Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ (9 ରୁ 15 ନଭେମ୍ବର, ) : ୭ଟି ରାଶିର ଲୋକଙ୍କ ପାଇଁ ଟଙ୍କା, ଚାକିରୀ ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଧିକ ଖାସ୍ ରହିବ ଆଗାମୀ ସପ୍ତାହ।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୯ ନଭେମ୍ବର   ରୁ ୧୫  ନଭେମ୍ବର ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ଆପଣଙ୍କୁ ପରିବାରର ଜମିବାଡ଼ି ମାମଲାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବ୍ୟବହାରରେ ପରିବର୍ତ୍ତନ ଆଣିବା ଜରୁରୀ ଅଟେ। ଆପଣଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କ ପାଇଁ ଲାଭଦାୟକ ରହିବ, ଅଯଥା ବିବାଦ ରେ ପଡନ୍ତୁ ନାହିଁ। ମାନସିକ ରୂପରେ ବ୍ୟାକୁଳତା ଅନୁଭବ କରିବେ। ରୋଜଗାର ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।

ପ୍ରେମ ମାମଲାରେ, ସମ୍ପର୍କ ସୁଦୃଢ କରିବା ପାଇଁ ଆପଣଙ୍କୁ ପାର୍ଟନରଙ୍କ ସହିତ ସମୟ ଅତିବାହିତ କରିବା ଆବଶ୍ୟକ।

କ୍ୟାରିୟର ମାମଲାରେ, କାରବାରରେ ଉନ୍ନତି ମିଳିବ। ଚାକିରୀରେ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ନକାରାତ୍ମକ ବିଚାର ବେମାର କରାଇ ପାରେ। ଏଥିପାଇଁ ଧ୍ୟାନ ଦିଅନ୍ତୁ।

ବୃଷ ରାଶି –

ଏହି ସପ୍ତାହରେ ଆପଣଙ୍କୁ ସମାଜରେ ମାନସମ୍ମାନ ପ୍ରାପ୍ତ ହେବ। ଆର୍ଥିକ ରୂପରେ ଆପଣ ଏହି ସପ୍ତାହ ଆପଣଙ୍କ ପାଇଁ ସାମାନ୍ୟ ରହିବ। ନକାରାତ୍ମକ ବିଚାର ଆପଣଙ୍କୁ ଘେରି ରହିବ। ସର୍ବଦା ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାସ କରନ୍ତୁ। କୌଣସି ନିଷ୍ପତ୍ତି କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଜମିବାଡ଼ି କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ, ପାର୍ଟନରଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ , କାର୍ଯ୍ୟକ୍ଷେତ୍ରରେ ମତଭେଦ ହୋଇପାରେ, ଏଥିପାଇଁ ସତର୍କ ରୁହନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ସମସ୍ୟା ଦେଖା ଦେଇପାରେ।

ମିଥୁନ ରାଶି –

ଦୂର ସ୍ଥାନରୁ ଶୁଭ ସମାଚାର ମିଳିପାରେ। ନିଜ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।ଆପଣ ଲମ୍ବା ସମୟ ଧରି ଯେଉଁ ଅବସରର ପ୍ରତୀକ୍ଷା କରିଥିବେ ତାହା ଏହି ସପ୍ତାହରେ ଆପଣଙ୍କୁ ମିଳିବ। ଆମଦାନୀରେ ବୃଦ୍ଧି ହେବ। ବୁଝି ବିଚାରି ନିଷ୍ପତ୍ତି କରନ୍ତୁ।

ପ୍ରେମ ମାମଲାରେ , ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, କ୍ୟାରିୟର ବିଷୟକୁ ନେଇ  ଏହି ସପ୍ତାହ ଅଧିକ ସୁଖମୟ ରହିବ। ଆପଣ ଅନୁଭବ କରିବେ କି ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଏହି ସପ୍ତାହରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

Google

କର୍କଟ ରାଶି –

ଆପଣ ନିଜ ଜୀବନସାଥୀଙ୍କୁ ଖୁସି ରଖିବା ପାଇଁ ପ୍ରୟାସ କରି ପାରନ୍ତି। କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ। କୌଣସି ଭଲ ବ୍ୟକ୍ତିଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଏହି ସପ୍ତାହରେ ଆପଣ କିଛି ମହତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନେଇ ପାରନ୍ତି। ଯାହାର ଉଚିତ ପରିଣାମ ଆପଣଙ୍କୁ ମିଳିବ।

ପ୍ରେମ ମାମଲାରେ ,ଆପଣଙ୍କର ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହିତ କଥାବାର୍ତ୍ତା କରି ପାରନ୍ତି।

କ୍ୟାରିୟର ମାମଲାରେ, ଆକସ୍ମିକ ଲାଭ ମିଳିବାର ସମ୍ଭାବନା ରହିଛି। ଯୁବକଙ୍କୁ ନୂଆ ଚାକିରୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ପେଟ ବ୍ୟଥା ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

କାହାର କଥାରେ କୌଣସି ନିଷ୍ପତ୍ତି କରନ୍ତୁ ନାହିଁ। ଖର୍ଚ୍ଚ ବଢିବା ଦ୍ଵାରା ଆୟର ନୂଆ ସ୍ତୋତ୍ର ଖୋଜିବେ। ଆପଣା ଅଲଗା ସଂସ୍କୃତି ଅନ୍ୟ ଦେଶରେ ରହିଥିବା ଲୋକଙ୍କ ପ୍ରତି ଆକର୍ଷିତ ହେବେ। ପ୍ରୟାସ କରୁଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ ଲେଖନ ଏବଂ ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିବ।

ପ୍ରେମ ମାମଲାରେ, ପ୍ରେମୀଙ୍କ ସହିତ ପୂର୍ବ ସମ୍ବନ୍ଧକୁ ସୁଦୃଢ ରଖିବେ।

କ୍ୟାରିୟର ମାମଲାରେ, ବ୍ୟବସାୟରେ ପଇସା ଲଗେଇ ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା ରାଶି –

ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ଲେଖନ ଏବଂ କଳା ସହିତ ଜଡିତ ଲୋକଙ୍କୁ ସଫଳତା ମିଳିବ। ଆପଣଙ୍କ ମନରେ କୌଣସି କଥାକୁ ନେଇ ସମସ୍ୟା ଉତ୍ପନ୍ନ ହୋଇପାରେ। ଆପଣଙ୍କର ଉନ୍ନତି ହେବ ଏବଂ ଶତ୍ରୁ ସକ୍ରିୟ ରହିବେ । ପାରିବାରିକ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ଆପଣ ରୁଚି ରଖିବେ। ଅଚାନକ ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ।

ପ୍ରେମ ମାମଲାରେ , ପ୍ରେମ ବିବାହ କରିବାକୁ ବିଚାର କରୁଥିବା ଲୋକେ ପାର୍ଟନରଙ୍କ ସହିତ କଥାବାର୍ତ୍ତା କରିବେ ଏବଂ ସକାରାତ୍ମକ ଜବାବ ମିଳିବ।

କ୍ୟାରିୟର ମାମଲାରେ, କ୍ୟାରିୟର ବିଷୟରେ କହିବାକୁ ଗଲେ ସଫଳତା ମିଳିବ। ଆପଣଙ୍କୁ ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

ତୁଳା ରାଶି –

ଆପଣଙ୍କ ମନରେ ନକାରାତ୍ମକ ବିଚାର ଉତ୍ପନ୍ନ ହୋଇପାରେ। ଆପଣ ନିଷ୍ପତ୍ତି ନେବାରେ ଦୁର୍ବଳ ରହିବେ। ଆର୍ଥିକ ସ୍ତରରେ ଆଜିର ଦିନଟି ଅନୁକୂଳ ରହିବ। ଆପଣଙ୍କର ସାମାଜିକ ରୂପରେ ମାନସମ୍ମାନ ବୃଦ୍ଧି ହେବ। କୌଣସି ସ୍ଥାନରେ ନିବେଶ କରିବା ପାଇଁ ଆପଣ ବିଚାର କରି ପାରନ୍ତି। ଆପଣଙ୍କୁ ନୂଆ ଅବସର ମିଳିପାରେ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ମିଶି ବନାଇ ଥିବା ଯୋଜନା ସଫଳ ରହିବ। ଅବିବାହିତ ଲୋକେ ବିବାହ ବନ୍ଧନ ରେ ବାନ୍ଧି ହୋଇ ପାରନ୍ତି।

କ୍ୟାରିୟର ମାମଲାରେ, ଟଙ୍କାପଇସା ଆୟ କରିବା ପାଇଁ ଅବସର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ,ଆପଣଙ୍କ ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ, ମୌସୁମୀ ବେମାରୀ ଗ୍ରାସ କରି ପରେ।

ବିଛା ରାଶି –

ଏହି ସପ୍ତାହରେ ଆପଣ ପ୍ରସନ୍ନ ରହିବେ। ଦୁକାନ ନିର୍ମାଣ କାର୍ଯ୍ୟରେ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ଜୀବନରୁ ବାହାର କରି ଦେବା ଆବଶ୍ୟକ। ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ ସହିତ ଜଡ଼ିତ ନିଷ୍ପତ୍ତି କରି ପାରନ୍ତି। ଆପଣ ଆତ୍ମନିର୍ଭରୀଳ ରହି ପାରନ୍ତି।

ପ୍ରେମ ମାମଲାରେ ,ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ

କ୍ୟାରିୟର ମାମଲାରେ, ଚାକିରୀ ପେଶାରେ ଥିବା ଲୋକଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି। ଆଧ୍ୟାତ୍ମିକ ସ୍ଥିତି ସୁଦୃଢ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣ ଥକା ଅନୁଭବ କରି ପାରନ୍ତି।

ଧନୁ ରାଶି –

କୌଣସି ଶୁଭ କାର୍ଯ୍ୟରେ ଆପଣ ସାମିଲ ହୋଇ ପାରନ୍ତି। ଆପଣଙ୍କ ମଧୁର ବ୍ୟବହାରରେ ପରିବାର ଲୋକେ ପ୍ରସନ୍ନ ରହିବେ। ବିରୋଧୀ ମିତ୍ରତା ପାଇଁ ହାତ ବଢେଇବେ। ଶ୍ଵଶୁର ଘର ପକ୍ଷରୁ ଶୁଭ ସମାଚାର ମିଳିପାରେ। କାରବାର ରେ ଲୋକଙ୍କୁ ମାନ୍ଦା ଅବସ୍ଥା ଭୋଗିବାକୁ ପଡିପାରେ। ଜୀବନରେ କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଆଗମନରେ ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇପାରେ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କ ଏକ ଅଲଗା ରୂପ ଆପଣ ଦେଖିବେ।

କ୍ୟାରିୟର ମାମଲାରେ, ଆକସ୍ମିକ ଧନଲାଭ ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ଦିନ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଏହି ରାଶିର ଲୋକଙ୍କର ସର୍ବଦା ସ୍ବାସ୍ଥ୍ୟ ରେ ସୁଧାର ଆସିବ।

ମକର ରାଶି –

ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଅନୁକୂଳ ସମୟ ରହିଛି। ଭାଇ ଭଉଣୀଙ୍କ ସହିତ ଉତ୍ଥାନ ସମୟ ଅତିବାହିତ କରିବେ। ଘରୋଇ ବିବାଦ ରୁ ମୁକ୍ତି ମିଳିବ। ନିବେଶ କରିବା ସମୟରେ ଶୀଘ୍ରତା କରନ୍ତୁ ନାହିଁ। ପରିଶ୍ରମ ଏବଂ ଯୋଜନା ଅନୁସାରେ ଆପଣ ସବୁକିଛି ପ୍ରାପ୍ତ କରି ପାରିବେ

ପ୍ରେମ ମାମଲାରେ, ଏହି ସପ୍ତାହରେ ଆପଣଙ୍କ ପ୍ରେମ ସମ୍ବନ୍ଧକୁ ନେଇ ନୂଆ କିରଣ ଆସିବ।

କ୍ୟାରିୟର ମାମଲାରେ, ପାଠପଢ଼ାକୁ ନେଇ ଆପଣଙ୍କ ପ୍ରୟାସ ସଫଳ ରହିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

Google

କୁମ୍ଭ ରାଶି –

ସବୁ ସମ୍ପର୍କ କୁ ଉତ୍ତମ ରଖିବା ପାଇଁ ପ୍ରୟାସ କରନ୍ତୁ। କୋର୍ଟ କଚେରୀ ମାମଲା ସମାଧାନ ହେବ। ସନ୍ତାନଙ୍କ ପାଇଁ ନେଇଥିବା ନିଷ୍ପତ୍ତି ସଫଳ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଯଥା ବାଦବିବାଦ ରେ ପଡନ୍ତୁ ନାହିଁ। ଭୂମି ଭବନ ବା ବାହନ କିଣାକିଣି କରିବା ପାଇଁ ଅନୁକୂଳ ସମୟ ରହିଛି।

ପ୍ରେମ ମାମଲାରେ, ଆପଣ ରୋମାଣ୍ଟିକ ମୁଡ଼ରେ ରହିବେ। ଜୀବନସାଥୀ ଆପଣଙ୍କ ସପକ୍ଷରେ ରହିବେ ସେଥିପାଇଁ ଆପଣଙ୍କୁ ଆନନ୍ଦ ମିଳିବ।

କ୍ୟାରିୟର ମାମଲାରେ, କାର୍ଯ୍ୟରେ ଧନଲାଭ ହେବ। ଆର୍ଥିକ ସମସ୍ୟା ଦେଖା ଦେଇପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ରହିବ। ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି।

ମୀନ ରାଶି –

ଏହି ସପ୍ତାହରେ ବ୍ୟବସାୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ। ନୂଆ କାରବାରରେ ବିସ୍ତାର ସମ୍ଭବ ଅଟେ। ରାଜନୀତିରେ କୌଣସି ବଡ଼ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆପଣ ପ୍ରସନ୍ନ ରହିବେ। ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିଛି। ପ୍ରେମୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆପଣଙ୍କ ପାଇଁ ସଫଳତା ର ଦ୍ବାର ଖୋଲିଯିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *