Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୬ ନଭେମ୍ବର୨୦୨୦,ଶୁକ୍ରବାର,ଆଜି ମାଆ ଲକ୍ଷ୍ମୀଙ୍କ କୃପାରୁ ମେଷ ରାଶିକୁ ଛାଡ଼ି ଏହି ୪ ଟି ରାଶିର ଲୋକଙ୍କର ହେବ ପ୍ରଗତି, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୬ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୬ ନଭେମ୍ବର ୨୦୨୦।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ବଢିଆ ରହିଛି। ଧର୍ଯ୍ୟ ରଖନ୍ତୁ , ସବୁଠାରୁ ବଡ଼ ସଫଳତା ମିଳିବ। ପରିଶ୍ରମ ଅନୁସାରେ ସଫଳତା ମିଳିବ , ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ ଏବଂ ମନରେ ନକାରାତ୍ମକ ଭାବନା ଦୂର ହେବ। ସ୍ୱାଦିଷ୍ଟ ଭୋଜନ ର ଆନନ୍ଦ ନେଇ ପାରନ୍ତି। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଆୟ ରେ ବୃଦ୍ଧି ହେବ।

ବୃଷ ରାଶି –

ଆପଣଙ୍କର କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସଂପର୍କ ବୃଦ୍ଧି ପାଇବ। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ସମୟ ରହିଛି। କଠିନ ପରିଶ୍ରମ କରିବାକୁ ପଡ଼ିବ। ଅଜ୍ଞାତ ଭୟ ଆପଣଙ୍କୁ ଚିନ୍ତିତ କରାଇ ପାରେ। ଚାକିରୀ ଏବଂ ବ୍ୟବସାୟ ପ୍ରତି ଧ୍ୟାନ ରଖିବେ।ଆପଣଙ୍କୁ କୌଣସି ବିଶେଷ କାମ କରିବାକୁ ପଡିପାରେ। ପାର୍ଟନର ଙ୍କ ସହିତ ଉତ୍ତମ ତାଳମେଳ ରଖିବେ।

ମିଥୁନ ରାଶି –

ଭାଇ ଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ଲଗାତାର ପରିଶ୍ରମ ଦ୍ଵାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଘରେ ଭାଇ ଭଉଣୀଙ୍କ ସହିତ ମିଶି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ବିବାହିତ ଥିବା ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ପ୍ରେମ ବୃଦ୍ଧି ହେବ। ଜୀବନସାଥୀ ଙ୍କ ସହିତ ନିକଟତର ହେବେ।

Google

କର୍କଟ ରାଶି –

ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଘରୋଇ ସମସ୍ୟାର ସମାଧାନ ହୋଇଯିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅନୁକୂଳ ସମୟ ରହିଛି। କାର୍ଯ୍ୟ ରେ ଆପଣଙ୍କୁ ସ୍ନେହ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି।

ସିଂହ ରାଶି –

କାର୍ଯ୍ୟ କ୍ଷେତ୍ର ରୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଜୀବନସାଥୀ ଙ୍କ ତରଫରୁ ଦାମୀ ଉପହାର ମିଳିପାରେ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ସମୟ ରହିଛି। ଆପଣ ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ଵାରା ସବୁ କଠିନ କାର୍ଯ୍ୟ ସମ୍ପନ୍ନ କରିବେ।

କନ୍ୟା ରାଶି –

ଆଜି ଆପଣଙ୍କୁ ନିଜ ବାଣୀ ଉପରେ ଲଗାମ ଦେବା ଆବଶ୍ୟକ। ନଚେତ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଆପଣ ଅଧିକ ବୁଝି ବିଚାରି କାର୍ଯ୍ୟରେ ନିଷ୍ପତ୍ତି ନେବେ। ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାଦ୍ୱାରା ଆପଣଙ୍କୁ ଲାଭ ମିଳିବ। ଆପଣ କାର୍ଯ୍ୟସ୍ଥଳ ରେ ପରିବର୍ତ୍ତନ କରି ପାରନ୍ତି।

ତୁଳା ରାଶି –

ଆଜି ମାନସିକ ରୂପରେ ଆପଣଙ୍କ ମନରେ ହତାଶ ଭାବନା ଜାଗ୍ରତ ହୋଇପାରେ। ପାର୍ଟନର ଙ୍କ ତରଫରୁ ଲାଭ ମିଳିବ। ଧନ ଉପାର୍ଜନ କରିବାର ଅବସର ପ୍ରାପ୍ତ ହେବ।ଅଚାନକ ସୁଖଦ ସମାଚାର ମିଳିପାରେ। କାର୍ଯ୍ୟ ମାମଲାରେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ ଏବଂ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆପଣଙ୍କୁ ନିଜ ମନକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ବିଛା ରାଶି –

ଆପଣ ଶାରୀରିକ ରୂପରେ ସ୍ଫୁର୍ତି ଏବଂ ମାନସିକ ରୂପରେ ପ୍ରସନ୍ନ ରହିବାକୁ ପ୍ରୟାସ କରିବେ। ରୋଜଗାର ଖୋଜୁଥିବା ଲୋକଙ୍କୁ ନିରାଶା ଅନୁଭବ ହେବ। ଆଜି ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା କମ୍ ରହିଛି, କିନ୍ତୁ କଠିନ ପ୍ରୟାସ ସର୍ବଦା ଜାରି ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ପୁରୁଣା ସ୍ମୃତି କୁ ଚିନ୍ତା କରି ମନେ ମନେ ପ୍ରସନ୍ନ ହେବେ।

ଧନୁ ରାଶି –

ଆପଣଙ୍କୁ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବିରୋଧୀ ନିର୍ବଳ ରହିବେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ କରିବେ। ପାରିବାରିକ ସମସ୍ୟା କାରଣରୁ ଆପଣ ଅଶାନ୍ତି ରହି ପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଦେବେ। ଅତୀତ ରେ କରିଥିବା ଯୋଜନା ରେ ଆପଣଙ୍କୁ ପୁରସ୍କାର ମିଳିବ।

Google

ମକର ରାଶି –

ଆଜି ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନଚେତ ଆପଣଙ୍କୁ ବଡ଼ ଫାଇଦା ମିଳିପାରେ। ଚାକିରୀ ପେଶା ଏବଂ ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଅନୁକୂଳ ଦିନ ରହିଛି। ପିତା ଏବଂ ପୁତ୍ରଙ୍କ ମଧ୍ୟରେ ମତଭେଦ ହୋଇପାରେ। ମାନସମ୍ମାନ ରେ ବୃଦ୍ଧି ହେବ । ପାରିବାରିକ ଜୀବନ ଆନନ୍ଦଦାୟକ ହେବ। ସବୁ ପ୍ରକାରର ସୁଖ ପ୍ରାପ୍ତ ହେବ। ଆଜି ମୌଦ୍ରିକ ଲାଭ ମିଳିପାରେ।

କୁମ୍ଭ ରାଶି –

ଆଜି କୌଣସି କାରଣ ବଶତଃ ଘରେ ସମସ୍ୟା ସୃଷ୍ଟି ହୋଇପାରେ । ଆପଣ ଏକା ଅନୁଭବ କରି ପାରନ୍ତି। ଶତ୍ରୁଙ୍କ ଉପରେ ଆପଣ ବିଜୟ ହାସଲ କରିବେ। ପ୍ରେମ ସମ୍ବନ୍ଧ ପାଇଁ ଆଜିର ଦିନଟି ଅନୁକୂଳ ନାହିଁ। ପିଲା ମାନଙ୍କ ଧ୍ୟାନ ରଖନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କୁ ଭୁଗତାନ ପ୍ରାପ୍ତ ହେବ। ଦ୍ବିପ୍ରହର ପରେ ସ୍ଥିତି ରେ ସୁଧାର ଆସିବ। ଘରକୁ ଅତିଥି ଙ୍କ ଆଗମନ ହେବ।

ମୀନ ରାଶି –

ଆଜି ଆପଣଙ୍କୁ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ବ୍ୟବସାୟ ରେ ହାନୀ ହେବାଦ୍ବାରା ଆପଣଙ୍କ ମନ ଦୁଃଖ ହୋଇପାରେ। ବୁଦ୍ଧି ବିବେକ ଦ୍ଵାରା କାମ କରୁଥିଲେ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରୀ ରେ ପ୍ୟାକେଜ ମିଳିବ। ଆପଣଙ୍କ ଜୀବନରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *