Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳୀ ପର୍ବ ପୂର୍ବରୁ ହିଁ ନିଜ ଘରର ମୁଖ୍ୟ ଦ୍ୱାରରେ ଲଗେଇ ଦିଅନ୍ତୁ ଏହି ୫ ଟି ଜିନିଷ, ଆପଣଙ୍କ ଘରକୁ ମା ଲକ୍ଷ୍ମୀ ନିଶ୍ଚିତ ଭାବରେ ଆସିବେ ଏବଂ ଟଙ୍କାର ବର୍ଷା କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ସମସ୍ତେ ଜାଣନ୍ତି ଯେ ଆମର ଭାରତକୁ ଏକ ପର୍ବପର୍ବାଣୀର ଦେଶ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ବର୍ଷସାରା ଅନେକ ପର୍ବ ପାଳନ କରାଯାଏ। କିନ୍ତୁ ଦୀପାବଳିର ପର୍ବ ଅତ୍ୟନ୍ତ ଖାସ ହୋଇଥାଏ। କିଛି ଦିନ ପରେ ଦୀପାବଳୀ ପର୍ବ ମଧ୍ୟ ଆସୁଛି। ଦୀପାବଳୀ ପର୍ବ ପୂର୍ବରୁ ଲୋକମାନେ ନିଜ ଘରକୁ ସଫା ସୁତରା କରିଥାନ୍ତି। ଏବଂ ଘରକୁ ଭଲ ଭାବରେ ପରିଷ୍କାର କରିଥାନ୍ତି। ଯାହାଦ୍ୱାରା ମା ଲକ୍ଷ୍ମୀ ସେମାନଙ୍କ ଘରକୁ ପ୍ରବେଶ କରିବେ ଏବଂ ମା ଲକ୍ଷ୍ମୀ ସେମାନଙ୍କ ଉପରେ ସନ୍ତୁଷ୍ଟ ହେବେ।

ଦୀପାବଳି ପର୍ବ ପୂର୍ବରୁ ଆପଣ ନିଶ୍ଚିତ ଭାବରେ ନିଜ ଘରର ମୁଖ୍ୟ ଦ୍ୱାରରେ କିଛି ବିଶେଷ ଜିନିଷ ରଖିବା ଆବଶ୍ୟକ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କୁ ବହୁତ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆପଣଙ୍କ ଘରେ ପ୍ରବେଶ କରନ୍ତି।

Google

ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ମାଳା:-

ମୁଖ୍ୟ ଦ୍ଵାରକୁ ଆମ୍ବ ପତ୍ର କିମ୍ବା ଅଶୋକା ପତ୍ରରେ ମାଳା ତିଆରି ସଜାଯାଇଥାଏ । ଯେତେବେଳେ ଘରେ କୌଣସି ଶୁଭ କାର୍ଯ୍ୟ କରାଯାଏ ଏହି ମାଳାକୁ ଘରର ମୁଖ୍ୟ ଦ୍ୱାରରେ ଲଗା ଯାଇଥାଏ ଏହାକୁ ଶୁଭ ବୋଲି ବିବେଚନା କରାଯାଏ କାରଣ ଏହା ଭିତରେ ବହୁତ ସକାରାତ୍ମକ ଶକ୍ତି ଥାଏ ଏବଂ ଏହି ସକରାତ୍ମକ ଶକ୍ତି ହେତୁ ଦେବୀ ଦେବତାମାନେ ଆପଣଙ୍କ ଘରକୁ ଆସିଥାନ୍ତି ସେଥିପାଇଁ କୌଣସି ଶୁଭ କାର୍ଯ୍ୟ କିମ୍ବା ପର୍ବ ପୂର୍ବରୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚିତ ଭାବରେ ଏହି ମାଳାକୁ ଲଗାନ୍ତୁ।

ସ୍ବାସ୍ତିକ:-

ହିନ୍ଦୁ ଧର୍ମରେ ସ୍ୱାସ୍ତିକର ପ୍ରତୀକ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଭିତରୁ ସକରାତ୍ମକ ଶକ୍ତି ବାହାରିଥାଏ। କୁହାଯାଏ ଯେ ଯେଉଁଠାରେ ଏହି ଚିହ୍ନ ଦେଖାଯାଏ ସେଠାରେ ସମସ୍ତ ନକାରାତ୍ମକ ଶକ୍ତି ବାହାରକୁ ଯାଇଥାଏ ତେଣୁ ସ୍ୱାସ୍ତିକର ପ୍ରତୀକ ଘରର ମୁଖ୍ୟ ଦ୍ୱାରରେ ଥାଏ। ଏହା ପ୍ରୟୋଗ କରାଯିବା ଉଚିତ। ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ କେବେ ଆସିବ ନାହିଁ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ରହିବେ କାରଣ ସେଠାରେ ସକାରାତ୍ମକ ଶକ୍ତି ଥାଏ ସେଠାକୁ ମା ଲକ୍ଷ୍ମୀ ଆସିଥାନ୍ତି।

ଓଁ:-

ଓଁ ହିନ୍ଦୁ ଧର୍ମର ପ୍ରତୀକ ଏବଂ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏହାକୁ ବହୁତ ଶକ୍ତିଶାଳୀ ବିବେଚନା କରାଯାଏ। କୁହାଯାଏ ଓଁରେ ଅନେକ ଦେବୀ ଦେବତାଙ୍କର ଶକ୍ତି ଅଛି ଯାହାକି ଆପଣଙ୍କ ଘର ପରିବାରକୁ ସୁରକ୍ଷା ଦେଇଥାଏ ଏବଂ ଓଁ ରେ ଉତ୍ପନ୍ନ ସକାରାତ୍ମକ ଶକ୍ତି ଦେବୀ ଦେବତାଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିଥାଏ ତେଣୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ଓଁ ପ୍ରତୀକ ଲଗାଯିବା ଉଚିତ।

ଶୁଭ ଲାଭ:-

ଶୁଭ ଲାଭ ଘରର ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ଲେଖାଯିବା ଉଚିତ। କାରଣ ଏହା କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ ଏବଂ ଘରେ ସୁଖର ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ଆପଣ ମଧ୍ୟ ଏହାକୁ ନିଶ୍ଚୟ ଲଗାଇବା ଉଚିତ।

Google

ତ୍ରିଶୂଳ:-

ଆପଣ ନିଜ ଘରର ମୁଖ୍ୟ ଦ୍ୱାରରେ ତ୍ରିଶୂଳ ମଧ୍ୟ ଲଗେଇ ପାରିବେ। ଏହାକୁ ଲଗାଇବା ଶୁଭ ବୋଲି ବିବେଚନା କରାଯାଏ । ଅନେକ ଲୋକ ତ୍ରିଶୂଳକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଗୋଟିଏ ସେଆର ନିଶ୍ଚିତ କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ କୃପା ହେଲେ ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *