Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୫ ନଭେମ୍ବର୨୦୨୦,ଗୁରୁବାର,ଆଜି ଏହି ୫ ଟି ରାଶିର ଜୀବନରେ ଆସିବ ଅନେକ ଖୁସି , ଫେରସ୍ତ ହେବ ସବୁ ଟଙ୍କା।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ୫ ନଭେମ୍ବର ଗୁରୁବାର ଦିନର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୫ ନଭେମ୍ବର ୨୦୨୦।

ମେଷ ରାଶି –

ଆଜିର ଦିନଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ସମସ୍ୟା ରେ ରହିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରି ରହିବ। ଆଜି ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତ ହେବ। ବୁଝି ବିଚାରି ନିବେଶ କରନ୍ତୁ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛୋଟ ଛୋଟ କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଚାକିରୀ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହିତ ବିବାଦ ହୋଇପାରେ। ଖାଦ୍ୟପେୟ ରେ ଧ୍ୟାନ ରଖନ୍ତୁ।

ବୃଷ ରାଶି –

ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। ବିଦ୍ୟାର୍ଥୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଅଚାନକ ସୁଖଦ ସମାଚାର ମିଳିପାରେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ଶୀଘ୍ରତା ରେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ନିବେଶ ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି।

ମିଥୁନ ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି। କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କ ପାଇଁ ବାଧା ସୃଷ୍ଟି କରିପାରେ। ଆପଣଙ୍କର ସବୁ ସମସ୍ୟା ଦୂର ହେବ। ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ବ୍ୟବସାୟ ରେ ଲାଭ ମିଳିବ। ଅଫିସ ରେ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ।

Google

କର୍କଟ ରାଶି –

ବ୍ୟକ୍ତି ବିଶେଷ ଙ୍କୁ ଲାଭ ମିଳିବ। ଆପଣଙ୍କର ଉଚ୍ଚ ଶକ୍ତି ପ୍ରବଳ ରହିବ ଏବଂ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଭବିଷ୍ୟତ ର ସମ୍ଭାବନା ବିଷୟରେ ଆପଣ ଚିନ୍ତା କରିବେ। କାର୍ଯ୍ୟ ଉପରେ ଆପଣ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଦିନ ରହିଛି। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ। କାହା ସହିତ ବିବାଦ ହୋଇପାରେ।

ସିଂହ ରାଶି –

ଆଜି ଆପଣ ଜୀବନସାଥୀ ଙ୍କ ପରାମର୍ଶ ରେ ଆଗକୁ ବଢିବେ। କୋର୍ଟ ର ନିଷ୍ପତି ଆପଣଙ୍କ ସପକ୍ଷରେ ରହିବ। ପରିବାରରେ ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। କାର୍ଯ୍ୟ ପାଇଁ ଅନୁକୂଳ ସମୟ ରହିଛି। କାର୍ଯ୍ୟ ପାଇଁ ଅନୁକୂଳ ସମୟ ରହିଛି। କାର୍ଯ୍ୟ କ୍ଷେତ୍ରରେ ଅସୁବିଧାରେ ପଡ଼ି ପାରନ୍ତି। ଅଚାନକ ଧନ ହାନୀ ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

କନ୍ୟା ରାଶି –

ଆଜି ଆପଣଙ୍କ ଜୀବନ ରେ କିଛି ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚ ବଢିପାରେ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆପଣ ଭାଗ ନେବେ। ବାହନ ଚଳାଚଳ ସମୟରେ ସାବଧାନ ରହିବାକୁ ପ୍ରୟାସ କରନ୍ତୁ।

ତୁଳା ରାଶି –

ଆଜି ନିବେଶ ଶୁଭ ରହିଛି। ରୋଜଗାର ରେ ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଚାହୁଁଥିଲେ, ଆପଣଙ୍କୁ ବୁଝି ବିଚାରି ଖର୍ଚ୍ଚ କରିବା ଆବଶ୍ୟକ। ଘରେ ସୁଖ ଶାନ୍ତି ର ବାତାବରଣ ରହିବ। କାହା କଥାରେ ଆପଣଙ୍କ ମନ ଦୁଃଖ ହୋଇପାରେ। ଋଣ ବସୁଲି କରିବା ପାଇଁ ଅନୁକୂଳ ସମୟ ରହିଛି। କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କର କୌଣସି ଗୁପ୍ତ କଥା ସମସ୍ତେ ଜାଣି ପାରନ୍ତି

ବିଛା ରାଶି –

ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ। ଜୀବନସାଥୀ ଙ୍କ ସହିତ ଆଜି ଆପଣ ସନ୍ତୁଷ୍ଟ ହୋଇ ଅତିବାହିତ କରିବେ।ପ୍ରେମୀ ଆପଣଙ୍କୁ ମହତ୍ୱପୂର୍ଣ୍ଣ ପରାମର୍ଶ ଦେବେ। ସରକାରୀ କାର୍ଯ୍ୟରେ ଆପଣଙ୍କୁ ଲାଭ ମିଳିବ। ଜରୁରୀ ବସ୍ତୁ ଉପରେ ଖର୍ଚ୍ଚ ହେବ।

ଧନୁ ରାଶି-

ଜୀବନସାଥୀ ଙ୍କ ସହିତ ରୋମାନ୍ସ ର ଅବସର ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। କାହା ସହିତ କଥାବାର୍ତ୍ତା ସମୟରେ ଭୁଲ ବାସ ପ୍ରୟୋଗ କରନ୍ତୁ ନାହିଁ। ଆର୍ଥିକ ଲାଭ ମିଳିପାରେ। କାହା ସହିତ ବିବାଦ ହୋଇପାରେ। ସମ୍ପର୍କୀୟଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ।

Google

ମକର ରାଶି –

ଆପଣ ଙ୍କୁ ନିଜ ଲକ୍ଷ୍ୟ ପୁରଣ କରିବା ପରେ ସଫଳତା ମିଳିବ। ପାର୍ଟନର ଙ୍କୁ ଉପହାର ଦେଇ ପାରନ୍ତି। ପ୍ରେମ ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। ଧନ ପ୍ରାପ୍ତ କରିବା ପାଇଁ ଅଧିକ ସମ୍ଭାବନା ରହିଛି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। କୌଣସି ମିଟିଂ ରେ ଯାଇ ପାରନ୍ତି।

କୁମ୍ଭ ରାଶି –

ଆଜି ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଉନ୍ନତି ମାର୍ଗ ପ୍ରଶସ୍ତ ରହିବ।।ସର୍ବଦା ନିଜ କାର୍ଯ୍ୟ ପ୍ରତି ଆପଣ ସମର୍ପିତ ରହିବେ। କଠୁଆରେ ବାଧା ଉତ୍ପନ୍ନ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟାପାର ରୁ ଧନ ଲାଭ ହେବ। ଆଜି ଆପଣଙ୍କ ସହିତ ବଡ଼ ଧୋକା ହୋଇପାରେ। ଚାକିରୀ କ୍ଷେତ୍ରରେସଫଳତା ମିଳିବ। ପାର୍ଟନର ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ।

ମୀନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ କାର୍ଯ୍ୟ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପରିବାରରେ କାହାର ସ୍ବାସ୍ଥ୍ୟ ଖରାପ ହୋଇପାରେ। କାରବାର ରେ ଅଧିକ ଆୟ ହେବ। କାର୍ଯ୍ୟ କରିବା ସମୟରେ ଆପଣ ଅଧିକ ସକାରାତ୍ମକ ରହିବେ। ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *