିସ ରେ ନୂଆ କାର୍ଯ୍ୟର ଦାୟିତ୍ୱ ମିଳିପାରେ। ଧାର୍ମିକ ସ୍ଥଳରେ ଯିବାର ଅବସର ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କନ୍ୟା ରାଶି –

ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଅଫିସ ଏବଂ ବ୍ୟବସାୟ ରେ ଅନୁଭବୀ ଲୋକଙ୍କ ପରାମର୍ଶ ନେବେ। ଧନ ଲାଭ ହୋଇପାରେ। ଆପଣଙ୍କର ସବୁ ସମସ୍ୟା ଦୂର ହେବ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପିତାମାତା ଆପଣଙ୍କ ମାମଲାରେ ଦଖଲ ଦେବା ଦ୍ଵାରା ଆପଣ କ୍ରୋଧିତ ହୋଇ ପାରନ୍ତି। ଛାତ୍ର ମାନଙ୍କ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ କାରବାରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଫାଇଦା ମିଳିବ। ଆପଣଙ୍କୁ ସବୁ ପ୍ରକାରର ଭୌତିକ ସୁଖଦ ସୁବିଧା ପ୍ରାପ୍ତ ହେବ। ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ ହେବ। ପ୍ରେମୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ । ପ୍ରବାସ ର ଆୟୋଜନ କରି ପାରନ୍ତି। ପରିବାର ଲୋକଙ୍କୁ ନେଇ ଚିନ୍ତିତ ରହି ପାରନ୍ତି।

ବିଛା ରାଶି –

ଆର୍ଥିକ ରୂପରେ ହାନୀ ହୋଇପାରେ। ଆପଣଙ୍କ ଭାଇ ବା ସମ୍ପର୍କୀୟ ଆପଣଙ୍କୁ ଧୋକା ମିଳିପାରେ। ଭାଇ ଭଉଣୀଙ୍କ ମଧ୍ୟରେ ସମ୍ବନ୍ଧ ସୁଧୁରିବ। ସମ୍ପତ୍ତି ମାମଲାରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିପାରେ। ଆପଣଙ୍କର ସବୁ ଇଛା ପୂରଣ ହେବ।

ଧନୁ ରାଶି –

ଆପଣଙ୍କୁ ଆର୍ଥିକ ମାମଲାରେ ସାବଧାନ ରହିବାର ଆବଶ୍ୟକତା ରହିଛି। ନୂତନ ଚାକିରୀ କରିବାର ଅବସର ଆପଣଙ୍କୁ ମିଳିବ। କୌଣସି ବଡ଼ ଯାତ୍ରାରେ ଯାଇ ପାରନ୍ତି ଏବଂ ଆପଣ ଅଧିକ ଉତ୍ସାହିତ ରହିବେ। ଆପଣଙ୍କୁ ଅଫିସ ରେ ନୂଆ ଦାୟିତ୍ୱ ମିଳିପାରେ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ।

Google

ମକର ରାଶି –

ଅନ୍ୟମାନଙ୍କ ଖରାପ ନଜର ରୁ ବଞ୍ଚିତ ହୁଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପାରିବାରିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଘରର ବାତାବରଣ ସୁଖମୟ ରହିବ। ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଲାଭ ମିଳିପାରେ

କୁମ୍ଭ ରାଶି –

ଆଜି ଭବନ ସୁଖରେ ବୃଦ୍ଧି ହେବ। ଜୀବନସାଥୀ ଢ଼ାବା ଲାଭ ର ମାର୍ଗ ପ୍ରଶସ୍ତ କରିବେ। ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପାରିବାରିକ ଜୀବନ ସୁଖମୟ ରହିବ ଏବଂ ପରିବାର ଲୋକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଭୋଗ ବିକାଶ ରେ ଧନ ବ୍ୟୟ ହୋଇପାରେ। କାରବାରରେ ପାର୍ଟନର ଙ୍କ ସହିତ ମିଶି ଲାଭ ପ୍ରାପ୍ତ କରିବେ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ମୀନ ରାଶି –

ଆଜି ଆପଣଙ୍କର ସବୁ କଷ୍ଟର ନିବାରଣ ହେବ। ଆପଣ ଜୀବନସାଥୀ ଙ୍କୁ ଖୁସି ରଖିବା ପାଇଁ ପ୍ରୟାସ କରିବେ। ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ବୈବାହିକ ଜୀବନ ସୁଖମୟ ରହିବ। ତୀର୍ଥ ଯାତ୍ରା କରି ପାରନ୍ତି । ସାମାଜିକ ଗତିବିଧି ରେ ଭାଗ ନେଇ ଆପଣ ପ୍ରସନ୍ନ ରହିବେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *