Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୯ ନଭେମ୍ବର ୨୦୨୦,ସୋମବାର,ଗ୍ରହ ନକ୍ଷତ୍ର ର ବିଶେଷ ସ୍ଥିତି ଚମକାଇବ ଏହି ୪ ଟି ରାଶିର ଲୋକଙ୍କ ଭାଗ୍ୟ, ମିଳିବ ଟଙ୍କା ହିଁ ଟଙ୍କା।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୯ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୯ ନଭେମ୍ବର ୨୦୨୦।

ମେଷ ରାଶି –

ଆଜି ଅଫିସ ରେ ଆପଣଙ୍କ ଉପରେ କାର୍ଯ୍ୟ ଭାର ଅଧିକ ରହିପାରେ। କିଛି କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଆଜି ଜୀବନସାଥୀ ଙ୍କ ସହିତ ସମୟ ଅତିବାହିତ କରିବା ଦ୍ୱାରା ସମ୍ପର୍କ ସୁଦୃଢ ରହିବ। ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ। ପରିବାରରେ ମାଙ୍ଗଳିକ ଆୟୋଜନ କରି ପାରନ୍ତି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ। ଆପଣଙ୍କୁ କ୍ୟାରିୟର ସମ୍ବନ୍ଧିତ କିଛି ନୂଆ ଅବସର ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ ଏବଂ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ପରିଶ୍ରମ ସାର୍ଥକ ରହିବ।

ମିଥୁନ ରାଶି –

କାର୍ଯ୍ୟକୁ ନେଇ ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ। ଜୀବନସାଥୀ ଙ୍କ ଉପରେ କୌଣସି କଥାକୁ ନେଇ ଆପଣ କ୍ରୋଧିତ ରହି ପାରନ୍ତି। ବିରୋଧୀ ସକ୍ରିୟ ରହିବେ, ସେମାନେ ଆପଣଙ୍କ ବିଷୟରେ ଉଡା କଥା ପ୍ରଚାର କରି ପାରନ୍ତି। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Google

କର୍କଟ ରାଶି –

ଆଜି ନିଷ୍ପତ୍ତି ନନେଇ ପାରିବା ହେତୁ ଆପଣଙ୍କୁ ପରିଣାମ ସ୍ୱରୂପ ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଭଦାୟକ ରହିବ। ଜୀବନସାଥୀ ଙ୍କ ବିଶ୍ୱାସ ଦେଖି ଆପଣ ପ୍ରଭାବିତ ହେବେ। କିଛି ନୂଆ ଅନୁଭବ ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବା ଆବଶ୍ୟକ। ଆକସ୍ମିକ କାର୍ଯ୍ୟ ଆସିବା ଦ୍ବାରା ନିର୍ଦ୍ଧାରିତ ଯୋଜନା ରେ ପରିବର୍ତ୍ତନ ହୋଇପାରେ। ସମ୍ପତ୍ତି କୁ ନେଇ ବିବାଦ ହୋଇପାରେ।

ସିଂହ ରାଶି –

ଆପଣଙ୍କ ଧର୍ଯ୍ୟର ଦିନ ଅନ୍ତ ହେବ ଏବଂ ସ୍ଥିତି ରେ ସୁଧାର ଆସିବ। କୌଣସି ଧାର୍ମିକ ଆୟୋଜନ ରେ ଯାଇ ପାରନ୍ତି। ଆପଣଙ୍କୁ ସମ୍ପର୍କ କୁ ନେଇ ବୁଝାମଣା କରିବା ଆବଶ୍ୟକ। କାର୍ଯ୍ୟସ୍ଥଳରେ ଫାଲତୁ ଖର୍ଚ୍ଚ ହୋଇପାରେ। ବ୍ୟବସାୟ ମାମଲାରେ କରା ଯାଇଥିବା ଯାତ୍ରା ସଫଳ ରହିବ। କାମର ବୋଝ ପୂର୍ବ ଅପେକ୍ଷା ସୁଦୃଢ ରହିବ। ନିଜ ବ୍ୟବହାର କୁ ନମ୍ର ରଖନ୍ତୁ।

କନ୍ୟା ରାଶି –

ଆପଣଙ୍କୁ ଜୀବନସାଥୀ ଙ୍କ ତରଫରୁ ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ପରାମର୍ଶ ମିଳିପାରେ। ଆର୍ଥିକ ସ୍ଥିତି ରେ ସୁଧାର ଆସିବାର ସମ୍ଭାବନା ରହିଛି। ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟବସାୟ ରେ ଜରୁରୀ କାର୍ଯ୍ୟର ଯୋଜନା ବନେଇବେ। ଧାର୍ମିକ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ। କାର୍ଯ୍ୟରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆପଣ ନିଜ ଅନୁଭବ କୁ ନେଇ ସବୁ କାର୍ଯ୍ୟ ସମ୍ପନ୍ନ କରିବେ।

ତୁଳା ରାଶି –

ଆଜି ଆପଣଙ୍କର ବିତ୍ତୀୟ ସ୍ଥିତିରେ ସୁଧାର ଆସିବ। କାହା ସହିତ କଥାବାର୍ତ୍ତା ସମୟରେ ନିଜ ବ୍ୟବହାର ପ୍ରତି ସତର୍କ ରୁହନ୍ତୁ। କୌଣସି ସମ୍ପର୍କୀୟ କଠିନ ପରିସ୍ଥିତିରେ ଆପଣଙ୍କୁ ବାହାର କରି ପାରନ୍ତି। ବିବାଦ ରୁ ଦୂରେଇ ରୁହନ୍ତୁ। ଅଧିକାରୀ କାର୍ଯ୍ୟ ଚାପ ଅଧିକ ରହିବା ଦ୍ଵାରା ବ୍ୟାକୁଳ ରହିବେ। ପ୍ରେମ ଜୀବନ ସୁଖମୟ ରହିବ। ଚାକିରୀ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ।

ବିଛା ରାଶି –

ଆଜି ବୁଝି ବିଚାରି ପଦକ୍ଷେପ ନେବା ଆବଶ୍ୟକ। ଆପଣ ହୃଦୟ ଅପେକ୍ଷା ମସ୍ତିଷ୍କ ରୁ ଚିନ୍ତା କରିବା ପସନ୍ଦ କରିବେ। ବୈବାହିକ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ନାୟାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଚାକିରୀ ବ୍ୟବସାୟ ରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଜୀବନସାଥୀ ଆପଣଙ୍କ ପରାମର୍ଶ ରେ କ୍ରୋଧିତ ହୋଇ ଯାଇ ପାରନ୍ତି।

ଧନୁ ରାଶି –

ଆପଣଙ୍କ ନିତିଦିନିଆ ଆବଶ୍ୟକତା ପୂରଣ ହୋଇ ପାରିନଥିବା ରୁ ବୈବାହିକ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ।ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରିବେ ଏବଂ ଲାଲ କମ୍ବଳ ଦାନ କରିବେ। ଆପଣଙ୍କର କୌଣସି ଖାସ୍ ମିଟିଂ ହୋଇପାରେ।ଘରୋଇ ଜୀବନରେ ନକାରାତ୍ମକ ପ୍ରଭାବ ରହିପାରେ।

Google

ମକର ରାଶି –

ଭାଗ୍ୟ ସୁଦୃଢ ରହିବ, ଯାହାଦ୍ବାରା ଆପଣଙ୍କୁ ଉତ୍ତମ ଲାଭ ମିଳିବ। ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ। ପରିବାର ସଦସ୍ୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ସ୍ଵଭାବ ଆପଣଙ୍କ ମାତାପିତାଙ୍କୁ ଦୁଃଖିତ କରାଇ ପାରେ। ବ୍ୟର୍ଥ ରେ ବ୍ୟସ୍ତତା ରହିବ। ଆଜି ଆପଣ ଯାହା କାର୍ଯ୍ୟ କରିବେ, ସବୁଥିରେ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି –

ଆଜି ଆପଣଙ୍କର ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଆପଣ ଅନୁଭବ କରିବେ ଯେ ଆପଣଙ୍କ ପ୍ରିୟ ଆପଣଙ୍କୁ ଅଧିକ ପ୍ରେମ କରୁଛନ୍ତି। ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ ନାହିଁ, ଧର୍ଯ୍ୟ ରଖନ୍ତୁ। ଉଚ୍ଚ ଅଧିକାରୀ ରୁ ପ୍ରାପ୍ତ ସହଯୋଗୀ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ପ୍ରୟାସ କରନ୍ତୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେଉ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ ରାଶି –

ଆଜି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଏବଂ ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ଆଜି ଆପଣଙ୍କୁ କେହି ଜଣେ ହୃଦୟ ଭାଙ୍ଗିବାରୁ ରକ୍ଷା କରି ପାରନ୍ତି। ଆପଣଙ୍କ ପାଖରେ ଯେଉଁ କଳା ରହିଛି ତାହାକୁ ପ୍ରଦର୍ଶନ କରିବାରେ ସଫଳ ରହିବେ। ଆପଣଙ୍କ ପ୍ରେମଭରା ରୋମାଣ୍ଟିକ ଚାହାଣୀ ବୈବାହିକ ଜୀବନରେ ନୂଆ ତରଙ୍ଗ ଭରି ଦେବ। ଧନ ପ୍ରାପ୍ତି ହେବ। ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ନଜର ରଖନ୍ତୁ। ଆପଣ କାର୍ଯ୍ୟ ପ୍ରତି ଦାୟିତ୍ୱ ତୁଲାଇବେ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *