Excuse Me Odisha

ଯାହା କହିବୁ ସତ କହିବୁ

ସିଦ୍ଧ ଯୋଗ ବନିବା ଦ୍ଵାରା କିଛି ରାଶିର ଲୋକଙ୍କର ସବୁ ଇଛା ପୂରଣ ହୋଇଯିବ। ଧନ ମାମଲାରେ ରହିବେ ଭାଗ୍ୟଶାଳୀ ।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରର ଲଗାତାର ବଦଳୁ ଥିବା ସ୍ଥିତି ଆକାଶମଣ୍ଡଳ ରେ ଅନେକ ଯୋଗ ର ନିର୍ମାଣ କରୁଛି।ଏହି ଯୋଗ ୧୨ ଟି ରାଶି ଉପରେ କିଛି ନା କିଛି ନା କିଛି ପ୍ରଭାବ ପକାଇ ଥାଏ। ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ନକ୍ଷତ୍ରର ଚଳନ ଠିକ ଠାକ୍ ରହିଥାଏ, ତାହେଲେ ଏହାର ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ। ଯଦି ଗ୍ରହ ମାନଙ୍କର ଚଳନ ଠିକ୍ ନଥାଏ ତାହେଲେ ବ୍ୟକ୍ତି ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ। ଜ୍ୟୋତିଷ ଗଣନା ଅନୁସାରେ ଏହି ସିଦ୍ଧ ନାମକ ଏକ ଶୁଭ ଯୋଗ ରହିଛି ଏବଂ ଏହାସହିତ ଆର୍ଦ୍ରା ନକ୍ଷତ୍ର ରହିଛି। ଏହି ଶୁଭ ଯୋଗ କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ ଏବଂ କେଉଁ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡ଼ିବ ? ଆପଣ ଏହାର ସୂଚନା ନିଜ ରାଶି ଅନୁସାରେ ଜାଣିବେ।

ଆସନ୍ତୁ ଜାଣିବା ସିଦ୍ଧ ଯୋଗ ବନିବା ଦ୍ଵାରା କେଉଁ ରାଶିର ଲୋକଙ୍କ ଉପରେ ପଡ଼ିବ ଶୁଭ ପ୍ରଭାବ –

ମେଷ ରାଶି:- ମେଷ ରାଶିର ଲୋକଙ୍କ ଉପରେ ସିଦ୍ଧ ଯୋଗର ଶୁଭ ପ୍ରଭାବ ପଡ଼ିବ। ଆପଣଙ୍କ ସମୟ ଅନୁକୂଳ ରହିବ। ବ୍ୟବସାୟରେ ନୂଆ ନୂଆ ବିଚାର ଆସିବ। ଯାହାଦ୍ବାରା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଆର୍ଥିକ ପକ୍ଷ ସୁଦୃଢ ରହିବ। ଆପଣ ନିଜର ବନ୍ଧୁଙ୍କୁ ଆର୍ଥିକ ସହାୟତା କରିବେ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ। ଅଫିସ କାର୍ଯ୍ୟରେ ଆପଣଙ୍କର ପ୍ରଶଂସା ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।

Google

ମିଥୁନ ରାଶି:- ମିଥୁନ ରାଶିର ଲୋକଙ୍କ ଉପରେ ଏହି ସିଦ୍ଧ ଯୋଗର ଶୁଭ ପ୍ରଭାବ ପଡ଼ିବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ବ୍ୟାପାରରେ ଜଡ଼ିତ ଲୋକଙ୍କୁ କୌଣସି କମ୍ପାନୀ ସହିତ ଡିଲ କରିବା ପାଇଁ ଅବସର ମିଳିପାରେ। ବ୍ୟକ୍ତିଗତ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକେ ଅଧିକ ଭାଗ୍ୟଶାଳୀ ରହିବେ। ଜୀବନସାଥୀଙ୍କ ଭାବନାକୁ ସମ୍ମାନ କରିବେ। ସନ୍ତାନଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ବର୍ଗଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।

କନ୍ୟା ରାଶି:- କନ୍ୟା ରାଶି ଥିବା ଲୋକମାନେ ଧର୍ମର କାର୍ଯ୍ୟରେ ଅଧିକ ଆଗ୍ରହୀ ହେବେ। ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି । ଏହି ଶୁଭ ଯୋଗର ପ୍ରଭାବ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦେଖାଯିବ । ପ୍ରେମ ଜୀବନରେ ଚାଲିଥିବା ଅସୁବିଧା ସମାପ୍ତ ହେବ । ବିବାହିତ ଲୋକଙ୍କ ଜୀବନ ବହୁତ ଭଲ ହେବାକୁ ଯାଉଛି । ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ । ଖୁସିରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ ।ଛାତ୍ରମାନେ ଯେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳାଫଳ ପାଇପାରିବେ, ଯାହା ଆପଣଙ୍କ ମନକୁ ଖୁସି କରିବ ।

ତୁଳା ରାଶି:- ତୁଳା ରାଶିର ଲୋକଙ୍କ ଉପରେ ସିଦ୍ଧ ଯୋଗର ଉତ୍ତମ ପ୍ରଭାବ ରହିବ। ଆପଣଙ୍କୁ ନିଜ କାର୍ଯ୍ୟରେ ଆଶାନୁରୂପ ଫାଇଦା ମିଳିବ। ସବୁ କାର୍ଯ୍ୟ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ାରେ ପରିବର୍ତ୍ତନ କରିବାକୁ ପଡ଼ିବ। ଆପଣ ନିଜ କାର୍ଯ୍ୟରେ ଆଗକୁ ବଢିବେ। ଶିକ୍ଷକଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହେବ।

ଆସନ୍ତୁ ଜାଣିବା ବାକି ରାଶିର କିପରି ରହିବ ସ୍ଥିତି –

ବୃଷ ରାଶି:- ବୃଷ ରାଶିର ଲୋକଙ୍କୁ ଏହି ସିଦ୍ଧ ଯୋଗର ଶୁଭ ପ୍ରଭାବ ଉତ୍ତମ ଫଳ ଆଣିଦେବ। ଆପଣଙ୍କୁ କିଛି ନୂଆ ଶିଖିବା ପାଇଁ ମିଳିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ ଚାକିରୀ କରୁଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ।

କର୍କଟ ରାଶି:- କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ। ଆପଣଙ୍କୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। କାର୍ଯ୍ୟଳୟରେ କିଛି ଲୋକ ଆପଣଙ୍କ କାର୍ଯ୍ୟ ବିଗାଡ଼ିବା ପାଇଁ ପ୍ରୟାସ କରି ପାରନ୍ତି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ, ନଚେତ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଗୁପ୍ତ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କ ମନରେ ଅନେକ ବିଚାର ଆସିପାରେ।

ସିଂହ ରାଶି:- ସିଂହ ରାଶିର ଲୋକେ ନିଜର ପୁରୁଣା ଭୁଲ ଯୋଗୁଁ ସମସ୍ୟାରେ ପଡି ପାରନ୍ତି। ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ରହିବ। ରୋଜଗାର କରୁଥିବା ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି।  ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବ। ଆପଣଙ୍କ ଉତ୍ତମ ବ୍ୟବହାର ଦ୍ଵାରା ପଡୋଶୀ ପ୍ରସନ୍ନ ରହିବେ।  ସେମାନେ ଆପଣଙ୍କୁ ପ୍ରଶଂସା କରିବେ।

ବିଛା ରାଶି:- ବିଛା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ବ୍ୟାପାରରେ କୌଣସି ପ୍ରକାରର ପରିବର୍ତ୍ତନ ଆସିପାରେ। ବ୍ୟବସାୟ ମାମଲାରେ ଆପଣ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଦ୍ଵାରା ହୋଇଥିବା ଯାତ୍ରା ସଫଳ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ଜୀବନସାଥୀଙ୍କ ଠାରୁ ଶୁଭ ସୂଚନା ମିଳିବ।

ଧନୁ ରାଶି:- ଧନୁ ରାଶିର ଲୋକଙ୍କ ପାଇଁ ସମୟ ଅଧିକ କଠିନ ରହିବ। ଚାକିରୀ କ୍ଷେତ୍ରରେ ଅଚାନକ ବଦଳି ହୋଇପାରେ। ଯାହାଦ୍ଵାରା ଆପଣଙ୍କ କାର୍ଯ୍ୟରେ ସମସ୍ୟା ଦେଖା ଦେଇପାରେ। ଟଙ୍କାପଇସା ଦେବା ନେବା ସମୟରେ ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀ ମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ଆବଶ୍ୟକ। ଅଫିସରେ ସହକର୍ମୀ ପୂରାପୂରି ସହଯୋଗ କରିବେ। ପାଠପଢ଼ାରେ କିଛି ସମସ୍ୟା ଦେଖା ଦେଇପାରେ

ମକର ରାଶି:- ମକର ରାଶିର ଲୋକଙ୍କ ପାଇଁ ସମୟ ଠିକ୍ ଠାକ୍ ରହିବ। ପରିବାର ଲୋକଙ୍କ ସହିତ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଯାଇ ପାରନ୍ତି। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ବନ୍ଧୁଙ୍କ ସହିତ ନିଜର ସମସ୍ୟା ସେୟାର କରିବେ। ଯାହାଦ୍ବାରା ଆପଣଙ୍କ ମନରେ ବୋଝ ହାଲକା ହୋଇ ଯିବ। ପ୍ରେମ ଜୀବନ ସୁଖମୟ ରହିବ।

କୁମ୍ଭ ରାଶି:- କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କ ଯାତ୍ରା ସଫଳ ରହିବ। କାର୍ଯ୍ୟ ମାମଲାରେ ଆପଣ ଅଧିକ ବ୍ୟସ୍ତ ରହିବେ। ଯାହାର ଉଚିତ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ଉଚିତ ପରିଣାମ ପ୍ରାପ୍ତ ହେବ। ନୂଆ ବାହନ କିଣିବା ପାଇଁ ବିଚାର କରି ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।

Google

ମୀନ ରାଶି:- ମୀନ ରାଶିର ଲୋକଙ୍କ ପାଇଁ ଆସିଥିବା ସମୟ ସାମାନ୍ୟ ରହିଛି। ଏହି ଯୋଗ ର ପ୍ରଭାବ ଆପଣଙ୍କ ଉପରେ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରୁ ସଫଳତା ମିଳିବ। କିଛି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମ ଜୀବନରେ ସମସ୍ୟା କମି ପାରେ। ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ। ମା ଲକ୍ଷ୍ମୀଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *