Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳିରେ କରି ନିଅନ୍ତୁ ଏହି ୪ଟି କାମ ,ଶନି ଦୋଷରୁ ତୁରନ୍ତ ମିଳିବ ମୁକ୍ତି

ସେୟାର୍ କରନ୍ତୁ

ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ ଅର୍ଥାତ ଦୀପାବଳିକୁ ଆଉ ମାତ୍ର କିଛିଦିନ ସମୟ ବାକି ରହିଛି। ଏହିବର୍ଷ ଦୀପାବଳି ୧୪ ନଭେମ୍ବର ଦିନ ପଡୁଅଛି। ଏହିଦିନ ଶନିବାର ଅଟେ ଏବଂ ଶନିବାର ହେବା ସହ ଦୀପାବଳି ଦିନ ଶନୈଶ୍ଚରୀ ଅମାବାସ୍ୟାର ଯୋଗ ମଧ୍ୟ ହେଉଅଛି। ଏହି ଦୀପାବଳି ସାଢ଼େସାତି ସହ ପୀଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇପାରେ ଏବଂ ଯଦି ଆପଣ ସାଢ଼େସାତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଆମେ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଦୀପାବଳି ଦିନ କରିବାକୁ ପଡିବ। ଏହି ଉପାୟ ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ବଜାୟ ରହିବ। ଆସନ୍ତୁ ଏହିଭଳି ୫ଟି ଉପାୟ ବିଷୟରେ ଜାଣିବା।

ମାତା ଲକ୍ଷ୍ମୀଙ୍କୁ କରନ୍ତୁ ପ୍ରସନ୍ନ:-

Google

ଜ୍ୟୋତିଷଶାସ୍ତ୍ରରେ ଏହି କଥାର ଉଲ୍ଲେଖ ରହିଛି ଯେ , ଯଦି କୌଣସି ବ୍ୟକ୍ତି ଦୀପାବଳି ଦିନ ନିଜ ଘରକୁ ଆସିଥିବା କୌଣସି ବ୍ୟକ୍ତିଙ୍କୁ ବସ୍ତ୍ର , ଶସ୍ୟ , ଭୋଜନ ଆଦି ଦାନ କରନ୍ତି , ଏହାଦ୍ୱାରା ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବଜାୟ ରହିଥାଏ। ଏହାସହ ଶନିଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ତେବେ ଦାନୀ ବ୍ୟକ୍ତିଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ଯେ ସେମାନଙ୍କୁ ଏହି କାମ ସୂର୍ଯ୍ୟାସ୍ତ ପୂର୍ବରୁ କରିବା ଉଚିତ। ଦୀପାବଳି ଦିନ ସନ୍ଧ୍ୟାରେ ଏଭଳି କରିବା ଠାରୁ ଦୂରେଇ ରୁହନ୍ତୁ।

ଅଶ୍ୱତ୍ଥ ଗଛକୁ ପୂଜା କରିବା ଦ୍ୱାରା ମିଳିବ ଏହି ଲାଭ:-

ଦୀପାବଳି ଦିନ ଅଶ୍ଵତଥ ଗଛକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି ବୋଲି କୁହାଯାଏ। ଅଶ୍ଵତଥ ଗଛକୁ ଦୀପାବଳି ଦିନ ପାଞ୍ଚ ପ୍ରକାରର ଭିନ୍ନ ଭିନ୍ନ ମିଠା ସହ ତିଳ ଅର୍ପଣ କରନ୍ତୁ। ଏଥିସହ ପାଣିରେ ଗୁଡ଼ କିମ୍ବା ଚିନି ମିଶାଇ ଅଶ୍ଵତଥ ଗଛକୁ ଅର୍ପଣ କରନ୍ତୁ। ଏହି ଉପାୟ ଦ୍ୱାରା ଧନର ମାର୍ଗ ପ୍ରଶସ୍ତ ହେବା ସହ ସାଢେସାତିର ପ୍ରଭାବରୁ ମଧ୍ୟ କମ ହୋଇଥାଏ।

Google

ଶନିଦୋଷରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ:-

ଯଦି ଆପଣ ଶନିଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୀପାବଳି ଦିନ ସମ୍ପୂର୍ଣ୍ଣ ନଡିଆକୁ ନେଇ ତାହାର ମୁହଁକୁ ଉପରୁ କାଟିଦେବା ଉଚିତ। ବର୍ତ୍ତମାନ ସେଥିରେ ଚିନି ଏବଂ ଅଟା ପୂର୍ବରୁ ମୁଁହକୁ ବନ୍ଦ କରିଦେବା ଉଚିତ। ତାପରେ ସେହି ନଡ଼ିଆକୁ ମାଟି ତଳେ ଏଭଳି ସ୍ଥାନରେ ପୋତି ଦିଅନ୍ତୁ , ଯେଉଁଠାରେ ପିମ୍ପୁଡ଼ି ମାନେ ବାସ କରୁଥିବେ । ଏଭଳି କୁହାଯାଏ ଯେ ଯେପର୍ଯ୍ୟନ୍ତ ପିମ୍ପୁଡ଼ି ମାନେ ତାହାକୁ ଖାଉଥିବେ , ସେପର୍ଯ୍ୟନ୍ତ ଆପଣଙ୍କୁ ସାଢ଼େସାତିରୁ ସୁରକ୍ଷା ମିଳିବ।

Google

ଶନିଦେବଙ୍କ କୃପା ବଜାୟ ରହିଥାଏ:-

ଦୀପାବଳି ମହାପର୍ବ ଦିନ ଶନି କବଚ ପାଠ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଚଳିତବର୍ଷ ଦୀପାବଳି ଶନିବାର ଦିନ ପଡୁଅଛି। ଏଭଳି ପରିସ୍ଥିତିରେ ଏହାର ମହତ୍ତ୍ୱ ଆହୁରି ମଧ୍ୟ ବଢି ଯାଇଥାଏ। ଯଦି ଆପଣ ଏପରି କରିବେ , ତେବେ ଶନିଦେବଙ୍କର କୃପା ଆପଣଙ୍କ ଉପରେ ବଜାୟ ରହିବ। କହିରଖୁଛୁ ଯେ ଯଦି ଆପଣ ଶନି କବଚ ପାଠ କରିପାରୁ ନାହାଁନ୍ତି , ତେବେ ଆପଣଙ୍କୁ ଏହା ପରିବର୍ତ୍ତେ ଶନି ସ୍ରୋତର ପାଠ କରିବା ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନି ଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *