Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୦ ନଭେମ୍ବର ୨୦୨୦,ମଙ୍ଗଳବାର,ଆଜି ଏହି ପାଞ୍ଚଟି ରାଶିର ଲୋକଙ୍କ ଭାଗ୍ୟ ସାଥିରେ ରହିବ। ବ୍ୟବସାୟରେ ମିଳିବ ଲାଭ ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୧୦ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୦ ନଭେମ୍ବର ୨୦୨୦।

ମେଷ ରାଶି –

ଏହି ରାଶିର ଲୋକେ ନିଜର କଥାକୁ କାହା ସହିତ ସେୟାର କରନ୍ତୁ ନାହିଁ। କିଛି ଲୋକଙ୍କ ବ୍ୟବହାର ଆପଣଙ୍କୁ ବୁଝି ଆସିବ ନାହିଁ। ପରିବାର ଲୋକଙ୍କ ସହିତ ଅଚାନକ ଭ୍ରମଣ ରେ ଯାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଯାତ୍ରା କରିବା ସମୟରେ ନିଜର ଜିନିଷପତ୍ର ଉପରେ ଧ୍ୟାନ ରଖନ୍ତୁ। ଶୁଭ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ସମ୍ବେଦନଶୀଳ ଲୋକଙ୍କ ସହିତ କଥାବାର୍ତ୍ତା କରି ସମୟ ଅତିବାହିତ ହେବ। ଆଜି ବିରୋଧୀ ଆପଣଙ୍କ ପାଇଁ କିଛି ଷଡ଼ଯନ୍ତ୍ର ରଚନା କରି ପାରନ୍ତି। ଏହି କାର୍ଯ୍ୟ କ୍ଷେତ୍ରରେ ଭରପୂର କ୍ଷମତା ର ଲାଭ ଉଠାଇବେ। ଟଙ୍କାପଇସା ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧରେ କିଛି ସମସ୍ୟା ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ବାତାବରଣ ଅରୁଚିକର ହୋଇପାରେ।

ମିଥୁନ ରାଶି –

ଆଜି ଆପଣ ମାନସିକ ରୂପରେ ଶାନ୍ତି ଅନୁଭବ କରିବେ। କାରବାର ପାଇଁ ଦିନଟି ଅନୁକୂଳ ରହିଛି। ବିପରୀତ ଲିଙ୍ଗ ସମ୍ବନ୍ଧ ପ୍ରତି ଆକର୍ଷଣ ବଢିବ। କିଛି ନୂଆ ଉତ୍ସାହ ଏବଂ କାର୍ଯ୍ୟ କ୍ଷମତା ର ଅନୁଭୂତି କରିବେ। ନୂଆ ସମ୍ପତ୍ତି ନେବା ପାଇଁ ବିଚାର କରି ପାରନ୍ତି। ଧ୍ୟାନ ରଖନ୍ତୁ କାମ କରିବା ସହିତ ଖାଦ୍ୟପେୟ ଉପରେ ମଧ୍ୟ ଦୃଷ୍ଟି ରଖନ୍ତୁ। ଦାମ୍ପତ୍ୟ ଜୀବନରେ ପରସ୍ପର ବୁଝାମଣା ରହିବ। ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ନିଜର ଜୀବନସାଥୀ ଙ୍କ ତରଫରୁ କିଛି ଖାସ୍ ଦେଖିବାକୁ ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରୟାସ କରି ପାରନ୍ତି। ଅଚାନକ ଲାଭ ପ୍ରାପ୍ତ ହେବ। ଫାଲତୁ ବିବାଦ ରୁ ଦୂରେଇ ରହିବା ପାଇଁ ପ୍ରୟାସ କରନ୍ତୁ। କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ଆପଣ ସର୍ବଦା ପ୍ରୟାସ କରିବେ।

ସିଂହ ରାଶି –

ଆଜି ଆପଣଙ୍କର ସମ୍ପର୍କୀୟଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଆଜି ଆପଣ ନିଜ କାର୍ଯ୍ୟ ସୁବିଧାରେ ପୂରଣ କରିବେ। ଯାତ୍ରାର ଆନନ୍ଦ ଉଠାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନରଖିବା ଦ୍ଵାରା ଆର୍ଥିକ ମାନ୍ଦା ଅବସ୍ଥା ଦେଖିବାକୁ ମିଳିପାରେ ଆପଣଙ୍କୁ।ଅନ୍ୟ ମାନଙ୍କୁ ସହଯୋଗ କରିବାରେ ସକ୍ଷମ ହୋଇଛନ୍ତି।

କନ୍ୟା ରାଶି –

ଆପଣ ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ମନରେ ନଥିଲେ ମଧ୍ୟ ଆପଣଙ୍କୁ ସବୁ କାମ ସାରିବାକୁ ପଡ଼ିବ। ଜୀବିକା କ୍ଷେତ୍ରରେ ଆପଣ ଅଧିକ ଉତ୍ସାହିତ ରହିବେ। ଅସହାୟ ଲୋକଙ୍କୁ କମ୍ବଳ ଦାନ କରନ୍ତୁ। ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଲୋକଙ୍କୁ ପରଖି ନେବାର କ୍ଷମତା ଆପଣଙ୍କ ମଧ୍ୟରେ ରହିଛି। ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଉଚିତ ସମୟ ମଧ୍ୟରେ ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ତୁଳା ରାଶି –

ଆଜି ପିଲାମାନେ ଆପଣଙ୍କ ଠାରୁ କିଛି ସମସ୍ୟା ର ସମାଧାନ ପାଇଁ ପରାମର୍ଶ ନେବେ। ଚାକିରୀ ଏବଂ କାରବାର ସହିତ ଜଡିତ ନିଷ୍ପତ୍ତି ଆପଣ ନେଇ ପାରନ୍ତି। ଜୀବନସାଥୀ ଙ୍କ ନିକଟତର ହେବେ। ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଭଗବାନ ହନୁମାନ ଙ୍କୁ ପ୍ରାର୍ଥନା କରନ୍ତୁ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ଜୀବନସାଥୀ ଙ୍କ ତରଫରୁ କିଛି ଉପହାର ମିଳିପାରେ।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। କାର୍ଯ୍ୟରୁ ସମୟ ବାହାର କରି ପରିବାର କୁ ସମୟ ଦିଅନ୍ତୁ। ବ୍ୟବସାୟ ମାମଲାରେ ଅନୁଭବୀ ଙ୍କ ପରାମର୍ଶ ନେଇ ପାରନ୍ତି। ଶୀଘ୍ରତା କରନ୍ତୁ ନାହିଁ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଅଧୁରା କାର୍ଯ୍ୟ ତୁଲାଇବା ସମୟରେ ଆପଣଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପ୍ରେମ ଓ ପ୍ରସଙ୍ଗ ରେ ସାବଧାନ ରୁହନ୍ତୁ।

ଧନୁ ରାଶି –

ଆଜି ଘରକୁ ଅତିଥି ଆସି ପାରନ୍ତି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ରହିବ। ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି । ଅଚାନକ ଆପଣଙ୍କୁ ଫାଇଦା ମିଳିବ। ବ୍ୟବସାୟ ରେ ନୂତନ ମାର୍ଗ ପ୍ରାପ୍ତ ହେବ। ପାରିବାରିକ ସୁଖ ସନ୍ତୋଷ ପ୍ରାପ୍ତ ହେବ। ପାରିବାରିକ ସୁଖ ସନ୍ତୋଷ ରେ ବୃଦ୍ଧି ହେବ।

Google

ମକର ରାଶି-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ଗୋଡ଼ ବ୍ୟଥା ରୁ ଆପଣଙ୍କୁ ମୁକ୍ତି ମିଳିବ। କିଛି ନୂଆ ଲୋକଙ୍କ ସହିତ ଆପଣ ଯୋଡ଼ି ହୋଇ ପାରନ୍ତି।ପାର୍ଟନର ଙ୍କ ସହଯୋଗ ଦ୍ୱାରା ଆପଣଙ୍କୁ ଧନ ଲାଭ ହେବ। ସାମାଜିକ ଏବଂ ସାମୁହିକ ସ୍ତରରେ ନୂଆ ଲୋକଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ । ମହିଳା ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଧିକ ଭାବୁକ ହୁଅନ୍ତୁ ନାହିଁ।

କୁମ୍ଭ ରାଶି –

ଆଜି ଆପଣଙ୍କ ପରିବାରର ଆର୍ଥିକ ଅବସ୍ଥା ସୁଦୃଢ ରହିବ। ଜୀବନସାଥୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜର କାର୍ଯ୍ୟ ପ୍ରଣାଳୀ କୁ ପରିବର୍ତ୍ତନ କରି ପାରନ୍ତି। ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅବିବାହିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ର ବାତାବରଣ ରହିବ।

ମୀନ ରାଶି –

ଆଜି ବ୍ୟବସାୟିକ କ୍ଷେତ୍ରରେ ଅନୁକୂଳ ବାତାବରଣ ରହିବ। ଆଜି କୌଣସି କାର୍ଯ୍ୟ କରମ୍ଭ କରିବା ସମୟରେ ଶୀଘ୍ରତା କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଆପଣ ଯାହାକୁ ପ୍ରେମ କରୁଛନ୍ତି, ତାଙ୍କୁ ପ୍ରପୋଜ କରି ପାରନ୍ତି। ଆଜି ଆପଣ ନୂଆ ମୋବାଇଲ କିଣିବାକୁ ବିଚାର କରି ପାରନ୍ତି। ଶାରୀରିକ ଏବଂ ମାନସିକ ରୂପରେ ସୋବ ସୁସ୍ଥ ଅନୁଭବ କରିବେ। ପୁଞ୍ଜି ନିବେଶ ସମୟରେ ସାବଧାନ ରୁହନ୍ତୁ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *