Excuse Me Odisha

ଯାହା କହିବୁ ସତ କହିବୁ

ଧନତେରସରେ ନିଶ୍ଚିତ କିଣନ୍ତୁ ଏହି ୫ଟି ବସ୍ତୁ , ଘରୁ ଦୂର ହୋଇଯିବ ସବୁ କଷ୍ଟ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ସବୁଠାରୁ ବଡ ପର୍ବ ଦୀପାବଳିର ପ୍ରସ୍ତୁତି ଏବେ ସାରା ଦେଶରେ ଜୋରଦାର ଚାଲିଛି। କହି ରଖୁଛି କି ୧୪ ନଭେମ୍ବରକୁ ଦୀପାବଳି ପାଳନ କରାଯିବ। ଏହାର ଠିକ୍ ଦୁଇଦିନ ପୂର୍ବରୁ ୧୨ ନଭେମ୍ବରକୁ ଧନତେରସ ରହିଛି। ଧନତେରସ ଦିନ ଦୀପାବଳିର ଆରମ୍ଭ ମାନା ଯାଇଥାଏ। ଯାହା ଦୀପାବଳିର ଗୋଟେ ଦିନ ପରେ ମଧ୍ୟ ଚାଲିଥାଏ। କହି ରଖୁଛୁ କି ଧନତେରସ ଦିନ ମାଆ ଧନବନ୍ତରୀଙ୍କ ପୂଜା କରାଯାଇଥାଏ ଏବଂ ଏହିଦିନ କିଛି ନୂଆ କିଣିବାର ମାନ୍ୟତା ରହିଛି, ଯାହା ବର୍ଷ ବର୍ଷରୁ ଚାଲି ଆସିଛି। କିନ୍ତୁ ଲୋକେ ଅଧିକ କନଫ୍ୟୁଜ ହୋଇ ଯାଆନ୍ତି କି ଧନତେରସରେ କଣ କିଣିବା ଉଚିତ । ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଧନତେରସ ଦିନ ଆପଣଙ୍କୁ ନିଜ ଘର ପାଇଁ କଣ କିଣିବା ଉଚିତ।

୧/ ସୁନା କିଣିବା –

Google

ଧନତେରସ ଦିନ ନିଶ୍ଚିତ ରୂପେ ସୁନା ବା ରୂପାର ଆଭୂଷଣ କିଣିବା ଉଚିତ। ଏଭଳି କରିବା ଶୁଭ ମାନା ଯାଇଥାଏ। ମାନା ଯାଇଥାଏ କି ସୁନା ମାଆ ଲକ୍ଷ୍ମୀ ଏବଂ ବୃହସ୍ପତି ଙ୍କ ପ୍ରତୀକ ହୋଇଥାଏ। ଏଥିପାଇଁ ସୁନା କିଣିବା ଅଧିକ ଖାସ୍ ହୋଇଥାଏ। ଯଦି ଆପଣ ସୁନା ବା ରୂପା ଉପରେ ଅଧିକ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି ତାହେଲେ ତାହେଲେ ସୁନାର ମୁଦ୍ରା କିଣି ନିଅନ୍ତୁ।

୨/ ବାସନ କିଣିବା –

Google

ନିଜର ଶକ୍ତି ବଳରେ ଧନତେରସ ଦିନ ଆପଣଙ୍କୁ କିଛି ବାସନ ନିଶ୍ଚିତ କିଣିବା ଆବଶ୍ୟକ। ତମ୍ବା, ପିତଳ, ଷ୍ଟିଲ, ରୂପାର ବାସନ କିଣିବା ଶୁଭ ମାନା ଯାଇଥାଏ। କହି ରଖୁଛୁ କି ଏହା ପିତଳର ବାସନ ଲକ୍ଷ୍ମୀ ଏବଂ ବୃହସ୍ପତିଙ୍କ ପ୍ରତୀକ ଅଟେ। ଅତଃ ଧନତେରସ ଦିନ ଆପଣ ଯଦି ସୁନା କିଣି ପାରୁ ନାହାନ୍ତି ତାହେଲେ ପିତଳ ବାସନ କିଣି ପାରିବେ।

୩/ ଧଣିଆ କିଣିବା –

Google

ଏହିଦିନ ଗ୍ରାମ ଗୁଡିକରେ କୃଷକ ଧଣିଆର ମଞ୍ଜି କିଣି ଥାନ୍ତି। ସହରରେ ଲୋକେ ସାବୁତ ଧଣିଆ କିଣି ଥାନ୍ତି। ଏହାର ମଞ୍ଜିକୁ ପେଶି ଗୁଡ଼ ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଏ ଏବଂ ନୈବେଦ୍ୟ ବନା ଯାଏ। ଏହାପରେ ଏହାର ପୂଜା କରାଯାଇଥାଏ

୪/ ନୂଆ ବସ୍ତ୍ର କିଣିବା –

Google

ଧନତେରସର ଠିକ୍ ୧ ଦିନପରେ ଦୀପାବଳିର ପର୍ବ ଆସିଥାଏ। ଏହିଦିନ ଦୀପାବଳି ରେ ନୂଆ ପୋଷାକ କିଣିବାର ପରମ୍ପରା ଅତ୍ୟନ୍ତ ପୁରୁଣା ଅଟେ।

୫/ ଅନ୍ୟ ବସ୍ତୁ –

Google

ବାସନ, କପଡା, ଗହଣାକୁ ଛାଡ଼ି ଧନତେରସ ଦିନ ଲକ୍ଷ୍ମୀ ଗଣେଶ  ମୂର୍ତ୍ତୀ , ଖେଳନା ଆଦି ଅନ୍ୟ ଜିନିଷ ମଧ୍ୟ କିଣି ପାରିବେ। କହି ରଖୁଛୁ କି ଧନତେରସ ଦିନ ମାଆ ଧନବନ୍ତରୀଙ୍କ ସହିତ ଲକ୍ଷ୍ମୀ , ଗଣେଶ, କୁବେର ଏବଂ ଯମରାଜଙ୍କ ପୂଜା ମଧ୍ୟ କରାଯାଏ।

ପୂଜା ମୁହୂର୍ତ୍ତ –

Google

କହି ରଖୁଛୁ କି ପ୍ରତ୍ୟେକ ବର୍ଷ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରସ ପାଳନ କରାଯାଏ। ଏବର୍ଷ  ଏହି ତିଥି ୧୨ ନଭେମ୍ବର ରାତି ୯ ଟା ବାଜି ୩୦ ମିନିଟରୁ ଆରମ୍ଭ ହେବ ଏବଂ ୧୩ ନଭେମ୍ବର ସନ୍ଧ୍ୟା ୫ ଟା ବାଜି ୫୯ ମିନିଟ ରେ ସମାପ୍ତ ହେବ। କିନ୍ତୁ କିଛି ପଞ୍ଚାଙ୍ଗ ଅନୁସାରେ ଧନତେରସ ୧୨ ନଭେମ୍ବରକୁ ହେବ। ୧୩ ନଭେମ୍ବର ଅନୁସାରେ ଧନତେରସ ର ପୂଜା ସନ୍ଧ୍ୟା ୫ ଟା ବାଜି ୨୮ ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ବାଜି ୫୯ ମିନିଟ ରେ ସମାପ୍ତ ହେବ।

କିଣିବାର ମୁହୁର୍ତ୍ତ –

Google

ଯଦି ଆପଣ ଧନତେରସର କିଣାକିଣି ୧୨ ନଭେମ୍ବରକୁ କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ୧୧ ଟା ବାଜି ୨୦ ମିନିଟ ରୁ ଦ୍ବିପ୍ରହର ୧୨ ଟା ବାଜି ୪ ମିନିଟ ପର୍ଯ୍ୟନ୍ତ ଅଭିଜିତ ମୁହୁର୍ତ୍ତ ରହିବ। ଏହାପରେ ରାତି ୮ ଟା ବାଜି ୩୨ ମିନିଟ ରୁ ୯ ଟା ବାଜି ୫୮ ମିନିଟ ପର୍ଯ୍ୟନ୍ତ ଅମୃତ ମୁହୂର୍ତ୍ତ ରହିବ।

କହି ରଖୁଛୁ କି ୧୨ ନଭେମ୍ବର ୨୦୨୦ ଗୁରୁବାର ଦିନ ରାତି ୯ ଟା ବାଜି ୩୦ ମିନିଟ ରୁ ଆରମ୍ଭ ହୋଇ ୧୩ ନଭେମ୍ବର ସକାଳ ୬ ଟା ବାଜି ୪୨ ମିନିଟ ପର୍ଯ୍ୟନ୍ତ ହସ୍ତ ଏବଂ ଚିତ୍ରା ନକ୍ଷତ୍ରରେ ତ୍ରୟୋଦଶୀ ତିଥି ହେବ। ୧୩ ନଭେମ୍ବର କୁ ସକାଳ ୬ ଟା ବାଜି ୪୨ ମିନିଟ ରୁ ସନ୍ଧ୍ୟା ୫୯ ମିନିଟ ପର୍ଯ୍ୟନ୍ତ ଚିତ୍ରା ନକ୍ଷତ୍ରରେ  ତ୍ରୟୋଦଶୀ ତିଥି ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ନିଶ୍ଚିତ ଲେଖି ଦିଅନ୍ତୁ। ମା ଲକ୍ଷ୍ମୀଙ୍କ କୃପା ହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *